ଭୁଜାଲିରେ ହାଣି ଦେଢ଼ ଲକ୍ଷ ଟଙ୍କା ଲୁଟ୍: ୨ ଭାଇ ଆହତ
କେନ୍ଦୁଝର,୭।୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ତେଲକୋଇ ଅଞ୍ଚଳରେ ଦିନକୁ ଦିନ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡିବାରେ ଲାଗିଛି। ଦିନ ଦ୍ବିପ୍ରହରରେ ଲୁଟେରାମାନେ ଲୋକଙ୍କୁ ଆକ୍ରମଣ କରି କଳାକନା ବୁଲାଉଛନ୍ତି। ଗୁରୁବାର ଅପରାହ୍ନରେ ଆକୁଳ ସାପ୍ତାହିକ ହାଟରେ ୨ଜଣ ଦୁର୍ବୃତ୍ତ ଏକ…
ନାବାଳିକା ବଳାତ୍କାରୀଙ୍କୁ ୨୦ ବର୍ଷ ଜେଲ
କେନ୍ଦୁଝର,୭ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଫାଷ୍ଟ ଟ୍ରାକ କୋର୍ଟ ବିଚାରପତି ବିଜୟ କୁମାର ମିଶ୍ର ଗୁରୁବାର ଏକ ନାବାଳିକା ବଳାତ୍କାର ମାମଲାର ରାୟ ପ୍ରକାଶ କରିଛନ୍ତି। ଅଭିଯୁକ୍ତ ନିରଞ୍ଜନ କାରୁଆଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହିତ ତାଙ୍କୁ…
ବର୍ଷାରେ ଭାଙ୍ଗିଲା ୮ ଘର: ଭାସିଗଲା ସ୍କୁଟି
କୋରାପୁଟ,୭।୯(ଅମିତାଭ ବେହେରା): କୋରାପୁଟ ଜିଲାରେ ଗୁରବାର ୧୦୨୫ ମିଲିମିଟର ବର୍ଷା ହୋଇଥିବା ବେଳେ ଜିଲାର ସେମିଳିଗୁଡ଼ାରେ ସର୍ବାଧିକ ୧୫୮ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ପ୍ରବଳ ବର୍ଷା ଯୋଗୁ ସେମିଳିଗୁଡ଼ା ବ୍ଳକ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଅଭିଯୋଗ ହୋଇଛି। ବର୍ଷାରେ…
ଗୋପାଳ ସମାଜର ନନ୍ଦ ମହୋତ୍ସବ
ପୁରୁଷୋତ୍ତମପୁର,୭।୯(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ରଥସାହି ଜଗନ୍ନାଥ ମନ୍ଦିର ପରିସରରେ ଷୋଳଖଣ୍ଡ ଗୋପାଳ ସମାଜର ପୂର୍ବଖଣ୍ଡ ତାଲୁକା ପକ୍ଷରୁ ଗୁରୁବାର ନନ୍ଦ ମହୋତ୍ସବ ମହାସମାରୋହରେ ପାଳିତ ହୋଇଛି। ଗୋପାଳ ସମାଜର ପରମ୍ପରା ସହ ଭାଇଚାରା ସୃଷ୍ଟି ମହୋତ୍ସବର ମୁଖ୍ୟ ଉଦ୍ଦେଶ୍ୟ…
ସ୍କୁଲ ଫାଟକରେ ତାଲା ପକାଇଲେ ଠିକାଦାର, ବାହାରେ ପଢ଼ିଲେ ପିଲା
ବାଲିଗୁଡ଼ା,୭ା୯(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ଅନ୍ତର୍ଗତ କୋଟଗଡ଼ ବ୍ଲକ ପକାରୀରେ ୫-ଟି ଯୋଜନାରେ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ କାମ କରି ଦୀର୍ଘ ଦିନ ପରେ ବି ଠିକାଦାରଙ୍କୁ ବିଲ୍ ମିଳିପାରିନାହିଁ। ଏ ନେଇ ଠିକାଦାର ବାରମ୍ବାର…
ଡକାୟତି ଯୋଜନା ପଣ୍ଡ: ମାରଣାସ୍ତ୍ର ଜବତ, ୪ ଗିରଫ
ବଡ଼ବିଲ,୭ା୯(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ବଡ଼ବିଲ ପୋଲିସ ବୁଧବାର ବିଳମ୍ବିତ ରାତିରେ ୪ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ବନ୍ଧୁକ, ଦାଉଲି ସହ କାର ଓ ୬ଟି ମୋବାଇଲ ଜବତ କରି ଏକ ବଡ ଧରଣର ଡକାୟତି ଯୋଜନାକୁ…
ଶ୍ୱଶୁର ଘରକୁ ବୁଲିବାକୁ ଆସି ନଦୀକୁ ଖସିପଡ଼ିଲେ ଜ୍ୱାଇଁ
ବାଲିଗୁଡ଼ା/କୋଟଗଡ଼,୭ା୯(ସଞ୍ଜୟ କୁମାର ପାଣିଗ୍ରାହୀ/ ସରୋଜ ବଳିୟାରସିଂ): ପୋଲରୁ ନଦୀ ଗର୍ଭରେ ଖସିପଡ଼ି ଜଣେ ବ୍ୟକ୍ତି ନିଖୋଜ ହୋଇଯାଇଛନ୍ତି। ଏପରି ଘଟଣା କନ୍ଧମାଳ ଜିଲା ବାଲିଗୁଡ଼ା ବ୍ଲକ ଲଣ୍ଡାଗାଁ ପଞ୍ଚାୟତର ମୁଠାବାଲି ଅଞ୍ଚଳରେ ଘଟିଛି। ନିଖୋଜ ବ୍ୟକ୍ତି କର୍ଣ୍ଣିବେଡ଼ା ଗ୍ରାମର ଚୈତନ୍ୟ ନାୟକ(୪୮)…
ରେଳ ଧାରଣା ଉପରେ ପଡ଼ିଲା ବିଶାଳକାୟ ଗଛ, ଚାପି ହୋଇ ମହିଳା ଗୁରୁତର
ବାରିପଦା,୭ା୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ବେତନଟୀ ରେଳ ଷ୍ଟେଶନରେ ଗୁରୁବାର ଏକ ବଡ଼ ବିପଦ ଟଳି ଯାଇଛି। ଟ୍ରେନ୍ଟି ଉକ୍ତ ଷ୍ଟେଶନ ଅତିକ୍ରମ କରିବାର ମାତ୍ର ୫ ମିନିଟ୍ ପରେ ରେଳ ଧାରଣା ଉପରେ ଏକ ବିଶାଳକାୟ ଶାଳଗଛ ପଡ଼ିଥିଲା। ସୂଚନାନୁଯାୟୀ, ରୁପ୍ସାରୁ…
କୋରାପୁଟରେ ପ୍ରବଳ ବର୍ଷା, ୧୦୨୫ ମିଲିମିଟର ରେକର୍ଡ
କୋରାପୁଟ,୭ା୯(ଅମିତାଭ ବେହେରା): ଗୁରୁବାର କୋରାପୁଟ ଜିଲାରେ ୧୦୨୫ ମିଲିମିଟର ବର୍ଷା ହୋଇଥିବା ଜିଲା ଜରୁରୀ ଅଧିକାରୀ ଜ୍ଞାନଜିତ ତ୍ରୀପାଠୀ ସୂଚନା ଦେଇଛନ୍ତି। କୋରାପୁଟ ଜିଲାର ସେମିଳିଗୁଡ଼ା ବ୍ଲକରେ ସର୍ବାଧିକ ୧୫୮ ମିଲିମିଟର ବର୍ଷା ହୋଇଥିବା ଜଣାଯାଇଛି। ସେହିପରି ଜିଲାର ବୈପାରୀଗୁଡା ବ୍ଲକରେ…
ବିବାହିତା ମହିଳାଙ୍କୁ ବ୍ଲାକ୍ମେଲିଂ କରି କରୁଥିଲେ ବଳାତ୍କାର; ଯୁବକଙ୍କୁ ବାନ୍ଧିଲା ପାଟଣା ପୋଲିସ
ପାଟଣା,୭।୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଉଦୟପୁର ଅଞ୍ଚଳର ଜଣେ ବିବାହିତା ମହିଳାଙ୍କୁ ବଳାତ୍କାର କରିବା ଅଭିଯୋଗ ରେ ପାଟଣା ପୋଲିସ ବୁଧବାର ୩୫ ବର୍ଷୀୟ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଯୁବକଜଣଙ୍କ ହେଉଛନ୍ତି…
ବାଲୁଗାଁ ଅବକାରୀ ଏଏସ୍ଆଇଙ୍କ ଘରେ ଭିଜିଲାନ୍ସ ଚଢ଼ାଉ
ନୟାଗଡ଼,୭।୯ (ଲୋକନାଥ ମିଶ୍ର): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱର ଭିଜିଲାନ୍ସ ବିଭାଗ ପକ୍ଷରୁ ଖୋର୍ଦ୍ଧା ଜିଲା ବାଲୁଗାଁ ଅବକାରୀ ଏଏସ୍ଆଇଙ୍କ ନୟାଗଡ଼ ପୁରୁଣା ସହର ଶଗଡିଆ ସାହିସ୍ଥ ବାସଭବନ, ବାଲୁଗାଁ ଭଡ଼ା ଘର ସମେତ କାର୍ଯ୍ୟାଳୟରେ ଗୁରୁବାର ଚଢ଼ାଉ…
କୁଆଁରମୁଣ୍ଡା ଡାଇରୀ ଫାର୍ମରେ ପ୍ରସ୍ତାବିତ ମେଡିକାଲ କଲେଜ ଜାଗାକୁ ଜୋର ଜବରଦସ୍ତି ଦଖଲକୁ ନେଉଛି ମହାବୀର ଫେରୋ
କୁଆଁରମୁଣ୍ଡା,୭।୯(ମହେନ୍ଦ୍ର କୁମାର ସାହୁ)ସୁନ୍ଦରଗଡ ଜିଲା କୁଆଁରମୁଣ୍ଡା ବ୍ଲକ ଅନ୍ତର୍ଗତ ଓଡ଼ିଶାର ୨ୟ ବୃହତ୍ତମ କୁଆଁରମୁଣ୍ଡା ସରକାରୀ ଡାଏରୀ ଫାର୍ମରେ ପ୍ରସ୍ତାବିତ ମେଡିକାଲ କଲେଜକୁ ଜୋର ଜବରଦସ୍ତି ନିଜ ଦଖଲକୁ ନେଉଛି ମହାବୀର ଫେରୋ। ମେଡିକାଲ କଲେଜ ପାଇଁ ଉଦ୍ଧିଷ୍ଟ ୨ଶହ ୧୦…

