୫୦ କେଜିରୁ ଊର୍ଦ୍ଧ୍ୱ ତମ୍ବା ତାର ଚୋରି: ୩ ଗିରଫ, ୭ ଫେରାର
ଛତ୍ରପୁର,୨୫ା୯(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧୀନ ଟାଟା ଇଣ୍ଡଷ୍ଟ୍ରିଆଲ୍ ପରିସରରେ ଥିବା ଦୀପ ଫର୍ଟିଲାଇଜର ଫ୍ଲାଟ୍ ପରିସରରୁ ଅଗଷ୍ଟ ୩୧ ରାତିରେ ୬୦ କି.ଗ୍ରା ତମ୍ବା ତାର ଚୋରି ଅଭିଯୋଗ ହୋଇଥିଲା। ଅପରପକ୍ଷରେ ଦୀର୍ଘ ୨୫ ଦିନ ପରେ…
ଦରମା ନ ମିଳିବାରୁ କାର୍ଯ୍ୟବନ୍ଦ ଆନ୍ଦୋଳନ, ବିଡିଓଙ୍କୁ ଦେଲେ ଦାବିପତ୍ର
ଭବାନୀପାଟଣା,୨୫ା୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ବ୍ଲକର ବିଭିନ୍ନ ପଞ୍ଚାୟତରେ କାର୍ଯ୍ୟରତ ସିଆରପି,ଏମ୍ବିକେ, ବ୍ୟାଙ୍କମିତ୍ର, ପ୍ରାଣୀମିତ୍ର, କୃଷିମିତ୍ର ଓ ଏଲ୍ଏସ୍ପିଙ୍କୁ ଗତ ୬ ମାସ ହେଲା ଦରମା ମିଳିଥିବା ନ ଅଭିଯୋଗ ସାମ୍ନାକୁ ଆସିଛି। ଯାହାକୁ ନେଇ ସେମାନଙ୍କ ମଧ୍ୟରେ…
୧୦ ଦଫା ଦାବିରେ ନର୍ସିଂ ଅଫିସରଙ୍କ ଆନ୍ଦୋଳନ, ସମାଧାନ ନ ହେବା ଯାଏ…
ଭବାନୀପାଟଣା,୨୫ା୯(ଉତ୍ତମ କୁମାର ଦାଶ): ରାଜ୍ୟ ସଂଘର ଆହ୍ବାନ କ୍ରମେ ବୁଧବାର କଳାହାଣ୍ଡି ଜିଲାରେ ମଧ୍ୟ ଓଡ଼ିଶା ନର୍ସିଂ ଅଫିସରମାନେ ୧୦ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଏହି ଅବସରରେ ଭବାନୀପାଟଣାସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ଜିଲାର କାର୍ଯ୍ୟରତ ନର୍ସିଂ…
ବିଜୁ ଛାତ୍ର ଜନତା ଦଳରୁ ଇସ୍ତଫା ଦେଲେ କିରଣ, କହିଲେ ଏହି ବଡ଼ କାରଣ…
ଭବାନୀପାଟଣା,୨୫ା୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ବିଜୁ ଛାତ୍ର ଜନତା ଦଳ (ବିସିଜେ)ରୁ ବୁଧବାର ଇସ୍ତଫା ଦେଇଛନ୍ତି ଯୁବ ନେତା କିରଣ କୁମାର ପ୍ରଧାନୀ। ସେ ତାଙ୍କ ଇସ୍ତଫାପତ୍ରକୁ ଜିଲା ଛାତ୍ର ସଭାପତି ଅଜିତ କୁମାର ସାହୁଙ୍କୁ ପ୍ରେରଣ କରିଛନ୍ତି। ଗତ…
ଲୋକଙ୍କ ନିକଟତର ହୋଇ କାର୍ଯ୍ୟ କରିବାକୁ ବିଧାୟକ ଦେଲେ ଗୁରୁମନ୍ତ୍ର
ପୁରୁଷୋତ୍ତମପୁର,୨୫ା୯(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଭୂତସିଙ୍ଗି ପଞ୍ଚାୟତର କଇଠଡ଼ା ଗ୍ରାମରେ ଭାଜପାର ସାଂଗଠନିକ ବୈଠକ ଯୁବନେତା ସୀତାରାମ ପାଣିଗ୍ରାହୀଙ୍କ ସଂଯୋଜନାରେ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀରେ ରହିଥିବା ପୁରୁଷୋତ୍ତମପୁର ବ୍ଲକର ୧୧ଟି ପଞ୍ଚାତର ଆଗଧାଡ଼ିର…
ବିଦ୍ୟାଳୟ ଛାତରୁ ଖସିଲା ପ୍ଲାଷ୍ଟର: ଛାତ୍ର ଆହତ, ଧାରଣାରେ ବସିଲେ ଅଭିଭାବକ
ମୋରଡ଼ା,୨୫ା୯(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଭାଲିଆଡିହା ପଞ୍ଚାୟତର ଝିଲିରୀବଣି ସରକାରୀ ପ୍ରାଥମିକ ବିଦ୍ୟାଳୟର ଅଭିଭାବକ ଓ ପରିଚାଳନା କମିଟି ସଦସ୍ୟମାନେ ବୁଧବାର ଚିତ୍ରଡ଼ାସ୍ଥିତ ବ୍ଲକ କାର୍ଯ୍ୟାଳୟର ବିଡିଓ ଅଫିସ ଆଗରେ ବସିଥିବାର ଦେଖିବାକୁ ମିଳିଛି। ସୂଚନା ମୁତାବକ,…
ଭରତପୁର ପରେ ପୁଣି: ଥାନାବାବୁଙ୍କ ନାଁରେ ଆସିଲା ସଙ୍ଗୀନ ଅଭିଯୋଗ, ମହିଳା କର୍ମଚାରୀଙ୍କୁ…
ରାଉରକେଲା,୨୫।୯: ପୁଣି ଖାକିରେ ଲାଗିଲା କଳଙ୍କ। ଥାନାବାବୁ ନାଁରେ ଆସିଛି ସଙ୍ଗୀନ ଅଭିଯୋଗ। ଭରତପୁର ଆଦର୍ଶ ଥାନା ପରେ ରାଉରକେଲା ବଣ୍ଡମୁଣ୍ଡା ଥାନାରେ ମହିଳାଙ୍କୁ ଅସଦାଚରଣ। ଏଥର କୌଣସି ଅଭିଯୋଗ କରିବାକୁ ଆସିଥିବା ମହିଳାଙ୍କୁ ନୁହେଁ ଖୋଦ୍ ଥାନାରେ କାର୍ଯ୍ୟରତ ଜଣେ…
ଭାଇ ହତ୍ୟାକାରୀଙ୍କ ଗିରଫ ଦାବି କରି ମା-ବାପାଙ୍କ ସହ ଥାନା ସମ୍ମୁଖରେ ଧାରଣାରେ ବସିଲେ ଭଉଣୀ
ସାଲେପୁର,୨୫ା୯(ଅରବିନ୍ଦ ଭୂୟାଁ): ମୃତ ଭାଇଙ୍କ ହତ୍ୟାକାରୀମାନଙ୍କୁ ଗିରଫ କରି କଠୋରରୁ କଠୋର ଦଣ୍ଡ ବିଧାନ ଦାବି କରି କଟକ ଜିଲା ସାଲେପୁର ଥାନା ସମ୍ମୁଖରେ ମା’-ବାପାଙ୍କ ସହ ଭଉଣୀ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣା ଦେଇଛନ୍ତି। ଘଟଣାକୁ ୧୩ ଦିନ ବିତିଯାଇଥିଲେ…
ସମ୍ବଲପୁରୀ ଗାୟିକା ରୁକ୍ସାନାଙ୍କ କବର ଖୋଳିବାକୁ ଦେଲେନି ପରିବାର ଲୋକେ, ଫେରିଆସିଲେ ମାଜିଷ୍ଟ୍ରେଟ୍-ପୋଲିସ
ଭବାନୀପାଟଣା,୨୫ା୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାର ଜଣାଶୁଣା ସମ୍ବଲପୁରୀ ଗାୟିକା ତଥା ଅଭିନେତ୍ରୀ ରୁକ୍ସାନା ବାନୋ (୨୭)ଙ୍କ ଚିକିତ୍ସାଧୀନ ଅବସ୍ଥାରେ ଗତ ୧୯ ତାରିଖ ଭୁବନେଶ୍ୱରସ୍ଥିତ ଏମ୍ସରେ ମୃତ୍ୟୁ ହୋଇଥିଲା। ସ୍କ୍ରବ୍ ଟାଇଫସ୍ରେ ତାଙ୍କ ମୃତ୍ୟୁ ହେଇଥିବା ଡାକ୍ତର କହୁଥିବା…
ଏସ୍ସିବିରେ ନର୍ସିଂ ଅଫିସରଙ୍କ ଆନ୍ଦୋଳନ, ଦାବି ପୂରଣ ନ ହେଲେ…
କଟକ,୨୫ା୯(ଶିଳ୍ପା ପ୍ରିୟଦର୍ଶିନୀ): ଓଡ଼ିଶା ନର୍ସିଂ କର୍ମଚାରୀ ସଂଘ ପକ୍ଷରୁ ରାଜ୍ୟବ୍ୟାପୀ ୧୦ ଦଫା ଦାବିରେ କାର୍ଯ୍ୟବନ୍ଦ ଡାକରା ଦିଆଯାଇଛି। ସଂଘର ଏସ୍ସିବି ଶାଖା ପକ୍ଷରୁ ଏସ୍ସିବି ମେଡିକାଲର ଶ୍ରୀରାମଚନ୍ଦ୍ର ଭଞ୍ଜଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ବୁଧବାର ନର୍ସିଂ ଅଫିସରମାନେ ଧାରଣା ଦେଇଛନ୍ତି। ଜରୁରୀ…
ବର୍ଷ ବର୍ଷ ଧରି ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ସରୁନି: ଯାତ୍ରୀ ଅସନ୍ତୋଷ
ଦାରିଙ୍ଗବାଡି, ୨୫।୯ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ଠାରୁ ରାଇକିଆ ବ୍ଲକକୁ ସଂଯୋଗ କରୁଥିବା ରାସ୍ତା କାର୍ଯ୍ୟ ସମ୍ପ୍ରସାରଣ ବିଳମ୍ବକୁ ନେଇ ବଢୁଛି ଜନ ଅସନ୍ତୋଷ।ରାସ୍ତା ସମ୍ପ୍ରସାରଣ ଆରମ୍ଭ ପୂର୍ବରୁ ରାସ୍ତାର ଅବସ୍ଥା ଯେଉଁ ଅବସ୍ଥାରେ…
ନଦୀକୁ ଗାଧୋଇବାକୁ ଯାଇଥିଲେ, ମାଡ଼ିଆସିଲା ପ୍ରଖର ସ୍ରୋତ: ଆଉ ତା’ପରେ…
ହିଞ୍ଜିଳିକାଟୁ, ୨୫।୯(ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳି ଥାନା ତଥା ଶେରଗଡ଼ ବ୍ଲକ ବ୍ରାହ୍ମଣଛାଇ ଗ୍ରାମରେ ବୁଧବାର ଜଣେ ଯୁବକଙ୍କ ଋଷିକୂଲ୍ୟା ନଦୀରେ ବୁଡି ମୃତ୍ୟୁ ଘଟିଛି। ମୃତକ ହେଲେ ଉକ୍ତ ଗ୍ରାମର ବିଜୁଳି ପୃଷ୍ଟି (୪୮) । ବିଜୁଳି ବୁଧବାର ସକାଳେ ଗାଧୋଇବା…

