ଆମ ଜିଲା ଖବର

ଗାଁ କଲ୍ୟାଣ ସମିତି ପାଣ୍ଠିରୁ ଟଙ୍କା ଆତ୍ମସାତ ଅଭିଯୋଗ: ବିଡିଓଙ୍କଠାରେ ଅଭିଯୋଗ

ମୋରଡ଼ା,୩୦ା୫ (ଡି.ଏନ.ଏ.): ଗାଁ କଲ୍ୟାଣ ସମିତି ପାଣ୍ଠିକୁ ଆସୁଥିବା ଟଙ୍କାକୁ ଆତ୍ମସାତ କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ବରକନ୍ଦ ପଞ୍ଚାୟତ ଅନ୍ତର୍ଗତ ରେକଣା ଗ୍ରାମବାସୀ ସ୍ଥାନୀୟ ବିଡିଓଙ୍କୁ ଲିଖିତ ଭାବେ ଜଣାଇଛନ୍ତି। ଅଭିଯୋଗ ଅନୁଯାୟୀ, ରେକଣା…

ମନ୍ଦିର ପାଚେରୀ ଭାଙ୍ଗିଲେ ହାତୀପଲ

କେନ୍ଦୁଝର,୩୦।୫(ସ୍ବ.ପ୍ର): କେନ୍ଦୁଝରର ଏକ ମନ୍ଦିରରେ ମଙ୍ଗଳବାର ସକାଳୁ ହାତୀଙ୍କ ଉତ୍ପାତ ଦେଖିବାକୁ ମିଳିଛି। ହାତୀପଲ କେନ୍ଦୁଝର ପୁରୁଣା ସହର ସିଦ୍ଧମଠ ପରିସରରେ ଥିବା ପ୍ରାୟ ୬୦୦ବର୍ଷ ପୁରୁଣା ସିଦ୍ଧ ଜଗନ୍ନାଥଙ୍କ ମନ୍ଦିରର ପାଚେରୀକୁ ଭାଙ୍ଗିି ପଶି ଆସିଛନ୍ତି। ମଠ ପରିସରରେ ଥିବା…

ଗଛ କଟାକୁ ନେଇ ଥାନାରେ ମାମଲା

ମୋରଡ଼ା,୩୦ା୫(ଡି.ଏନ.ଏ.): ବେଆଇନ ଭାବେ ଗଛ କଟାକୁ ନେଇ ମୟୂରଭଞ୍ଜ ଜିଲା ମୋରଡ଼ା ଥାନାରେ ଏକ ମାମଲା ରୁଜୁ ହୋଇଛି। ସୂଚନା ଅନୁଯାୟୀ, ଏହି ଥାନା ଅଧୀନ ଗଡିଗାଁ ପଞ୍ଚାୟତ ଫୁଲବାଡ଼ିଆ ଗ୍ରାମର ସୁବାସଚନ୍ଦ୍ର ମହାନ୍ତଙ୍କର ବାପା ଉମାକାନ୍ତ ମହାନ୍ତଙ୍କ ନାମରେ ଥିବା…

ଟ୍ରକ୍‌ ସହ ବାଇକ ଧକ୍କା: ଜଣଙ୍କ ଜୀବନ ଗଲା

ଜମନକିରା,୩୦।୫: ଜମନକିରା ଥାନା ଗୌଡପାଳି ଫାଣ୍ଡି ଅନ୍ତର୍ଗତ ରାଜରାସ୍ତା ୫୩ରେ ମଙ୍ଗଳବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛିି। ଟ୍ରକ୍‌ ସହ ଏକ ବାଇକ୍‌ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ହିଁ ବାଇକ ଚାଳକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ଜଣକ…

ଜାତୀୟ ରାଜପଥଉପରୁ ଛେଳି ଚୋରି କରି ନିର୍ଧୁମ ଛେଚା ଖାଇଲେ ୨ ଯୁବକ

ଦାରିଙ୍ଗବାଡି,୩୦।୫(ଡି.ଏନ.ଏ ): ଜାତୀୟ ରାଜପଥଉପରୁ ଛେଳି ଚୋରିକରି ନେଉଥିବା ବେଳେ ୨ ଜଣଙ୍କୁ କାବୁ କଲେ ଲୋକେ। ଏଭଳି ଘଟଣା ଘଟିଛି କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳ ୫୯. ନଂ ଜାତୀୟ ରାଜପଥର ନିରିକେତା ଘାଟିରେ। ଏକ ପିକଅପ୍‌ ଭ୍ୟାନରେ…

ନାବାଳିକା ଗଣବଳାତ୍କାରୀଙ୍କୁ ୨୦ବର୍ଷ ଜେଲ ଦଣ୍ଡାଦେଶ

ବାରିପଦା ଅଫିସ,୩୦।୫: ମୟୂରଭଞ୍ଜ ଅତିରିକ୍ତ ଜିଲା ଓ ଦୌରାଜଜ ତଥା ସ୍ବତନ୍ତ୍ର ପୋକ୍ସୋ କୋର୍ଟର ବିଚାରପତି ସୁମିତା ଜେନା ମଙ୍ଗଳବାର ଏକ ନାବାଳିକା ଗଣଦୁଷ୍କର୍ମ ମାମଲାରେ ଶୁଣାଣି କରି ୨ ଅଭିଯୁକ୍ତଙ୍କୁ ଦୋଷୀସାବ୍ୟସ୍ତ କରିଛନ୍ତ। ପ୍ରତ୍ୟେକଙ୍କୁ ୨୦ ବର୍ଷ ଲେଖାଏ ଜେଲ…

ପୋଲ ଭୁଶୁଡ଼ି ନାବାଳିକା ଗୁରୁତର

କଟକ ଅଫିସ, କଟକ କେଶରପୁରରେ ବକ୍ସ ଡ୍ରେନ କାମ ଚାଲୁଥିବା ବେଳେ ଅଘଟଣ ଘଟିଛି । ଏକ ଅସ୍ଥାୟୀ ଲୁହା ପୋଲ ଦେଇ ପାର ହେଉଥିବାବେଳେ ଜଣେ ନାବାଳିକା ଖସି ପଡିବା ପରେ ଦୁଇ ଲୁହା ପାଇପ ମଧ୍ୟରେ ଚାପି ହୋଇ…

ଆଜି ସରିବ ପଞ୍ଚ ଠାକୁରାଣୀଙ୍କ ଯାତ୍ରା

ପୁରୁଷୋତ୍ତମପୁର,୩୦।୫(ଡି.ଏନ୍‌.ଏ): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ଦୀର୍ଘ ୨୮ ଦିନଧରି ଚାଲିଥିବା ଐତିହାସିକ କିମ୍ବଦନ୍ତୀ ପୂର୍ଣ୍ଣକନକା, କାଳୁଆ, ତାରାତାରିଣୀ, କାଳୀ ଓ ଫୁଲ ସୁନ୍ଦରୀ ଆଦି ପଞ୍ଚଠାକୁରାଣୀଙ୍କ ଯାତ୍ରା ମଙ୍ଗଳବାର ବିଳମ୍ବିତ ରାତିରେ ଶେଷ ହେବ । ଏଥିଲାଗି ସକାଳୁ ସମସ୍ତ…

ସନ୍ଧ୍ୟାରେ ମହାପ୍ରଭୁଙ୍କ ରାଜେନ୍ଦ୍ରାଭିଷେକ ନୀତି

ପୁରୀ ଅଫିସ, ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାଜେନ୍ଦ୍ରାଭିଷେକ ନୀତି ଅନୁଷ୍ଠିତ ହେବ। ସନ୍ଧ୍ୟାଧୂପ ନୀତି ଶେଷ ହେବା ପରେ ଆଜ୍ଞାମାଳ ପାଇ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ ଖଟ ଉପରକୁ ବିଜେ କରିଥାନ୍ତି। ଶ୍ରୀମନ୍ଦିରର ଜୟବିଜୟ ଦ୍ୱାର ବନ୍ଦ କରାଯାଇ ଜଗମୋହନ…

ଗଞ୍ଜାମରୁ ବ୍ରହ୍ମପୁର ସିଟି ବସ୍‌ ସେବା ଆରମ୍ଭ

ଗଞ୍ଜାମ,୩୦।୫(ଡି.ଏନ୍‌.ଏ.): ଗଞ୍ଜାମ ସହର ଦେଇ ବ୍ରହ୍ମପୁରକୁ ସିଟି ବସ୍‌ ଚଳାଚଳ ପାଇଁ ଦୀର୍ଘ ବର୍ଷ ହେବ ଦାବି ହୋଇ ଆସୁଥିଲା। ତେବେ ବିଳମ୍ବ ହେଲେ ମଧ୍ୟ ଏହି ସେବା ମଙ୍ଗଳବାରଠାରୁ ଆରମ୍ଭ ହେବ। ଯାହାକୁ ନେଇ ସହରବାସୀଙ୍କ ମଧ୍ୟରେ ଖୁସିରଲହରୀ ଖେଳିଯାଇଛି…

ଶୈଳଶ୍ରୀକ୍ଷେତ୍ରରୁ ଉଡ଼ିଗଲା ନେତ, ରୁକିଲା ଟ୍ରେନ୍‌

ଅନୁଗୋଳ ଅଫିସ, ୩୦ା୫: ଭୀଷଣ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଗୁଳୁଗୁଳିରେ ଅନୁଗୋଳବାସୀ ଅଥୟ ହୋଇପଡ଼ିଥିଲେ। ପାରଦ ୪୦ ଡିିଗ୍ରୀ ତଳକୁ ଖସୁ ନ ଥିବାରୁ ଲୋକମାନେ ଆଉଟ ପାଉଟୁ ହେଉଥିଲେ। ସୋମବାର ସହରର ତାପମାତ୍ରା ୪୧ ଡିଗ୍ରୀ ରହିଥିବାରୁ ଅସହ୍ୟ ତାତିରେ…

ପର୍ଯ୍ୟାପ୍ତ ନୁହେଁ ପଦକ୍ଷେପ

ବଇଣ୍ଡା, ୩୦ା୫ (ଡି.ଏନ.ଏ.): ସମ୍ପ୍ରସାରଣ ହେଉଛି ଜାତୀୟ ରାଜପଥ। ଗମନାଗମନର ଅଧିକ ସୁବିଧା ଦେଉଛି ରେଳପଥ। ବ୍ୟବସାୟର ବଡ଼ ପେଣ୍ଠସ୍ଥଳୀ ହୋଇଥିବାରୁ ବଇଣ୍ଡା ଛକ ସାଜିଛି ଆଠମଲ୍ଲିକ ଉପଖଣ୍ଡବାସୀଙ୍କ ପ୍ରମୁଖ ଆକର୍ଷଣ। ସେଥିପାଇଁ ଦିନକୁ ଦିନ ପରିବ୍ୟାପ୍ତ ହେଉଛି ବଇଣ୍ଡା ଅଞ୍ଚଳ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri