କେନ୍ଦ୍ର ପ୍ରଦତ୍ତ ଅର୍ଥର ହିସାବ ଦେଲେ ଜୁଏଲ ଓରାମ
ମାଲକାନଗିରି,୧ା୭ (ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଗସ୍ତରେ ଆସିଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସଂସଦୀୟ ପ୍ରତିରକ୍ଷା କମିଟି ଅଧ୍ୟକ୍ଷ ଜୁଏଲ ଓରାମ ଶୁକ୍ରବାର ଜିଲା ସଦର ମହକୁମା ସର୍କିଟ ହାଉସଠାରେ ଏକ ଖବରଦତା ସମ୍ମିଳନୀରେ କେନ୍ଦ୍ର ସରକାର ଓଡ଼ିଶାକୁ ବିଭିନ୍ନ ଯୋଜନାରେ ଦେଇଥିବା…
ମିଳିବ ଆବାସ, କିନ୍ତୁ ପ୍ରୋତ୍ସାହନ ରାଶି ନ ପାଇବା ଆଶଙ୍କା
ତେନ୍ତୁଳିଖୁଣ୍ଟି, ୧।୭(ଚିଦାନନ୍ଦ ସାହୁ): ନବରଙ୍ଗପୁର ଜିଲାର ହିତାଧିକାରୀ ୨୦୧୯ ମସିହାରୁ ପ୍ରଧାନମନ୍ତ୍ରୀ ଆବାସ ଗୃହ ପାଇନାହାନ୍ତି। ୨୦୨୩ରେ ତେନ୍ତୁଳିଖୁଣ୍ଟି ବ୍ଲକର ୩୩୩୩ ହିତାଧିକାରୀଙ୍କୁ ଆବାସ ଗୃହ କାର୍ଯ୍ୟାଦେଶ ଇସ୍ୟୁ କରାଯାଇଛି। କିନ୍ତୁ କାର୍ଯ୍ୟାଦେଶରେ ଉଲ୍ଲେଖ କେତୋଟି ଧାଡ଼ି ହିତାଧିକାରୀଙ୍କୁ ଦ୍ବନ୍ଦ୍ୱରେ ପକାଉଛି।…
ବାରଣ ସତ୍ତ୍ୱେ ପର୍ଯ୍ୟଟକ ମାନୁନାହାନ୍ତି
ଖଣ୍ଡପଡା,୧ା୭(ଅଜୟ କୁମାର ମହାରଣା): ଖଣ୍ଡପଡା ବ୍ଳକ ଅଧିନ କଂଟିଲୋ ସରକାରୀ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଥିବା ଶୈାଚାଳୟଟି ଅଂଚଳବାସୀଙ୍କ ପାଇଁ ବିପଦର କାରଣ ପାଲଟିବ ବୋଲି ସାଧାରଣରେ ଆଶଙ୍କା ପ୍ରକାଶ ପାଇଛି ା ବିଭାଗୀୟ କର୍ତୃପକ୍ଷଙ୍କ ବାରଣ ସତ୍ୱେ ନୀଳମାଧବ ଜୀଉଙ୍କ…
କୋମଣ୍ଡରେ ପୁଣି ବେଆଇନ ମାଙ୍କଡ଼ାପଥର ଖଣି
ନୟାଗଡ଼ ଅଫିସ,୧।୭(ଲୋକନାଥ ମିଶ୍ର)/ଓଡ଼ଗଁା(ଆଦର୍ଶ ପଟ୍ଟନାୟକ): ନୟାଗଡ଼ ଜିଲା ଓଡ଼ଗଁା ତହସିଲ କୋମଣ୍ଡ ରାଜସ୍ବ ନିରୀକ୍ଷକ(ଆର୍ଆଇ)ଙ୍କ କାର୍ଯ୍ୟାଳୟ ଅଧୀନରେ ଥିବା କୋମଣ୍ଡ, ବାଦଭୂଇଁ, ଭଗବତୀପ୍ରସାଦ, ରୋହିବାଙ୍କ, ଉଦୟପୁର ଅଞ୍ଚଳରେ ପୁଣି ବେଆଇନ ଭାବେ ମାଙ୍କଡ଼ାପଥର ଓ ମୋରମ ଖଣି ଖନନ ଚାଲିଛି। କିଛିଦିନର…
ଭାପୁରରେ ପ୍ରାଣୀ ଚିକିତ୍ସା ବିପର୍ଯ୍ୟସ୍ତ
ଭାପୁର, ୧ା୭(ଭରତ କୁମାର ବେହେରା ): ଭାପୁର ବ୍ଲକର ପ୍ରାଣୀ ଚିକିତ୍ସା ବିପର୍ଯ୍ୟସ୍ତ ହୋଇପଡ଼ିଛି। ବ୍ଲକର ଜନସାଧାରଣ କୃଷି ସହ ପଶୁ ପାଳନକୁ ପେଶା କରି ଭଲ ଦୁଇ ପଇସା ରୋଜଗାର କରୁଛନ୍ତି। ହେଲେ ସରକାରୀ ପ୍ରୋତ୍ସାହନ ଅଭାବ, ଗୋ-ସମ୍ପଦ ବୃଦ୍ଧିରେ…
ଆବାସ ମିଳିଲାନି, ଭଙ୍ଗା କାନ୍ଥ ନେଲା ଜୀବନ
ଅନୁଗୋଳ, ୧ା୭ (ଅମିତ କୁମାର ସାମଲ): ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡେ ନ ଥିଲା। ସେଥିପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କା ଘରଟିଏ ଯୋଗାଇ ଦେବାକୁ ପ୍ରଶାସନ ନିକଟକୁ ବାରମ୍ବାର ଧାଇଁଥିଲେ। ରାଜନେତାମାନଙ୍କୁ ଭେଟି ବହୁବାର ଗୁହାରି କରିଥିଲେ। ହେଲେ ଦୀର୍ଘ…
ବାଜିବ ସାଇରନ୍, ଜଳିବ ଲାଇଟ୍
ଢେଙ୍କାନାଳ, ୧।୭(ରତନ ନାୟାର): ଢେଙ୍କାନାଳ ଜିଲାରେ ହାତୀ-ମଣିଷ ସଂଘର୍ଷ ରୋକିବାରେ ବାରମ୍ବାର ବିଫଳ ହେଉଥିବା ବନ ବିଭାଗ ପୁଣି ଥରେ ବୈଷୟିକ ଜ୍ଞାନକୌଶଳ ଉପରେ ନିର୍ଭର କରିଛି। ଗଁା ସୀମାନ୍ତରେ ହାତୀ ଉପସ୍ଥିତି ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଇବା ଲାଗି ପ୍ରାରମ୍ଭିକ…
ଗଞ୍ଜାମରେ ଦୁର୍ଘଟଣାଜନିତ ମୃତ୍ୟୁ ଥମୁନି
ଛତ୍ରପୁର,୧ା୭(ସନ୍ତୋଷ ପାଢୀ): ରାଜ୍ୟରେ ଗଞ୍ଜାମ ଜିଲାରେ ସର୍ବାଧିକ ସଡ଼କ ଦୁର୍ଘଟଣା ଘଟୁଛି। କିଛିବର୍ଷ ହେଲା ଏଥିଜନିତ ମୃତ୍ୟୁ ସଂଖ୍ୟା ଅଧିକ ରହୁଥିବା ଦେଖିବାକୁ ମିଳୁଛି ା ଏନେଇ ସୁପ୍ରିମକୋର୍ଟ ସଡକ ସୁରକ୍ଷା କମିଟି ଓ ରାଜ୍ୟ ସଡକ ସୁରକ୍ଷା କମିଟି ଚିନ୍ତା…
ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ
ବ୍ରହ୍ମପୁର,୧ା୭(ସୁବାସ ଚନ୍ଦ୍ର ପାଢ଼ୀ): ଜଣେ ନାବାଳିକା ବଳାତ୍କାର ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ ପାଇଛି। ଆଡ଼ହକ୍ ପୋକ୍ସୋ ଜଜ୍ ଗଣେଶ୍ୱର ପତି ଶୁକ୍ରବାର ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେ ହେଲେ ପୋଲସରା ଅଞ୍ଚଳର ଜିତେନ୍ଦ୍ର ନାହାକ ଓରଫ ଜିତୁ…
ସହରରେ ଟ୍ରାଫିକ ସମସ୍ୟା ଗୁରୁତର
କେନ୍ଦୁଝର,୧ା୭ (ନରେଶ ଚନ୍ଦ୍ର ପଟ୍ଟନାୟକ/ ଦୀପକ ମିଶ୍ର): କେନ୍ଦୁଝର ସହରରେ ଟ୍ରାଫିକ ସମସ୍ୟା ଗୁରୁତର ହେଉଛି। ବିଶେଷ କରି ରାମ ରାମ ଗଳି ରାସ୍ତାରେ ଦିନକୁ ଦିନ ଟ୍ରାଫିକ ସମସ୍ୟା ବିଗୁଡୁଛି। ଗାଡ଼ି ପାର୍କିଂ ପାଇଁ ସ୍ଥାନ ନ ଥିବାରୁ ଲୋକେ…
ରାଜେନ୍ଦ୍ରଙ୍କ ଚିକିତ୍ସାରେ ଅର୍ଥ ସାଜିଛି ବାଧକ
ନାଉଗଁା,୧ା୭(ସୁଧା ବେହୁରା): ନାଉଗଁା ବ୍ଲକ ଅନ୍ତର୍ଗତ ଗୋଠଦା ଗ୍ରାମର ରାଜେନ୍ଦ୍ର ମଲିକ କର୍କଟ ରୋଗରେ ପୀଡ଼ିତ। ତାଙ୍କ ଚିକିତ୍ସାରେ ଅର୍ଥ ବାଧକ ସାଜିଛି। ଏନେଇ ପରିବାର ଲୋକେ ଦୁଃଖରେ ଭାଙ୍ଗିପଡ଼ିଛନ୍ତି। ଦଳିତ ପରିବାରର ହୋଇଥିବା ବେଳେ ଦିନମଜୁରିଆ କାର୍ଯ୍ୟ କରନ୍ତି। ପରିବାର…
ରାସ୍ତା ଅବରୋଧ କରି ଗ୍ରାମବାସୀଙ୍କ ପ୍ରତିବାଦ
ବ୍ରହ୍ମବରଦା/ଯାଜପୁର ସଦର,୧ା୭(ଯଯାତି କେଶରୀ ବେହେରା/ସମର ବିଜୟ ଶରଣ): ଯାଜପୁର ବ୍ଲକ୍ ଅନ୍ତର୍ଗତ ଝାଲପଡ଼ା ପଞ୍ଚାୟତ ଝାଲପଡ଼ା ଗ୍ରାମରେ ରାଶନ ସାମଗ୍ରୀ ପ୍ରଦାନରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଏନେଇ ଶୁକ୍ରବାର ସକାଳେ ଝାଲପଡ଼ା ଗ୍ରାମର ଶତାଧିକ ମହିଳା ଓ ପୁରୁଷ ବରୁଅଁା-ବାଲିଚନ୍ଦ୍ରପୁର…
Archives


