ଆମ ଜିଲା ଖବର

ବରଗଡ଼ରେ ଚାଞ୍ଚଲ୍ୟ: ହତ୍ୟାପରେ ଅଜଣା ଯୁବକଙ୍କୁ ପୋଡ଼ିଦେଲେ

ବରଗଡ଼ ଅଫିସ,/ଭେଡେନ, ୨୮।୩(ଡି.ଏନ୍‌.ଏ.): ବରଗଡ଼ ଜିଲା ଭେଡେନ ଥାନା ରୂଷୁଡା ଫାଣ୍ଡି ଅନ୍ତର୍ଗତ ଦେଶଭଟଲି ମେଗା ଗ୍ରୀଡ୍‌ ନିକଟ ରାସ୍ତାରେ ମଙ୍ଗଳବାର ଦିନ ଦ୍ବିପ୍ରହରରେ ଜଣେ ଅଜଣା ଯୁବକଙ୍କୁ ନିର୍ମମ ହତ୍ୟା କରାଯାଇଛି। ହତ୍ୟା ପରେ ମୃତଦେହ ଉପରେ ପେଟ୍ରୋଲ ଢାଳି…

ଖସିଲା ମାଟି ଅତଡ଼ା: ୨ ମୃତ, ୨ ଗୁରୁତର

କୋରାପୁଟ,୨୮।୩(ସ୍ବ.ପ୍ର.): କୋରାପୁଟ ଜିଲା ନନ୍ଦପୁର ଥାନା ଅନ୍ତର୍ଗତ ହିକିମପୁଟ ଗ୍ରାମନିକଟସ୍ଥ ଲେଞ୍ଜିପୁଟ ନାଳରେ ମଙ୍ଗଳବାର ମାଟି ଅତଡ଼ା ଖସିଛି। ଏଥିରେ ୨ ଜଣଙ୍କ ମୃତ୍ୟୁ ଘଟି ଥିବାବେଳେ ୨ ଜଣ ଗୁରୁତର ହୋଇଛନ୍ତି। ମୃତକ ହେଲେ ଘାଗଡ଼ାପଣ୍ଡି ଗ୍ରାମର ଶଶି ହନ୍ତାଳ…

ଗ୍ୟାସ୍‌ ଲିକ୍‌ ହୋଇ ଅଗ୍ନିକାଣ୍ଡ

ଭଞ୍ଜନଗର ୨୮।୩ (ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଭଞ୍ଜନଗର ଖଲାସାହିରେ ଅଗ୍ନିକାଣ୍ଡ ଘଟିଛି । ଏହି ଦୁର୍ଘଟଣାରୁ ସନ୍ତୋଷ ପଣ୍ଡାଙ୍କ ପରିବାର ଅଳ୍ପକେ ବର୍ତ୍ତି ଯାଇଛନ୍ତି। ରୋଷେଇ କରୁଥିବା ବେଳେ ଗ୍ୟାସ ସିଲିଣ୍ଡର ଲିକ୍‌ ହୋଇ ଅଗ୍ନିକାଣ୍ଡ ଘଟିଛି। ଖବରପାଇ ଅଗ୍ନିଶମ କର୍ମଚାରୀ…

ଗାଡ଼ି ଚଲାଉଥିଲେ ପୁଅ: ତଣ୍ଡ ଗଣିଲେ ବାପା

ସମ୍ବଲପୁର,୨୮। ୩(ବ୍ୟୁରୋ): ରାଜ୍ୟ ସରକାର ବେଆଇନ ନାବାଳକ ବାଇକ ଚଳାଇବା ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି । ଏ ନେଇ ସମ୍ବଲପୁର ଜିଲା ହୀରାକୁଦ ଥାନା ହୀରାକୁଦ-ରେମେଡ ରାସ୍ତା ଓ ଧନୁପାଲି ଥାନା ସରଲାକାନିରେ ପୋଲିସ ଓ ପରିବହନ ବିଭାଗ…

ପାହାଡ଼ ବ୍ଲାଷ୍ଟିଂ ବେଳେ ଶ୍ରମିକ ମୃତ

ବ୍ରହ୍ମପୁର ଅଫିସ,୨୮।୩: ଗଞ୍ଜାମ ଜିଲା ବାଲିଛାଇ ଭାଟଖାଲି ପାହାଡ଼ରେ ବ୍ଲାଷ୍ଟିଂ ବେଳେ ପଥର ଫାଟି ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ମୃତ ଶ୍ରମିକଙ୍କ ପରିଚୟ ମିଳି ନ ଥିବା ବେଳେ ସେ ଖୋର୍ଦ୍ଧା ଅଞ୍ଚଳର ବୋଲି କୁହାଯାଉଛି। ପୋଲିସ ଘଟଣାସ୍ଥଳରେ…

୧୩ ଦଫା ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

କେନ୍ଦୁଝର,୨୮।୩(ସ୍ବ.ପ୍ର.): କେନ୍ଦୁଝରରେ ଏବିଭିପି ପକ୍ଷରୁ ୧୩ ଦଫା ଦାବି ନେଇ ମଙ୍ଗଳବାର ଜିଲାପାଳଙ୍କ କାର୍ଯ୍ୟାଳୟଙ୍କ ଆଗରେ ଧାରଣା ଦେଇଥିବା ସୂଚନା ମିଳିଛି। ବିଭିନ୍ନ ଦାବି ମଧ୍ୟରୁ କଲେଜରେ ଖାଲି ଥିବା ଅଧ୍ୟାପକ ପଦବୀ ପୂରଣ, ସେମିଷ୍ଟାର ପରୀକ୍ଷାଫଳ ୪୫ ଦିନରେ ପ୍ରକାଶ…

ନାବାଳକ ବାଇକ୍‌ ଚଳାଇଲେ ହେବ କାର୍ଯ୍ୟାନୁଷ୍ଠାନ

ରାୟଗଡ଼ା,୨୮।୩(ସ୍ବ.ପ୍ର.): ରାୟଗଡ଼ା କଲେଜ ରୋଡରେ ୨ ନାବାଳକ ବାଇକ୍‌ ଚଳାଇବା ବେଳେ ଧରା ପଡିଛନ୍ତି। ଉକ୍ତ ଦୁଇ ଜଣ ନାବାଳକଙ୍କୁ ୨୫ ହଜାର ଲେଖାଏ ଜରିମାନା କରାଯାଇଛି। ସୂଚନାଯୋଗ୍ୟ, ସ୍କୁଲ ଓ କଲେଜରେ ପଢୁଥିବା ନାବାଳକ ଓ ନାବାଳିକା ବିପଦଜନକ ଭାବେ…

ବଡରମା ଘାଟିରେ ଦୁର୍ଘଟଣା: ଜଣେ ମୃତ, ଜଣେ ଗୁରୁତର

ଜମନକିରା,୨୮।୩(ଡି.ଏନ୍‌.ଏ.): ସମ୍ବଲପୁର ଜିଲା ଜମନକିରା ବ୍ଲକ ବଡରମା ଘାଟି ଉପରେ ମଙ୍ଗଳବାର ଦୁର୍ଘଟଣା ଘଟିଛି। ଏକ ଟ୍ରେଲର-ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟିଛି। ଏଥିରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣେ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତେବେ ଏବେ ସୁଦ୍ଧା…

ଛାତରେ ଫଳୁଛି ସେଓ, ଅଙ୍ଗୁର

ନବରଙ୍ଗପୁର,୨୮।୩(ବି.ପ୍ର.):ନବରଙ୍ଗପୁର ଚାମୁରିଆଗୁଡ଼ାସ୍ଥିତ ଜଗନ୍ନାଥ ରଥ ଜଣେ ଭେଷଜକ। ରୋଗୀଙ୍କୁ ସେବା ଯୋଗାଇବା ସହ ପ୍ରକୃତିକୁ ମଧ୍ୟ ସେତିକୁ ଭଲ ପାଆନ୍ତି। ନିଜ ଘରେ ବିଭିନ୍ନ ବୃକ୍ଷ ଲତା ଫଳ ଫୁଲ ଲଗାଇ ଅନ୍ୟ ପାଇଁ ଉଦାହରଣ ସାଜିଛନ୍ତି ଜଗନ୍ନାଥ। ଗଛଟିଏ ଲଗାଇ…

ଶ୍ରୀରାମ ନବମୀରେ ମହାଯଜ୍ଞ: ଆଖଣ୍ଡଳମଣିରୁ ଗଲା ଆଜ୍ଞାମାଳ

ଆରଡି,୨୮।୩(ଡି.ଏନ୍‌.ଏ.): ଆସନ୍ତା ଗୁରୁବାର ପବିତ୍ର ଶ୍ରୀରାମ ନବମୀ । ଏହି ଅବସରରେ ଭଦ୍ରକରେ ମହାଯଜ୍ଞ ଅନୁଷ୍ଠିତ ହେବ। ଏନେଇ ମଙ୍ଗଳବାର ବାବା ଆଖଣ୍ଡଳମଣିଙ୍କ ପୀଠରୁ ଆଜ୍ଞାମାଳ ବାହାରି ଏକ ଶୋଭାଯାତ୍ରାରେ ଭଦ୍ରକ ଯଜ୍ଞସ୍ଥଳରେ ପହଞ୍ଚିଛି। ଏହି ଅବସରରେ ପୂର୍ବାହ୍ନରେ ବାବା ଆଖଣ୍ଡଳମଣିଙ୍କ…

ବନ୍ଧୁଙ୍କ ପାଇଁ ମଶାଣି ପାଲଟିଛି ଘର

ମାଥିଲି,୨୮ା୩ (ଡି.ଏନ.ଏ.):ମଶାଣି ନାଁ ଶୁଣିଲେ ସାଧାରଣତଃ ଲୋକଙ୍କ ମନରେ ଭୟ ସୃଷ୍ଟି ହୁଏ। ଜଣେ ମୃତ୍ୟୁବରଣ କରିବା ପରେ ସେଠାକୁ କୋକେଇରେ ଯାଏ। ମାତ୍ର ମାଥିଲି ବ୍ଲକରେ ଏପରି ଜଣେ ବ୍ୟକ୍ତି ଅଛନ୍ତି ଯିଏ ମଶାଣିକୁ ନିଜ ଘର କରିଛନ୍ତି। ମଶାଣିରୁ…

ମା’ ତାରାତାରିଣୀଙ୍କ ଚୈତ୍ରଯାତ୍ରା: ମିଶନ ଶକ୍ତି ସଚିବ କଲେ ଦର୍ଶନ

ପୁରୁଷୋତ୍ତମପୁର,୨୮।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟ ଦେବୀ ମା’ ତାରାତାରିଣୀଙ୍କ ତୃତୀୟ ପାଳି ଚୈତ୍ର ମଙ୍ଗଳବାର ଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇ ପାହାଡ଼ ଚତୁଃପାର୍ଶ୍ୱ ଲୋକାରଣ୍ୟ ହୋଇପଡିଛି। ଏହି ପାଳିରେ ରାତି ସାଢେ ୧୨ଟାରୁ ମନ୍ଦିର ଦ୍ୱାର ଫିଟା ଯାଇ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri