ଭଡ଼ାଘରେ ଝୁଲୁଛି ଯନ୍ତ୍ରୀଙ୍କ ମୃତଦେହ: ଗୁଡଭେଲାରେ ଚାଞ୍ଚଲ୍ୟ
ବଲାଙ୍ଗୀର,୨୯।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଗୁଡଭେଲା ଠାରେ ଏକ ଭଡାଘରୁ ମେଘା ପ୍ରୋଜେକ୍ଟ ଯନ୍ତ୍ରୀ ପ୍ରବୀର କୁମାର ବେହେରା(୨୭)ଙ୍କ ଝୁଲନ୍ତା ମୃତ ଦେହ ତୁଷୁରା ପୋଲିସ ଉଦ୍ଧାର କରିଛି । ଯନ୍ତ୍ରୀ ଦୁଇ ଜଣ ସହଯୋଗୀଙ୍କ ସହିତ ମିଶି ଗୁଡଭେଲାର…
ବୁଢୀମା’ର ଶୁଦ୍ଧିକ୍ରିୟାକୁ ଯିବାକୁ ମନାକଲେ ବଡ଼ଭାଇ, କୁରାଢୀରେ ହାଣିଦେଲେ ସାନଭାଇ
ଆନନ୍ଦପୁର,୨୯।୪(ସୁଶାନ୍ତ କୁମାର ସାହୁ): ବୁଢୀ ମା’ର ଶୁଦ୍ଧିକ୍ରିୟାକୁ ଯିବାକୁ ମନା କରିବାରୁ ବଡଭାଇକୁ କୁରାଢୀରେ ହାଣି ପକାଇଲେ ସାନଭାଇ । ଗୁରୁତର ବଡଭାଇ ଏବେ ଡାକ୍ତରଖାନାରେ ମୃତ୍ଯୁ ସହ ସଂଗ୍ରାମ କରୁଥିବା ଜଣାପଡିଛି । ସୂଚନା ଅନୁସାରେ, ମଙ୍ଗଳବାର ବିଳମ୍ବିତ ରାତିରେ…
ଗୋରକ୍ଷକଙ୍କ ଉପରକୁ ଗୁଳି ଚଳାଇଲେ ଗୋତସ୍କର, ଭ୍ୟାନ ଜାଳିଦେଲେ ଉତ୍ତ୍ୟକ୍ତ ଲୋକେ
ବୈଶିଙ୍ଗା,୨୯।୪(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଅଞ୍ଚଳରେ ଦିନକୁ ଦିନ ଗୋରୁ ଚୋରା ଚାଲାଣ ବୃଦ୍ଧି ପାଉଥିବା ବେଳେ ଏହି ଗ୍ୟାଙ୍ଗ ସହ ଜଡ଼ିତ ଅସାମାଜିକ ବ୍ୟକ୍ତିମାନଙ୍କର ଉତ୍ପାତ ମଧ୍ୟ ବଢ଼ି ଚାଲିଛି । ସୂଚନା ଅନୁଯାୟୀ, ମଙ୍ଗଳବାର ରାତିରେ କିଛି…
କ୍ରସର ସ୍ଥାପନକୁ ନେଇ ମାଲିକ-ଗ୍ରାମବାସୀ ମୁହାଁମୁହିଁ, ପୁଇଁନ୍ତଲା ଥାନା ଘେରାଉ କଲେ…
ବଲାଙ୍ଗୀର,୨୯।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପୁଇଁନ୍ତଲା ଥାନା ଅନ୍ତର୍ଗତ ପଥର୍ଲା ପଞ୍ଚାୟତ ତଲଗଜ ଗାଁରେ ଏକ କ୍ରସର୍ ସ୍ଥାପନକୁ ନେଇ କ୍ରସର୍ ମାଲିକ ଓ ଗ୍ରାମବାସୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଛି । କ୍ରସର ମାଲିକଙ୍କ ଅଭିଯୋଗ କ୍ରମେ ପୋଲିସ…
ଜିଲା ଦୌରାଜଜଙ୍କ ପୁରୁଷୋତ୍ତମପୁର କୋର୍ଟ ପରିଦର୍ଶନ: ଏହି ସବୁ ବ୍ୟବସ୍ଥା କରିବାକୁ ଅନୁରୋଧ କଲେ ଓକିଲ
ପୁରୁଷୋତ୍ତମପୁର,୨୯।୪ (ସବିତା ମିଶ୍ର) : ଗଞ୍ଜାମ ଜିଲା ଦୌରା ଜଜ ଅଶାନ୍ତ କୁମାର ଦାଶ ବୁଧବାର ପୁରୁଷୋତ୍ତମପୁର କୋର୍ଟ ପରିଦର୍ଶନ କରିଛନ୍ତି । ଏହିଅବସରରେ ସେ ନୂତନ ଭାବରେ ନିର୍ମାଣାଧୀନ କୋର୍ଟ କୋଠାକୁ ପରିଦର୍ଶନ କରି କାର୍ଯ୍ୟମାନକୁ ପରଖିଥିଲେ। ଏହି ସମୟରେ…
ଲଭ-ସେକ୍ସ-ଧୋକା: ବିବାହର ପ୍ରତିଶ୍ରୁତି ଦେଇ ବାରମ୍ବାର ଶାରୀରିକ ସମ୍ପର୍କ ରଖୁଥିଲେ ଯବାନ, ବିବାହ ପାଇଁ ଯୁବତୀ କହିବାରୁ…
ଦିଗପହଣ୍ଡି,୨୯।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ଏକ ଗାଁର ଜଣେ ଯୁବତୀଙ୍କୁ ଲଭ ସେକ୍ସ ପରେ ପ୍ରତାରଣା ଅଭିଯୋଗରେ ନବରଙ୍ଗପୁର ସିଆରପିଏଫ କ୍ୟାମ୍ପରେ ଚାକିରି କରୁଥିବା ଜଣେ ଯବାନଙ୍କୁ ଦିଗପହଣ୍ଡି ପୋଲିସ ଗିରଫ କରିଛି। ସେ ହେଲେ…
ଆନନ୍ଦପୁର ବଜାରରେ ଚାଞ୍ଚଲ୍ୟ: ମାଛ କଟା ପନିକି ଗଳିଲା ଛାତିରେ, ଜଣେ ଗୁରୁତର…
ବଞ୍ଚୋ,୨୯(ପ୍ରଦୋଷ କୁମାର ବିଶ୍ୱାଳ ): ଆନନ୍ଦପୁର ବଜାରରେ ଏକ ଅଭାବନୀୟ ଘଟଣା ଘଟିଛି। କାଳନ୍ଦୀ ବେହେରା ନାମକ ଜଣେ ମାଛ ବ୍ୟବସାୟୀ ବୁଧବାର ତାଙ୍କ ଦୋକାନରେ ମାଛ କାଟୁଥିବା ବେଳେ ଅନ୍ୟ ଜଣେ ବ୍ୟବସାୟୀଙ୍କ ସହିତ କୌଣସି କାରଣକୁ ନେଇ ବଚସା…
ଜିତୁ ମୁଣ୍ଡାଙ୍କୁ ମିଳୁ ନ୍ୟାୟ: ବିଚାର ବିଭାଗୀୟ ତଦନ୍ତ ଦାବି କଲା ବିଜେଡିି
ପାଟଣା,୨୯।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଏରେଣ୍ଡେଇ ପଞ୍ଚାୟତ ଡିଆନାଳି ଗ୍ରାମ ଚତୁରୀ ସାହିର ଜିତୁ ମୁଣ୍ଡା ଗତ ସୋମବାର ମୃତ ଭଉଣୀ କାଲାରା ମୁଣ୍ଡାଙ୍କ କଙ୍କାଳ ଖୋଳି ମଲ୍ଲିପୋଷି ଓଡିଶା ଗ୍ରାମୀଣ ବ୍ୟାଙ୍କ ଗ୍ରିଲ ସମ୍ମୁଖରେ ରଖିବା…
ବୁଲିବାକୁ ଯାଉଥିବା ସମୟରେ ଭିନ୍ନକ୍ଷମ ଯୁବତୀଙ୍କୁ ବଳାତ୍କାର
ଜୟପୁର,୨୯।୪ (ପବନ ପାଣିଗ୍ରାହୀ): ଜୟପୁର ସଦର ଥାନା ଅଞ୍ଚଳରେ ଜଣେ ଭିନ୍ନକ୍ଷମ ଯୁବତୀଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଗତ ୨୩ ତାରିଖ ସକାଳେ ଯୁବତୀ ନିକଟସ୍ଥ ଡଙ୍ଗରକୁ ବୁଲିବାକୁ ଯାଉଥିବା ସମୟରେ ପଲକାପୁଟ ଗ୍ରାମର ଜଣେ ଯୁବକ ତାଙ୍କୁ ବଳାତ୍କାର…
କେଭିର ଉନ୍ନତିରେ ଅଭିଭାବକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ: ସମାଜ-ସ୍କୁଲ ମିଶି ଶିକ୍ଷାକୁ ଆଗକୁ ନେବ ବିଦ୍ୟାଞ୍ଜଳି ଯୋଜନା
ଭଞ୍ଜନଗର,୨୯/୪(ବାବୁଲା ପ୍ରଧାନ):ରାଜ୍ୟ ସରକାର ବିଦ୍ୟାଳୟଗୁଡ଼ିକର ଉନ୍ନତ ପାଇଁ ପୁରାତନ ଛାତ୍ରୀଛାତ୍ରଙ୍କ ସହଯୋଗ ଲୋଡ଼ିଥାଆନ୍ତି। ଛାତ୍ରୀଛାତ୍ରମାନେ ଯେତିକି ସହଯୋଗ କରନ୍ତି ସେଥିରେ ରାଜ୍ୟ ସରକାର ଦୁଇଗୁଣା ଆର୍ଥିକ ସହାୟତା ଦିଅନ୍ତି। ଉକ୍ତ ଅର୍ଥ ମିଶି ଯେଉଁ ଲକ୍ଷ୍ୟରେ ଅର୍ଥ ଦାନ କରାଯାଇଥାଏ ସେଥିରେ…
ବାଇକ୍ ଦୁର୍ଘଟଣାକୁ ନେଇ ତେଜିଲା ଗୋଷ୍ଠୀ ସଂଘର୍ଷ
ବାଲେଶ୍ବର,୨୯।୪: ବାଲେଶ୍ୱର ପୋଲାଡ଼ି ଛକରେ ବୁଧବାର ଗୋଷ୍ଠୀ ସଂଘର୍ଷ ଘଟିଛି। ଏଥିରେ ଏକାଧିକ ଲୋକ ଆହତ ହୋଇଛନ୍ତି। ଏକ ବାଇକ୍ ଦୁର୍ଘଟଣାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇ ସଂଘର୍ଷର ରୂପ ନେଇଥିଲା। ଏପରିକି ଉଭୟଙ୍କ ମଧ୍ୟରେ…
ହାଜତରେ ଯୁବକଙ୍କ ମୃତ୍ୟୁକୁ ନେଇ ବଢିଲା ଉତ୍ତେଜନା: ଥାନା ଆଗରେ ବସିଛନ୍ତି ପରିବାର ଲୋକେ, ଆଣିଲେ ସାଂଘାତିକ ଅଭିଯୋଗ
ନବରଙ୍ଗପୁର,୨୯।୪(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲା ଡାବୁଗାଁ ଥାନା ହାଜତ ଭିତରେ ଗିରଫ ଯୁବକଙ୍କ ମୃତ୍ୟୁ ଘଟଣାକୁ ନେଇ ଏବେ ଉତ୍ତେଜନା ଦେଖାଦେଇଛି। ମୃତ୍ୟୁ ଯୁବକଙ୍କ ପରିବାର ଲୋକେ ଥାନା ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିବା ସହ ନବରଙ୍ଗପୁରକୁ ସଂଯୋଗ କରୁଥିବା…
Archives


