ଝିଅ, ପୁଅଙ୍କ ସହ ଶୋଇଥିଲେ ମା’: କାମୁଡ଼ି ଦେଲା ସାପ
ଭଞ୍ଜନଗର,୨୩।୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ତାରସିଂ ଥାନା ଅଧୀନ ବଦାଙ୍ଗୀ ଗାଁରେ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ସେ ହେଲେ ରୁନା ନାଇକ(୪୦)। ମିଳିଥିବା ସୂଚନା ମୁତାବକ, ରବିବାର ରାତିରେ ରୁନା ତାଙ୍କ ଦୁଇ ପୁଅ ଏବଂ ଝିଅଙ୍କ…
ବିଶ୍ୱାବସୁଙ୍କ ବଂଶଜ ପୂଜୁଛନ୍ତି ଶ୍ରୀନୀଳମାଧବ, ବନଦୁର୍ଗା
ମହାକାଳପଡ଼ା, ୨୩ା୧୦ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳରେ ବିଭିନ୍ନ ମଣ୍ଡପଗୁଡିକରେ ମା’ ଜଗତଜନନୀ ଦୁର୍ଗାପୂଜା, ପ୍ରଭୁ ନୀଳମାଧବ ଓ ବନଦୁର୍ଗାଙ୍କ ମୃଣ୍ମୟୀ ପ୍ରତିମା ପଜା କରୁଛନ୍ତି। ବିଭିନ୍ନ ମା’ ପୀଠରେ ମହିଳା ଶ୍ରଦ୍ଧାଳୁମାନେ ମହାଷ୍ଟମୀରେ…
ଉଜ୍ଜୀବିତ ରହିଛି ପରମ୍ପରା
ଭୁବନ,୨୩ା୧୦(ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନର ଏକ ଅନନ୍ୟ ପର୍ବ ହେଉଛି ବଳଦଯାତ୍ରା। ପ୍ରତିବର୍ଷ ଦୁର୍ଗାପୂଜା ସମୟରେ ଏହା ପାଳନ କରାଯାଏ। ଇତିହାସ ଅନୁଯାୟୀ, ଏଠାକାର ଥୋରିଆ, ବଣିଆ ଓ କାଚରା ସମ୍ପ୍ରଦାୟର ଲୋକମାନେ ଦେଶ ବାହାରକୁ ବ୍ୟବସାୟ କରିବାକୁ…
ବଞ୍ଚାଇବାକୁ ଚେଷ୍ଟା କରି ପାରିଲାନି ମା’ ହାତୀ, ଆଖି ବୁଜିଲା ଛୁଆ
କେନ୍ଦୁଝର,୨୩ା୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ବନଖଣ୍ଡ ଅଧିନସ୍ଥ ଭୂୟାଁ ଜୁଆଙ୍ଗ ପୀଢ଼ ବନାଞ୍ଚଳ ଅନ୍ତର୍ଗତ ନୟାକୋଟ ବିଟ ଭେଜିଡ଼ିହି ଗ୍ରାମରେ ରବିବାର ଆହତ ହୋଇ ଚିକିତ୍ସାଧୀନ ଥିବା ଦୁଇ ବର୍ଷର ମାଈ ହାତୀ ଛୁଆର ସୋମବାର ସକାଳେ ମୃତ୍ୟୁ ଘଟିଛି। ଗତକାଲି…
୧୦ ମାସରେ ଗଡ଼ିଲାଣି ୮୭ ମୁଣ୍ଡ
ବ୍ରହ୍ମପୁର,୨୩ା୧୦(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲାରେ ଦିନକୁ ଦିନ ହତ୍ୟା ଘଟଣା ବଢ଼ିବାରେ ଲାଗିଛି। କେଉଁଠି ରାଜନୈତିକ ଶତ୍ରୁତା ତ ଆଉ କେଉଁଠି ପୂର୍ବ ଶତ୍ରୁତାରୁ ମୁଣ୍ଡ ଗଡ଼ୁଛି। ନିର୍ବାଚନ ପୂର୍ବରୁ ହିଂସାକାଣ୍ଡ ଘଟି ଲୋକଙ୍କ ଜୀବନ ଯାଇଥାଏ। ୨୦୨୪ ସାଧାରଣ…
ଅନନ୍ୟ ପ୍ରତିଭାର ଅଧିକାରୀ ପ୍ରସନ୍ନ
କେନ୍ଦୁଝର,୨୩ା୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): ମଣିଷ ଏକ କିନ୍ତୁ ପ୍ରତିଭା ଅନେକ। ମାନବ ସେବା ଓ ଭଗବାନଙ୍କ ପ୍ରଚାର ପ୍ରସାରରେ ଜୀବନ ଅତିବାହିତ କରିଚାଲିଛନ୍ତି। ବୟସର ଅପରାହ୍ନରେ ମଧ୍ୟ ନିଜର ବୃତ୍ତି ଓ ବ୍ରତକୁ ଜାରି ରଖିଛନ୍ତି। ଏକାଧାରରେ ସେ ଜଣେ ପାଲା…
ସୁପାରି କିଲରଙ୍କୁ ଧରିଲା ପୋଲିସ: ପୂର୍ବରୁ ଗିରଫ ହୋଇଥିଲେ ମହିଳାଙ୍କ ସ୍ବାମୀ
କେନ୍ଦୁଝର,୨୩ା୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ନୟାକୋଟ ଥାନା ଅଞ୍ଚଳ ବୈତରଣୀ ନଦୀରୁ ମହିଳାଙ୍କ ମୃତଦେହ ଜବତ ଘଟଣାରେ ଟାଉନ ଥାନା ପୋଲିସ ଆଉ ଜଣେ ସୁପାରି କିଲରଙ୍କୁ ଗିରଫ କରିଛି। ହତ୍ୟା ବେଳେ ବ୍ୟବହୃତ ଏକ ବାଇକ୍କୁ ପୋଲିସ ଜବତ…
ମୌଳିକ ସୁବିଧାରୁ ବଞ୍ଚିତ ୨ ଗ୍ରାମବାସୀ
ପୋଟେରୁ, ୨୩।୧୦(ସୌରଭ ମଣ୍ଡଳ): ପଛୁଆ ଅଞ୍ଚଳର ବିକାଶ ଲାଗି ରାଜ୍ୟ ସରକାର ଅନେକ ପଦକ୍ଷେପ ନେଉଛନ୍ତି। ଯେଉଁଥିପାଇଁ ରାଜ୍ୟର ଅନେକ ଗ୍ରାମ ବିକାଶ ଦେଖିପାରିଛି। ତେବେ ରାଜ୍ୟ ସରକାର ପଛୁଆ ଅଞ୍ଚଳର ବିକାଶ ପାଇଁ ଯେତିକି ତତ୍ପରତା ଦେଖାଉଛନ୍ତି, କେତେକ ସ୍ଥାନରେ…
୬ ମାସ ପରେ ରାସ୍ତା ଫାଟି ଆଁ
ବଇଣ୍ଡା,୨୩ା୧୦ (ପରିକ୍ଷିତ ସାହୁ): ସମ୍ପ୍ରସାରଣ କାର୍ଯ୍ୟ ଶେଷ ହୋଇନାହିଁ। ହେଲେ ଫାଟି ଅଁା କଲାଣି ନିର୍ମାଣ ହୋଇଥିବା ନୂଆ ରାସ୍ତା। ଅନୁଗୋଳ ଜିଲା ଦେଇ ଯାଇଥିବା କଟକ-ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥର କିଶୋରନଗର ବ୍ଲକ ଅଞ୍ଚଳରେ ପ୍ରାୟ ୨୫ଟି ସ୍ଥାନରେ…
ଛତର ଯାତ୍ରା ରକ୍ତରଞ୍ଜିତ
ଭବାନୀପାଟଣା,୨୩।୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ରବିବାର ମହାସମାରୋହରେ ପାଳିତ ହୋଇଯାଇଛି। କଳାହାଣ୍ଡିର ଆଦିବାସୀ ଓ ଆର୍ଯ୍ୟ ସଂସ୍କୃତିର ମିଶ୍ରଣରେ ସୃଷ୍ଟି ହୋଇଛି ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା। ପ୍ରତିବର୍ଷ ଭଳି…
ହିନ୍ଦୁ ଓ ମୁସଲମାନ ଏକାଠି ପାଳନ୍ତି
ଖୋର୍ଦ୍ଧା ଜିଲା ବୋଲଗଡ଼ ବ୍ଲକର ମାଣିକଗୋଡ଼ା ଗ୍ରାମ। ଏଠାରେ ନିଆରା ଢଙ୍ଗରେ ପାଳିତ ହୁଏ ଦଶହରା। ହିନ୍ଦୁ ଓ ମୁସଲମାନ ମିଳିତ ଭାବେ ଏଠି ପାଳନ କରି ଆସୁଛନ୍ତି ଦଶହରା ପର୍ବ। ସମନ୍ବୟର ବାର୍ତ୍ତା: ବିଜୟାଦଶମୀ ଉତ୍ସବରେ ବ୍ରାହ୍ମଣ ପୂଜା କରୁଥିବା…
ଦୁର୍ଘଟଣାରେ ଚାଲିଗଲା ବାପାଙ୍କ ଜୀବନ, ଅଳ୍ପକେ ବର୍ତ୍ତିଲେ ପୁଅ
ସଇଁତଳା,୨୨ା୧୦ (ରାଖାଲ ପ୍ରସାଦ ଶତପଥି): ବଲାଙ୍ଗୀର ଜିଲା ସଇଁତଳା ଥାନା ବେଲଗାଁ ଫାଣ୍ଡି ଅନ୍ତର୍ଗତ ପିପୃଟ ଗ୍ରାମ ନିକଟରେ ରବିବାର ରାତିରେ ଏକ ସଡ଼କ ଦୁର୍ଘଟଣାରେ ବାପାଙ୍କ ମୃତ୍ୟୁ ଘଟିଥିବା ବେଳେ ପୁଅ ଆହତ ହୋଇଛନ୍ତି। ମୃତକ ହେଲେ କରମତଲା ପଞ୍ଚାୟତ…

