ଆମ ଜିଲା ଖବର

କାମସାରି ଫେରୁଥିଲେ ଅଙ୍ଗନଓ୍ବାଡୀ ଦିଦିଙ୍କ ଉପରେ ମାଡ଼ିଗଲା ବସ୍‌

ତୁମୁଡିବନ୍ଧ,୧।୩ (ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ବେଲଘର ଥାନା ଉଷାବାଲି ନିକଟରେ ଅଙ୍ଗନଓ୍ବାବାଡ଼ି ଦିଦିଙ୍କୁ ଏକ ସରକାରୀ ବସ୍‌ ଧକ୍କା ଦେଇଛି। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ମୃତ ଅଙ୍ଗନବାଡ଼ି ହେଲେ ଉଷାବାଲି ଅଙ୍ଗନବାଡି କେନ୍ଦ୍ରର ସ୍ନେହଲତା ମଝିଆସେଟ…

କୋଇଲା ଖସାଇବା ବେଳେ ଅଘଟଣ: ଜଳିଗଲେ ନାବାଳକ

ପାରାଦୀପ,୧।୩(ଶରତ ରାଉତ): ପାରାଦୀପ ଥାନା ଅନ୍ତର୍ଗତ ଅଠରବାଙ୍କି ଓଭରବ୍ରିଜ୍‌ ତଳେ ଶନିବାର ଖରାବେଳେ ଅଘଟଣ ଘଟିଛି। ଦୁଇଜଣ ନାବାଳକ ଚଳନ୍ତା ଟ୍ରେନରେ ଚଢି କୋଇଲା ତଳକୁ ଖସାଇବା ବେଳେ ବିଦ୍ୟୁତ ସଂଶର୍ପରେ ଆସି ପୋଡି ଯାଇଛନ୍ତି। ଆହତ ନାବଳକ ହେଲେ ସବଷ୍ଟେସନ…

ସୀମାନ୍ତରେ ଗୁଳିବିନିମୟ: ଟଳିପଡ଼ିଲେ ୨ ମାଓବାଦୀ

ମାଲକାନଗିରି,୧।୩(ଦୁର୍ଯ୍ୟୋଧନ ପାତ୍ର):ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ସୁକୁମା ଜିଲା କିସ୍ତାରାମ ଥାନା ଅନ୍ତର୍ଗତ ଜଙ୍ଗଲରେ ପୋଲିସ ଓ ମାଓବାଦୀ ଗୁଳିବିନିମୟ ହୋଇଛି । ସୂଚନା ମୁତାବକ କିସ୍ତାରାମ ଥାନା ନିକଟ ମେଟାଗୁଡା ଜଙ୍ଗଲରେ କିଛି ମାଓବାଦୀ ଥିବା ଜାଣ ଡିଆରଜି ଓ…

ବ୍ୟାଙ୍କ କାଉଣ୍ଟରରୁ ଟଙ୍କା ଲୁଟି ମାରୁଥିଲେ ଚମ୍ପଟ, ଗୋଡାଇ ଗୋଡାଇ ଧରିଲେ ଲୋକେ

ବରଗଡ଼, ୧।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରସ୍ଥିତ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସବିଆଇ) ମୁଖ୍ୟ ଶାଖା କାଉଣ୍ଟରରୁ ଶନିବାର ମଧ୍ୟାହ୍ନରେ ଲକ୍ଷାଧିକ ଟଙ୍କା ଲୁଟ୍ କରି ଚମ୍ପଟ୍ ମାରୁଥିବା ଜଣେ ଅଭିଯୁକ୍ତଙ୍କୁ ସ୍ଥାନୀୟ ଲୋକେ ଗୋଡାଇ ଧରିବାରେ ସକ୍ଷମ ହୋଇଛନ୍ତି। ଅଭିଯୁକ୍ତ ଯୁବଟଙ୍କ…

ଗୋପୀନାଥ ମନ୍ଦିରରୁ ଚୋରି: ମୁଖା ପିନ୍ଧି ଠାକୁରଙ୍କ ଅଳଙ୍କାର ନେଇଗଲେ ଦୁର୍ବୃତ୍ତ

ନୟାଗଡ଼,୧।୩(ଲୋକନାଥ ମିଶ୍ର):ନୟାଗଡ଼ ଜଗନ୍ନାଥ ମନ୍ଦିରର ଚୋରିର ପର୍ଦ୍ଦାଫାସ ହୋଇ ନ ଥିବାବେଳେ ପୁରୁଣା ସହର ଗୋପୀନାଥ ମନ୍ଦିରରୁ ଚୋରି ହୋଇଛି। ଅଜଣା ଦୁର୍ବୃତ୍ତ ମୁଖା ପିନ୍ଧି ମନ୍ଦିରରେ ପଶି ଗୋପୀନାଥ ଜୀଉଙ୍କ ନାକ ବସଣି, ଚିତା ଏବଂ ପୂଜକଙ୍କ ବାକ୍ସରୁ କିଛି…

ମାଟ୍ରିକ ବିଜ୍ଞାନ ପ୍ରଶ୍ନପତ୍ରରେ ତ୍ରୁଟି, ଚିନ୍ତାରେ ପଡ଼ିଲେ ଛାତ୍ରୀଛାତ୍ର

କଟକ,୧।୩: ମାଟ୍ରିକ ବିଜ୍ଞାନ ପରୀକ୍ଷା ପ୍ରଶ୍ନପତ୍ରରେ ତ୍ରୁଟି। ବିଜ୍ଞାନ C ସେଟ୍‌ରେ ୪ ମାର୍କ କମ୍‌ ଥିବା ସୂଚନା ମିଳିଛି। ଏପଟେ ବୋର୍ଡ ସଭାପତି ତ୍ରୁଟିକୁ ସ୍ବୀକାର କରିଛନ୍ତି। ବୋର୍ଡ ସଭାପତି କହିଛନ୍ତି, ଯେପରି ପରୀକ୍ଷାର୍ଥୀଙ୍କର କ୍ଷତି ନ ହେବ ବିଚାର…

ପୋଖରୀରେ ଭାସୁଛି ବୃଦ୍ଧଙ୍କ ମୃତଦେହ : ହତ୍ୟା ଅଭିଯୋଗ ଆଣିଲେ ପରିବାର

ପାଟଣା,୧।୩(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବ୍ଲକବଡ ପାଟଣା ପଂଚାୟତ କୁଆପଶି ଗ୍ରାମର ରାସ୍ତା କଡ଼ରେ ଥିବା ଏକ ପୋଖରୀରେ ଶନିବାର ସକାଳୁ ଜଣେ ୭୦ ବର୍ଷ ବୃଦ୍ଧଙ୍କ ମୃତଦେହ ଭାସୁଥିବା ଦେଖିବାକୁ ମିଳିଛି। ମୃତ ବ୍ୟକ୍ତି ଜଣକ ହେଉଛନ୍ତି ଉକ୍ତ…

ଭୁଶୁଡୁଛି ବିଜେଡି: ଭାଜପାର ଦବ୍‌ଦବା ଆରମ୍ଭ

ଛତ୍ରପୁର,୧ା୩(ସନ୍ତୋଷ ପାଢ଼ୀ):ଗଞ୍ଜାମ ଜିଲା ଛତ୍ରପୁର ବିଧାନସଭା ନିର୍ବାଚନମଣ୍ଡଳୀ ଦୀର୍ଘବର୍ଷ ଧରି ସିପିଆଇ କବ୍‌ଜାରେ ଥିଲା। ସିପିଆଇର ଏହି ଗଡ଼କୁ ଭାଙ୍ଗି ବିଜେଡି ୨୦୧୪ ଓ ୨୦୧୯ ନିର୍ବାଚନରେ ନିଜ ଦଖଲକୁ ଆଣିଥିଲା। ୨୦୨୪ ନିର୍ବାଚନରେ ଏଠାରେ ଭାଜପା ବାଜିମାତ କରିଥିଲା। ଭାଜପାରୁ…

କେନ୍ଦୁଝରରେ ଷଷ୍ଠ ଶ୍ରେଣୀର ଛାତ୍ରୀ ଗର୍ଭବତୀ, ରିପୋର୍ଟକୁ ନେଇ…

କେନ୍ଦୁଝର,୧।୩(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଚମ୍ପୁଆ ଥାନା ଅନ୍ତର୍ଗତ ଏସ୍‌ସି/ଏସ୍‌ଟି ବିଭାଗ ଅଧୀନରେ ଚାଲିଥିବା ଜଗନ୍ନାଥପୁର ହାଇସ୍କୁଲର ଜଣେ ଷଷ୍ଠ ଶ୍ରେଣୀର ଛାତ୍ରୀ ଗର୍ଭବତୀ ହୋଇଥିବା ନେଇ ସନ୍ଦେହ ସୃଷ୍ଟି ହୋଇଛି। ବିଦ୍ୟାଳୟକୁ ଗ୍ରସ୍ତ ବେଳେ ଜଣେ ଏଏନଏମ ସନ୍ଦେହ…

ସିରିଜ ଦୁର୍ଘଟଣା: ବସକୁ ପିଟିଲା ହାଇୱା-କଣ୍ଟେନର, ୧୨ ଆହତ

ଭଦ୍ରକ, ୧।୩(ସନାତନ ରାଉତ): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅଧିନସ୍ଥ ୧୬ ନଂ ଜାତୀୟ ରାଜପଥ ଛତାବର ନିକଟରେ ଟାୟାର ପମ୍ପଚର ହୋଇଥିବା ଏକ ଟୁରିଷ୍ଟ ବସ ରାସ୍ତାରେ ଛିଡା ହୋଇଥିବା ସମୟରେ ପଛ ପଟୁ ଧକ୍କା ଦେଲା ଏକ ହାଇୱା…

ଗୁହାଳ ଘରେ ଲାଗିଲା ନିଆଁ: ଗୋରୁ-ଛେଳି ଜୀବନ୍ତ ଦଗ୍ଧ,ଘର ମାଲିକ ଗୁରୁତର

ବାଲେଶ୍ୱର, ୧।୩(ବାଞ୍ଛାନିଧି ଦେ):ବାଲେଶ୍ୱର ଜିଲା ସଦର ବ୍ଲକ ସାର୍ଥା ପଞ୍ଚାୟତ ଅନ୍ତର୍ଗତ ଗନ୍ଧିଆ ଗ୍ରାମର କୈଳାସ ମାଝୀଙ୍କ ଗୁହାଳରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁହାଳ ଘରେ ନିଆଁ ଲାଗି ଦୁଇଟି ଗୋରୁ, ଦୁଇଟି ଛେଳି ଜୀବନ୍ତ ଦଗ୍ଧ ହୋଇଥିବା ଦେଖିବାକୁ ମିଳିଛି…

ଅଜଣା ଦୁର୍ବୃତ୍ତଙ୍କ ଏସିଡ ମାଡ଼ରେ ଯୁବକ ଗୁରୁତର

ସାବରଙ୍ଗ,୧।୩(କାଳିପଦ ରାୟ): ଭଦ୍ରକ ଜିଲା ବାସୁଦେବପୁର ବ୍ଲକର ଲଷ୍ମୀଦାସ ପୁର ପଞ୍ଚାୟତର ରାମଚନ୍ଦ୍ରପୁର ଗ୍ରାମର ଜଣେ ଯୁବକଙ୍କ ଉପରେ ଏସିଡ ମାଡ଼ ହୋଇଛି। ଜଗବନ୍ଧୁ ପଳେଇ ନାମକ ଏହି ଯୁବକ ଜଣଙ୍କ ଶୁକ୍ରବାର ରାତିରେ ଘରେ ଶୋଇଥିଲେ। ବିଳମ୍ବିତ ରାତ୍ରିରେ ଅଜଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?