ରାଜସ୍ବ ଆଦାୟରେ ଭାପୁର ତହସିଲର ରେକର୍ଡ
ଭାପୁର,୨୧। ୪(ଡି.ଏନ୍.ଏ.): ନୟାଗଡ଼ ଜିଲା ଭାପୁର ତହସିଲ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ରାଜସ୍ବ ଆଦାୟରେ ରେକର୍ଡ କରିଛି। ଜିଲା ପ୍ରଶାସନ ଧାର୍ଯ୍ୟ କରିଥିବା ରାଜସ୍ବ ଆଦାୟ ପରିମାଣଠାରୁ ପ୍ରାୟ ୧୮୬ ପ୍ରତିଶତ ଅଧିକ ରାଜସ୍ବ ଆଦାୟ କରାଯାଇଛି। ଜିଲା ପ୍ରଶାସନ…
ଅସହ୍ୟ ତାତିରେ ଲୋକେ ଆଉଟୁପାଉଟ
ଧର୍ମଶାଳା,୨୧ା୪(ଡି.ଏନ.ଏ.): ପ୍ରଚଣ୍ଡ ରୌଦ୍ରତାପ ସାଙ୍ଗକୁ ଅସହ୍ୟ ଗୁଳୁଗୁଳିରେ ଲୋକେ ଆଉଟୁପାଉଟୁ ହେଉଛନ୍ତି। ବିଶେଷ କରି ଧର୍ମଶାଳା ବ୍ଲକର ପାହାଡିଆ ଅଞ୍ଚଳରେ ପୂର୍ବାହ୍ନ ୧୦ଟା ପରେ ଘରୁ ବାହାରିବା କଷ୍ଟକର ହୋଇପଡୁଛି। ଏଭଳି ଅବସ୍ଥାରେ ଦିନ ମଜୁରିଆମାନେ ବିଷେଶ ଭାବେ ହଇରାଣ ହରକାତ…
ବିଦ୍ୟୁତ୍ କାଟ୍କୁ ନେଇ ତେଜୁଛି ଅସନ୍ତୋଷ
ବାରିପଦା ଅଫିସ,୨୧ା୪; ମୟୂରଭଞ୍ଜ ଜିଲା ବାରିପଦା ସହରରେ ତାପମାତ୍ରା ୪୪ଡିଗ୍ରୀ ଉପରେ ରହୁଥିବା ବେଳେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି। ପ୍ରବଳ ଗୁଳୁଗୁଳି ଗରମ ଓ ତାତି ଅସହ୍ୟ ହୋଇପଡୁଛି। ବାହାରକୁ ବାହାରିବା ଅସମ୍ଭବ ହୋଇପଡୁଛି। ଝାଞ୍ଜି ପବନ ଯୋଗୁ ଲୋକେ ଡହଳବିକଳ…
ଝାରସୁଗୁଡା ଉପ ନିର୍ବାଚନ: ବିଜେଡି, ଭାଜପାର ଷ୍ଟାର ପ୍ରଚାରକ
ବିଜେଡି- ନବୀନ ପଟ୍ଟନାୟକ, ପ୍ରଣବ ପ୍ରକାଶ ଦାସ, ଦେବୀ ପ୍ରସାଦ ମିଶ୍ର, ପ୍ରସନ୍ନ ଆଚାର୍ଯ୍ୟ, ଶାରଦା ପ୍ରସାଦ ନାୟକ, ନିରଞ୍ଜନ ପୂଜାରୀ, ଅଶୋକ ଚନ୍ଦ୍ର ପଣ୍ଡା,ପଦ୍ମନାଭ ବେହେରା , ସୁଶାନ୍ତ ସିଂ, ପ୍ରତାପ କେଶରୀ ଦେବ, ଅତନୁ ସବ୍ୟସାଚୀ ନାୟକ, ଅରୁଣ…
୨ ନାବାଳିକାଙ୍କୁ ଗଣବଳାତ୍କାର
ଭବାନୀପାଟଣା/ଲାଞ୍ଜିଗଡ଼, ୨୧।୪(ସ୍ବ.ପ୍ର./ଡି.ଏନ୍.ଏ.): ଯାତ୍ରା ଦେଖି ଫେରୁଥିବା ବେଳେ ଗଣବଳାତ୍କାରର ଶିକାର ହୋଇଛନ୍ତି ୨ ନାବାଳିକା। ମାନବିକତାକୁ ଦୋହଲାଇଦେବା ଭଳି ଏଭଳି ଲଜ୍ଜାଜନକ ଘଟଣା କଳାହାଣ୍ଡି ଜିଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଗତ ରବିବାର ଭୋର୍ ସମୟରେ ଏହି କାଣ୍ଡ ଘଟିଥିବା ବେଳେ…
ତୁରୁମୁଙ୍ଗା ଗ୍ରୀଡ୍ ସବ୍ଷ୍ଟେଶନ ନିର୍ମାଣ ବିଳମ୍ବ ନେଇ କ୍ଷୋଭ
କେନ୍ଦୁଝର,୨୧ା୪(ସ୍ବ.ପ୍ର./ଡି.ଏନ୍.ଏ.): ଗ୍ରାମ୍ୟ ଉନ୍ନୟନ, ଶକ୍ତି, ସୂଚନା ଓ ଲୋକ ସମ୍ପର୍କ ବିଭାଗର ପ୍ରମୁଖ ଶାସନ ସଚିବ ତଥା ଜିଏସ୍ଟି କମିଶନର ସଞ୍ଜୟ କୁମାର ସିଂହ ୩ଦିନିଆ କେନ୍ଦୁଝର ଜିଲା ଗସ୍ତରେ ଆସି କ୍ଷେତ୍ର ପରିଦର୍ଶନ କରିବା ସହ ବିଭିନ୍ନ ଉନ୍ନୟନ କାର୍ଯ୍ୟକ୍ରମ…
ଗାଁକୁ ନାହିଁ ବିଦ୍ୟୁତ୍, ସବୁଦିନିଆ ରାସ୍ତା
ନୟାଗଡ଼ ଅଫିସ,୨୧।୪ଆଦିବାସୀଙ୍କ ବିକାଶ ଲାଗି ସରକାର ଯୋଜନା ପରେ ଯୋଜନା ପ୍ରସ୍ତୁତ କରୁଛନ୍ତି। ହେଲେ ଆଦିବାସୀଙ୍କ କ’ଣ ଉନ୍ନତି ହେଉଛି, ସେମାନଙ୍କ ଜୀବନ ଜୀବିକା କାହିଁକି ବଦଳୁନି। କ’ଣ କରାଗଲେ ସେମାନେ ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇ ପାରିବେ ସେନେଇ କରାଯାଉନି…
ବଦଳିଲେ ଅଧିକାରୀ : ସୂଚନା ବୋର୍ଡରୁ ବଦଳିନି ନାମ
ରଘୁନାଥପୁର,୨୧।୪(ଡି.ଏନ.ଏ): ରଘୁନାଥପୁର ବିଡିଓଙ୍କ ଲମ୍ବୋଦର ଖୁଣ୍ଟିଆଙ୍କ ବଦଳି ୨ ମାସ ପୂର୍ବେ ହୋଇଯାଇଛି। ଏହାସତ୍ତ୍ୱେ କାର୍ଯ୍ୟାଳୟରେ ଥିବା ସୂଚନା ବୋର୍ଡରୁ ଏପର୍ଯ୍ୟନ୍ତ ତାଙ୍କ ନାମ ବଦଳାଯାଇନାହିଁ। ସୂଚନା ବୋର୍ଡରେ ଆର୍ଟିଆଇ ଅଧିକାରୀ ଭାବେ ଏବେବି ତାଙ୍କ ନାମ ରହିଛି। ଫଳରେ କାର୍ଯ୍ୟାଳୟକୁ…
ଠିକାଦାର ଜାଳିଦେଲେ ଶତାଧିକ ଗଛ
ଚଣ୍ଡିଖୋଲ,୨୧ା୪ (ଡି.ଏନ୍.ଏ.): ଏବେ ସାରା ଓଡ଼ିଶା ଗ୍ରୀଷ୍ମ ପ୍ରବାହରେ ଜଳୁଥିବାବେଳେ ଗଛ କାଟିବାକୁ ନେଇ ଅସନ୍ତୋଷ ଦେଖାଦେଇଛି। ଏଭଳି ଘଟଣା ଦେଖିବାକୁ ମିଳିଛି ବଡ଼ଚଣା ବ୍ଲକ ଅନ୍ତର୍ଗତ ବାଳିଚନ୍ଦ୍ରପୁର-ବରୁହାଁ ରାସ୍ତାର ମାଣ୍ଡୁକା ଠାରୁ ଅରେଇକଣା ମଧ୍ୟରେ। ବଡ଼ଚଣା ପୂର୍ତ୍ତ ବିଭାଗ ପକ୍ଷରୁ…
ସିଂହାପୁର ଯାତ୍ରାରେ ପରମ୍ପରା ଭଙ୍ଗ
ରସୁଲପୁର,୨୧ା୪(ଡି.ଏନ.ଏ.): ରସୁଲପୁର ବ୍ଲକ ଅଞ୍ଚଳର ପ୍ରସିଦ୍ଧ ସିଂହାପୁର ଯାତ୍ରା ମଙ୍ଗଳବାର ଶେଷ ହୋଇଛି। ମାତ୍ର ଏହି ଯାତ୍ରାରେ ଐତିହାସିକ ପରମ୍ପରା ବଜାଇ ରଖିବାରେ ପ୍ରଶାସନ ବିଫଳ ହୋଇଛି। ଯାତ୍ରାରେ ଭକ୍ତଙ୍କ ବିଶୃଙ୍ଖଳିତ ଆଚରଣ ଯୋଗୁ ପ୍ରଭୁ ନାରାୟଣ ଗୋସାଇଁଙ୍କ ମୁଗୁନି ପ୍ରସ୍ତରର…
ଜଳୁଛି ଜଙ୍ଗଲ, ଅସୁରକ୍ଷିତ ବନ୍ୟଜନ୍ତୁ
କାଳିଆପାଣି,୨୧ା୪(ଡି.ଏନ.ଏ.): ଯାଜପୁର ଜିଲାର ଜଙ୍ଗଲ ଉପତ୍ୟକାରେ ଚାରିଆଡ଼େ ନିଆଁଲାଗିଛି। ଫଳରେ ଜଙ୍ଗଲର ବହୁ ମୂଲ୍ୟବାନ ଗଛ ସହିତ ଔଷଧୀୟ ଗୁଳ୍ମ, ସରୀସୃପ ଓ କୀଟ, ପତଙ୍ଗ ପୋଡ଼ି ପାଉଁଶ ହୋଇଯାଉଛନ୍ତି। ମାତ୍ର ଏହା ଜନ୍ତୁ ଶିକାରୀଙ୍କ ପାଇଁ ଭୂସ୍ବର୍ଗ ପାଲଟିଛି। ସେହିପରି…
ବିକ୍ଷୋଭ ବେଳେ ପୋଲିସ ସହ ଧସ୍ତାଧସ୍ତି ମାମଲା: ୨୨ ଭାଜପା ଯୁବମୋର୍ଚ୍ଚା ନେତାଙ୍କୁ ହାଇକୋର୍ଟରୁ ଜାମିନ ମିଳିଲା
କଟକ ଅଫିସ,୨୧ା୪: ଦେଢ଼ ମାସରୁ ଊର୍ଦ୍ଧ୍ୱ ସମୟ ଧରି ଜେଲ୍ରେ ଥିବା ୨୨ ଜଣ ଭାଜପା ଯୁବମୋର୍ଚ୍ଚା ନେତାଙ୍କୁ ହାଇକୋର୍ଟ ଗୁରୁବାର ଜାମିନ ପ୍ରଦାନ କରିଛନ୍ତି। ଭୁବନେଶ୍ୱରରେ ବିକ୍ଷୋଭ କରିବାବେଳେ ପୋଲିସ ସହ ଧସ୍ତାଧସ୍ତି ହୋଇ ଯୁବମୋର୍ଚ୍ଚା ନେତାମାନେ ଗିରଫ ହୋଇଥିଲେ।…
Archives


