ଆମ ଜିଲା ଖବର

ରତ୍ନଭଣ୍ଡାର ଚାବି ହଜିବା ଘଟଣାର ତଦନ୍ତ କମିଶନ ରିପୋର୍ଟ ସାର୍ବଜନୀନ ମାମଲା: ମହଲତ ନେଲେ ରାଜ୍ୟ ସରକାର

କଟକ,୧୭ା୧(କାର୍ତ୍ତିକ ସାହୁ): ଶ୍ରୀଜଗନ୍ନାଥଙ୍କ ରତ୍ନଭଣ୍ଡାର ଚାବି ହଜିବା ଘଟଣାର ତଦନ୍ତ କମିଶନଙ୍କ ରିପୋର୍ଟ ସାର୍ବଜନୀନ କରିବା ପାଇଁ ରୁଜୁ ମାମଲାରେ ଶୁଣାଣି ବୁଧବାର ହୋଇଛି। ମାମଲାର ଶୁଣାଣି ବେଳେ ରତ୍ନଭଣ୍ଡାର ଚାବି ହଜିବା ମାମଲାର ସ୍ଥିତି ସମ୍ପର୍କରେ ସତ୍ୟପାଠ ଦାଖଲ...

ମାହାଙ୍ଗା ଡବଲ ମର୍ଡର ଘଟଣା: ବଢ଼ିଲା ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷା ଅବଧି

କଟକ,୧୭ା୧(କାର୍ତ୍ତିକ ସାହୁ): ବିଧାୟକ ପ୍ରତାପ ଜେନାଙ୍କୁ ହାଇକୋର୍ଟରୁ ପୁଣି ଆଶ୍ୱସ୍ତି ମିଳିଛି। ମାହାଙ୍ଗା ଡବଲ ମର୍ଡର ଘଟଣାରେ ସାଲେପୁର ଜେଏମ୍‌ଏଫ୍‌ସି କୋର୍ଟର ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ଦାୟର ମାମଲାର ଶୁଣାଣିକୁ ଆସନ୍ତା ଫେବୃଆରୀ ୧ ପର୍ଯ୍ୟନ୍ତ ହାଇକୋର୍ଟ ଘୁଞ୍ଚାଇ ଦେଇଛନ୍ତି।...

୮ ତାରିଖରୁ ନିଖୋଜ ଥିଲେ, ଆଜି ଜଙ୍ଗଲରୁ ମିଳିଲା ଝୁଲନ୍ତା ମୃତଦେହ

କୋକସରା,୧୭ା୧(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ଅନ୍ତର୍ଗତ ବେହେରା ପଞ୍ଚାୟତ ବାଙ୍କୀମୁଣ୍ଡା ଗ୍ରାମର ଯୁବକ ଗୋରାଙ୍ଗ ପୂଜାରୀ(୫୦)ଙ୍କ ଝୁଲନ୍ତା ମୃତଦେହ ଶାହାଜଖୋଲ ଜଙ୍ଗଲ ମଧ୍ୟରୁ ଗଳିତ ଅବସ୍ଥାରେ ଜବତ କରାଯାଇଛି। ସେ ଗତ ୮ ତାରିଖରୁ ନିଖୋଜ...

୩ ଘଣ୍ଟା ପରେ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର ହେଲେ ଗୁରୁତର ରୋଗୀ

କେନ୍ଦୁଝର,୧୭ା୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ସଦର ବ୍ଲକ ପଦ୍ମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଆମ୍ବୁଲାନ୍ସ ନ ଥିବାରୁ ରୋଗୀ ସ୍ଥାନାନ୍ତରରେ ବିଳମ୍ବ ହେଉଛି। ଫଳରେ ଅନେକ ସମୟରେ ଅସନ୍ତୋଷ ଦେଖାଦେଉଛି। ଏଭଳି ଜଣେ ରୋଗୀଙ୍କୁ ବିଳମ୍ବରେ ସ୍ଥାନାନ୍ତର କରାଯିବା ଘଟଣାକୁ...

ଛାତ୍ରୀଙ୍କୁ ଅସଦାଚରଣ କରି ବନ୍ଧା ହେଲେ ଶିକ୍ଷକ

କେନ୍ଦୁଝର,୧୭ା୧(ନରେଶ ଚନ୍ଦ୍ର ପଟ୍ଟନାୟକ): ସଦର ଥାନା ଅନ୍ତର୍ଗତ ଏକ ପ୍ରାଥମିକ ସ୍କୁଲରେ ଜଣେ ୧୨ ବର୍ଷର ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ପୋଲିସ ଜଣେ ଶିକ୍ଷକଙ୍କୁ ଗିରଫ କରିଛି।। ତାଙ୍କ ନାମ ଅନିଲ ମନ୍ତ୍ରୀ ବୋଲି ଜଣାପଡ଼ିଛି।...

ପେନଶନ ପାଇଁ ବୃଦ୍ଧାଙ୍କ ଧାରଣା

ରାୟଗଡା,୧୭।୧(ଭାଗ୍ୟଶ୍ରୀ ମିଶ୍ର): ପେନଶନ ପାଇଁ ସମସ୍ତ ଯୋଗ୍ୟତା ଥାଇ ମଧ୍ୟ ଜଣେ ହିତାଧିକାରୀଙ୍କୁ ଏହା ନ ମିଳିବାରୁ ସେ ଧାରଣାରେ ବସିଛନ୍ତି। ଶକୁନ୍ତଳା ମହାନ୍ତି ନାମକ ଜଣେ ବୃଦ୍ଧାଙ୍କୁ ପେନଶନ ନ ମିଳିବାରୁ ସେ ରାୟଗଡା ଏସ୍‌ବିଆଇ କାର୍ଯ୍ୟାଳୟ ସମ୍ମୁଖରେ...

ଲୋକାର୍ପିତ ହେଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ

ପୁରୀ,୧୭।୧: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବୁଧବାର ଲୋକାର୍ପିତ ହୋଇଛି। ଶୁଭଲଗ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ କରିଛନ୍ତି । ଗଜପତି ମହାରାଜା ଦିବ୍ୟସିଂହଙ୍କ ଉପସ୍ଥିତିରେ ମୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ହୋଇଛି। ଲୋକାର୍ପଣ ଫଳକରେ...

ଗାଁରେ ପଶିଲେ ୧୨ଟିକିଆ ହାତୀ ପଲ, ଯୁବକଙ୍କୁ ଟେକି ଫୋପାଡ଼ିଦେଲେ 

କାଳିଆପାଣି,୧୭।୧(ଅସିତ୍‌ ମହାନ୍ତ): ଯାଜପୁର ଜିଲା ସୁକିନ୍ଦା ବ୍ଲକ ଅନ୍ତର୍ଗତ  ରାଁସୋଳ ପଞ୍ଚାୟତ ମହୁଲଖାଲ ଗାଁରେ ୧୨ଟି ହାତୀଙ୍କ ଉପଦ୍ରବ ଦେଖିବାକୁ ମିଳିଛି।  ଉକ୍ତ ହାତୀ ଘୁସୁରିପଦା ଗାଁର ଜଣେ ଯୁବକଙ୍କୁ ଟେକି ଫୋପାଡି ଦେଇଛନ୍ତିି। ସେ ହେଲେ ଘୁସୁରିପଦା ଗାଁର...

ଅର୍ଥକରୀ ଫସଲ ଆଖୁଚାଷ ତଳମୁହାଁ

କେନ୍ଦ୍ରାପଡ଼ା,୧୭।୧(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲାର ୭୦ ପ୍ରତିଶତ ଅର୍ଥନୀତି କୃଷି ଉପରେ ନିର୍ଭରଶୀଳ। ତେବେ ଅର୍ଥକାରୀ ଫସଲ ଉତ୍ପାଦନ ପାଇଁ ବିଭିନ୍ନ ସମସ୍ୟାର ସମାଧାନ ଦୀର୍ଘଦିନ ଧରି ହେଉନାହିଁ। ପ୍ରାୟ ୧୫ ହଜାର ହେକ୍ଟର ଅଞ୍ଚଳରେ ହେଉଥିବା ଆଖୁଚାଷ ଚଳିତ...

ସମୟ ବିତୁଛି, ବଢୁଛି ଲୁଟ୍‌ ପରିମାଣ

ଯାଜପୁର,୧୭।୧(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା ଧର୍ମଶାଳା ତହସିଲ ଅଞ୍ଚଳରେ ବହୁ ମୂଲ୍ୟବାନ କଳାପଥର ଖାଦାନରେ ବେଆଇନ ଉତ୍ତୋଳନ ସୀମା ଲଂଘିଛି। ଏନେଇ ହୋଇଥିବା ଜନସ୍ବାର୍ଥ ମାମଲା (ଡବ୍ଲ୍ୟୁପି କେସ୍‌ ନମ୍ବର ୪୦୦୫୩/୨୦୨୩) ଉପରେ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଏକ ମାସ ଅତିକ୍ରାନ୍ତ...

ଦିନ ତମାମ ତଦନ୍ତ, କାର୍ଯ୍ୟାନୁଷ୍ଠାନ ଶୂନ

ଢେଙ୍କାନାଳ,୧୭।୧(ରତନ ନାୟାର): ଢେଙ୍କାନାଳ ସଦର ତହସିଲ କାର୍ଯ୍ୟାଳୟ ରେକର୍ଡରୁମ୍‌ଠାରେ ଗତ ୯ ତାରିଖ ରାତି ୧୦ଟା ପର୍ଯ୍ୟନ୍ତ କେତେଜଣ କର୍ମଚାରୀ ଓ ପଥର ମାଫିଆ ବସି ଭୋଜିଭାତ ଓ ନିଶା ଦ୍ରବ୍ୟର ଆସର ଜମାଇଥିଲେ। ଏହି ଘଟଣା ଜଣାପଡିବା ପରେ...

ବାଟ ହୁଡ଼ିଛି ସ୍ବଚ୍ଛତା

ବ୍ରହ୍ମପୁର,୧୭।୧(ଅଶୋକ କୁମାର ସାହୁ): ୧୫୬ ବର୍ଷର ବ୍ରହ୍ମପୁର ସହର ଶ୍ରେଷ୍ଠ, ସ୍ମାର୍ଟ ଓ ସ୍ବଚ୍ଛତାର ପରିଚୟ ପାଇଛି। ସ୍ବଚ୍ଛ ସର୍ବେକ୍ଷଣ ୨୦୨୩ରେ ବ୍ରହ୍ମପୁର ରାଜ୍ୟରେ ୪ର୍ଥ ହୋଇଥିବାବେଳେ ଜାତୀୟସ୍ତରରେ ୧୧୧ ର଼୍ୟାଙ୍କ ଛୁଇଁଛି। କିନ୍ତୁ ସ୍ବଚ୍ଛତା କ୍ଷେତ୍ରରେ ବାସ୍ତବତା ଭିନ୍ନ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri