ନୂଆଁଖାଇରେ ସିଏମ୍ କିଷାନର ପ୍ରଥମ କିସ୍ତି
ଭୁବନେଶ୍ୱର, ୩।୯(ସୁନିତ୍ ମିଶ୍ର): ଡିଜିଟାଲ ଫସଲ ସର୍ବେକ୍ଷଣର ସମୀକ୍ଷା ବୈଠକ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଉପମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ବୈଠକରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଅରବିନ୍ଦ କୁମାର ପାଢ଼ୀ, କୃଷି…
କଳା ଚଷମା ପିନ୍ଧିଥିଲେ ବିକାଶ ଦିଶିବ ନାହିଁ କାହିଁକି ଏମିତି କହିଲେ ବିଧାୟିକା
ଯାଜପୁର,୩।୯(ହର୍ଷବର୍ଦ୍ଧନ ବେହେରା): ଯାଜପୁର ପୌରପାଳିକା ପକ୍ଷରୁ ଶନିବାର ଗୌତମ ବୁଦ୍ଧ ସଂସ୍କୃତି ଭବନରେ ଅନୁଷ୍ଠିତ ସ୍ବାୟତ୍ତ ଶାସନ ଦିବସ ପାଳନ କାର୍ଯ୍ୟକ୍ରମରେ ଏମ୍ପି ରବୀନ୍ଦ୍ର ନାରାୟଣ ବେହେରା ଏବଂ ଯାଜପୁର ବିଧାୟିକା ସୁଜାତା ସାହୁଙ୍କ ମଧ୍ୟରେ କଥା କଟାକଟି ଦେଖିବାକୁ ମିଳିଥିଲା।…
ମରଣାନ୍ତକ ଆକ୍ରମଣରେ ୩ ଆହତ
ଗୋପାଳପୁର,୨ା୯(ନବୀନ ରାଜ ଆଚାରୀ):ଗୋଳନ୍ଥରା ଥାନା ଅନ୍ତର୍ଗତ ହଳଦିଆ ପଦର-ରାଳବ ରାସ୍ତାର ତ୍ରିପାଠୀ ନଗରରେ ରବିବାର ରାତିରେ ଗୋଟିଏ ପରିବାରର ୩ ଜଣଙ୍କୁ ପଡୋଶୀ ପରିବାରର ଲୋକେ ମରଣାନ୍ତକ ଆକ୍ରମଣ କରିଥିବା ଥାନାରେ ଅଭିଯୋଗ ହୋଇଛି। ଆହତମାନେ ହେଲେ ସୁନିଲ ପାଣିଗ୍ରାହୀ, ତାଙ୍କ…
ପୁଅ ଟଙ୍କା ମାଗିବାରୁ ମା’ଙ୍କ ଆତ୍ମହତ୍ୟା
ଭଞ୍ଜନଗର,୨ା୯(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ବିଲିପଡା ଗ୍ରାମର ଝୁନୁ ପ୍ରଧାନ (୬୦) ସୋମବାର ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ପାରିବାରିକ ଅଶାନ୍ତିରୁ ସେ ଆତ୍ମହତ୍ୟା କରିଥିବା ଜଣାପଡିଛି। ଭଞ୍ଜନଗର ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ…
ଚିକିଟି ମଦମୃତ୍ୟୁ ମାମଲା: ପୁଣି ଜଣଙ୍କର ମୃତ୍ୟୁ
ବ୍ରହ୍ମପୁର/ଚିକିଟି,୨ା୯(ସୁବାସ ଚନ୍ଦ୍ର ପାଢ଼ୀ/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିରେ ବିଷାକ୍ତ ମଦ ପିଇ ଏମ୍କେସିଜି ମେଡିକାଲରେ ଚିକିତ୍ସାଧୀନ ଥିବା ଆଉ ଜଣଙ୍କର ସୋମବାର ସନ୍ଧ୍ୟାରେ ମୃତ୍ୟୁ ଘଟିଛି। ସେ ହେଲେ ଜେନାପୁର ଗ୍ରାମର ପ୍ରଦୀପ ବେହେରା(୩୦)। ବିଷାକ୍ତ ମଦ ପିଇବା…
ମଙ୍ଗବାର ପ୍ରଥମ ନୂଆଖାଇ, ଗ୍ରାମବାସୀ ଉତ୍ସାହିତ
କେସିଙ୍ଗା,୨ା୯(ତୁମେଶ୍ୱର ସାହୁ): କେସିଙ୍ଗା ବ୍ଲକର ପର୍ଥଲା ଗ୍ରାମ ପଞ୍ଚାୟତରେ ମଙ୍ଗଳବାର ନୂଆଖାଇ ଅନୁଷ୍ଠିତ ହେବ। ପର୍ଥଲା ବାହାଦୂରପଦର ଓ ପଲକାପଡ଼ାବାସୀ ନୂଆ ଖାଇବେ। ଏଥିପାଇଁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚତ୍ଛି। ସୋମବାର ସପ୍ତପୁରୀ ଅମାବାସ୍ୟା ରହିଥିବାରୁ ବୟୋଜ୍ୟେଷ୍ଠ ବ୍ୟକ୍ତିମାନେ ଗ୍ରାମ ଦେବଦେବୀ…
ଯୋଗମାୟା ପୀଠକୁ ପର୍ଯ୍ୟଟନସ୍ଥଳୀ ମାନ୍ୟତା ଦିଆଯାଉ: ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର
କେସିଙ୍ଗା,୨ା୯(ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ୍ ଗୁର୍ଜିମୁଣ୍ଡାସ୍ଥିତ ମା’ ଯୋଗମାୟା ପୀଠକୁ ପର୍ଯ୍ୟଟନସ୍ଥଳୀ ମାନ୍ୟତା ଦେବା ସହ ପୀଠର ଉନ୍ନତୀକରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଟ୍ରଷ୍ଟର ସଦସ୍ୟମାନେ ରବିବାର ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି। ଏହା ସହ ମା’ଙ୍କ ପ୍ରତିମୂର୍ତ୍ତି ଓ…
ଛାତ୍ରଙ୍କ ମୁଣ୍ଡରେ ପିସ୍ତଲ ଲଗାଇ ହତ୍ୟା ଧମକ ଅଭିଯୋଗ; ଥାନାରେ ମାମଲା, ୪ ଅଭିଯୁକ୍ତ ଫେରାର
ଦିଗପହଣ୍ଡି,୨।୯(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜରେ ପାଠ ପଢୁଥିବା ଜଣେ ଛାତ୍ରଙ୍କୁ ଦାଦାବଟି ପାଇଁ ତାଙ୍କ ମୁଣ୍ଡରେ ପିସ୍ତଲ ଲଗାଇ ହତ୍ୟା ଧମକ ଦିଆଯାଇଥିବା ଅଭିଯୋଗ ହୋଇଛି। ପ୍ରତି ମାସରେ ଦାଦା ବଟି ଦିଆ ନଗଲେ ତାଙ୍କୁ ଜୀବନରେ…
ଲାଞ୍ଚ ନେବାବେଳେ ଧରାପଡିଲେ RI, ARI: ୨ ଜଣଙ୍କୁ ଉଠାଇ ନେଲା ଭିଜିଲାନ୍ସ
ଦିଗପହଣ୍ଡି,୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ତହସିଲ ଅନ୍ତର୍ଗତ ପୋଡାମାରି ଗ୍ରାମ ରାଜସ୍ବ ସର୍କଲର ରାଜସ୍ବ ନିରୀକ୍ଷକ(RI) ଆଦିତ୍ୟ ସେନାପତି ଏବଂ ଉପ ରାଜସ୍ବ ନୀରିକ୍ଷକ(ARI) ଟୁଟୁ ସେଠୀ ପୋଡ଼ାମାରି ଗ୍ରାମର ମନୋରଞ୍ଜନ ସାହୁଙ୍କ ଠାରୁ ୫ ହଜାର ଟଙ୍କା…
ପଞ୍ଚାୟତ ସ୍ତରୀୟ ଜନଶୁଣାଣିରେ ଯୋଗଦେବାକୁ ଯାଇ ବିଡ଼ିଓ ହଟହଟା: ଲିଖିତ ପ୍ରତିଶ୍ରୁତି ପରେ ରାସ୍ତା ଛାଡ଼ିଲେ ଅଞ୍ଚଳବାସୀ
ଥୁଆମୁଳ ରାମପୁର,୨।୯(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ବ୍ଳକ ପ୍ରଶାସନ ପକ୍ଷରୁ ଗତ ମାସ ଠାରୁ ପ୍ରତ୍ୟେକ ପଞ୍ଚାୟତରେ ପଞ୍ଚାୟତ ସ୍ତରୀୟ ଜନଶୁଣାଣୀ ଶିବିର ଆୟୋଜନ କରାଯାଉଛି। ଏହି କ୍ରମରେ ନାକରୁଣ୍ତି ପଞ୍ଚାୟତ ଠାରେ ସୋମବାର ଆୟୋଜିତ ଜନଶୁଣାଣୀ କାର୍ଯ୍ୟକ୍ରମରେ ଯୋଗ…
କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ସ୍ଥାନରେ ସୁଭଦ୍ରା ଯୋଜନା ଫର୍ମ ବଣ୍ଟନ ଆରମ୍ଭ
କର୍ଲାମୁଣ୍ଡା,୨/୯(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ଗାଁରେ ସୁଭଦ୍ରା ଯୋଜନାର ଫର୍ମ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବ୍ଲକ ରିଂଜାଠାରେ ଆଇସିଡିଏସ କର୍ମୀ ପ୍ରଜ୍ଞା ପରମିତା ସାହୁ ଗାଁର ମହିଳା ମାନଙ୍କୁ ସୁଭଦ୍ରା ଯୋଜନାର…
୪ ଭାଇଙ୍କୁ ହତ୍ୟା ମାମଲା: ୫ ଅଭିଯୁକ୍ତଙ୍କୁ ଆଜୀବନ ଜେଲ୍
ବ୍ରହ୍ମପୁର,୨।୯(ସୁବାସ ଚନ୍ଦ୍ର ପାଢ଼ୀ): ୨୦୨୨ରେ ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ ପିତ୍ତଳ ଛକରେ ଜଣେ ଝିଅକୁ କମେଣ୍ଟ ମରାକୁ କେନ୍ଦ୍ରକରି ୪ ଭାଇଙ୍କୁ ଅତି ବିଭତ୍ସ ଭାବେ ହତ୍ୟା କରାଯାଇଥିଲା। ଉକ୍ତ ବହୁ ଚର୍ଚ୍ଚିତ ହତ୍ୟା ମାମଲାର ଚୂଡାନ୍ତ ରାୟ ସୋମବାର ପ୍ରକାଶ…

