ଆମ ଜିଲା ଖବର

ପ୍ରଦୀପଙ୍କ ଜାମିନ ଖାରଜ

ବ୍ରହ୍ମପୁର ଅଫିସ,୨ା୩: ଟାଟା ମୋଟର୍ସରେ ଚାକିରି ଦେବା ନଁାରେ ଟଙ୍କା ଠକେଇ ଘଟଣାରେ ଗିରଫ ହୋଇ ଝାରପଡ଼ା ଜେଲରେ ଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଜାମିନ ସୋମବାର ଖାରଜ ହୋଇଛି। ଗୋଳନ୍ଥରା ଥାନାରେ ରୁଜୁ ହୋଇଥିବା ୩ ଠକେଇ...

ଜୁଲାଇ ୧୨ରେ ରଥଯାତ୍ରା

ପୁରୀ ଅଫିସ,୨।୩: ଚଳିତ ବର୍ଷ ପାଇଁ ଶ୍ରୀମନ୍ଦିର ନୀତିକାନ୍ତି ଓ ପର୍ବପର୍ବାଣୀ ତାଲିକା ସୋମବାର ପ୍ରକାଶ ପାଇଛି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି ତାଲିକା ପ୍ରକାଶିତ ହୋଇଛି। ତାଲିକାରେ ଉଲ୍ଲେଖ ରହିଛି ଯେ, ଏପ୍ରିଲ୍‌ ୧୪ରେ ମହାବିଷୁବ ସଂକ୍ରାନ୍ତି, ୨୧ରେ...

ଜିତିଗଲା ପ୍ରେମ:ବିବାହ ବନ୍ଧନରେ ଆବଦ୍ଧ ହେଲେ ପ୍ରମୋଦିନୀ

ତିର୍ତ୍ତୋଲ,୨ା୩(ଡି.ଏନ୍‌.ଏ.): ଏସିଡ୍‌ ଆକ୍ରମଣ ଶିକାର ହୋଇଥିବା ଜଗତ୍‌ସିଂହପୁର ଜିଲା ତିର୍ତ୍ତୋଲ ଥାନା ଅଧୀନ କନକପୁର ଅଞ୍ଚଳର ପ୍ରମୋଦିନୀ ରାଉଳ ସୋମବାର ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ସେ ତାଙ୍କ ପୁରୁଷ ବନ୍ଧୁ ତଥା ଭୁବନେଶ୍ୱର ବାଳକାଟି ନିକଟ ଝିଇଣ୍ଟିପାଟଣାର ସରୋଜ...

ଅଞ୍ଜନାଙ୍କୁ ନ୍ୟାୟ:ହାଇକୋର୍ଟରେ ମାମଲା ବନ୍ଦ

କଟକ ଅଫିସ/ଭୁବନେଶ୍ୱର, ୨ା୩:ସିବିଆଇ ତଦନ୍ତରେ ଶିଥିଳତା ଏବଂ ଷଡ଼ଯନ୍ତ୍ର ଅଭିଯୋଗ କରି ହାଇକୋର୍ଟରେ ୨୦୦୨ରେ ଗଣବଳାତ୍କାର ପୀଡ଼ିତା ଅଞ୍ଜନା ମିଶ୍ର କରିଥିବା ମାମଲାର ସୋମବାର ପରିସମାପ୍ତି ଘଟିଛି। ଦୀର୍ଘ ୧୯ବର୍ଷ ପରେ ଏହି ମାମଲାର ଶୁଣାଣି କରାଯାଇଥିଲା। ଏଥିରେ ରାଜ୍ୟ...

ସୁରକ୍ଷାରେ ‘ଡ୍ରୋନ୍‌’ ସହାୟତା

ଢେଙ୍କାନାଳ ଅଫିସ,୨ା୩ – ଜଙ୍ଗଲ ନିଆଁ ରୋକିବାରେ ଡ୍ରୋନ୍‌ କରୁଛି ବଡ଼ ସହାୟତା। କେଉଁ ସ୍ଥାନରେ ଅଗ୍ନିକାଣ୍ଡ ଘଟିଛି ତାହାର ଫଟୋ ଉଠାଇ ପଠାଉଛି ବନ ବିଭାଗ ନିକଟକୁ। ଫଳରେ ମାତ୍ର କିଛି ସମୟ ମଧ୍ୟରେ ବନ କର୍ମଚାରୀମାନେ ପହଞ୍ଚି...

ଶିମିଳିପାଳ ଅଭୟାରଣ୍ୟରେ ନିଆଁ

ବାରିପଦା ଅଫିସ,୨ା୩: ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟରେ ନିଆଁ ଲାଗିଛି। ଏହା ମଧ୍ୟରେ ଥିବା ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଓ ବନଖଣ୍ଡ ଅଞ୍ଚଳର ଶତାଧିକ ହେକ୍ଟର ଜଙ୍ଗଲ ଜଳିଯାଇଛି। ଅଭୟାରଣ୍ୟ ଚତୁଃପାର୍ଶ୍ୱରେ ନିଆଁ ଲାଗି ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ...

ସମ୍ବଲପୁର ଜିଲା ସରକାରୀ ଡାକ୍ତରଖାନାରେ ଦିଆଯାଉଛି ଏକ୍ସପାଏରି ସାଲାଇନ

ସମ୍ବଲପୁର,୧ା୩(ବ୍ୟୁରୋ):ସମ୍ବଲପୁର ଜିଲା ସଦର ଡାକ୍ତରଖାନା (ଡିଏଚ୍‌ଏଚ୍‌)ରେ ରୋଗୀସେବାରେ ଅବହେଳା କରାଯାଉଥିବା ଅଭିଯୋଗ ହୋଇଛି। ଏହାର ନମୁନା ଦେଖିବାକୁ ମିଳିଛି। ଜଣେ ରୋଗୀଙ୍କୁ ଏକ୍ସପାଏରି ସାଲାଇନ ଦିଆଯିବା ପରେ ସେ ଚେତାଶୂନ୍ୟ ହୋଇପଡିଥିଲେ। ସରୋଜ ସାହୁ ନାମକ ରୋଗୀ ଅଭିଯୋଗ କରିଛନ୍ତି...

ପେଟ୍ରୋଲ ପମ୍ପ୍‌ କର୍ମଚାରୀଙ୍କୁ ଗୁଳିମାଡ଼

ଚଣ୍ଡିଖୋଲ/ଛତିଆ/ବଡଚଣା,୧ା୩: ଯାଜପୁର ଜିଲା ବୈରୀ ଥାନା ଅଧୀନ ୧୬ ନଂ. ଜାତୀୟ ରାଜପଥର ନେଳିଆ ଛକ ନିକଟରେ ସୋମବାର ଏକ ବଡ଼ ଧରଣର ଲୁଟ୍‌ ଉଦ୍ୟମ ବିଫଳ ହୋଇଛି। ସ୍ଥାନୀୟ ପେଟ୍ରୋଲ ପମ୍ପର ୨ କର୍ମଚାରୀ ୫ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା...

ନାବାଳିକାଙ୍କୁ ଅପହରଣ ପରେ ବଳାତ୍କାର

କୋକସରା,୧।୩: କଳାହାଣ୍ଡି ଜିଲା କୋକସରା ଥାନା ଅଞ୍ଚଳରୁ ଜଣେ ନାବାଳିକାଙ୍କୁ ଅପହରଣ ପରେ ବଳାତ୍କାର ଅଭିଯୋଗ ଆସିଛି। ଏହି ଘଟଣାରେ କୋକସରା ପୋଲିସ ସୋମବାର ଲଟାପଡ଼ା ଗାଁର ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ପୋଲିସ ଦେଇଥିବା...

୪୦ ଭରି ସୁନା ଅଳଙ୍କାର ଲୁଟେରା ଗ୍ୟାଙ୍ଗକୁ ଧରିଲା ପୋଲିସ

କୋକସରା,୧।୩: କଳାହାଣ୍ଡି ଜିଲା କୋକସରା ଥାନା ମୋଟେର ଫାଣ୍ଡି ଅଧୀନ ମୋଟେର ଗ୍ରାମର ଶାନ୍ତିନଗରପଡାରେ ରହୁଥିବା ଶିକ୍ଷକ ଯଯାତି ପାଟ୍ଟଯୋଷୀଙ୍କ ଘରୁ ଗତ ଡିସେମ୍ବର ୨୫ ତାରିଖ ବିଳମ୍ବିତ ରାତିରେ ଡକାୟତମାନେ ବନ୍ଧୁକ ଦେଖାଇ ୪୦ ଭରି ସୁନା ଅଳଙ୍କାର...

ରାସ୍ତା ମଝିରେ ଓଲଟିଲା ଆମୋନିଆ ଗ୍ୟାସ ବୋଝେଇ ଟ୍ରକ୍‌: ଲିକ୍‌ ଯୋଗୁ ସ୍ଥାନୀୟ ଲୋକେ ଭୟଭୀତ

ଗଞ୍ଜାମ,୧।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ୧୬ନଂ ଜାତୀୟ ରାଜପଥ ଶଙ୍ଖ ନୂଆଗାଁ ଓ ପୁଇଁତୋଳା ରୋଡ ମଝିରେ ସୋମବାର ଏକ ଆମୋନିଆ ଗ୍ୟାସ୍‌ ବୋଝେଇ ଟ୍ରକ ଓଲଟି ପଡ଼ିଛି। ଭୁବନେଶ୍ୱରରୁ ବିଶାଖାପାଟଣା ଯାଉଥିବା ବେଳେ ହଠାତ୍‌ ଭାରସାମ୍ୟ ହରାଇ ଟ୍ରକ୍‌ଟି ରାସ୍ତା...

ନିଆଁରେ ଜଳିଗଲେ ଯୁକ୍ତ ୨ କଲେଜ ଛାତ୍ରୀ

କୋକସରା,୧।୩: କଳାହାଣ୍ଡି ଜିଲା କୋକସରା ଥାନା ଖପ୍ରାମାଲ ଗ୍ରାମରେ ସୋମବାର ଏକ ଦୁଃଖଦ ଘଟଣା ଘଟିଛି। ଗ୍ରାମର କାମେଶ୍ୱର କନ୍ଦପାନଙ୍କ ଯୁକ୍ତ ୨ରେ ପଢୁଥିବା ଝିଅ ଟିଙ୍କଲ ନିଆଁରେ ପୋଡି ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ଏନେଇ ଗାଁରେ ଶୋକର ଛାୟା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri