ଆମ ଜିଲା ଖବର

ଗଞ୍ଜେଇ ଭର୍ତ୍ତି କାର୍‌ ଜବତ, ଜଣେ ଗିରଫ

ବ୍ରହ୍ମପୁର,୫ା୮(ସୁବାସ ଚନ୍ଦ୍ର ପାଢ଼ୀ): ଅବକାରୀ ଗୋଇନ୍ଦା ଡେପୁଟି କମିଶନର ଡମ୍ବରୁଧର ଖଣ୍ଡାଙ୍କ ନିର୍ଦ୍ଦେଶ କ୍ରମେ ଏକ ଟିମ୍‌ ଫାଷ୍ଟଗେଟ୍‌ ଛକରେ ଚଢ଼ାଉ କରି ଗଞ୍ଜେଇ ଭର୍ତ୍ତି କାର୍‌ ଜବତ କରିଛି। ସେଥିରୁ ୧୫୦ କେଜି ଗଞ୍ଜେଇ ଜବତ ହୋଇଛି। ଜଣେ ଚାଲାଣକାରୀଙ୍କୁ…

ବନ୍ୟାପାଣିରେ ଭାସିଗଲେ ଯୁବକ

ଭଦ୍ରକ,୫ା୮(ସନାତନ ରାଉତ): ବୈତରଣୀ ବନ୍ୟା ଜଳରେ ଏପର୍ଯ୍ୟନ୍ତ ଭାସିଯାଇ ୨ ନାବାଳକ ଓ ଜଣେ ବୃଦ୍ଧାଙ୍କୁ ମିଶାଇ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଶନିବାର ଆଉ ଜଣେ ଯୁବକ ବନ୍ୟାପାଣିରେ ଭାସି ଯାଇଛନ୍ତି। ଧୂଷୁରୀ – ହସନବାଦ ରାସ୍ତାରେ ବନ୍ୟାପାଣି…

କମିଛି ବୃଷ୍ଟିପାତ, ଟଳିନି ବନ୍ୟା ସ୍ଥିତି

ବରଗଡ଼/ଅମ୍ବାଭୋନା,୫।୮(ପ୍ରେମାନନ୍ଦ ଖମାରୀ/ଛନ୍ଦାଚରଣ ପ୍ରଧାନ): ବରଗଡ଼ ଜିଲାରେ ୨ଦିନ ହେଲା ବୃଷିପାତ ପରିମାଣ ପୂର୍ବାପେକ୍ଷା କମିଛି। ହେଲେ ଜିଲା ଏପର୍ଯ୍ୟନ୍ତ ବନ୍ୟାସ୍ଥିତି ଟଳିନାହିଁ। ଉପରମୁଣ୍ଡ ଛତିଶଗଡ଼ରେ ପ୍ରବଳ ବୃଷ୍ଟିପାତ ତଥା ସରଗୁଲ, ଗାଙ୍ଗରେଲ, ସାରାଡ୍ୟାମ, କଲାମ ଆଦି ମହାନଦୀ ବ୍ୟାରେଜରୁ ବନ୍ୟାଜଳ ନିଷ୍କାସନ…

ପୋଖରୀରେ ବୁଡ଼ି ଚାଲିଗଲା ଚାଷୀଙ୍କ ଜୀବନ

ଠାକୁରମୁଣ୍ଡା,୫।୮(ତାରାକାନ୍ତ ପଟ୍ଟନାୟକ): ପୋଖରୀରେ ବୁଡ଼ି ଶନିବାର ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ବେତଝରି ଗ୍ରାମର ଫାଗୁ ମାଝୀ(୬୫)। ମିଳିଥିବା ସୂଚନା ଅନୁଯାୟୀ, ଫାଗୁ ନିଜ ଧାନବିଲକୁ କାମ କରିବାକୁ ଯାଇଥିଲେ। କାମ ସାରି ସେ…

ଦୁଆରଶୁଣି ଘାଟି ତଳକୁ ଖସିଲା ଟ୍ରକ୍‌: ଚାଳକ ମୃତ, ଖଲାସି ଗୁରୁତର

ବାରିପଦା,୫।୮(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷିର ଦୁଆରଶୁଣି ଘାଟି ତଳକୁ ଏକ ଟ୍ରକ୍‌ ଖସି ଚାଳକଙ୍କ ମୃତ୍ୟୁ ଘଟିଥିବା ବେଳେ ଖଲାସି ଗୁରୁତର ହୋଇଛନ୍ତି। ମୃତକ ହେଲେ ଟ୍ରକ୍‌ଚାଳକ ଶ୍ୟାମସୁଦ୍ଦିନ ଖାନ୍‌(୪୫)। ଖଲାସି ବଙ୍କିମ ହେମ୍ବ୍ରମ(୨୮) ଗୁରୁତର ଅଛନ୍ତି। ବାଙ୍ଗିରିପୋଷି…

ଇଟାଭାଟିରେ ପୋଡ଼ି ହୋଇ ମହିଳା ମୃତ୍ୟୁ ଘଟଣା: ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ମୋହନା,୫ା୮(ସୁକାନ୍ତ କୁମାର ରଥ): ଗଜପତି ଜିଲା ଅଡ଼ବା ଥାନା ଡେଙ୍ଗାସଖାଲ ପଞ୍ଚାୟତ ଅନ୍ତର୍ଗତ ରାଇଜୁକା ଗ୍ରାମରେ ନିଆଁରେ ପୋଡ଼ି ହୋଇ ମହିଳାଙ୍କ ମୃତ୍ୟୁ ଘଟଣା ନୂଆମୋଡ଼ ନେଇଛି। ଏହା ଦୁର୍ଘଟଣା ନୁହେଁ ବରଂ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି କହିବା ସହ ଏନେଇ…

ପଥରମାଡ଼ରେ ଆର୍‌ଆଇ ଗୁରୁତର

ବାରିପଦା,୫।୮(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶିମିଳିପାଳ ପାଦଦେଶର ଖୁଣ୍ଟା ତହସିଲ ଅଧୀନ ସୁବର୍ଣ୍ଣମଞ୍ଜରୀ ଅଞ୍ଚଳରେ ପଥର ମାଫିଆଙ୍କ ପଥରମାଡ଼ରେ ଜନୈକ ରାଜସ୍ବ ନିରୀକ୍ଷକ (ଆର୍‌ଆଇ) ଗୁରୁତର ଆହତ ହୋଇଛନ୍ତି । ତାଙ୍କ ମୁଣ୍ଡ ଫାଟି ଗଭୀର ଆଘାତ ଲାଗିଛି। ଖବରପାଇ…

ମାଓବାଦୀ ସମ୍ପୃକ୍ତି ଅଭିଯୋଗରେ ଜଣେ ଗିରିଫ,ବହୁ ସାମଗ୍ରୀ ଜବତ

ଫୁଲବାଣୀ,୫।୮(ରାକେଶ କୁମାର ରାଉତ ) ମାଓବାଦୀଙ୍କ ସହ ସମ୍ପର୍କ ଅଭିଯୋଗରେ ଗୋଚ୍ଛାପଡା ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ଗିରଫ ଯୁବକ ଜଣକ ହେଲେ ପକାରୀ ପଞ୍ଚାୟତ ସରୁପଡା ଗ୍ରାମର ମନବୋଧ ଦିଗାଲ। ସେ ପ୍ରାୟ ତିନି ବର୍ଷ ହେଲା ମାଓ…

ସିସିଟିଭି ନଜରରେ ଗଞ୍ଜାମ ସହର, ସାବାଡ ହେବେ ଅପରାଧୀ

ଗଞ୍ଜାମ,୫।୮(ବିଦ୍ୟାଧର ସାହୁ )ଗଞ୍ଜାମ ସହରର ବିଭିନ୍ନ ବିଦ୍ୟୁତ ଖୁଣ୍ଟରେ ଲାଗିଲା ସିସିଟିଭି l ଏବେ ସିସିଟିଭି ନଜରରେ ପୁରା ଗଞ୍ଜାମ ସହର l ସାବାଢ ହେବେ ଅପରାଧୀ। ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରାଙ୍କ ନିଜସ୍ବ ହାତ ପାଣ୍ଠିରୁ ଛତ୍ରପୁର, ରମ୍ଭା…

ବିଷ ପିଇ ଆତ୍ମହତ୍ୟା କଲେ ନବବଧୂ, ଯୌତୁକ ନିର୍ଯାତନା ଦେଇ ମାରିଦେଇଥିବା ଅଭିଯୋଗ

ଗଞ୍ଜାମ,୫।୮(ବିଦ୍ୟାଧର ସାହୁ ): ପାଦରୁ ଅଳତା ଲିଭି ନ ଥିବା ବେଳେ ଜୁଇରେ ଜଳିଲେ ନବବଧୂ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବା ମିଳିଛି ରମ୍ଭା ଥାନା ହୁମା ଫାଣ୍ଡି ଅନ୍ତର୍ଗତ ପୋଡ଼ାଗଡ଼ ଗ୍ରାମରେ l ତିନିମାସ ତଳେ ବିବାହ କରିଥିବା…

ନାବାଳକର ସନ୍ଦେହଜନକ ମୃତ୍ୟୁ, ଥାନାରେ ହତ୍ୟା ଅଭିଯୋଗ

କେସିଙ୍ଗା, ୫।୮(ତୁମେଶ୍ୱର ସାହୁ) କଳାହାଣ୍ଡି ଜିଲା କେସିଙ୍ଗା ଥାନା ଅନ୍ତର୍ଗତ ରେଙ୍ଗାଲି ଗ୍ରାମର ବାଲ୍ମୀକି ଛତ୍ରଙ୍କ ପୁଅ ହରିଶଙ୍କର ଛତ୍ର(୧୫) ଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ହୋଇଛି। ହରିଶ୍ଚନ୍ଦ୍ର ଗଳାରେ ରଶି ବାନ୍ଧି ଆତ୍ମହତ୍ୟା କରିଥିବା ଜଣାପଡିଛି। ଅନ୍ୟପଟେ ମୃତ୍ୟୁ ବରଣ…

୨ ଦିନିଆ ଓଡ଼ିଶା ଗସ୍ତରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ

ଭୁବନେଶ୍ୱର,୫।୮: ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ୨ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ଶୁକ୍ରବାର ରାତିରେ ସେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ବିପୁଳ ସୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ, ଭୁବନେଶ୍ୱର ଏମ୍‌ପି ଅପରାଜିତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?