ଆମ ଜିଲା ଖବର

ପ୍ରାର୍ଥୀ ଚୟନ ବିଳମ୍ବ: କଂଗ୍ରେସ, ଭାଜପା କର୍ମୀ ନିରାଶ

ଦାରିଙ୍ଗବାଡ଼ି,୩୧ା୩ (ଅରୁଣ ସାହୁ)କନ୍ଧମାଳ ଜିଲା ଜି. ଉଦୟଗିରି ନିର୍ବାଚନମଣ୍ଡଳୀରେ ବିଜେଡିର ବିଧାନସଭା ପ୍ରାର୍ଥୀ ଘୋଷଣା ପରେ ଏବେ ସମସ୍ତଙ୍କ ନଜର କଂଗ୍ରେସ ଓ ଭାଜପା ଉପରେ। ପ୍ରାର୍ଥୀ ଘୋଷଣା କରିବାରେ ବିଜେଡି ଆଗୁଆ ରହିଥିବା ବେଳେ ଦଳୀୟ କର୍ମୀ ଓ ବିଜେଡି…

ସୁରେଶ୍ୱରୀ ପ୍ରକଳ୍ପକୁ ନେଇ ଅନିଶ୍ଚିତତା

ବଇଣ୍ଡା,୩୧।୩(ପରିକ୍ଷିତ ସାହୁ)ଦୀର୍ଘ ୧୪ ବର୍ଷ ଧରି ଚାଷୀମାନେ ଆନ୍ଦୋଳନ ଚଳାଇଛନ୍ତି। ବର୍ଷ ବର୍ଷ ଧରି ଧାରଣା ଦେଇଛନ୍ତି। ହେଲେ ଅନୁଗୋଳ ଜିଲା କିଶୋରନଗର ବ୍ଲକ ବାମୁର ପଞ୍ଚାୟତଠାରେ ସୁରେଶ୍ୱରୀ ଜଳସେଚନ ପ୍ରକଳ୍ପ ନିର୍ମାଣ ହେଉନାହିଁ। ଫଳରେ ସରକାରୀ ପ୍ରତିଶ୍ରୁତି କେବଳ ପ୍ରତିଶ୍ରୁତିରେ…

କେନ୍ଦ୍ରାପଡ଼ା ବିଧାନସଭା ଆସନ: ଆଶାୟୀ ପ୍ରାର୍ଥୀଙ୍କ ବଢୁଛି ଉତ୍କଣ୍ଠା

କେନ୍ଦ୍ରାପଡ଼ା, ୩୧ା୩(ଜଗନ୍ନାଥ ଧଳ)କେନ୍ଦ୍ରାପଡ଼ା ଜିଲାର କେନ୍ଦ୍ରାପଡ଼ା ବିଧାନସଭା ଆସନ ଗତ ସାଧାରଣ ନିର୍ବାଚନ ପରି ଏଥର ବି ଚର୍ଚ୍ଚାରେ ରହିଛି। ବିଜେଡି ଜିଲାର ଅନ୍ୟ ୪ ବିଧାନସଭା ଓ ଲୋକ ସଭା କ୍ଷେତ୍ର ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିସାରିଛି। ହେଲେ…

ସୂଚନା ବିଜ୍ଞାନୀ ରବୀନ୍ଦ୍ରଙ୍କୁ ଭାଜପା ଟିକେଟ୍‌

ଯାଜପୁର ଲୋକ ସଭା, ରସୁଲପୁର, ୩୧ା୩ (ରଞ୍ଜିତ ରାଉତ)ଭାଜପା ଶନିବାର ଯାଜପୁର ସଂରକ୍ଷିତ ଲୋକ ସଭା ଆସନ ନିମନ୍ତେ ପ୍ରାର୍ଥୀ ଘୋଷଣା କରିଛି। ପୁରୁଣା ନେତାଙ୍କୁ ନ ଦୋହରାଇ ନୂଆ ମୁହଁ ଭାବେ ଡ. ରବୀନ୍ଦ୍ର ନାରାୟଣ ବେହେରାଙ୍କୁ ଦଳ ପ୍ରାର୍ଥୀ…

ଖାଦ୍ୟ ଅଭାବ, ଗାଁ ମୁହାଁ ବିଲୁଆ

ମହାକାଳପଡ଼ା,୩୧ା୩(ପ୍ରତାପ ଚନ୍ଦ୍ର ସ୍ବାଇଁ)ଅସନ୍ତୁଳିତ ପରିବେଶ, ଜଳବାୟୁ ପରିବର୍ତ୍ତନ, ଜଙ୍ଗଲ ଧ୍ୱଂସ, କିଆବୁଦା ହ୍ରାସ ସାଙ୍ଗକୁ ଖାଦ୍ୟାଭାବ ବିଲୁଆ ବଂଶ ପାଇଁ ବିପଦ ସାଜିଛି। ଖାଦ୍ୟାଭାବ କାରଣରୁ ଏବେ ବିଲୁଆ ଗାଁ ମୁହାଁ ହେବାରେ ଲାଗିଛନ୍ତି। ଦିନ ଥିଲା, କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା…

ମହାନଦୀରେ ସ୍ନାନ ପାଇଁ ହେବ ବ୍ୟାରିକେଡ୍‌

ନୟାଗଡ଼,୩୧ା୩ (ଲୋକନାଥ ମିଶ୍ର)ନୟାଗଡ଼ ଜିଲାରେ ଜିଲାପାଳଙ୍କ ମିନି କନ୍‌ଫରେନ୍ସ ହଲ୍‌ରେ ଖଣ୍ଡପଡ଼ା ବ୍ଲ୍ଳକର କଣ୍ଟିଲୋ ଶ୍ରୀନୀଳମାଧବ ଜୀଉ ବିଜେଙ୍କ ମହାବାରୁଣୀ ସ୍ନାନ ନିମନ୍ତେ ଜିଲାସ୍ତରୀୟ ପ୍ରସ୍ତୁତି ବୈଠକ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏପ୍ରିଲ ୬ ତାରିଖ ମଧ୍ୟାହ୍ନ ୧୨ଟାରେ ପ୍ରଭୁ ନୀଳମାଧବ…

ଝୁଲୁଛି ଭାଜପା, କଂଗ୍ରେସର ପ୍ରାର୍ଥୀ ତାଲିକା

ନୟାଗଡ଼,୩୧ା୩ (ଲୋକନାଥ ମିଶ୍ର)ନୟାଗଡ଼ ଜିଲାରେ ୪ଟି ବିଧାନସଭା ନିର୍ବାଚନମଣ୍ଡଳୀ ରହିଥିବାବେଳେ ଭାଜପା ଓ କଂଗ୍ରେସ ପକ୍ଷରୁ କୌଣସି ନିର୍ବାଚନମଣ୍ଡଳୀରେ ପ୍ରାର୍ଥୀ ଦିଆଯାଇ ପାରିନାହିଁ। ସବୁ ନିର୍ବାଚନମଣ୍ଡଳୀରେ ୨ ଜାତୀୟ ଦଳର ପ୍ରାର୍ଥୀ ତାଲିକା ଝୁଲିରହିଛି। କାହାକୁ ଟିକେଟ ଦେଲେ ଦଳ ଶାସକ…

ସାହିଯାତ ପାଇଁ ଜିଲା ପ୍ରଶାସନର ବୈଠକ

ପୁରୀ,୩୧ା୩(ଅଜିତ୍‌ ମହାନ୍ତି)ଶ୍ରୀକ୍ଷେତ୍ରର ପ୍ରାଚୀନ ଓ ଅନନ୍ୟ ପରମ୍ପରା ସାହିଯାତ। ଚଳିତ ବର୍ଷ ଏପ୍ରିଲ ୧୭ତାରିଖ ପବିତ୍ର ରାମ ନବମୀଠାରୁ ସାହିଯାତ ଆରମ୍ଭ ହୋଇ ମେ’ ୧ତାରିଖ ରାମାଭିଷେକ ଶେଷ ହେବ। ଶ୍ରୀକ୍ଷେତ୍ରର ପ୍ରାଚୀନ ଆଠ ସାହିର ବାସିନ୍ଦା ୬୦ଜାଗା ଘର ସୌଜନ୍ୟରୁ…

ଆଜି ବିଜେଡିରେ ମିଶିବେ ନୀଳଗିରି ବିଧାୟକ

ନୀଳଗିରି, ୩୧।୩(ପ୍ରଶାନ୍ତ ବିଶ୍ୱାଳ): ନୀଳଗିରି ବିଧାୟକ ସୁକାନ୍ତ କୁମାର ନାୟକ ରବିବାର ବିଜେଡିରେ ଯୋଗ ଦେବେ। ସେ ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ନବୀନ ନିବାସରେ ଦଳୀୟ ନେତାଙ୍କ ଉପସ୍ଥିତିରେ ସେ ବିଜେଡିରେ ମିଶିବେ ବୋଲି ଜଣାପଡ଼ିବା ପରେ ନୀଳଗିରି ଅଞ୍ଚଳରେ…

ହରିରାଜପୁର ପଞ୍ଚଦୋଳ ମେଳଣ ଆରମ୍ଭ

ଡେଲାଙ୍ଗ,୩୧।୩(ରଶ୍ମିରଞ୍ଜନ ପ୍ରଧାନ):ଓଡ଼ିଶା ପ୍ରସିଦ୍ଧ ହରିରାଜପୁର ପଞ୍ଚଦୋଳ ମେଳଣର ଜମାଣ ଉତ୍ସବ ଶନିବାର ବିଳମ୍ବିତ ରାତ୍ରିରେ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରସିଦ୍ଧ ମେଳଣ ୫ଦିନ ଧରି ହେବାକୁ ଥିବାବେଳେ ଆସନ୍ତା ୩ ତାରିଖ ସନ୍ଧ୍ୟାରେ ଗୋଧୂଳି ଲଗ୍ନରେ ଖୁଣ୍ଟିଲାଗି ଠାକୁରଙ୍କୁ ନେଇ ଦିଅଁ…

‘କୋରେଇର ସ୍ବାଭିମାନ ପାଇଁ ଲଢ଼େଇ ହେବ’

ଯାଜପୁର,୩୧ା୩(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲାରେ ୨୦୨୪ ସାଧାରଣ ନିର୍ବାଚନ କ୍ରମଶଃ ରୋଚକ ମୋଡ଼ ନେଉଛି। ଅଭିନେତାରୁ ନେତା ସାଜିଥିବା ତଥା କୋରେଇର ପୂର୍ବତନ ବିଧାୟକ ଆକାଶ ଦାସନାୟକ ଶନିବାର ବିଜେଡିରୁ ଇସ୍ତଫା ଦେବା ପରେ ଜିଲା ରାଜନୀତି ଏକପ୍ରକାର ସରଗରମ ହୋଇପଡ଼ିଛି।…

ମନ୍ମଥଙ୍କୁ ନେଇ ଅଙ୍କ ଗଡ଼ବଡ଼

ଖୋର୍ଦ୍ଧା,୩୧।୩(ପ୍ରଭାତ ପାଣିଗ୍ରାହୀ): ଓଡ଼ିଶା ରାଜନୀତିରେ ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ଗୁରୁତ୍ୱପୂର୍ଣ୍ଣ ରହିଛି। ୨୦୨୪ ସାଧାରଣ ନିର୍ବାଚନରେ ଭାଜପା ପୁଣି ଥରେ ଏହି ଆସନରୁ ଏମ୍‌ପି ଅପରାଜିତା ଷଡ଼ଙ୍ଗୀଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିଜେଡି ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ସାନପୁଅ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?