ଆମ ଜିଲା ଖବର

ହାତୀ ଦାନ୍ତ ଡିଲ୍‌ ବେଳେ ମାଡ଼ିବସିଲା ବନ ବିଭାଗ: ଧରାପଡ଼ିଲେ ୩ ଅଭିଯୁକ୍ତ

ଦେବଗଡ଼,୨୭।୧(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ସହରରେ ହାତୀ ଦାନ୍ତ ଡିଲ୍‌ ବେଳେ ମାଡ଼ିବସିଲା ବନ ବିଭାଗ। ହାତୀ ଦାନ୍ତ ଚୋରା ଚାଲାଣ ଅଭିଯୋଗରେ ଶନିବାର ବନ ବିଭାଗ ଦେବଗଡ଼ର ପ୍ରେମରାଜ ସାହୁ, ସମୀର କପରଦାର(ବାପି) ଓ ଦିଲ୍ଲୀର ରାଜେଶ କୁମାରଙ୍କୁ ଗିରଫ…

୯ଟାରୁ ୨ଟା ପର୍ଯ୍ୟନ୍ତ ବନ୍ଦ ରହିବ ମା’ ସମଲେଶ୍ୱରୀଙ୍କ ଦର୍ଶନ

ସମ୍ବଲପୁର,୨୭ା୧(ବି.ଶଙ୍କର): ବହୁ ପ୍ରତିକ୍ଷିତ ପଶ୍ଚିମ ଓଡ଼ିଶାର ଅଧିଷ୍ଠାତ୍ରୀ ଦେବୀ ସମ୍ବଲପୁରର ମା’ ସମଲେଶ୍ୱରୀଙ୍କ ପରିକ୍ରମା ପ୍ରକଳ୍ପର ଶନିବାର ଲୋକାର୍ପିତ ହେବ। ମଧ୍ୟାହ୍ନ ସାଢ଼େ ୧୨ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଭବ୍ୟ ପ୍ରକଳ୍ପର ଉନ୍ମୋଚନ କରିବେ। ଏନେଇ ସକାଳ ୯ଟାରୁ ହୋମ…

୨ଜଣଙ୍କୁ ଦଳି ମାରିଦେଲା ଦନ୍ତା

ଦେବଗଡ଼,୨୭।୧(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ବନାଞ୍ଚଳ ଲଇମୁରା ଫରେଷ୍ଟ ସେକ୍ସନ ଟିପିରିସିଙ୍ଗା ଗ୍ରାମରେ ଏକ ଅଘଟଣ। ଏକ ଦନ୍ତା ହାତୀ ଘର ଭାଙ୍ଗି ୨ଜଣଙ୍କୁ ଦଳି ଦେଇଛି। ମୃତକ ଦ୍ୱୟ ହେଲେ ସୁରୁବାଲି କିଷାନ ଏବଂ ଖଇରି କିଷାନ। ମିଳିଥିବା ସୂଚନା…

ବସ୍‌କୁ ଧକ୍କା ଦେଲା ଟ୍ରକ୍‌: ଚାଲିଗଲା ୩ ଛାତ୍ରୀଙ୍କ ଜୀବନ

ନୟାଗଡ଼,୨୭।୧(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଦଶପଲ୍ଲା ଶାଳଭଙ୍ଗା ଜଙ୍ଗଲ ରାସ୍ତାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ପିକ୍‌ନିକ୍‌ ଯାଉଥିବା ବସ୍‌କୁ ଏକ ଟ୍ରକ୍‌ ଧକ୍କା ଦେଇଛି। ଫଳରେ ୩ଜଣ ଛାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୭ଜଣ ଛାତ୍ର ଗୁରୁତର ଥିବା ଜଣାପଡିଛି।…

ବସ୍‌ ଭିତରେ ଯୁବତୀଙ୍କ ମଥାରେ ଜୋରଜବରଦସ୍ତ ସିନ୍ଦୂର ବୋଳିଲେ ପ୍ରେମିକ

ଭବାନୀପାଟଣା,୨୭।୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାରେ ଫିଲ୍ମ ଷ୍ଟାଇଲରେ ପ୍ରେମ ନିବେଦନ ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି। ବସ ଭିତରେ ଜଣେ ଯୁବତୀଙ୍କ ମଥାକୁ ମୁହଁକୁ ସିନ୍ଦୂର ବୋଳିବା ମହଙ୍ଗା ପଡିଛି ଜଣେ ପ୍ରେମିକଙ୍କୁ। ଶେଷରେ ପୋଲିସ ଦ୍ୱାରା…

ଆଜି ଲୋକାର୍ପିତ ହେବ ମା’ ସମଲେଶ୍ୱରୀଙ୍କ ପରିକ୍ରମା ପ୍ରକଳ୍ପ

ସମ୍ବଲପୁର,୨୭ା୧(ବି.ଶଙ୍କର): ପଶ୍ଚିମ ଓଡ଼ିଶାର ଅଧିଷ୍ଠାତ୍ରୀ ଦେବୀ ସମ୍ବଲପୁରର ମା’ ସମଲେଶ୍ୱରୀଙ୍କ ରୂପାନ୍ତରିତ ମନ୍ଦିର ଓ ପରିକ୍ରମା ପ୍ରକଳ୍ପର ଶନିବାର ଲୋକାର୍ପିତ ହେବ। ମଧ୍ୟାହ୍ନ ସାଢ଼େ ୧୨ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଭବ୍ୟ ପ୍ରକଳ୍ପର ଫଳକ ଉନ୍ମୋଚନ କରିବେ। ଏଥିସହ ମୁଖ୍ୟମନ୍ତ୍ରୀ…

ଅର୍‌ପିଏଫ ଇନ୍ସପେକ୍ଟର ନିଲମ୍ବିତ

ବଲାଙ୍ଗୀର,୨୬।୧: ବଲାଙ୍ଗୀର ଜିଲା ଟିଟିଲାଗଡ଼ରେ କାର୍ଯ୍ୟରତ ଅର୍‌ପିଏଫ ଇନ୍ସପେକ୍ଟରଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି। କାର୍ଯ୍ୟରେ ଅବହେଳା ଅଭିଯୋଗରେ ଅର୍‌ପିଏଫ ଇନ୍ସପେକ୍ଟର ଧର୍ମେନ୍ଦ୍ର ମିଶ୍ର ନିଲମ୍ବିତ ହୋଇଛନ୍ତି। ତାଙ୍କ ନିଲମ୍ବନ ନେଇ ସମ୍ବଲପୁର ରେଳ ମଣ୍ଡଳ ସୁରକ୍ଷା ଆୟୋଗ ପକ୍ଷରୁ ବିଜ୍ଞପ୍ତି ଜାରି…

ଗଜପତି ମହାରାଜାଙ୍କ ପୁଷ୍ୟାଭିଷେକ ନୀତି

ପୁରୀ,୨୬।୧: ଆଜି ପବିତ୍ର ପୌଷ ପୂର୍ଣ୍ଣିମାରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦେବାଭିଷେକ ତଥା ପୁଷ୍ୟାଭିଷେକ ନୀତି ଅନୁଷ୍ଠିତ ହୋଇଛି। ମହାପ୍ରଭୁ ସୁବର୍ଣ୍ଣ ଅଳଙ୍କାର ପରିଧାନ କରି ଆଜି ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ଏ ନେଇ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଛି।…

ଚିଲିକାରୁ ମିଳିଲା ମତ୍ସ୍ୟଜୀବୀଙ୍କ ମୃତଦେହ

ଟାଙ୍ଗୀ ୨୬।୧: ଚିଲିକା ମଧ୍ୟରୁ ଜଣେ ମତ୍ସ୍ୟଜୀବୀଙ୍କ ମୃତଦେହ ଉଦ୍ଧାର ହୋଇଛି । ଅଗ୍ନିଶମ ବାହିନୀ ମୃତଦେହ ଉଦ୍ଧାର କରିଛନ୍ତି । ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ସୂଚନାଯୋଗ୍ୟ, ଚିଲିକା ମଧ୍ୟରେ ଜଣେ…

ପୁରୀରେ ପହଞ୍ଚିଲେ କଂଶ ମହାରାଜ: ମହୋଦଧିରେ ଧୋଇଲେ ପାପ

ପୁରୀ,୨୬।୧: ପୁରୀରେ ପହଞ୍ଚିଛନ୍ତି ବରଗଡ଼ର କଂସ ମହାରାଜ । କଂସ ମହାରାଜ ଭୂମିକାରେ ଅଭିନୟ କରିଥିବା ହୃଷିକେଶ ଭୋଇ ପାପର ପ୍ରାୟଶ୍ଚିତ ପାଇଁ ପୁରୀ ଆସିଛନ୍ତି। ଧନୁଯାତ୍ରାରେ ପ୍ରଭୁ ଶ୍ରୀକୃଷ୍ଣଙ୍କୁ କଟୁ ମନ୍ତବ୍ୟ ପ୍ରୟୋଗ କରିଥିବାରୁ ପ୍ରାୟଶ୍ଚିତ ପାଇଁ ମହୋଦଧିରେ ସ୍ନାନ…

ହାତ ଛାଡ଼ି ପଦ୍ମ ଧରିଲେ ପୂର୍ବତନ ବ୍ଲକ କଂଗ୍ରେସ ସଭାପତି

କୁଆଁରମୁଣ୍ଡା,୨୬।୧(ମହେନ୍ଦ୍ର କୁମାର ସାହୁ): ୭୫ ତମ ସାଧାରତନ୍ତ୍ର ଦିବସ ଅବସରରେ ବୀରମିତ୍ରପୁର ନିର୍ବାଚନମଣ୍ଡଳୀରେ ଭାଜପା ଶିବିର ଚଳଚଞ୍ଚଳ ହୋଇଉଠିଛି। ଏହାର ଝଲକ ଦେଖିବାକୁ ମିଳିଛି ବୀରମିତ୍ରପୁର ନିର୍ବାଚନମଣ୍ଡଳୀର ପୁରୁଣାପାଣିରେ। ୪ ଥରର କୁଆଁରମୁଣ୍ଡା ପୂର୍ବତନ ବ୍ଲକ କଂଗ୍ରେସ ସଭାପତି ଜୟଶଙ୍କର ନନ୍ଦ…

୨୦ କିଲୋମିଟର କାନ୍ଧରେ ବୁହାହେଲା ମୃତଦେହ: ଆସିଲା ନାହିଁ ଆମ୍ବୁଲାନ୍ସ

ନବରଙ୍ଗପୁର,୨୬।୧(ସଦାଶିବ ପ୍ରହରାଜ): ଆସିଲା ନାହିଁ ଆମ୍ବୁଲାନ୍ସ, ୨୦ କିଲୋମିଟର କାନ୍ଧରେ ବୁହାହେଲା ମୃତଦେହ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲା ନନ୍ଦାହାଣ୍ଡି ବ୍ଲକ ଫୁପୁଗାଁ ଗ୍ରାମରେ। କୋରାପୁଟ ଜିଲା ବୋରିଗୁମ୍ମା ବ୍ଲକ ଅନ୍ତର୍ଗତ କୁମଲି ପଞ୍ଚାୟତ ନିକଟ ପୁର୍ଣ୍ଣିଗୁଡା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?