ଆମ ଜିଲା ଖବର

ବୁଧବାର ବନ୍ଦ ରହିବ କାଳିଆ ଦର୍ଶନ

ପୁରୀ ୨୦।୨ : ବୁଧବାର କାଳିଆ ସାଆନ୍ତଙ୍କ ଅନୁଷ୍ଠିତ ହେବ ବନକଲାଗି ନୀତି। ଏହି ନୀତିକାନ୍ତି ଅବସରରେ ଠାକୁରଙ୍କ ଦର୍ଶନ ଉପରେ କଟକଣା ରହିବ । ପ୍ରାୟ ୩ ରୁ ୪ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ମନ୍ଦିର…

ଦ୍ୱାଦଶାହରେ ରାଣୀ ଭି.ସୁଜ୍ଞାନ କୁମାରୀଙ୍କ ଫଟୋ ଥିବା ଡାକ ଟିକେଟ୍‌ ଉନ୍ମୋଚନ କଲେ ଅର୍ଥମନ୍ତ୍ରୀ

ଖଲ୍ଲିକୋଟ,୨୦।୨(ପ୍ରଶାନ୍ତ କୁମାର ମିଶ୍ର/ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଖଲ୍ଲିକୋଟ ରାଣୀ ଭି.ସୁଜ୍ଞାନ କୁମାରୀ ଦେଓଙ୍କ ଦ୍ୱାଦଶାହରେ ମଙ୍ଗଳବାର ଆୟୋଜିତ ସଭାରେ ରାଣୀଙ୍କ ଫଟୋ ଥିବା ଏକ ଡାକ ଟିକେଟକୁ ଅର୍ଥ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଉନ୍ମୋଚନ କରିଛନ୍ତି କାର୍ଯ୍ୟକ୍ରମରେ ୫-ଟି…

ଦେବାଶିଷ, ଶୁଭାଶିଷ, ଅଶ୍ୱିନୀ ରାଜ୍ୟ ସଭାକୁ ନିର୍ବାଚିତ

ଭୁବନେଶ୍ବର,୨୦।୨: ଓଡ଼ିଶାରୁ ରାଜ୍ୟ ସଭା ପ୍ରାର୍ଥୀ ହୋଇଥିବା ଦେବାଶିଷ ସାମନ୍ତରାୟ, ଶୁଭାଷିଶ ଖୁଣ୍ଟିଆ ଏବଂ ଅଶ୍ବିନୀ ବେଷ୍ଣବ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିବା ନେଇ ରିଟର୍ନିଂ ଅଫିସର ଘୋଷଣା କରିଛନ୍ତି। ମଙ୍ଗଳବାର ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ଦିନ ରହିଥିଲା। ଓଡ଼ିଶାରୁ ୩ଟି ରାଜ୍ୟ…

ଏସ୍‌ଏଚ୍‌ଜି ମହିଳାଙ୍କଠାରୁ ସବାଇ ଘାସରେ ତିଆରି ସୋଫା କିଣିଲେ ରାଜ୍ୟପାଳ

ମୋରଡା,୨୦।୨(ସ୍ମାରକ ମାଜୀ): ରାଜ୍ୟପାଳ ରଘୁବର ଦାସ ମଙ୍ଗଳବାର ମୟୂରଭଞ୍ଜ ଜିଲା ଗସ୍ତ କରିଥିଲେ। ଏହି ଅବସରରେ ରାଜ୍ୟପାଳ ଶୁଳିଆପଦା ବ୍ଲକର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ରାଜ୍ୟପାଳ ପ୍ରଥମେ କୁଜିଡ଼ିହି ମଡେଲ ଅଙ୍ଗନବାଡି କେନ୍ଦ୍ରକୁ ପରିଦର୍ଶନ କରି କର୍ମଚାରୀଙ୍କ ସହିତ…

ପୋଖରୀ ଭିତରେ ପଶିଗଲା ଗଞ୍ଜେଇ ଭର୍ତ୍ତି କାର୍‌

ବଲାଙ୍ଗୀର,୨୦।୨(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପୁଇଁତଲା ଥାନା ଅଧୀନ କୁରୁଲରୁ-ଭାଲେର୍‌ ବାଏପାସ୍‌ ରାସ୍ତାରେ ଏକ ଦୁର୍ଘଟଣା ଘଟିଛି। ଏକ ଗଞ୍ଜେଇ ଭର୍ତ୍ତି କାର୍‌ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱ ପୋଖରୀ ଭିତରକୁ ପଶିଯାଇଛି। ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ…

ଚଳନ୍ତା କାର ଉପରକୁ ଚଳାଇଥିଲେ ଗୁଳି: ୬ ଆନ୍ତଃ ଜିଲା ଦୁର୍ବୃତ୍ତଙ୍କୁ ବାନ୍ଧିଲା ପୋଲିସ

ପାଟଣା,୨୦।୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ୪୯ ନମ୍ବର ମୁମ୍ବାଇ-କୋଲକାତା ଜାତୀୟ ରାଜପଥ ଖିରେଇଟାଙ୍ଗିରି ଟୋଲ ଗେଟ ନିକଟରେ ରବିବାର ଏକ ଚଳନ୍ତା କାର ଉପରକୁ ଦୁର୍ବୃତ୍ତ ଗୁଳିମାଡ଼ କରି ଟଙ୍କା ଲୁଟିନେଇଥିଲେ। ଏହି ଘଟଣାରେ ତୁରୁମଙ୍ଗା ପୋଲିସ ମଙ୍ଗଳବାର…

ବରଗଡ଼ ଗସ୍ତରେ ମୁଖ୍ୟମନ୍ତ୍ରୀ: ଜଳସେଚନ ପ୍ରକଳ୍ପ, କ୍ୟାନସର ହସ୍ପିଟାଲ କଲେ ଲୋକାର୍ପଣ

ବରଗଡ଼,୨୦।୨: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଦିନିକିଆ ବରଗଡ଼ ଜିଲା ଗସ୍ତରେ ଯାଇ ବିଭିନ୍ନ ପ୍ରକଳ୍ପ ଉଦ୍‌ଘାଟନ କରିଛନ୍ତି । ପ୍ରଥମେ ଜିଲାର ବିଜେପୁର ବ୍ଲକର କନାପାଲିରେ ପହଞ୍ଚି ଗଙ୍ଗାଧର ପ୍ରକଳ୍ପର ମଡେଲସ୍ଥଳକୁ ପରିଦର୍ଶନ କରିଥିଲେ। ପରେ ଆୟୋଜିତ ଜନସଭାରେ ମୁଖ୍ୟମନ୍ତ୍ରୀ…

ଉନ୍ମୋଚିତ ହେଲା ଉପନ୍ୟାସ ‘ଚଗଲା ଆଉ ଚଗଲି’

ଭୁବନେଶ୍ୱର,୨୦।୨: ଭାରତୀୟ ବିଦ୍ୟା ନିକେତନ ପରିସରରେ ସୁକିନ୍ଦା ସାହିତ୍ୟ ସମାଜ ଯାଜପୁର ପକ୍ଷରୁ ଡ. କିଶୋର ଚନ୍ଦ୍ର ଦାସଙ୍କ ଦ୍ୱାରା ରଚିତ ଉପନ୍ୟାସ ‘ଚଗଲା ଆଉ ଚଗଲି’ ଉନ୍ମୋଚନ ହୋଇଯାଇଛି। ଆୟୋଜିତ ଲୋକାର୍ପଣ ଉତ୍ସବରେ ଅତିଥି ଭାବେ କଥାକାର ଜ୍ଞାନରଞ୍ଜନ ନାୟକ,…

ବଡ଼ ଝିଅକୁ ନେଇ ଥାନାକୁ ଯାଇଥିଲେ ମହିଳା, ମଝିଆ ଝିଅକୁ ଏକା ପାଇ ମାରିଲେ ଦେଢଶୁରଙ୍କ ପରିବାର

ଆନନ୍ଦପୁର,୨୦।୨(ସନ୍ତୋଷ ରାଉତ ): ବଡ ଝିଅକୁ ସାଙ୍ଗରେ ଧରି ଦେଢଶୁରଙ୍କ ପରିବାର ବିରୋଧରେ ଅଭିଯୋଗ କରିବାକୁ ଥାନାକୁ ଯାଇଥିଲେ ମା’ । ଘରେ ଏକା ଥିବା ଦେଖି ମଝିଆ ଝିଅକୁ ସଂଘବଦ୍ଧ ଆକ୍ରମଣ କରି ଲହୁ ଲୁହାଣ କଲେ ଦେଢଶୁରଙ୍କ ପରିବାର…

ଗର୍ଭବତୀ ମହିଳାଙ୍କ ବେକରେ ଛୁରି ଲଗାଇ ଘରୁ ଲୁଟିନେଲେ ଦୁର୍ବୃତ୍ତ

ଆନନ୍ଦପୁର,୨୦।୨: ଗର୍ଭବତୀ ମହିଳାଙ୍କୁ ମାଡ ମାରି ଘରୁ ଲୁଟ୍‌ ହୋଇଛି। ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ନନ୍ଦିପଦା ଥାନା ଡ଼ଙ୍କୁରି ଗାଁରେ । ଜଣେ ମହିଳାଙ୍କୁ ମାଡମାରି ତାଙ୍କ ଘରୁ ଲୁଟି ୧୫ ଲକ୍ଷରୁ ଅଧିକ…

ମାଟ୍ରିକ ପରୀକ୍ଷା ଦେବା ପୂର୍ବରୁ ଛାତ୍ରଙ୍କ ମୃତ୍ୟୁ: ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ, ହସ୍ପିଟାଲରେ ଉତ୍ତେଜନା

ବଲାଙ୍ଗୀର,୨୦।୨(ସୁନୀଲ କୁମାର ମହାନ୍ତି): ମାଟ୍ରିକ ପରୀକ୍ଷା ପୂର୍ବରୁ ଏକ ଅଘଟଣ ଘଟିଛି। ବଲାଙ୍ଗୀର ସହର ନିକଟ ଖୁଜେନପାଲିସ୍ଥିତ ବିଶ୍ବାତ୍ମ ବିଦ୍ୟା ମନ୍ଦିର ହଷ୍ଟେଲରେ ଜଣେ ଦଶମ ଶ୍ରେଣୀ ଛାତ୍ର ବିନାୟକ ପ୍ରଧାନ(୧୫)ଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି । ଛାତ୍ରଙ୍କୁ ଭୀମଭୋଇ ମେଡିକାଲ…

ପଶ୍ଚିମ ଓଡ଼ିଶା ଲୋକଙ୍କ ପାଇଁ ଖୁସିଖବର: ଆସ୍ଥା ସ୍ବତନ୍ତ୍ର ଟ୍ରେନର ଶୁଭାରମ୍ଭ କଲେ ଧର୍ମେନ୍ଦ୍ର, ଅଯୋଧ୍ୟାକୁ….

ସମ୍ବଲପୁର,୨୦।୨: କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ସମ୍ବଲପୁର ଗସ୍ତରେ ଯାଇଛନ୍ତି। ସକାଳେ ପ୍ରଥମେ ସେ ସମ୍ବଲପୁର ରେଳ ଷ୍ଟେଶନରେ ସମ୍ବଲପୁର-ଦର୍ଶନ ନଗର-ସମ୍ବଲପୁର ଆସ୍ଥା ସ୍ବତନ୍ତ୍ର ଟ୍ରେନର ଶୁଭାରମ୍ଭ କରିଛନ୍ତି। ଏହି ଟ୍ରେନ୍‌ ଯୋଗେ ପଶ୍ଚିମ ଓଡ଼ିଶା ଲୋକେ ଅଯୋଧ୍ୟା ଯାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?