ମା’ଙ୍କ ପ୍ରତିମା ପାଇଁ ମାଟି ପୂଜା
କୋକସରା,୨୪।୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଶୀ): ଆସିଛି ପାର୍ବଣ। ଧରାବତାରଣ କରିବେ ମା’ ଜଗତ ଜନନୀ ଦୁର୍ଗା। କଳାହାଣ୍ଡି ଜିଲା କୋକସରା ସଦର ମହକୁମାରେ ପାଳନ ହେଉଥିବା ସାର୍ବଜନୀନ ଦୁର୍ଗା ପୂଜା ପାଇଁ ରବିବାର କମିଟି ପକ୍ଷରୁ ମା’ଙ୍କ ପ୍ରତିମା ନିର୍ମାଣ ପାଇଁ ମାଟି…
ଚଳନ୍ତା ଟ୍ରେନରୁ ଓହ୍ଲାଇବା ବେଳେ କଟିଗଲେ କର୍ମଚାରୀ
ତିହିଡ଼ି,୨୪ା୯(ସଞ୍ଜିତ ବଳ)- ଭଦ୍ରକ ଜିଲା ତିହିଡ଼ି ଥାନା ଅଧୀନ ମୁକୁନ୍ଦପୁର ଗ୍ରାମର ଆର୍ଏମ୍ଏସ୍ (ରେଲଓ୍ବେ ମେଲ୍ ସର୍ଭିସ) କର୍ମଚାରୀ ପ୍ରମୋଦ ନାୟକ(୫୦)ଙ୍କ ଟ୍ରେନ୍ରେ କଟି ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ, ପ୍ରମୋଦ କୋଲକାତାରେ ଆରଏମ୍ଏସ୍ କର୍ମଚାରୀ ଭାବେ କାର୍ଯ୍ୟରତ ଥିଲେ। ସେ…
ଛେଳି ଚରାଇବା ବେଳେ ବଜ୍ରପାତ
ବୈଶିଙ୍ଗା/ବେତନଟୀ,୨୪।୯(ରତନ ଦାଶ/ଧରଣୀଧର ମହାନ୍ତି): ମୟୂରଭଞ୍ଜ ଜିଲା ବେତନଟୀ ବ୍ଲକ ବୈଶିଙ୍ଗା ଥାନା ଅଧୀନ ନାଖରା ଗ୍ରାମରେ ରବିବାର ବଜ୍ରପାତରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଗ୍ରାମର ସୁଦର୍ଶନ ପାଳ(୪୮)। ସୁଦର୍ଶନ ଗାଁ ମୁଣ୍ଡରେ ଛେଳି ଚରାଉଥିଲେ। ସେତିକିବେଳେ ଘଡଘଡି…
ବାର୍ହା ଆକ୍ରମଣରେ ଚାଲିଗଲା ନାବାଳିକାଙ୍କ ଜୀବନ
କେନ୍ଦୁଝର,୨୪ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବନ୍ୟପ୍ରାଣୀ ଡିଭିଜନ ଅଧୀନ ଦୈତାରୀ ରେଞ୍ଜ ତାଳପଦା ଗ୍ରାମରେ ବାର୍ହା ଆକ୍ରମଣରେ ଜଣେ ନାବାଳିକାଙ୍କ ମୃତ୍ୟୁ ଘଟିଛି। ସେ ହେଲେ ସାଧବ ଜୁଆଙ୍ଗଙ୍କ ଝିଅ ସୁନାରୀ ଜୁଆଙ୍ଗ(୧୬)। ବିଭାଗ ପକ୍ଷରୁ ସହାୟତା ବାବଦରେ…
ଟେନିସ ଟୁର୍ନାମେଣ୍ଟ: ଗଞ୍ଜାମ ତହସିଲଦାରଙ୍କ ସଫଳତା
ଗଞ୍ଜାମ,୨୪।୯(ବିଦ୍ୟାଧର ସାହୁ): ଗଞ୍ଜାମ ତହସିଲଦାର ଅରୁଣ କୁମାର ନାୟକ ସର୍ବଭାରତ ସ୍ତରରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଟେନିସ ଟୁର୍ନାମେଣ୍ଟରେ ଭାଗନେଇ ଜିଲା ଓ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ରାଜସ୍ଥାନର ଉଦୟପୁରଠାରେ ଅନୁଷ୍ଠିତ ଟୁର୍ନାମେଣ୍ଟର ଏକ ମ୍ୟାଚ୍ରେ ପଞ୍ଜାବକୁ ହରାଇ ତହସିଲଦାର ଅରୁଣ…
ଶ୍ମଶାନରୁ ମିଳିଲା କଙ୍କାଳ: ସ୍ବାମୀ ନିଖୋଜ ଥିବା ଅଭିଯୋଗ ଆଣିଥିଲେ ସ୍ତ୍ରୀ
ହିଞ୍ଜିଳିକାଟୁ,୨୪।୯(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ମହୁଲପଲ୍ଲୀ ଗାଁ ଶ୍ମଶାନରୁ ପୋଲିସ ଜଣେ ବ୍ୟକ୍ତିଙ୍କ ନରକଙ୍କାଳ ଜବତ କରିଛି। ଏପରିକି ପୋଲିସ ଘଟଣା ସ୍ଥଳରୁ ଗୋଟିଏ ସ୍କୁଟି, ମୋବାଇଲ ଫୋନ ସହ ଗଛରେ ବନ୍ଧା ହୋଇଥିବା ଏକ ଗାମୁଛା ଜବତ…
ବୁଲୁଛି କଲରାପତରିଆ ବାଘ, ଲୋକ ଆତଙ୍କିତ
ସୋନପୁର,୨୪।୯(ମୃତ୍ୟୁଞ୍ଜୟ ଶତପଥୀ) ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ରେଞ୍ଜ ଚଢ଼େଇପଙ୍କ ମହାନଦୀ ଘାଟ ନିକଟରେ ଏକ କଲରାପତରିଆ ବାଘ ବୁଲୁଥିବା ଲୋକେ ଆତଙ୍କିତ ହୋଇପଡିଛନ୍ତି। ରବିବାର ସକାଳୁ କଲରାପତରିଆ ବାଘଟି ଅଞ୍ଚଳରେ ବୁଲୁଥିବା ସ୍ଥାନୀୟ ଲୋକ ଦେଖି ବନ ବିଭାଗକୁ ଖବର ଦେଇଥିଲେ।…
ଲୁହାଗୁଡି ଛକ ହୋଟେଲ ରାଜପୁତରେ ଭୟାବହ ଅଗ୍ନିକାଣ୍ଡ
ପାରଳାଖେମୁଣ୍ଡି,୨୪।୯(ଗିରିଧାରୀ ପରିଛା): ଗଜପତି ଜ଼ିଲା ମୋହନା ଥାନା ଅନ୍ତର୍ଗତ ଲୁହାଗୁଡ଼ି ଛକ ସ୍ଥିତ ରାଜ ପୁତ୍ ଲାଇନ ହୋଟେଲରେ ଅଗ୍ନିକାଣ୍ଡ ଘଟିଛି । ରବିବାର ଦିନ ସକାଳୁ ସକାଳୁ ଖାଦ୍ୟ ପ୍ରସ୍ତୁତି ବେଳେ ହୋଟେଲର ରୋଷେଇ ଘରେ ହଠାତ ଅଗ୍ନିକାଣ୍ଡ ଘଟିଥିଲା।…
ବାଇକରେ ବୁହା ହେଲା ମୃତଦେହ
ଅମରପାଲି,୨୪।୯(ପୀତାମ୍ବର ସାହୁ)ପୁଣି ମୃତଦେହକୁ ହତାଦାର କରାଯାଇଥିବା ଘଟଣା ସାମ୍ନାକୁ ଆସିଛି। ସରକାରଙ୍କ ଯୋଜନାର ବିଫଳତା ଦେଖିବାକୁ ମିଳିଛି। ମୃତଦେହ ବୁହାହେବା ପାଇଁ ମହାପରାୟଣ ଗାଡ଼ି ନ ମିଳିବାରୁ ବାଇକରେ ବୁହା ହେଲା। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲା…
୨ବର୍ଷ ଭିତରେ ଗୋଟିଏ ବି କାମ ସାରିନାହାନ୍ତି ଠିକାଦାର
ତେନ୍ତୁଳିଖୁଣ୍ଟି, ୨୪।୯(ଚିଦାନନ୍ଦ ସାହୁ): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକର ଏକ ପ୍ରମୁଖ ରାସ୍ତା କାମ ପ୍ୟାକେଜ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ୨୦୨୧-୨୨ ଆର୍ଥିକ ବର୍ଷରେ ବାହାରିଥିଲା। ମୂଷାମୁଣ୍ଡିଗୁଡ଼ା-କଣ୍ଟାଗାଁ, ପାତ୍ରପୁଟ-ଅଞ୍ଚଳଗୁମ୍ମା, ଅଞ୍ଚଳଗୁମ୍ମା-ଉମୁରି, ଅଞ୍ଚଳଗୁମ୍ମା-କାମତା ପ୍ରମୁଖ ରାସ୍ତା ଉକ୍ତ ପ୍ୟାକେଜରେ ରହିଥିଲା। ଭଲ ରାସ୍ତା…
ସରକାରୀ ସହାୟତା, ଶିକ୍ଷା ବ୍ୟବସ୍ଥା ନୀତିନିୟମ ଜଣାଉଛି କାର୍ଯ୍ୟକ୍ରମ
ଚିତ୍ରକୋଣ୍ଡା, ୨୪।୯(୨୩ା୯): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳ ବଡ଼ପଡ଼ା ପଞ୍ଚାୟତର ବଡ଼ପଡ଼ା ସରକାରୀ ଆଦିବାସୀ ହରିଜନ ଉନ୍ନୟନ ବାଳିକା ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଶତ୍ରୁଘନ ସ୍ବାଇଁଙ୍କ ତତ୍ୱାବଧାନରେ ଆମେ ଜାଣିବା, ଆମେ ଜିଣିବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ…
ଅଧାପନ୍ତରିଆ ଆଦର୍ଶ ବିଦ୍ୟାଳୟ କାମ
ଡେରାବିଶ,୨୪୯(ବେବର୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକରେ ୨୦୨୨ ଶିକ୍ଷା ବର୍ଷରେ ଆଦର୍ଶ ବିିଦ୍ୟାଳୟ ଖୋଲାଯାଇଥିଲା। ବ୍ଲକ ଅଧୀନ ଚାଟରାଚକଡ଼ା ପଞ୍ଚାୟତରେ ଖାଲିପଡ଼ିଥିବା ବଟ ମହାପୁରୁଷ ବାଳିକା ଉଚ୍ଚବିଦ୍ୟାଳୟରେ ଅସ୍ଥାୟୀ ଭାବେ ଶିକ୍ଷାଦାନ ଆରମ୍ଭ କରାଯାଇଥିଲା। ପାଟକୁରା ବିଧାୟିକା ସାବିତ୍ରୀ…

