ମାଲକାନଗିରି ଶାଖା କେସିସି ବ୍ୟାଙ୍କ ମ୍ୟାନେଜର ଗିରଫ ୧ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ହଡ଼ପ
ମାଲକାନଗିରି, ୫।୫ (ଦୁର୍ଯ୍ୟୋଧନ ପାତ୍ର): ୧ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ହଡ଼ପ କରିବା ଅଭିଯୋଗରେ କୋରାପୁଟ ଭିଜିଲାନ୍ସ ସୋମବାର କୋରାପୁଟ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ (କେସିସି)ର ମାଲକାନଗିରି ଶାଖା ପରିଚାଳକ ସୁଧାଂଶୁ ଖରାଙ୍କୁ ଗିରଫ କରିଛି। କୋରାପୁଟ ଭିଜିଲାନ୍ସ କେସ୍ ନଂ.…
ଆନ୍ଧ୍ର ହାଟରେ ଗଛ ଉପୁଡ଼ି ଓଡ଼ିଶାର ୩ ମହିଳା ମୃତ୍ୟୁ ଘଟଣା, ମୁଚିମପୁଟ ଥାନାରେ କ୍ଷତିପୂରଣ ଦାବି କଲେ…
ନନ୍ଦପୁର/ପାଡୁଆ,୫।୫(ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ): କାଳବୈଶାଖୀ ପ୍ରଭାବରେ ସୋମବାର ଓଡ଼ିଶା ସୀମାନ୍ତ ଆନ୍ଧ୍ର ପେଦାବାଇଲି ହାଟ ମଝିରେ ଏକ ବିରାଟ ଗଛ ଉପୁଡ଼ି ନନ୍ଦପୁର ବ୍ଲକରେ ତିନିଜଣଙ୍କ ମୃତ୍ୟୁ ଘଟଣା ମଙ୍ଗଳବାର ନୂଆ ମୋଡ ନେଇଛି । କ୍ଷତିପୂରଣ ପ୍ରଦାନ ପରେ…
କଳାହାଣ୍ଡିରେ ସଫଳତା ଆଣିଦେଲା ‘ପ୍ରକାଶ’: ୧୧୮ ଜଣ ପାଇଲେ ଏ-୧ ଗ୍ରେଡ୍
ଭବାନୀପାଟଣା,୫ା୫ (ଉତ୍ତମ କୁମାର ଦାଶ):ମାଟ୍ରିକ ପରୀକ୍ଷାରେ ଅଧିକ ସଂଖ୍ୟକ ଏ- ୱାନ ଗ୍ରେଡ୍ ହାସଲ ନିମନ୍ତେ କଳାହାଣ୍ଡି ଜିଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଦଶମ ଶ୍ରେଣୀ ଛାତ୍ରୀଛାତ୍ରଙ୍କୁ ନେଇ ଗତବର୍ଷ ଏକ ଅଭିନଭ କାର୍ଯ୍ୟକ୍ରମ ‘ପ୍ରକାଶ’ ଆରମ୍ଭ ହୋଇଥିଲା। ଏହି କାର୍ଯ୍ୟକ୍ରମରେ…
ଜିତୁ ମୁଣ୍ଡାଙ୍କୁ ଘରେ କଳହ ଆରମ୍ଭ: ଭାଇ ଶଙ୍କରା କଲେ ଏମିତି କାଣ୍ଡ
ପାଟଣା,୫ା୫(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବ୍ଲକ୍ ଡିଆନାଳି ଚତୁରିସାହିର ଜିତୁ ମୁଣ୍ଡା ଟଙ୍କା ଉଠାଇବା ପାଇଁ ଭଉଣୀଙ୍କ କଙ୍କାଳ ଧରି ବ୍ୟାଙ୍କକୁ ଯିବା ଘଟଣାକୁ ୭ ଦିନ ପୂରିଥିଲେ ହେଁ ଚର୍ଚ୍ଚା, ବିବାଦ ଥମୁନି। ଘଟଣାରେ ଜିତୁଙ୍କ ନିକଟକୁ ସମବେଦନା…
ଭାଜପାର ପ୍ରଚଣ୍ଡ ବିଜୟ: କର୍ମୀମାନଙ୍କ ମଧ୍ୟରେ ଖୁସିର ଲହରୀ, ପରସ୍ପରକୁ ମିଠା ଖୁଆଇ…
ମୋହନା, ୫।୫( ମନ୍ମଥ ମିଶ୍ର ): ପଶ୍ଚିମବଙ୍ଗ ଓ ଆସାମରେ ଭାଜପା ଏକ ତରଫା ଭାବେ ବିପୁଳ ବିଜୟ ହାସଲ କରିଥିବାରୁ ଏହି ଖୁସିରେ ସୋମବାର ଅପରାହ୍ନରେ ମୋହନା ଭାଜପାକର୍ମୀମାନଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଭାଜପାର ଚାଣକ୍ୟ କୁହାଯାଉଥିବା ତଥା…
ପୁରୀରୁ ଶାବର ଶ୍ରୀକ୍ଷେତ୍ରରେ ପହଞ୍ଚିଲା ରଥ ଚକ: ଅଞ୍ଚଳବାସୀଙ୍କ ବହୁ ଦିନର ଆଶା ହେଲା ପୂରଣ
କୋରାପୁଟ, ୫।୫(ଅମିତାଭ ବେହେରା ): ସୋମବାର ଶ୍ରୀକ୍ଷେତ୍ର ପୁରୀରୁ ଆସିଥିବା ପବିତ୍ର ରଥ ଚକ କୋରାପୁଟର ଶାବର ଶ୍ରୀକ୍ଷେତ୍ରରେ ପହଞ୍ଚିବା ପରେ ଭକ୍ତମାନଙ୍କ ଦ୍ୱାରା ଭବ୍ୟ ସ୍ବାଗତ କରାଯାଇଛି। ଗୁଣ୍ଡିଚା ମନ୍ଦିର ନିକଟରୁ ଆରମ୍ଭ ହୋଇଥିବା ଏହି ଶୋଭାଯାତ୍ରା ଭକ୍ତିମୟ ପରିବେଶ…
ଚାକିରି ଦେବାକୁ କହି ଠକେଇ ମାମଲା, ଜୟଦୁର୍ଗା ଫାଉଣ୍ଡେଶନ ଅଧ୍ୟକ୍ଷାଙ୍କୁ ହାଇକୋର୍ଟରୁ ଜାମିନ
ହାଟଡିହୀ,୫।୫(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ୍ ନନ୍ଦିପଦା ଥାନା ଜଳକଳଙ୍ଗ ଗ୍ରାମର ଜୟଦୁର୍ଗା ଫାଉଣ୍ଡେଶନ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରିକା ଜେନାଙ୍କୁ ଓଡ଼ିଶା ହାଇକୋର୍ଟରୁ ଗତ ୧ ତାରିଖରେ ଜାମିନ ମିଳିଛି। ସୁରେଶ୍ୱରୀ ଚାକିରି ଦେବାକୁ କହି ୨୧ ଲକ୍ଷ ୩୦…
ଜିଲା ପାଇଁ ଗୌଣବ ଆଣିଲେ ଦେବଦର୍ଶୀ: ଚାରିଆଡ଼ୁ ଛୁଟୁଛି ଶୁଭେଚ୍ଛା
ମହାକାଳପଡ଼ା, ୫ା୫(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲାରେ ଚଳିତ ମାଟ୍ରିକ ପରୀକ୍ଷାରେ ସର୍ବାଧିକ ନମ୍ବର ୫୭୧ ରଖିଛନ୍ତି ଦେବଦର୍ଶୀ ମଣ୍ଡଳ । ଖରିନାସୀ ଉଚ୍ଚ ବିଦ୍ୟାଳୟ ମେଧାବୀ ଛାତ୍ର ଦେବଦର୍ଶୀ ଓ ବ୍ଲକ୍ର ଅନ୍ୟ ୪ ଛାତ୍ରୀଛାତ୍ରଙ୍କୁ ଏ-୧ ଗ୍ରେଡ୍ ରଖିଥିବାରୁ ସମ୍ମାନିତ…
ଜଗନ୍ନାଥଙ୍କୁ କରିଥିଲେ ଅପମାନ, ଗଲା ଦିଦିଙ୍କ ଆସନ
ପୁରୀ,୫।୫(ଅଜିତ୍ କୁମାର ମହାନ୍ତି): ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଭାଜପା ବିପୁଳ ବିଜୟ ହାସଲ କରିଛି । ୨୦୦ରୁ ଅଧିକ ବିଧାନସଭା ଆସନରେ ଜିତି ଭାଜପା ବହୁମତ ହାସଲ କରିଛି । ଦୀଘା ଜଗନ୍ନାଥ ମନ୍ଦିରରେ ପଥର ମୂର୍ତ୍ତି ନିର୍ମାଣକୁ ମଧ୍ୟ ବିରୋଧ…
ପାଣି ପାଇଁ ରାଜରାସ୍ତାକୁ ଓହ୍ଲାଇଲେ ଶ୍ରମିକ: ସମସ୍ୟା ସମାଧାନ ପାଇଁ ଉଠିଲା ଦାବି
ମହାକାଳପଡ଼ା, ୫ା୫(ପ୍ରତାପ ଚନ୍ଦ୍ର ସ୍ବାଇଁ):ମହାକାଳପଡ଼ା ବ୍ଲକ ଯଦୁପୁର ପଞ୍ଚାୟତ ୫୩ ନଂ. ଜାତୀୟ ରାଜପଥ ମଶାକଣି ବଡଦଣ୍ଡାଠାରେ କେନ୍ଦ୍ରୀୟ ପଣ୍ୟାଗାର ନିଗମ ଗୋଦାମ ଗୃହ ରହିଛି। ଏହି ଗୋଦାମ ଗୃହରେ ଶହେରୁ ଅଧିକ ଦୈନିକ ଗାଡ଼ି ଚାଳକ, ହେଲ୍ପର୍ ଓ ଶ୍ରମିକ…
ବେକରେ ଛୁରି ଲଗାଇ ବ୍ୟବସାୟୀଙ୍କ ଘରୁ ସଶସ୍ତ୍ର ଡକାୟତି, ମୁଖାପିନ୍ଧି ଲୁଟିନେଲେ ୧୫ ଭରି ସୁନା…
ଲାଞ୍ଜିଗଡ,୫।୫(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡ ଥାନା ଜନଗନ୍ନାଥପୁର ପଞ୍ଚାୟତ ଜଗନ୍ନାଥପୁର ଗ୍ରାମର ଜଣେ ବ୍ୟବସାୟୀଙ୍କ ଘରୁ ଲୁଟ୍ ହୋଇଥିବା ନେଇ ଅଭିଯୋଗ ହୋଇଛି । ଆନନ୍ଦ ଅଗ୍ରୱାଲଙ୍କ ଘରେ ରାତି ଅଧରେ ବେକରେ ଛୁରି ଲଗାଇ…
ସୁଶ୍ରୀ କ୍ରିଷ୍ଣା ପତି ବ୍ଲକ ଟପ୍ପର: ଛୁଟୁଛି ଶୁଭେଚ୍ଛାର ସୁଅ
ଅତାବିରା, ୫ା୫(ଯୁଧିଷ୍ଠିର ମହାପାତ୍ର):ଚଳିତ ମାଟ୍ରିକ ପରୀକ୍ଷାରେ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ମାତୃପୁରୀ, ଲାଦରପାଲି, ଅତାବିରା ଶତ ପ୍ରତିଶତ ସଫଳତା ହାସଲ କରିଛି। ସୁଶ୍ରୀ କ୍ରିଷ୍ଣା ପତି ୫୬୩ମାର୍କ ରଖି ଅତାବିରା ବ୍ଲକରେ ଟପ୍ପର ହୋଇଛନ୍ତି। ମନୀଷା ପ୍ରଧାନ ୫୫୪ ମାର୍କ, ସୌରଭ…
Archives


