ଆମ ଜିଲା ଖବର

ଝଲସୁଛି ୪ ପୋଖରୀ

ବାରିପଦା,୫ା୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ନୂଆ ରୂପରେ ଝଲସୁଛି ବାରିପଦା ସହରର ୪ ପୋଖରୀ। ବହୁ ପୁରାତନ ଚାପଲ ପୋଖରୀ, ବଡ଼ ପୋଖରୀ, ଜୁବୁଲୀ ପୋଖରୀ ଓ ହେମସାଗର ପୋଖରୀ ଗୁଡ଼ିକର ପୁନରୁଦ୍ଧାର ପାରିପାଶର୍‌ବିକ ଉନ୍ନତି ଓ ସୌନ୍ଦର୍ଯ୍ୟ କରଣ କାର୍ଯ୍ୟ ସମ୍ପନ୍ନ…

ଅପହରଣ ଉଦ୍ୟମ ବେଳେ ନାବାଳକ ଉଦ୍ଧାର

ଦେବଗଡ଼, ୫।୯ (ଶଶାଙ୍କ ଶେଖର ଝାଙ୍କର ): ଜଣେ ନାବାଳକଙ୍କୁ ଅପହରଣ ଉଦ୍ୟମ ବେଳେ କୁଣ୍ଢେଇଗୋଳା ଥାନା ଖଇରପାଲି ଫାଣ୍ଡି ଅନ୍ତର୍ଗତ କଣ୍ଟାବାହାଳ ଗ୍ରାମରୁ ଉଦ୍ଧାର କରାଯାଇଛି। ଉଦ୍ଧାର ହୋଇଥିବା ନାବାଳକ ଜଣକ ଦେବଗଡ଼ ଥାନା ବିଜୟନଗର ଉଚ୍ଚ ବିଦ୍ୟାଳୟର ନବମ…

ଈଶାଣପୁର ଗାଁକୁ ରାସ୍ତା ବନ୍ଦ

ବୈଶିଙ୍ଗା,୫ା୯(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଉପକଣ୍ଠ ଯୁଗପୁରା ରେଳ ଷ୍ଟେଶନଠାରୁ ମାତ୍ର ୫୦୦ ମିଟର ଦୂରରେ ଥିବା ଈଶାଣପୁର ଗାଁକୁ ସଂଯୋଗ କରୁଥିବା ରାସ୍ତାକୁ ରେଲଓ୍ବେ ପକ୍ଷରୁ ବନ୍ଦ କରି ଦିଆଯାଇଛି। ଫଳରେ ବିକଳ୍ପ ବ୍ୟବସ୍ଥା ନ ଥିବାରୁ ଲୋକେ…

ରାସ୍ତାରେ ବସ୍‌ କାଚ ଭାଙ୍ଗିଲା ଦନ୍ତା

ରାୟଗଡ଼ା,୫ା୯(ଆଶିଷ ରଞ୍ଜନ ପଣ୍ଡା):ଓଡ଼ିଶା ଆନ୍ଧ୍ରପ୍ରଦେଶ ସୀମାନ୍ତରେ ରାୟଗଡ଼ାରୁ ପାର୍ବତୀପୁରମ୍‌କୁ ଯାଉଥିବା ଏକ ଘରୋଇ ଯାତ୍ରୀବାହୀ ବସ୍‌କୁ ସୋମବାର ପୂର୍ବାହ୍ନ ପ୍ରାୟ ୧୧ଟାରେ ଏକ ଦନ୍ତାହାତୀ ଅଟକାଇ ଉପଦ୍ରବ କରିଛି। ରାୟଗଡ଼ା ବ୍ଲକ୍‌ କେରେଡାଠାରୁ ୧୦ କି.ମି ଦୂର ମାନ୍ୟମ ଜିଲା ଅର୍ତମ…

ଶରତ ପାଢ଼ୀ ଆର୍‌ପିଏଫ୍‌ର ଅତିରିକ୍ତ ମହାନିର୍ଦ୍ଦେଶକ

ତିହିଡ଼ି,୪।୯ (ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ି ବ୍ଲକ ଅଧୀନ ଗୁଆମାଳ ଗ୍ରାମର ଶରତ ଚନ୍ଦ୍ର ପାଢ଼ୀ ଆରପିଏଫ୍‌ର ଅତିରିକ୍ତ ମହାନିର୍ଦ୍ଦେଶକ ପଦରେ ପ୍ରଥମ ଓଡ଼ିଆ ଭାବେ ଅବସ୍ଥାପିତ ହୋଇଛନ୍ତି। ଏହା ପୂର୍ବରୁ ସେ କେନ୍ଦ୍ରୀୟ ରେଳବାଇର ପ୍ରଧାନ ମୁଖ୍ୟ ସୁରକ୍ଷା…

ଶ୍ରୀମନ୍ଦିରରେ ରାହୁରେଖା ଲାଗି

ପୁରୀ, ୫ା୯(ଅଜିତ ମହାନ୍ତି):ଭାଦ୍ରବ ମାସ କୃଷ୍ଣପକ୍ଷ ପଞ୍ଚମୀ ତିଥି ସୋମବାର ଅବସରରେ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କ ସୁନା ରାହୁରେଖା ଲାଗି ନୀତି ସମ୍ପନ୍ନ ହୋଇଛି। ମହାପ୍ରଭୁଙ୍କ ବିଭିନ୍ନ ଗୁପ୍ତ ନୀତି ମଧ୍ୟରୁ ଏହି ନୀତି ଅନ୍ୟତମ। ଦଇତାପତି ସେବକମାନେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ରାହୁରେଖା…

ଚାଉଳ ମିଳିଲାନି, ଯୋଗାଣ ଅଧିକାରୀଙ୍କୁ ପିଟିଲେ

ବାସୁଦେବପୁର, ୫ା୯(ନାରାୟଣ ପ୍ରସାଦ ବାରିକ):ଭଦ୍ରକ ଜିଲା ବାସୁଦେବପୁର ବ୍ଲକ କରଞ୍ଜଆଡ଼ିଆ ପଞ୍ଚାୟତର ୭ଶହ ହିତାଧିକାରୀ ଚଳିତବର୍ଷ ଫେବୃୟାରୀ ଏବଂ ମାର୍ଚ୍ଚ ମାସର ପିଡିଏସ୍‌ ଚାଉଳ ପାଇ ନାହାନ୍ତି। ତାହା ସେମାନେ କେବେ ପାଇବେ ସେନେଇ କିଛି ସ୍ପଷ୍ଟ ହୋଇପାରିଲା ନାହିଁ। ଏନେଇ…

ରାମଚଣ୍ଡୀ ମନ୍ଦିର ଦାନବାକ୍ସ ଅର୍ଥ ଆତ୍ମସାତ୍‌

ମହାକାଳପଡ଼ା,୫ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକର ପ୍ରସିଦ୍ଧ ଶକ୍ତି ପୀଠ ମା’ରାମଚଣ୍ଡୀ ମନ୍ଦିର ଦାନବାକ୍ସରେ ଶ୍ରଦ୍ଧାଳୁମାନେ ଟଙ୍କା, ପଇସା , ସୁନା ରୁପା ଆଦି ଦାନ କରିଥାନ୍ତି। ସେହି ଦାନଅର୍ଥକୁ ଯାନିଯାତ୍ରା ଓ ମା’ଙ୍କ ସେବାରେ ଖର୍ଚ୍ଚ…

ପଞ୍ଚାୟତକୁ ଆସୁନାହାନ୍ତି ଗ୍ରାମ୍ୟ କୃଷି କର୍ମଚାରୀ

ପଟ୍ଟାମୁଣ୍ଡାଇ,୫ା୯(କଳ୍ପତରୁ ନାୟକ): ରାଜ୍ୟ ସରକାରଙ୍କ ପକ୍ଷରୁ କୃଷି ଓ କୃଷକଙ୍କ ଉନ୍ନତି ପାଇଁ ବହୁବିଧ ଯୋଜନା କାର୍ଯ୍ୟକାରୀ କରାଯାଇଛି। ଏପରିକି ତୃଣମୂଳସ୍ତରରେ ଥିବା ଚାଷୀଙ୍କ କୃଷି ସମ୍ପର୍କିତ ସମସ୍ୟା ଦୂର କରିବା ପାଇଁ ଗ୍ରାମ୍ୟ କୃଷି କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ତେବେ…

ପର୍ଯ୍ୟଟନ ବିଭାଗ ଦୃଷ୍ଟି ଆଢୁଆଳରେ ଆର୍ତ୍ତେଶ୍ୱର ପୀଠ

ଡେରାବିଶ,୫ା୯(ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲାର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ଅର୍ତ୍ତେଶ୍ୱରଙ୍କ ମନ୍ଦିର ପର୍ଯ୍ୟଟନ ବିଭାଗର ଦୃଷ୍ଟି ଆଡୁଆଳରେ ରହିଛି। କେନ୍ଦ୍ରାପଡ଼ା ଜିଲା ଅନ୍ତର୍ଗତ ଡେରାବିଶ ବ୍ଲକ ମହଙ୍ଗ ପଞ୍ଚାୟତ ଜଗନ୍ନାଥପୁରଠାରେ ରହିଛି ଏହି ପ୍ରସିଦ୍ଧ ଶୈବପୀଠ। ଗୋବରୀ ନଦୀ କୂଳରେ…

କାଇଁଚ ହସ୍ତଶିଳ୍ପକୁ ଜିଆଇ ଟ୍ୟାଗ୍‌ ଦାବି

କେନ୍ଦ୍ରାପଡ଼ା, ୫ା୯ (ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ରସାବଳୀ ସମେତ ଓଡ଼ିଶାର ୭ଟି ସାମଗ୍ରୀର ଜିଆଇ (ଜିଓଗ୍ରାଫିକାଲ ଇଣ୍ଡିକେଶନ) ଟ୍ୟାଗ୍‌ ପାଇଁ ତାଲିକାଭୁକ୍ତ ହୋଇଛି। ଏବେ ଜିଲାର କାଇଁଚ ହସ୍ତଶିଳ୍ପ ଜିଆଇ ଟ୍ୟାଗ୍‌ ଦାବି ଜୋର ଧରିଛି। ଏ ନେଇ ଚେନ୍ନାଇସ୍ଥିତ ଜିଆଇ…

ଅସୁରକ୍ଷିତ ଧାନମଣ୍ଡି: ୧୧୭ରୁ ଗୋଟିଏରେ ସିସିଟିଭି

ଯାଜପୁର,୫ା୯(ହର୍ଷବର୍ଦ୍ଧନ ବେହେରା): ଧାନ ମଣ୍ଡିରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ପାଇଁ ସମସ୍ତ ମଣ୍ଡିରେ ସିସିଟିଭି କ୍ୟାମେରା ଲଗାଇବାକୁ ବିଭାଗୀୟ ଷ୍ଟାଣ୍ଡିଂ କମିଟି ପକ୍ଷରୁ ନିଷ୍ପତ୍ତି ହୋଇଥିଲା। ଏହିମର୍ମରେ ରାଜ୍ୟ ସମବାୟ ସମିତିର ନିବନ୍ଧକ ୯ା୫ା୨୦୨୩ରେ ସମସ୍ତ ଡିଆର୍‌ସିଏସ୍‌ଙ୍କୁ ନିର୍ଦ୍ଦେଶ ଦେଇଥିଲେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?