ଆମ ଜିଲା ଖବର

କାଳ ସାଜିଲା ବଜ୍ରପାତ

କେନ୍ଦୁଝର,୧୭।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ଶନିବାର ବିଭିନ୍ନ ସ୍ଥାନରେ ବଜ୍ରପାତ ଘଟି ଜଣେ ଶିଶୁଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୩ଜଣ ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ଏପରିକି ବଜ୍ରପାତରେ ୮ଗାଈଗୋରୁଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ମିଳିଥିବା ସୂଚନା…

ଟ୍ରେନରୁ ପଡ଼ି ଆନ୍ଦ୍ରପ୍ରଦେଶରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ

ଛତ୍ରପୁର,୧୭।୮(ଦିଲ୍ଲୀପ ସାମଲ): ଆନ୍ଦ୍ରପ୍ରଦେଶର ଭିଜିଆନଗରମ୍‌ଠାରେ ଚଳନ୍ତା ଟ୍ରେନରୁ ପଡି ଜଣେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଛତ୍ରପୁର ଥାନା ଅଧୀନ ରାଜନାପଲ୍ଲୀ ଗ୍ରାମର ସନ୍ତୋଷ ପଢ଼ିଆରୀ ଗତ ୪ ମାସ ହେଲା କଳାହାଣ୍ଡି ଜିଲା ଜୁନାଗଡ଼ର ଏକ…

ଶିକ୍ଷକ ନିଯୁକ୍ତି ଆନ୍ଦୋଳନ ତେଜିଲା: ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ

କେସିଙ୍ଗା,୧୭।୮(ତୁମେଶ୍ୱର୍‌ ସାହୁ ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧୀନ ସୌରାପଦର୍‌ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ଦାବି କରି ଶନିବାର ଅଭିଭାବକ ଓ ଗ୍ରାମବାସୀ ସ୍କୁଲରେ ତାଲା ପକାଇ ଆନ୍ଦୋଳନ କରିଥିଲେ। ସ୍କୁଲରେ ୮ଟି ଶ୍ରେଣୀ ପାଇଁ ୩ଜଣ ଶିକ୍ଷକ…

ତେଜରାତି ଦୋକାନରେ ବିକୁଥିଲେ କଣ୍ଟ୍ରୋଲ ଚାଉଳ: ମାଡ଼ି ବସିଲା ଯୋଗାଣ ବିଭାଗ

ବାଲିଗୁଡ଼ା,୧୭।୮(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଯୋଗାଣ ବିଭାଗ ଶନିବାର ନୂଆସାହି ରାସ୍ତାରେ ତେଜରାତି ଦୋକାନ କରିଥିବା ସୂର୍ଯ୍ୟ ପ୍ରସାଦ ପଣ୍ଡାଙ୍କ ଦୋକାନ ଉପରେ ଅଚାନକ ଚଢ଼ାଉ କରିଥିଲା। ଚଢ଼ାଉ ବେଳେ ଅଧିକାରୀମାନେ ଦୋକାନରୁ ୬ କୁଇଣ୍ଟାଲ ସରକାରୀ କଣ୍ଟ୍ରୋଲ…

ଚପଲ ଥୋଇ ଭରା ନଦୀକୁ ଡେଇଁ ପଡ଼ିଲେ ଯୁବକ

କେନ୍ଦ୍ରାପଡ଼ା,୧୭।୮: କେନ୍ଦ୍ରାପଡ଼ା ସଦର ଥାନା କରିଲୋପାଟଣା-ବସପୁର ସେତୁ ଉପରୁ ଲୁଣା ନଦୀକୁ ଡେଇଁ ପଡିଛନ୍ତି ଜଣେ ଯୁବକ। ନଦୀକୁ ଡେଇଁ ଯୁବକ ଜଣକ ନିଖୋଜ ହୋଇଯାଇଛନ୍ତି। ମିଳିଥିବା ସୂଚନା ମୁତାବକ, ଯୁବକ ଜଣକ ବସପୁର ପଟୁ ଆସି ବ୍ରିଜ ଉପରେ ଚପଲ…

ହଠାତ ତହସିଲ୍‌ ଅଫିସ୍‌କୁ ପହଞ୍ଚିଗଲେ ମନ୍ତ୍ରୀ, ତା’ ପରେ

ସମ୍ବଲପୁର,୧୭।୮: ସମ୍ବଲପୁର ତହସିଲ ଅଫିସକୁ ଅଚାନକ ଗସ୍ତ କରିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ସେଠାରେ ସରକାରୀ କର୍ମଚାରୀଙ୍କ ସହ ଆଲୋଚନା କରିଛନ୍ତି ମନ୍ତ୍ରୀ। ଆଟେଣ୍ଡାନ୍ସ ରେଜିଷ୍ଟର ଯାଞ୍ଚ କରିବା ଠାରୁ ଆରମ୍ଭ କରି ଫାଇଲ ଗୁଡିକୁ ତନ୍ନତନ୍ନ କରି ଦେଖିଛନ୍ତି।…

ପୋର୍ଟ, ଆଇଆରଇଏଲରେ ସ୍ଥାନୀୟ ଚାଳକଙ୍କୁ ଉପେକ୍ଷା: ଡ୍ରାଇଭର ସଙ୍ଘର ୬ ଦଫା ଦାବି

ଛତ୍ରପୁର,୧୭।୮(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜିଲା ଛତ୍ରପୁର ନିକଟରେ ଥିବା ଗୋପାଳପୁର ପୋର୍ଟ ଓ ଆଇଆରଇଏଲ ପ୍ଲାଣ୍ଟରେ ସ୍ଥାନୀୟ ଚାଳକମାନଙ୍କୁ ନିଯୁକ୍ତି ଦେବାରେ ଅଣଦେଖା କରାଯାଉଥିବା ଅଭିଯୋଗ ହୋଇଛି। ଶୁକ୍ରବାର କଣମଣା ବାତ୍ୟା ଆଶ୍ରୟସ୍ଥଳୀଠାରେ ଅନୁଷ୍ଠିତ ଏକ ବୈଠକରେ ମା’ ବିରସିଂ ଚାଳକ…

ନ୍ୟାୟ, ସୁରକ୍ଷା ଦାବିରେ ଆନ୍ଦୋଳନକୁ ଓହ୍ଲାଇଲେ ଡାକ୍ତର

ଛତ୍ରପୁର,୧୭ା୮(ସନ୍ତୋଷ ପାଢ଼ୀ): ବହୁ ଚର୍ଚ୍ଚିତ ପଶ୍ଚିମବଙ୍ଗ ରାଜ୍ୟର କୋଲକାତା ଆର୍‌.ଜି କର ମେଡିକାଲ କଲେଜ ଓ ମେଡିକାଲରେ ଟ୍ରେନିଂ ଡାକ୍ତରୀ ମହିଳାଙ୍କୁ କାର୍ଯ୍ୟରତ ଅବସ୍ଥାରେ ବଳାତ୍କାର ପରେ ହତ୍ୟା ଘଟଣାକୁ ସାରା ଦେଶରେ ଡାକ୍ତରମାନେ ପ୍ରତିବାଦ କରି ଆସୁଛନ୍ତି । ଏନେଇ…

ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିଲେ ଏମପି: ପଚାରି ବୁଝିଲେ ସମସ୍ୟା

ରାଇକିଆ,୧୭।୮-(ପ୍ରଦୀପ ବେହେରା): କନ୍ଧମାଳ ଏମପି ସୁକାନ୍ତ ପାଣିଗ୍ରାହୀଙ୍କ ରାଇକିଆ ଗସ୍ତ ଅବସରରେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରି ରୋଗୀଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ପଚାରିବୁଝିଛନ୍ତ। ଇନଡୋରରେ ଚିକିତ୍ସିତ ହେଉଥିବା ରୋଗୀଙ୍କୁ ଫଳ ବଣ୍ଟନ କରିଥିଲେ।ଏହି ଅବସରରେ ମେଡିକାଲର ବିଭିନ୍ନ ଆବଶ୍ୟକତା ସମ୍ପର୍କରେ…

ଡାକ୍ତରୀ ଛାତ୍ରୀଙ୍କୁ ଗଣବଳାତ୍କାରର ପ୍ରତିବାଦ: ୨୪ ଘଣ୍ଟିଆ ସ୍ବାସ୍ଥ୍ୟସେବା ବନ୍ଦ

ବାରିପଦା,୧୭।୬(ନୀଳାଦ୍ରି ବିହାରୀ ଦଣ୍ଡପାଟ): କୋଲକାତାର ଆରଜି କର ମେଡିକାଲ କଲେଜ ଡାକ୍ତରୀ ଦ୍ବିତୀୟ ବର୍ଷ ପିଜି ଛାତ୍ରୀଙ୍କୁ ଗଣବଳାତ୍କାର ଏବଂ ହତ୍ୟା ଘଟଣା ପ୍ରତିବାଦରେ ମୟୂରଭଞ୍ଜ ଜିଲା ମୁଖ୍ୟାଳୟ ତଥା ପିଆରଏମ ମେଡିକାଲ କଲେଜ ଓ ଡାକ୍ତରଖାନାରେ ୨୪ ଘଣ୍ଟିଆ ସ୍ବାସ୍ଥ୍ୟସେବା…

ଟ୍ରେନି ମହିଳା ଡାକ୍ତରଙ୍କ ହତ୍ୟା ପ୍ରତିବାଦରେ ସବୁ ଅଚଳ କରିଦେଲେ ଭୀମଭୋଇ ମେଡିକାଲ କଲେଜର ଡାକ୍ତରୀ ଛାତ୍ରୀଛାତ୍ର

ବଲାଙ୍ଗୀର,୧୭ା୮(ସୁନୀଲ କୁମାର ମହାନ୍ତି): କୋଲକାତାର ଏକ ଡାକ୍ତରଖାନାରେ ଜଣେ ଟ୍ରେନି ମହିଳା ଡାକ୍ତରଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଶନିବାର ବଲାଙ୍ଗୀର ସରକାରୀ ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲ ଛାତ୍ରୀଛାତ୍ର ହସ୍ପିଟାଲ ପରିସରରେ ଧାରଣା ଦେବା ସହ ଓପିଡି, ଅସ୍ତ୍ରୋପଚାର କକ୍ଷ,…

ଗିରଫ ହେଲେ କେନ୍ଦ୍ରାପଡ଼ା ଅତିରିକ୍ତ ଯୋଗାଣ ଅଧିକାରୀ

କେନ୍ଦ୍ରାପଡ଼ା,୧୭ା୮: କେନ୍ଦ୍ରାପଡ଼ା ଅତିରିକ୍ତ ଯୋଗାଣ ଅଧିକାରୀ ପ୍ରଦୀପ ମହାପାତ୍ରଙ୍କୁ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଶନିବାର ଗିରଫ କରିଛି ଭିଜିଲାନ୍ସ ବିଭାଗ। ଗତକାଲି ପ୍ରଦୀପଙ୍କ ଘର, ଅଫିସ ସହିତ ୫ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରିଥିଲା ଭିଜିଲାନ୍ସ ବିଭାଗ। ଏହି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri