ଆମ ଜିଲା ଖବର

ସରକାରୀ ବିହନ: ଭରସା ତୁଟିଛି

ଯାଜପୁର,୨୫।୮(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲାରେ ଅଗଷ୍ଟରେ ଏଯାଏ ଆବଶ୍ୟକ ବର୍ଷା ହୋଇ ନ ଥିଲେ ହେଁ ଚାଷୀ ଆଗ୍ରହର ସହିତ ଧାନବୁଣା, ତଳିପକା, କ୍ଷେତ୍ର ପ୍ରସ୍ତୁତ ଆଦିରେ ତତ୍ପରତା ପ୍ରକାଶ କରିଛନ୍ତି। ହେଲେ ଚଳିତ ବର୍ଷ ଧାନ ବିହନର ଅଭାବ ପରିଲକ୍ଷିତ…

ତହସିଲଦାରଙ୍କୁ ଶିକ୍ଷକଙ୍କ ଦୁର୍ବ୍ୟବହାର ଅଭିଯୋଗ

କୋକସରା,୨୪।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଶୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଗୋଷ୍ଠି ଶିକ୍ଷା ବିଭାଗ ଅଧୀନ ଆମପାଣି ପଞ୍ଚାୟତ ବିରିମୁହାଣ ଗ୍ରାମକୁ ଗୁରୁବାର କୋକସରା ତହସିଲଦାର ଦେବବ୍ରତ କରାଟି ସରକାରୀ କାର୍ଯ୍ୟରେ ଯାଇଥିବା ବେଳେ ବିରିମୁହାଣ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମଧ୍ୟ ପରିଦର୍ଶନ…

ଅଭିଯୁକ୍ତଙ୍କ ମୃତ୍ୟୁକୁ ନେଇ ଧାରଣା

କୋକସରା,୨୪।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଶୀ): କଳାହାଣ୍ଡି ଜିଲା କୋକସରା ଥାନା ଅଧୀନ ଓଲମା ଗ୍ରାମରେ ହୋଇଥିବା ଶସସ୍ତ୍ର ଡକାୟତି ଘଟଣାରେ ସମ୍ପୃକ୍ତ ଥିବା ଗୁରୁତର ଅଭିଯୁକ୍ତ ଗମ୍ଭାରୀଗୁଡା ଗ୍ରାମର ରୂପେଶ ନାଏକଙ୍କୁ ବୁର୍ଲା ମେଡ଼ିକାଲକୁ ସ୍ଥାନାନ୍ତର ବେଳେ ତାଙ୍କର ମୃତ୍ୟୁ ଘଟିଥିଲା। ଗୁରୁବାର…

ଯୁବକଙ୍କ ଛାତିକୁ ତୀର ମାଡ଼

ଆନନ୍ଦପୁର,୨୪।୮(ସନ୍ତୋଷ ରାଉତ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଗୟଳମୁଣ୍ଡା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ବ୍ୟକ୍ତି ତୀର ମାଡ଼ର ଶିକାର ହୋଇ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ପ୍ରଥମେ ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟ ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ…

୩ ଦିନ ମଧ୍ୟରେ ଦାବି ପୂରଣ କର

କେସିଙ୍ଗା,୨୪।୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଳକ ଯୋଗାଣ ସହାୟକ ସଙ୍ଘ ସଭାପତି ଚମାରୁ ସୁନା, ସମ୍ପାଦକ ଦୁର୍ଗା ପ୍ରସାଦ ମିଶ୍ରଙ୍କ ନେତୃତ୍ୱର ଗୁରୁବାର ୬ ଦଫା ସମ୍ବଳିତ ଏକ ଦାବିପତ୍ର ଶାସନ ସଚିବ ଏବଂ ଖାଦ୍ୟ ଯୋଗାଣ ଓ ଖାଉଟି…

ହୃଷୀଙ୍କ ଯୋଗଦାନ କଂଗ୍ରେସକୁ ସୁଦୃଢ କରିବ: ନିରଞ୍ଜନ

ପାଟଣା,୨୪।୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ରାଜନଗର କଲ୍ୟାଣ ମଣ୍ଡପରେ ଗୁରୁବାର ପାଟଣା ନିର୍ବାଚନ ମଣ୍ଡଳସ୍ତରୀୟ ମହାମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ମିଶ୍ରଣ ପର୍ବ ପୂର୍ବରୁ ରାଜ୍ୟ ନେତୃତ୍ୱଙ୍କୁ ରାଜନଗର ଛକରୁ ଏକ ବିରାଟ ପଟୁଆରରେ ରାଜଗର କଲ୍ୟାଣ…

ବୈତରଣୀରେ କୁମ୍ଭୀର ଆତଙ୍କ

ଆନନ୍ଦପୁର,୨୪ା୮(ସନ୍ତୋଷ ରାଉତ): କେନ୍ଦୁଝର ଜିଲା ଆନନ୍ଦପୁର ଅଞ୍ଚଳରେ ପ୍ରବାହିତ ବୈତରଣୀରେ କୁମ୍ଭୀର ଆତଙ୍କ କୋକୁଆ ଭୟ ସୃଷ୍ଟି କରିଥିବା ବେଳେ ବନବିଭାଗ ଦ୍ୱାରା ଡାକବାଜି ଯନ୍ତ୍ର ଯୋଗେ ଲୋକମାନଙ୍କୁ ସଚେତନ କରାଯାଇଛି। ବୈତରଣୀ ନଦୀର ତନେଇପାଳ ଘାଟ ନିକଟରେ କିଛି ଲୋକ…

ଅପରାଧୀ ପିନୁଙ୍କୁ ଏନ୍‌କାଉଣ୍ଟର କଲା ପୋଲିସ

ପୁରୀ,୨୪।୮(ଅଜିତ ମହାନ୍ତି): ପୁରୀ,୨୪।୮(ଅଜିତ ମହାନ୍ତି): ପୁରୀ ବାସେଳି ସାହି ଥାନା ଅନ୍ତର୍ଗତ ଶଙ୍କରେଶ୍ୱର ମନ୍ଦିର ନିକଟ ଜଙ୍ଗଲରେ ଗୁରୁବାର ଏନ୍‌କାଉଣ୍ଟର ହୋଇଛି। ପୋଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ପିନୁ ବରାଳ ଗୁରୁତର ଆହତ ହୋଇଛନ୍ତି। ପିନୁଙ୍କ ବାମ ଗୋଡ଼ରେ ଗୁଳି ବାଜିଥିବା…

ବ୍ରାଉନସୁଗାର ସହ ଗଞ୍ଜେଇ ଜବତ: ବନ୍ଧା ହେଲେ ୩ ଅଭିଯୁକ୍ତ

ବ୍ରହ୍ମପୁର,୨୪।୮(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଓ ସହରତଳି ଅଞ୍ଚଳରେ ଦିନକୁ ଦିନ ନିଶା କାରବାର ବଢ଼ିବାରେ ଲାଗିଛି। ବିଶେଷ କରି ବ୍ରାଉନସୁଗାର ବେପାରୀ ଅଞ୍ଚଳରେ ସକ୍ରିୟ ହୋଇ ଉଠିଛନ୍ତି। ଗୁରୁବାର ଅବକାରୀ ସଦର ରେଞ୍ଜ ଏବଂ ଭ୍ରାମ୍ୟମାଣ ବିଭାଗ ପକ୍ଷରୁ ଗୋପାଳପୁର…

୨୪ ଘଣ୍ଟିଆ ରାଇରଙ୍ଗପୁର ବନ୍ଦ ପାଳନ

ରାଇରଙ୍ଗପୁର,୨୪ା୮(ମାନସ ମହାନ୍ତି): ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେ.ଏମ୍‌.ଏମ୍‌.) ପକ୍ଷରୁ ଗୁରୁବାର ୨୪ ଘଣ୍ଟିଆ ମୟୂରଭଞ୍ଜ ଡାକରା କ୍ରମେ ଜେ.ଏମ୍‌.ଏମ୍‌. ଦଳୀୟ ବିଭିନ୍ନ କର୍ମକର୍ତ୍ତା ଏବଂ ଯୁବ ମହିଳା କର୍ମୀ ରାଇରଙ୍ଗପୁର ବନ୍ଦ ପାଳନ କରିଥିଲେ। ଏହି ବନ୍ଦ ପାଳନ ବିଭିନ୍ନ ସରକାରୀ…

ବ୍ୟାନର ମାରି ମନ୍ତ୍ରୀ, ପୂର୍ବତନ ଏମ୍‌ପି, ବିଜେଡି ସଭାପତିଙ୍କୁ ଧମକ ଦେଲେ ମାଓବାଦୀ

ରାୟଗଡ଼ା,୨୪ା୮(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଓ କନ୍ଧମାଳ ସୀମାନ୍ତରେ ମାଓବାଦୀ ବ୍ୟାନର ମାରିଛନ୍ତି। ରାୟଗଡା ଜିଲା କାଶୀପୁର ବ୍ଲକର ସୁଙ୍ଗେରୁ ପଞ୍ଚାୟତର ୨୧ ଜଣଙ୍କୁ ପୋଲିସ ଗିରଫ କରିବା ନେଇ ମାଓବାଦୀମାନେ ପ୍ରତିକ୍ରିୟା ରଖିଛନ୍ତି। ସେଥିପାଇଁ ବିଜେଡିର ତୁଙ୍ଗ ନେତା ତଥା…

ନୃସିଂହନାଥ ମନ୍ଦିରରୁ ଦାନବାକ୍ସ ନେଇଗଲେ ଦୁର୍ବୃତ୍ତ

ପାଇକମାଳ,୨୪ା୮(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ଥାନା ନୃସିଂହନାଥ ମନ୍ଦିରରୁ ବୁଧବାର ବିଳମ୍ବିତ ରାତିରେ ଚୋରି ହୋଇଛି। ଦୁର୍ବୃତ୍ତମାନେ ମନ୍ଦିରର ରହିଥିବା ଦାନବାକ୍ସ ନେଇଯାଇଛନ୍ତି। ସେଠାରେ ଥିବା ବଡ଼ ଦାନବାକ୍ସ ଭାଙ୍ଗି ସବୁ ଟଙ୍କା ନେଇ ଯାଇଛନ୍ତି। ଚାଳଧାର ପଟେ ରହିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?