ଆମ ଜିଲା ଖବର

୨୧ରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା: ୧୭୭ ପ୍ରଧାନ ଶିକ୍ଷକଙ୍କ ସ୍ଥାନରେ ଅଛନ୍ତି ୬୫

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ): ମାଟ୍ରିକ ପରୀକ୍ଷାର ଚିନ୍ତା ଏବେ ଛାତ୍ରୀ ଛାତ୍ରଙ୍କୁ ବ୍ୟତିବ୍ୟସ୍ତ କରୁଥିବା ଲକ୍ଷ୍ୟ କରାଯାଇଛି। ଆସନ୍ତା ଫେବୃଆରୀ ୨୧ରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା। ଏପରି ସ୍ଥଳେ କଳାହାଣ୍ଡି ଜିଲାରେ ଅଧାରୁ ଅଧିକ ହାଇସ୍କୁଲର ପ୍ରଧାନ ଶିକ୍ଷକ ପଦବୀ…

Bear: ମହୁ ଖାଇବାକୁ ଆସି ଗଛରେ ଚଢ଼ିଗଲା ଭାଲୁ, ବିଦ୍ୟୁତ୍‌ ସଂସ୍ପର୍ଶରେ ଆସିବାରୁ…

ନୀଳଗିରି,୧୭ା୨(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ଅଧୀନ ମିତ୍ରପୁର ଅଯୋଧ୍ୟା ରାସ୍ତା ସିନ୍ଦୁରଗଉରା ପାଖରେ ମହୁ ଖାଇବା ଆଶାରେ ଯାଇ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଏକ ଭାଲୁର ମୃତ୍ୟୁ ଘଟିଛି। ସୂଚନା ମୁତାବକ, ରବିବାର ରାତିରେ ସ୍ବର୍ଣ୍ଣଚୂଡ଼…

ସୁଧୁରୁନି କେସିଙ୍ଗା-ଟିଟିଲାଗଡ଼ ରାସ୍ତା ସମସ୍ୟା, ସମାଧାନ ପାଇଁ ଦାବିପତ୍ର

କେସିଙ୍ଗା,୧୭ା୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସିଟିଜେନ ଫୋରମ ପକ୍ଷରୁ ଟିଟିଲାଗଡ଼ ବିଧାୟକ ନବୀନ କୁମାର ଜୈନଙ୍କୁ ୩ଦଫା ଦାବିପତ୍ର ରବିବାର ପ୍ରଦାନ କରାଯାଇଛି । ଏହି ପରିପ୍ରେକ୍ଷୀରେ ସହରସ୍ଥିତ ସରକାରୀ ହାଇସ୍କୁଲ ପରିସରରେ ସିଟିଜେନ୍‌ ଫୋରମ୍‌ର ସଭାପତି ଡ.ହେମରାଜ ସାହାଙ୍କ…

ନୟାଗଡ଼ ଏସ୍‌ପିଙ୍କ ଫେସ୍‌ବୁକ୍‌ ହ୍ୟାଣ୍ଡେଲ୍‌ରେ ହିନ୍ଦୀ କବିତାକୁ ନେଇ ଝଡ଼

ନୟାଗଡ଼,୧୭।୨(ଲୋକନାଥ ମିଶ୍ର): ନୟାଗଡ଼ ଏସ୍‌ପିଙ୍କ ପାଇଁ ଉଦ୍ଦିଷ୍ଟ ଫେସ୍‌ବୁକ୍‌ ହ୍ୟାଣ୍ଡେଲ୍‌ (ଆକାଉଣ୍ଟ)ରେ ପୂର୍ବତନ ଏସ୍‌ପି ରାହୁଲ ଜୈନ ୨୦୨୪ ଜୁନ୍‌ ୬ରେ ହିନ୍ଦୀରେ କବିତା ପୋଷ୍ଟ କରିବା ପରଠୁ ଝଡ଼ ସୃଷ୍ଟି ହୋଇଛି। ଜିଲା ପୋଲିସ ପ୍ରଶାସନର ଏହି ସୋସିଆଲ ମିଡିଆ…

ଗ୍ରୀଷ୍ମ ନ ଆସୁଣୁ ପାନୀୟ ଜଳ ସଂକଟ, କଷ୍ଟ ଏଡ଼ାଇବାକୁ…

ବରଗଡ଼,୧୭।୨(ପ୍ରେମାନନ୍ଦ ଖମାରୀ): ଗ୍ରୀଷ୍ମ ଆସି ନାହିଁ। ଏବେ ବସନ୍ତ ଋତୁ ଚାଲିଛି। ହେଲେ ବରଗଡ଼ ଜିଲାର ବିଭିନ୍ନ ସ୍ଥାନରେ ଏବେଠାରୁ ଜଳକଷ୍ଟ ଆରମ୍ଭ ହୋଇଛି। ବରଗଡ଼ ଜିଲା ସଦର ମହକୁମାଠାରୁ ଅନତିଦୂର ଗୋବିନ୍ଦପୁର ପଞ୍ଚାୟତ ବଗେଇବିରା ଗ୍ରାମରେ ଅନୁରୂପ ସ୍ଥିତି ଉପୁଜିଛି।…

ଶ୍ରୀମନ୍ଦିର ଭକ୍ତନିବାସ ଠକେଇ ଘଟଣା: କାର୍ଯ୍ୟାନୁଷ୍ଠାନ ପାଇଁ କ୍ରାଇମବ୍ରାଞ୍ଚ ଡିଜିଙ୍କୁ ଚିଠି

ପୁରୀ,୧୭ା୨(ଅଜିତ୍‌ କୁମାର ମହାନ୍ତି): ଶ୍ରୀମନ୍ଦିର ପ୍ରଶାସନର ଭକ୍ତନିବାସଗୁଡ଼ିକ ନାମରେ ନକଲି ଓ୍ବେବସାଇଟ୍‌ ଖୋଲି ଖଳପ୍ରକୃତିର ଲୋକେ ଅନ୍‌ଲାଇନ ମାଧ୍ୟମରେ ଭକ୍ତ ଓ ପର୍ଯ୍ୟଟକଙ୍କୁ ଠକୁଥିଲେ। ଅନେକ ଭକ୍ତ ଓ ପର୍ଯ୍ୟଟକ ଭକ୍ତନିବାସ ପାଇଁ ପଞ୍ଜୀକରଣ କରି ପୁରୀ ଆସିବା ପରେ ଠକାମିର…

ଅଣ୍ଡାଦେଲେ ୧୧ ହଜାର ଅଲିଭ୍‌ରିଡ୍‌ଲେ

ବ୍ରହ୍ମପୁର,୧୭ା୨(ଅଶୋକ କୁମାର ସାହୁ): ପ୍ରତ୍ୟେକ ବର୍ଷ ଗଞ୍ଜାମ ଜିଲାର ଋଷିକୁଲ୍ୟା ମୁହାଣ ସମୁଦ୍ର ବେଳାଭୂମିକୁ ବିରଳ ଅଲିଭ୍‌ରିଡ୍‌ଲେ କଇଁଛ ଗଣଅଣ୍ଡାଦାନ କରିବାକୁ ଆସନ୍ତି। ଡିସେମ୍ବରରୁ ଆରମ୍ଭ ହେଉଥିବା ସେମାନଙ୍କ ପ୍ରଜନନ ଋତୁ ଜାନୁଆରୀ ମାସରେ ସରିବା ପରେ ସେମାନେ ଉତ୍ତାପ ପାଇଁ…

ବନ୍ଧାପଡ଼ିଛନ୍ତି ନାବାଳିକା, ଉଦ୍ଧାର କରିବାକୁ ମା’ବାପାଙ୍କ ନିବେଦନ

କଲମପୁର, ୧୭।୨(ଗଣେଶରାମ ବାଗ): କଳାହାଣ୍ଡି ଜିଲା କଲମପୁର ଥାନା ଅଞ୍ଚଳର ଜଣେ ନାବାଳିକା ଦାଦନ ସର୍ଦ୍ଦାର ନିକଟରେ ବନ୍ଧା ପଡ଼ିଛନ୍ତି। ତାଙ୍କୁ ଉଦ୍ଧାର ପାଇଁ ମା’ବାପା ନିବେଦନ କରି ରବିବାର କଲମପୁର ଥାନାର ଦ୍ୱାରସ୍ଥ ହୋଇଛନ୍ତି। ମିନଗୁର ମଣ୍ଡିପଡ଼ାରେ ବଟକୃଷ୍ଣ ଗୋପାଳ,…

ଗୋପୀ ଆନନ୍ଦଙ୍କ ଉପରେ ଆସ୍ଥାପ୍ରକଟ କଲା ଭାଜପା

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା): ବାକି ରହିଯାଇଥିବା ୧୩ ଜିଲାର ଭାଜପା ସଭାପତିଙ୍କ ନାଁ ରବିବାର ଘୋଷଣା କରିଛନ୍ତି ନିର୍ବାଚନ ଅଧିକାରୀ ପ୍ରତାପ ଷଡଙ୍ଗୀ। ସେଥିରେ ରାୟଗଡ଼ା ଜିଲା ସଭାପତି ଭାବେ ଏମ୍‌ ଗୋପୀ ଆନନ୍ଦ ଚୟନ ହୋଇଛନ୍ତି। ଏହି ଖବରପାଇ ସମର୍ଥକଙ୍କ…

ନାବାଳିକାଙ୍କୁ ଅପହରଣ କରି ବଳାତ୍କାର: ଜେଲ ଗଲେ ଅଭିଯୁକ୍ତ

ଗୋପାଳପୁର,୧୬ା୨(ନବୀନରାଜ ଆଚାର୍ଯ୍ୟ): ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ପୋଲିସ ଜଣେ ନାବାଳିକାଙ୍କୁ ଅପହରଣ କରି ବଳାତ୍କାର କରିଥିବା ଅଭିଯୋଗରେ ରବିବାର ଜଣେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି l ସେ ହେଲେ ସୁରଳ ଗ୍ରାମ ବଡ଼ସାହିର ଚିତ୍ରସେନ ବେହେରା(୨୪)।…

ବାଟବଣା ହୋଇ ଗାଁ ଭିତରକୁ ଚାଲିଆସିଥିଲା ହରିଣ: ଆଉ ତା’ପରେ…

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁୁବୁଡି ପଞ୍ଚାୟତ କାଣ୍ଡେଶ୍ୱର ଗ୍ରାମରୁ ରବିବାର ଏକ ହରିଣକୁ ଆହତ ଅବସ୍ଥାରେ ବନ ବିଭାଗ ଉଦ୍ଧାର କରିଛି। ହରିଣଟି କେରାଣ୍ଡିମାଳ ଜଙ୍ଗଲରୁ ବାଟବଣା ହୋଇ ଗାଁ ଭିତରକୁ ଚାଲିଆସିଥିଲା। ହେଲେ…

ଲୁନାକୁ ପିଟିଲା ବୋଲେରୋ, ଚାଲିଗଲା ୨ ଜୀବନ

ବୌଦ୍ଧ,୧୬।୨(ଅଜିତ କୁମାର ବାରିକ): ବୌଦ୍ଧ ଜିଲା ଖୋର୍ଦ୍ଧା-ବଲାଙ୍ଗୀର ଜାତୀୟ ରାଜପଥର ଖଜୁରୀପଡାଠାରେ ରବିବାର ଏକ ବୋଲେରୋ ଲୁନାକୁ ପଛରୁ ଧକ୍କା ଦେବାରୁ ଦୁଇଜଣଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଶ୍ୟାମସୁନ୍ଦରପୁର ବିଘେଶ୍ୱର ମାହାର(୩୬) ଓ ଓମ୍‌କାର ସେଠୀ। ଏହି ଦୁର୍ଘଟଣାରେ ଅନ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?