ଆମ ଜିଲା ଖବର

ବାଇକ୍‌ରେ ୩ ସାଙ୍ଗ ଆସୁଥିବା ବେଳେ ବସ୍‌ ସହ ଧକ୍କା: ଚାଲିଗଲା ଜଣଙ୍କ ଜୀବନ, ଆଉ ଦୁଇ ଗୁରୁତର

ଭୋଗରାଇ, ୩l୧୧( ପ୍ରଦୀପ ଦାସ ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଜଳେଶ୍ୱର – ଚନ୍ଦନେଶ୍ୱର ୫୭ ନଂ ରାଜ୍ୟପଥ ଥାନା ଛକ ଦେହୁର୍ଦ୍ଦା ହନୁମାନ ମନ୍ଦିରଠାରେ ମଙ୍ଗଳବାର ଅପରାହ୍ନରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଜଣେ କଲେଜ ଛାତ୍ରଙ୍କ…

ଜାତୀୟସ୍ତରରେ କବାଡ଼ି ଖେଳିବେ ଦାରିଙ୍ଗବାଡ଼ିର ଛାତ୍ର ‘ଅଭିଜ୍ଞାନ’, ଛୁଟୁଛି ପ୍ରଶଂସାର ସୁଅ

ଦାରିଙ୍ଗବାଡି, ୩।୧୨ (ଅରୁଣ ସାହୁ)-କନ୍ଧମାଳ ଜିଲା ଦାରିଙ୍ଗବାଡି ଡ଼ଃ ଭୀମାରାଓ ଆମ୍ବେଦକର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ର ଏବେ ରାଜ୍ୟସ୍ତରୀୟ କବାଡି ଦଳରେ ସାମିଲ ହୋଇଛନ୍ତି। ସେ ଏବେ ଜାତୀୟ ସ୍ତରରେ ଖେଳିବା ପାଇଁ ହରିଆନା ଗସ୍ତ କରିଥିବା ବିଦ୍ୟାଳୟର ଖେଳ…

ଦାରିଙ୍ଗବାଡ଼ିରେ କଣ୍ଠଶିଳ୍ପୀ ଅସୀମା ପଣ୍ଡା: କଫି ବଗିଚା-ଡୁଲୁରୀ ପାଇନ ବଣ ବୁଲିଲେ, ପ୍ରଶଂସକଙ୍କ ସହ ନେଲେ ସେଲ୍‌ଫି

ଦାରିଙ୍ଗବାଡି, ୩।୧୨ (ଅରୁଣ ସାହୁ)-କନ୍ଧମାଳ ଜିଲା ଦାରିଙ୍ଗବାଡିକୁ ମଙ୍ଗଳବାର ଓଡିଶାର ଲୋକପ୍ରିୟ କଣ୍ଠଶିଳ୍ପୀ ଅସୀମା ପଣ୍ଡା ବୁଲିବାକୁ ଆସିଛନ୍ତି। ସେ ଦାରିଙ୍ଗବାଡିକୁ ସ୍ବତନ୍ତ୍ର ପରିଚୟ ଦେଇଥିବା କଫି ବଗିଚା ସମେତ ଡୁଲୁରୀ ପାଇନ ବଣ, ହିଲଭିୟୁ ପାର୍କ ଆଦି ପର୍ଯ୍ୟଟନକ୍ଷେତ୍ର ବୁଲି…

ନୌସେନା ଦିବସ ପାଇଁ କାଲି ସବୁ ସ୍କୁଲ ଛୁଟି ଘୋଷଣା

ପୁରୀ,୩।୧୨: ଡିସେମ୍ବର ୪ ଅର୍ଥାତ୍‌ ଆସନ୍ତାକାଲି ପୁରୀ ବେଳାଭୂମିରେ ଶକ୍ତି ପ୍ରଦର୍ଶନ କରିବ ଭାରତୀୟ ନୌସେନା। ଏନେଇ ସବୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ। ଏଥିପାଇଁ କାଲି ସବୁ ଶିକ୍ଷାନୁଷ୍ଠାନ ବନ୍ଦ ରହିବ। ପୁରୀ ପୌରପାଳିକାରେ ଆସନ୍ତାକାଲି ସବୁ ଶିକ୍ଷାନୁଷ୍ଠାନ ବନ୍ଦ ରହିବ।…

ସହକାରୀ ଯନ୍ତ୍ରୀଙ୍କ ପୁଳା ପୁଳା ସମ୍ପତ୍ତି: ତିନି ବିଶାଳ କୋଠା ସହିତ ୧୮ ପ୍ଲଟ୍, କେଜିଏ ସୁନା ଜବତ

ଭୁବନେଶ୍ୱର,୩।୧୨: ମଙ୍ଗଳବାର ଭିଜିଲାନ୍ସ ଜାଲରେ ପଡିଛନ୍ତି ଜୟପୁର ସହକାରୀ ନିର୍ବାହୀ ଯନ୍ତ୍ରୀ ବିଶ୍ୱନାଥ ପାତ୍ର। ମାତ୍ର ଦଶ ବର୍ଷର ଚାକିରିରେ ସେ ଆୟ ବହିର୍ଭୁତ ସମ୍ପତ୍ତି ୧୮ ପ୍ଲଟ ସହିତ ପ୍ରାୟ ଏକ କେଜିଏ ସୁନା ନିଜ ସମ୍ପତ୍ତିରେ ଯୋଡ଼ିଛନ୍ତି। ମଙ୍ଗଳବାର…

ପରିବା ଦୋକାନ ଉପରକୁ ମାଡ଼ିଗଲା କାର: ୪ ଆହତ  

ବାଲିଗୁଡା,୩।୧୨: (ସଞ୍ଜୟ କୁମାର ପାଣିଗ୍ରାହୀ): ଏକ କାର ୨ ଜଣଙ୍କୁ ଧକ୍କା ଦେବା ପରେ ପରିବା ଓ ଚା’ଦୋକାନ ଉପରକୁ ମାଡ଼ିଯାଇଛି। ଏଭଳି ଘଟଣା ଘଟିଛି କନ୍ଧମାଳ ଜିଲା ବାଲିଗୁଡ଼ା ସହରର ୫୯ ନଂ ଜାତୀୟ ରାଜପଥ ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ…

ଟ୍ରକ ମାଡ଼ିଯିବାରୁ ସିକ୍ୟୁରିଟି ଗାର୍ଡ ମୃତ ଘଟଣା: ମୃତଦେହ ରଖି ରାସ୍ତା ଅବରୋଧ, ମୁହାଁମୁହିଁ ହେଲେ…

ବଲାଙ୍ଗୀର,୩।୧୧(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହର ମୁଖ୍ୟ ରାସ୍ତାରେ ପାଟଣା ଛକ ନିକଟରେ ସୋମବାର ବିଳମ୍ବିତ ରାତିରେ ଏକ ଟ୍ରକ ବଡ଼ଧରଣର ଦୁର୍ଘଟଣା ଘଟାଇଥିଲା । ଦ୍ରୁତ ଗତିରେ ଆସୁଥିବା ଟ୍ରକଟି ରାଧିକା ଅଳଙ୍କାର ଦୋକାନ ସମ୍ମୁଖରେ ଡ୍ୟୁଟିରେ ଥିବା ସିକ୍ୟୁରିଟି…

ପ୍ରତଯୋଗିତାରେ ଭାଗ ନେଇ ବାଜି ମାରିଲେ ଦିବ୍ୟାଙ୍ଗ ଛାତ୍ରୀଛାତ୍ର

ଦାରିଙ୍ଗବାଡି,୩।୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ରପଡବାଡ଼ି ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିଶ୍ୱ ଦିବ୍ୟାଙ୍ଗ ଦିବସ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଭିନ୍ନକ୍ଷମ ଛାତ୍ରୀଛାତ୍ର ଆଉ ଭିନ୍ନକ୍ଷମ ନୁହଁନ୍ତି, ସେମାନେ ଏବେ ସକ୍ଷମ ହୋଇପାରିଛନ୍ତି। ସେମାନଙ୍କ ମନୋବଳ ବୃଦ୍ଧି…

ବାଘଶାଳା ନିକଟରେ ପଡ଼ିଛି ବାଘର ପାଦଚିହ୍ନ, ଗତିବିଧି ଉପରେ ନଜର ରଖିବାକୁ…

ଗଜପତି:(ଗିରିଧାରୀ ପରିଛା):୩।୧୨: ଗଜପତି ଜିଲା ପାରଳାଖେମୁଣ୍ଡି ଉପକଣ୍ଠ ବାଘଶାଳା ନିକଟକୁ ଆସୁଛି କି ବାଘ? ବାଘର ପାଦ ଚିହ୍ନକୁ ଠାବ କରିଛି ବନବିଭାଗ। ସ୍ଥାନୀୟଲୋକେ ବାଘ ପାଦଚିହ୍ନ ଦେଖି ବନ ବିଭାଗକୁ ଖବର ଦେଇଥିଲେ। ସୂଚନାପାଇ ବନ ବିଭାଗର ଏକ ସ୍ବତନ୍ତ୍ର…

ଶ୍ୱାସରୁଦ୍ଧ ହୋଇ ଚାଲିଗଲା ଦମ୍ପତ୍ତିଙ୍କ ଜୀବନ

ବ୍ରହ୍ମପୁର, ୩।୧୨(ସୁବାସ ଚନ୍ଦ୍ର ପାଢ଼ୀ): ଟାଉନ ଥାନା ଅନ୍ତର୍ଗତ ସୋମନାଥ ନଗରରେ ଥିବା ଏକ ଘର ଭିତରୁ ଦମ୍ପତ୍ତିଙ୍କ ମୃତଦେହ ଅଗ୍ନିଶମ ବିଭାଗ ଜବତ କରିଛି। ମୃତକ ହେଲେ ଏ.ମୋହନ ରାଓ ଓ ତାଙ୍କ ସ୍ତ୍ରୀ ଏ. ଜ୍ୟୋତି ଲଷ୍ମୀ। ସର୍ଟ…

ରାତିରେ ସହରର ଭ୍ରମ ସୃଷ୍ଟି କରୁଛି ଇକୋ ରିଟ୍ରିଟ: ପର୍ଯ୍ୟଟକଙ୍କୁ ଟାଣି ଆଣୁଛି ସୌନ୍ଦର୍ଯ୍ୟ

ଦାରିଙ୍ଗବାଡି, ୩।୧୨(ଅରୁଣ ସାହୁ): ଓଡିଶା ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଦାରିଙ୍ଗବାଡିରେ ଇକୋ ରିଟ୍ରିଟର ଆରମ୍ଭ ହୋଇଯାଇଛି। ଚଳିତଥର ପର୍ଯ୍ୟଟକଙ୍କ ଅଧିକ ଆକୃଷ୍ଟ କରିବା ପାଇଁ ରାଜ୍ୟ ସରକାର କଟେଜ ଗୁଡିକର ଦର ଶସ୍ତା କରିବା ସହ ଇକୋ ରିଟ୍ରିଟରେ ପର୍ଯ୍ୟଟକଙ୍କ…

ନିର୍ବାହୀ ଯନ୍ତ୍ରୀ ଘରେ ପଶିଲା ଭିଜିଲାନ୍ସ: ଏକକାଳୀନ ୬ ସ୍ଥାନରେ ଚଢାଉ

କୋରାପୁଟ,୩।୧୨(ଅମିତାଭ ବେହେରା):ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଜୟପୁର ବ୍ଲକ ଓ ପୌର ପାଳିକାର ସହକାରୀ ନିର୍ବାହୀ ଯନ୍ତ୍ରୀ ବିଶ୍ୱନାଥ ପାତ୍ର। ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ବିଶ୍ୱନାଥଙ୍କ ଘର ସମେତ ୬ଟି ସ୍ଥାନରେ ମଙ୍ଗଳବାର ସକାଳୁ ଚଢାଉ କରିଛି ଭିଜିଲାନ୍ସ ଟିମ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?