ଆମ ଜିଲା ଖବର

ଦିନକରେ ୨ ସ୍ଥାନରେ କେନ୍ଦ୍ରକୁ ନେଇ ଅସନ୍ତୋଷ

କଟକ,୨୫।୬( ସୁପ୍ରିୟା ପ୍ରିୟଦର୍ଶିନୀ)ଆସନ୍ତା ଜୁଲାଇ ୧ରେ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା(ଓଟିଇଟି) ଅନୁଷ୍ଠିତ ହେବ। ଉକ୍ତ ଦିନ ପରୀକ୍ଷାର୍ଥୀମାନେ ଦୁଇଟି ପେପର ପରୀକ୍ଷା ଦେଇପାରିବେ। କିଛି ପରୀକ୍ଷାର୍ଥୀ ପେପର-୧ ଗୋଟିଏ ସ୍ଥାନରେ ଏବଂ ପେପର-୨ ଆଉ…

ବିବାହ ପୂର୍ବରୁ ନାବାଳିକାଙ୍କ ଅଶ୍ଳୀଳ ଭିଡିଓ, ସୋସିଆଲ ମିଡିଆରେ ଭାଇରାଲ କରି ଜଣେ ଗିରଫ

ହିଞ୍ଜିଳିକାଟୁ,୨୪ା୬(ଦ୍ୱିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଅଞ୍ଚଳର ଏକ ଗ୍ରାମରେ ବିବାହ ପୂର୍ବରୁ ଜଣେ ନାବାଳିକାଙ୍କ ଅଶ୍ଳୀଳ ଭିଡିଓ ଉତ୍ତୋଳନ କରି ବ୍ଲାକମେଲ କରିବା ଓ ବିବାହ ପରେ ତାହାକୁ ସୋସିଆଲ ମିଡିଆରେ ଛାଡ଼ିବା ଅଭିଯୋଗରେ ହିଞ୍ଜିଳି ପୋଲିସ ଜଣଙ୍କୁ…

ମାଲକାନଗିରିରେ ୨୧ ରାସ୍ତା ପ୍ରକଳ୍ପ ପାଇଁ ୧୫୮ କୋଟି ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୪ା୬(ଅନିଲ ଦାସ): ମାଓବାଦୀ ପ୍ରବଣ ମାଲକାନଗିରି ଜିଲାର ଯୋଗାଯୋଗ କ୍ଷେତ୍ରକୁ ବିକଶିତ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ୧୫୮ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଜିଲା ଗ୍ରାମୀଣ ବିକାଶ ବିଭାଗର ପ୍ରସ୍ତାବ ଅନୁସାରେ ୨୧ଟି ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ…

କଥା ଦେଇ କଥା ରଖିଲେ ୫-ଟି ସଚିବ: ଗସ୍ତର ଗୋଟିଏ ସପ୍ତାହରେ ଆସିଲା ୨କୋଟି ଟଙ୍କାର ଅନୁଦାନ

ଦାରିଙ୍ଗବାଡ଼ି,୨୪ା୬(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି଼କୁ ଗତ ସପ୍ତାହରେ ୫-ଟି ସଚିବ ଭି. କେ ପାଣ୍ଡିଆନ ଗସ୍ତ କରିଥିଲେ। ସେହି ସମୟରେ ସେ ୪ଟି ପ୍ରକଳ୍ପ ତଥା ମନ୍ଦିର, ମସ୍‌ଜିଦ, ଚର୍ଚ୍ଚ ଓ କମ୍ୟୁନିଟି ହଲ୍‌ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…

ଛୁଆ ହାତୀକୁ ଗ୍ରହଣ କରୁନି ମା’, ଚିନ୍ତାରେ ବନ ବିଭାଗ

କେନ୍ଦୁଝର,୨୪ା୬(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ବନଖଣ୍ଡ ଘଟଗାଁ ରେଞ୍ଜ ଅନ୍ତର୍ଗତ ଦେଓବନ୍ଧ ବିଟ୍‌ ଅଧିନସ୍ଥ କୋଳିମାଟି ଗ୍ରାମ ନିକଟରେ ଶୁକ୍ରବାର ଏକ ପଥର ଖୋଲରୁ ଉଦ୍ଧାର କରାଯାଇଥିବା ପ୍ରାୟ ୨ ମାସର ହାତୀ ଛୁଆକୁ ମା’ ହାତୀ କିମ୍ବା ଦଳ ଗ୍ରହଣ…

ରଜ ଉତ୍ସବ ପାଳିବାକୁ ଯାଇ ଯୁବତୀଙ୍କ ପତ୍ତା ମିଳୁନି

ବାଲିଗୁଡ଼ା,୨୪ା୬(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାରେ ଦିନକୁ ଦିନ ନାବାଳିକା/ଯୁବତୀ ଅପହରଣ ମାମଲା ବୃଦ୍ଧି ପାଇବାରେ ଲାଗିଛି। କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମହାସିଙ୍ଗି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଚଳିତ ମାସ ୧୫ ତାରିଖରେ ମହାସିଙ୍ଗି ପଞ୍ଚାୟତ…

ଏସିଏଫ୍‌ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ଡିଏଫଓଙ୍କୁ ମିଳିଲା ସାମାନ୍ୟ ଆଶ୍ୱସ୍ତି

କଟକ,୨୪।୬: ବହୁ ଚର୍ଚ୍ଚିତ ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କୁ ହାଇକୋର୍ଟରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। ପାରଳାଖେମୁଣ୍ଡି ଏସ୍‌ଡିଜେଏମ୍‌ କୋର୍ଟରେ ଚାଲିଥିବା ଏସିଏଫ ସୌମ୍ୟରଞ୍ଜନ ହତ୍ୟା ମାମଲାର ଶୁଣାଣି ଉପରେ ହାଇକୋର୍ଟ ସାମୟିକ ସ୍ଥଗିତାଦେଶ ଜାରି…

ଶିକାରୀ ଗୁଳିରେ ଫରେଷ୍ଟରଙ୍କ ମୃତ୍ୟୁ ଘଟଣା:୧୦ ଗିରଫ 

ବାରିପଦା,୨୪।୬: ଶିମିଳିପାଳ ଅଭୟାରଣ୍ୟର ଶିକାରୀ ଗୁଳିରେ ଫରେଷ୍ଟରଙ୍କ ମୃତ୍ୟୁ ଘଟଣାରେ ୧୦ ଅଭିଯୁକ୍ତ ଶିକାରୀ ଗିରଫ ହୋଇଛନ୍ତି । ଗିରଫ ଅଭିଯୁକ୍ତମାନେ ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ଏଦେଲବେଡା ଗ୍ରାମର ବୋଲି ସୂଚନା ମିଳିଛି । ଗତ ୧୬ ତାରିଖରେ ବିଳମ୍ବିତ ରାତିରେ…

ବ୍ୟାଗ କିଣିବାକୁ ଆସି ଲୁଟ୍‌ କରିବା ଘଟଣା: ନଗଦ ଅର୍ଥ ସହ ସୁନା ଅଳଙ୍କାର ଫେରିପାଇଲେ ଦମ୍ପତି

ସୋରଡ଼ା,୨୪ା୬(ଲମ୍ବୋଦର ପାଣିଗ୍ରାହୀ): ବ୍ୟାଗ୍‌ କିଣିବାକୁ ଆସି ନଗଦ ଟଙ୍କା ସହ ସୁନା ଅଳଙ୍କାର ଲୁଟିନେବା ମାମଲାରେ ସୋରଡ଼ା ପୋଲିସ ୧୪ ଦିନ ମଧ୍ୟରେ ଡକାୟତମାନଙ୍କୁ ଗିରଫ ସହ ଲୁଟ୍‌ ସୁନା ଟଙ୍କା ଜବତ କରିଛି। ତେବେ ଲୁଟ୍‌ର ଶିକାର ହୋଇଥିବା ସ୍ଥାନୀୟ…

ନବଜାତକର ମୃତଦେହ ଝୁଣି ଖାଇଲେ କୁକୁର

ଆନନ୍ଦପୁର,୨୪ା୬(ସନ୍ତୋଷ ରାଉତ): ଆନନ୍ଦପୁର ଉପଖଣ୍ଡ ନନ୍ଦିପଦା ଥାନା ଅଧୀନ ବଡ଼ରମ୍ପାସ ଓ ବରିଡ଼ି ରାସ୍ତାର ଚାରିମାଣିଆ ଛକ ନିକଟ ରାସ୍ତା ପାର୍ଶ୍ୱ ପଡ଼ିଆରେ ଏକ ନବଜାତକର ମୃତଦେହ ପଡ଼ିଥିବାର ଲୋକେ ଦେଖିବାକୁ ପାଇଥିଲେ। ଶନିବାର ସକାଳେ କେତେକ ପଥଚାରୀ ସେହି ରାସ୍ତାରେ…

ବ୍ୟାଗ୍‌ କିଣିବାକୁ ଆସି ଲୁଟ୍‌: ୩ ଗିରଫ, ମିଳିଲା ଅଫେରା ଧନ  

ସୋରଡ଼ା,୨୪।୬(ଲମ୍ବୋଦର ପାଣିଗ୍ରାହୀ): ବ୍ୟାଗ୍‌ କିଣିବାକୁ ଆସି ଲୁଟ୍‌ ମାମଲାରେ ସୋରଡ଼ା ପୋଲିସ ୧୪ ଦିନ ମଧ୍ୟରେ ଡକାୟତ ମାନଙ୍କୁ ଗିରଫ କରିଛି। ଏହା ସହ ଲୁଟ ସୁନା ଟଙ୍କା ଜବତ କରି ଲୁଟ୍‌ର ଶିକାର ହୋଇଥିବା ସ୍ଥାନୀୟ ବଡଦାଣ୍ଡର ବ୍ୟବସାୟୀ ଦିନବନ୍ଧୁ…

ଯୁବକଙ୍କୁ ସାଇକେଲ ସହ ଟେକି କଚାଡ଼ିଲା ହାତୀ

ଆନନ୍ଦପୁର,୨୪ା୬(ସନ୍ତୋଷ ରାଉତ): ଆନନ୍ଦପୁର ଥାନା ସୀମାନ୍ତ ମହୁଲଡିହା ଥାନା ଝାଟିକିଡିହା ଗ୍ରାମରେ ଜଣେ ଯୁବକ ହାତୀ ଆକ୍ରମଣର ଶିକାର ହୋଇ ଗୁରୁତର ହୋଇଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ଆନନ୍ଦପୁର ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଗୁରୁତର ଯୁବକ ହେଉଛନ୍ତି ଝାଟିକିଡିହାର ଭଜ ମଢେଇ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?