ପୁରୁଷୋତ୍ତମପୁର ଏନଏସି ବନ୍ଧା ପଡ଼ିଛି ଷ୍ଟ୍ରିଟ୍ ଲାଇଟ୍ ପୋଲ୍: ଲୋକଙ୍କୁ ମିଳୁନି ଆଲୋକ ସୁବିଧା ସରକାରଙ୍କୁ ସହରବାସୀଙ୍କ ସମାଲୋଚନା….
ପୁରୁଷୋତ୍ତମପୁର, ୧୯।୬ (ସବିତା ମିଶ୍ର): ଗଞ୍ଜାମ ଜିଲାର ପୁରୁଷୋତ୍ତମପୁର ଏନଏସିରୁ ଏକ ସଙ୍ଗୀନ ଘଟଣାକୁ ନେଇ ଅଭିଯୋଗ ଆସିଛି। ସହରକୁ ଆଲୋକିତ କରି ଜନସାଧାରଣଙ୍କୁ ଆଲୋକ ସୁବିଧା ଯୋଗାଇବା ପାଇଁ ସରକାର ଯୋଗାଇ ଦେଇଥିବା ଷ୍ଟ୍ରିଟ୍ ଲାଇଟ୍ ପୋଲଗୁଡ଼ିକ ଶେଷରେ ବନ୍ଧା…
ଅଭିନେତା ଅଲ୍ଲୁ ଅର୍ଜୁନଙ୍କୁ କୋର୍ଟଙ୍କ ସମନ
ହାଇଦ୍ରାବାଦ,୧୯।୬: ହାଇଦ୍ରାବାଦ କୋର୍ଟ ପକ୍ଷରୁ ଅଭିନେତା ଅଲ୍ଲୁ ଅର୍ଜୁନଙ୍କୁ ସମନ ଜାରି କରାଯାଇଛି। ସମନରେ ଅଭିନେତା ଅଲ୍ଲୁଙ୍କୁ ଆସନ୍ତା ୨୨ ତାରିଖରେ କୋର୍ଟରେ ହାଜର ହେବାକୁ କୁହାଯାଇଛି। ଦଳାଚକଟା ମାମଲାରେ ହାଇଦ୍ରାବାଦ କୋର୍ଟ ପକ୍ଷରୁ ଏହି ସମନ ଜାରି କରାଯାଇଛି। ସୂଚନା…
ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ମିଳିଲାଣି ବିପୁଳ ସମ୍ପତ୍ତି, ଦେଖିକି ତାଜୁବ ହେଲା ଭିଜିଲାନ୍ସ
କୋରାପୁଟ, ୧୯ା୬ (ଅମିତାଭ ବେହେରା ): କୋରାପୁଟ ଜିଲାର କୋଟପାଡ଼ ବ୍ଲକର ସହକାରୀ ନିର୍ବାହୀ ଯନ୍ତ୍ରୀ (ଏଇଇ) ସତ୍ୟନାରାୟଣ ସେଠୀଙ୍କ ବିରୋଧରେ ଆୟବର୍ହିଭୂତ ସମ୍ପତ୍ତି ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଚାଲିଥିବା ଚଢ଼ାଉରେ ଏ ପର୍ଯ୍ୟନ୍ତ ବିପୁଳ ପରିମାଣର ସମ୍ପତ୍ତି ଠାବ କରାଯାଇଛି।…
ରାସ୍ତା ନିର୍ମାଣ ପାଇଁ ସରିଲା ଜମି ଅଧିଗ୍ରହଣ, ଉଚ୍ଛେଦ ପାଇଁ ସମୟ ମାଗିଲେ ଗ୍ରାମବାସୀ, କହିଲେ ସମ୍ପୂର୍ଣ୍ଣ ଟଙ୍କା…
କେସିଙ୍ଗା,୧୯ା୬(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାର କେସିଙ୍ଗାରୁ ଜୁନାଗଡ଼ ପର୍ଯ୍ୟନ୍ତ ନିର୍ମାଣ ହେବାକୁଥିବା ଫୋର୍ ଲେନ୍ ରାସ୍ତା କାମ ପାଇଁ ଜମି ଅଧିଗ୍ରହଣ ଶେଷ ହୋଇଛି। ଜାତୀୟ ରାଜପଥ ୨୬ର ଉଭୟ ପାର୍ଶ୍ୱରେ ଥିବା ପାଷ୍ଟିକୁଡ଼ି ଗ୍ରାମର ପ୍ରାୟ ପ୍ରାୟ ୧୦୦ଟି ପରିବାରରୁ…
SIR କାମ ଚାପରେ ଜୀବନ ହାରିଲେ ପ୍ରଧାନଶିକ୍ଷକ!
ବୌଦ୍ଧ,୧୯।୬: ବୌଦ୍ଧ ଜିଲା ଡିମିରିଖୋଲ ଅଞ୍ଚଳରୁ ଏକ ଦୁଖଃଦ ଘଟଣା ସାମ୍ନାକୁ ଆସିଛି। SIR କାମ ଚାପରେ ଜଣେ ପ୍ରଧାନଶିକ୍ଷକ ଜୀବନ ହାରିଥିବା ଅଭିଯୋଗ ହୋଇଛି। ମୃତକ ହେଲେ ବୌଦ୍ଧ ଡିମିରିଖୋଲ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶୟନ ସାହୁ। ସେ SIR କାମରେ…
କଳସ ଯାତ୍ରାରେ ସାମିଲ ହେଲେ ହଜାର ହଜାର ମହିଳା ପୁରୁଷ: ହରିବୋଲ, ହୁଳହୁଳିରେ କମ୍ପିଲା ନଦୀ ଘାଟ
ଗଞ୍ଜାମ ,୧୯।୬ (ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ୧୬ ନଂ ଜାତୀୟ ରାଜପଥ ପାର୍ଶ୍ୱରେ ଅବସ୍ଥିତ ଲକ୍ଷ୍ମୀପୁର ଗ୍ରାମଠାରେ ଶୁକ୍ରବାରଠୁ ଆରମ୍ଭ ହୋଇଛି ଚବିଶି ପ୍ରହର ମହା ଯଂଜ୍ଞ । ଏହି ଉପଲକ୍ଷେ ଶୁକ୍ରବାର କଳସ…
ବାରହା ଶିକାର ପାଇଁ ଭିଡୁଥିଲେ ବୋମା, ବିସ୍ଫୋରଣ ଘଟି ଛିଣ୍ଡିଗଲା ଯୁବକଙ୍କ ୨ ପାପୁଲି
ପରଜଙ୍ଗ, ୧୯ା୬ (ନିଗମାନନ୍ଦ ଦଳବେହେରା): ଜଙ୍ଗଲରୁ ବାରହା ଶିକାର କରିବା ପାଇଁ ବୋମା ତିଆରି ବେଳେ ବିସ୍ଫୋରଣ ଘଟି ଜଣେ ଯୁବକଙ୍କ ୨ ପାପୁଲି ଛିଣ୍ଡି ଯାଇଥିବା ବେଳେ ଅନ୍ୟ ୨ ସହଯୋଗୀ ଆହତ ହୋଇଛନ୍ତି। ଏହି ଘଟଣା ଘଟିଛି ପରଜଙ୍ଗ…
୨୪ ଘଣ୍ଟା ପରେ ମିଳିଲା ନିଖୋଜ ଯୁବକଙ୍କ ମୃତଦେହ
ଚାନ୍ଦବାଲି/ବାସୁଦେବପୁର,୧୯ା୬(ରତିକାନ୍ତ ବାରିକ/କାଳୀପଦ ରାୟ): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ମନ୍ତେଇ ନଦୀର ବାଲିଆପାଳ ଘାଟରେ ନିର୍ମାଣ ହେଉଥିବା ସେତୁର ରୋଡ୍ ସର୍ଭେ ବେଳେ ନଦୀରେ ଭାସିଯାଇଥିବା ଯୁବକଙ୍କ ମୃତଦେହ ଶୁକ୍ରବାର ନଦୀରୁ ଉଦ୍ଧାର ହୋଇଛି l ମୃତକ ହେଉଛନ୍ତି ବାଂଶଡ଼ା…
ସ୍ବାଧୀନତାର ୭୮ ବର୍ଷ ପରେ ଗାଁରେ ପହଞ୍ଚିଲା ସ୍ବାସ୍ଥ୍ୟ ସେବା: ପ୍ରଶାସନର ପ୍ରଚେଷ୍ଟାକୁ ସର୍ବସାଧାରଣରେ ପ୍ରଶଂସା
ଥୁଆମୂଳ ରାମପୁର, ୧୯।୯ (ଦୁର୍ଗା କୀର୍ତ୍ତି ): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ସିନ୍ଧିପଦର ଗ୍ରାମ ପଞ୍ଚାୟତର ଉପାନ୍ତ ଅଞ୍ଚଳରେ ଏକ ମେଗା ସ୍ବାସ୍ଥ୍ୟ ଶିବିର ସଫଳତାର ସହ ସମ୍ପନ୍ନ ହୋଇଯାଇଛି। ସ୍ବାଧୀନତାର ଦୀର୍ଘ ୭୮ ବର୍ଷ ପରେ…
‘ବିକାଶର ଧାରା ଓଡ଼ିଶା ସାରା’ କାର୍ଯ୍ୟକ୍ରମ
ମହାକାଳପଡ଼ା,୧୯ା୬(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକରେ ବିକାଶ ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ବିଡିଓ ରବି ନାରାୟଣ ଆଚାର୍ଯ୍ୟ, ବ୍ଲକ ସାମାଜିକ ସୁରକ୍ଷା ଯୋଜନା ଅଧିକାରୀ ଦୀପକ କୁମାର ପରିଡ଼ା , ବ୍ଲକ ଗ୍ରାମ୍ୟ…
ଏମ୍ପି ପ୍ରଦୀପ ପାଣିଗ୍ରାହୀଙ୍କୁ ଭେଟି ନିମନ୍ତ୍ରଣପତ୍ର ଦେଲେ ଯଜ୍ଞ ପରିଚାଳନା କମିଟି
ଗଞ୍ଜାମ,୧୯।୬(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ୧୬ ନଂ ଜାତୀୟ ରାଜପଥ ପାର୍ଶ୍ୱରେ ଅବସ୍ଥିତ ଲକ୍ଷ୍ମୀପୁର ଗ୍ରାମଠାରେ ଶୁକ୍ରବାରଠୁ ଚବିଶି ପ୍ରହର ମହାଯଜ୍ଞ ଅନୁଷ୍ଠିତ ହେବ । ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଥିବା ଜଣାପଡିଛି । ହନୁମାନଙ୍କ…
ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଧାରୁଆ ଅସ୍ତ୍ରରେ ଜଣଙ୍କୁ ହତ୍ୟା
ଝାରବନ୍ଧ, ୧୯।୬ (ଦେବେନ୍ଦ୍ର ସାହୁ ): ବରଗଡ ଜିଲା ଝାରବନ୍ଧ ଥାନା ଅନ୍ତର୍ଗତ ତୁର୍ଲା ଠାରେ ଗୁରୁବାର ବିଳମ୍ବିତ ରାତ୍ରିରେ ଏକ ବିଭତ୍ସ ହତ୍ୟାକାଣ୍ଡ ଘଟିଯାଇଛି । ଝାରବନ୍ଧ ଥାନା ଅଧିକାରୀ ସୁଶାନ୍ତ କୁମାର ପରିଡାଙ୍କ ସୂଚନା ଅନୁସାରେ ମୃତକ ତ୍ରିନାଥ…

