ଫରାସୀ ପଣ୍ୟବାହୀ ଜାହାଜ ମୂକସାକ୍ଷୀ ମଙ୍ଗ ଦୃଶ୍ୟମାନ
ମହାକାଳପଡ଼ା, ୯ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ବଙ୍ଗୋପସାଗର କୂଳ ମାଦଳି ମୁହାଣ ଅନତି ଦୂରରେ ୧୮୩୨ରେ ଫ୍ରାନ୍ସ ନିର୍ମିତ ବୃହତ୍ ପଣ୍ୟ ବୋଝେଇ ଫରାସୀ ଜାହାଜ ଭେଲଦା ସମୁଦ୍ରପଥ ଦେଇ କୋଲକାତାର ହଳଦିଆ ବନ୍ଦର ଅଭିମୁଖେ…
ସ୍କୁଲ ରାସ୍ତା ନିର୍ମାଣ ନାଁରେ ୮ ଲକ୍ଷ ଚଳୁ
ରାଜନଗର, ୯ା୯(ଭାସ୍କର ରାଉତରାୟ): ଦୁଇବର୍ଷ ଭିତରେ ରାସ୍ତାକୁ ଫେବର ବ୍ଲକ ଓ ଢଳେଇ କରିବା ଦୂରର କଥା, ରାସ୍ତାରେ ମାଟି ମୁଠେ ପଡ଼ିନି। ଯେଉଁଥିପାଇଁ ଛାତ୍ରୀଛାତ୍ରୀମାନେ ୮ଶହ ମିଟର ବୁଲି କରି ବିଦ୍ୟାଳୟକୁ ପଢିବାକୁ ଆସୁଛନ୍ତି। ରାସ୍ତା ଅବସ୍ଥା ଏପରି ଦୟନୀୟ…
ଜବରଦଖଲକାରୀଙ୍କ କବ୍ଜାରେ ନଦୀ, ନାଳ, ଜଳାଶୟ
ପଟ୍ଟାମୁଣ୍ଡାଇ, ୯।୯ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ସହର ଓ ଅଖପାଖ ଅଞ୍ଚଳରେ ନଦୀ, ପ୍ରାକୃତିକ ନାଳ, କେନାଲ, ନୟନଯୋରି ଓ ଜଳାଶୟଗୁଡ଼କ ଜବରଦଖଲ ହେବାରେ ଲାଗିଛି। ଜବରଦଖଲକାରୀଙ୍କ ବିରୋଧରେ ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ଭବିଷ୍ୟତରେ…
ରାଜପଥରେ ଛାତ୍ରୀଛାତ୍ରଙ୍କ ଆନ୍ଦୋଳନ
ବଅଁରପାଳ,୯ା୯(ଉପେନ୍ଦ୍ର ରାଉତ): ଅନୁଗୋଳ ଜିଲା ବଅଁରପାଳସ୍ଥିତ ପାଞ୍ଚଗଡ଼ ବିଜୟ କୁମାର ହାଇସ୍କୁଲର ୬ଷ୍ଠ ଶ୍ରେଣୀର ଛାତ୍ରୀ ପୂଜା ସାହୁ (୧୧)ଙ୍କ ଗୁରୁବାର ଦୁର୍ଘଟଣାରେ ମୃତ୍ୟୁ ପରଠାରୁ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଉତ୍ତେଜନା ଲାଗି ରହିଛି। ଶୁକ୍ରବାର ଅପରାହ୍ନ ୧ଟାରୁ ଛାତ୍ରୀଛାତ୍ରମାନେ ୫୫ନଂ. ଜାତୀୟ…
ଅନ୍ଧାରି ମୁଲକରେ ଆଲୋକବର୍ତ୍ତିକା ବର୍ଷା
ସମ୍ବଲପୁର,୯ା୯ (ଶୁଭାଶିଷ ପାଢ଼ୀ): ସମ୍ବଲପୁର ଜିଲା ଯୁଯୁମୁରା ବ୍ଲକ ଝାଙ୍କରପାଲି ପଞ୍ଚାୟତର ବାବୁପାଲି ଏକ ରାଜସ୍ବ ଗ୍ରାମ। ବଣଜଙ୍ଗଲ ଘେରା ଏହି ଗ୍ରାମରେ ପ୍ରାୟ ୧୨୦ ଆଦିବାସୀ ପରିବାର କାହିଁ କେଉଁ କାଳରୁ ବସବାସ କରିଆସୁଛନ୍ତି। ଗାଁଟି ସହରଠାରୁ ୧୦ କି.ମି.…
ଅଙ୍ଗନୱାଡି କେନ୍ଦ୍ରରୁ କର୍ମୀଙ୍କ ମୃତଦେହ ଜବତ
ବାହାନଗା, ୯ା୯(ଅରୂପ କୁମାର ଦାସ): ବାଲେଶ୍ୱର ଜିଲା ରେମୁଣା ବ୍ଲକ ମହାରାଜପୁର ଗ୍ରାମର ଅଙ୍ଗନଓ୍ବାଡି କେନ୍ଦ୍ର ଭିତରୁ ଶୁକ୍ରବାର କର୍ମୀଙ୍କ ମୃତଦେହ ଜବତ କରାଯାଇଛି। ସ୍ବାମୀଙ୍କ ପରକୀୟା ପ୍ରୀତିକୁ ବିରୋଧ କରିବାରୁ ତାଙ୍କୁ ହତ୍ୟା କରି ଟଙ୍ଗାଇ ଦିଆଯାଇଥିବା ତାଙ୍କ ବାପଘର…
ପ୍ରାକ୍ତନ ବିଏସ୍ଏଫ୍ ଯବାନଙ୍କୁ ଗୁଳିକରି ହତ୍ୟା
ରାଉରକେଲା,୮।୯(ସଙ୍ଗୀତା ଜେନା): ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ଗୋଏଲକେରା ଥାନା ଅଧୀନ କଦମଡିହି ଅଞ୍ଚଳରେ ଜଣେ ପ୍ରାକ୍ତନ ବିଏସ୍ଏଫ୍ ଯବାନଙ୍କୁ ଗୁଳିକରି ହତ୍ୟା କରାଯାଇଛି। ମୃତକ ହେଲେ ସୁଖଲାଲ ପୂର୍ତ୍ତି। ମାଓବାଦୀମାନେ ଏଭଳି କାଣ୍ଡ ଭିଆଇଥିବା ମୃତକଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ମିଳିଥିବା…
ଘଉଡ଼ାଇବା ବେଳେ କଚାଡ଼ି ଦେଲା ଦନ୍ତା
କେନ୍ଦୁଝର, ୮।୯(ନରେଶ ଚନ୍ଦ୍ର ପଟ୍ଟନାୟକ): ହାତୀ ଆକ୍ରମଣରେ ଶୁକ୍ରବାର ସାହାରପଡ଼ା ବ୍ଲକ ଚୁଟିଆପଶି ପଞ୍ଚାୟତ କଟାବେଡା ଗ୍ରାମର କ୍ଷୀରୋଦ ଚନ୍ଦ୍ର ମହାନ୍ତ(୫୨)ଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ମୁତାବକ, ଏକ ୨୨ ଟିକିଆ ହାତୀପଲ ସାହାରପଡ଼ା ସେକ୍ସନ ରାଇଡିହା ବିଟ୍ ପୁରୁଣାପାଣି…
ଜଳପ୍ରପାତରେ ବୁଡି ନିଖୋଜ ଥିଲେ: ମିଳିଲା ଆସିଷ୍ଟାଣ୍ଡ ମ୍ୟାନେଜରଙ୍କ ମୃତଦେହ
କୁଚିଣ୍ଡା,୮ା୯(ବିରଞ୍ଚତ୍ ଦର୍କା): ସମ୍ବଲପୁର ଜିଲା କୁଚିଣ୍ଡା ବ୍ଲକ ମହୁଲପାଲି ଥାନା ଅଧୀନ ଗୁଦ୍ଗୁଦା ଜଳପ୍ରପାତରେ ବୁଡ଼ି ନିଖୋଜ ଥିବା ଆସିଷ୍ଟାଣ୍ଡ ମ୍ୟାନେଜରଙ୍କ ମୃତଦେହ ୨୪ଘଣ୍ଟା ପରେ ଶୁକ୍ରବାର ଉଦ୍ଧାର ହୋଇଛି। ମିଳିଥିବା ସୂଚନା ମୁତାବକ, ଆନ୍ଧ୍ରପ୍ରଦେଶ ଗୁଣ୍ଟୁର ଜିଲା ସାଇନଗର ଗ୍ରାମର…
ଯୁବକଙ୍କୁ ହାଣି ହତ୍ୟା: ମୃତକଙ୍କ ନାଁରେ ରହିଛି ଆପରାଧିକ ମାମଲା
ବଡବିଲ,୮।୯(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅଧୀନ ଦାମୁହଟିଂ ସ୍ଥିତ ଭୂୟାଁ ସାହିରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି। ମୃତକ ଜଣକ ହେଲେ ଦାମୁହଟିଂ ଅଞ୍ଚଳରେ ରହୁଥିବା ମହେନ୍ଦ୍ର ମହାକୁଡ଼ ଓରଫ ମୁନ୍ନା (୩୫)। କେତେକ ଦୁର୍ବୃତ୍ତ ମହେନ୍ଦ୍ରଙ୍କ ମୁଣ୍ଡକୁ…
ସେନାନୀଙ୍କ ଜନ୍ମମାଟିରେ ନିର୍ମାଣ ହେବ ସ୍ମାରକୀ: ମନମୋହନ ସାମଲ
ପାଟଣା,୮।୯(ବୀରକିଶୋର ଦାଶ): ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ ଶୁକ୍ରବାର ‘ମୋ ଦେଶ ମୋ ମାଟି’ କାର୍ଯ୍ୟକ୍ରମରେ ଯୋଗଦେବା ନେଇ କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀ ଗସ୍ତ କରିଥିଲେ। ମଲ୍ଲିପଶି ଛକଠାରେ ସଭାପତି ସାମଲ ପହଞ୍ଚତ୍ବା ପରେ ତାଙ୍କୁ ଭାଜପା ନେତୃବୃନ୍ଦ…
ଖୋଲାଖୋଲି ଅପେରା ପ୍ରଦର୍ଶନ: ତେଜିଲା ଅସନ୍ତୋଷ
ବରଗଡ଼/ଭେଡ଼େନ,୮।୯(ପ୍ରେମାନନ୍ଦ ଖମାରୀ/ସୁଦନ ମହାକୁର): ବରଗଡ଼ ଜିଲା ଭେଡ଼େନ ବ୍ଲକ ଅଧୀନଖୁଣ୍ଟୁଲିପାଲିରେ ଅପେରା(ଯାତ୍ରାପାର୍ଟି) ପୋଷ୍ଟର ଚିରା ଏବଂ ପରବର୍ତ୍ତୀ ଘଟଣାକ୍ରମକୁ ନେଇ ଏବେ ମଧ୍ୟ ଉତ୍ତେଜନା ଲାଗି ରହିଛି । ପୋଷ୍ଟର ଚିରା ଘଟଣାରେ ଗିରଫ ହୋଇ କୋଶଲ ସେନାର ଦୁଇ କର୍ମୀ…
Archives


