ଆମ ଜିଲା ଖବର

ପଟ୍ଟାମୁଣ୍ଡାଇ କେନାଲରେ ୩ ଯୁବକ ଭାସିଯିବା ଘଟଣା: ୨ ମୃତଦେହ ମିଳିଲା, ଜଣଙ୍କର ପତ୍ତା ମିଳୁନି

କଟକ ଅଫିସ,୧୩ା୧୦: କଟକ ଜିଲା ଜଗତପୁର ବେଲମାଳିଆ ମନ୍ଦିର ନିକଟ ପଟ୍ଟାମୁଣ୍ଡାଇ କେନାଲରେ ବୁଧବାର ୩ ଯୁବକ ଭାସି ଯାଇଥିଲେ। ଗୁରୁବାର ୨ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୁବକ ଦ୍ୱୟ ତ୍ରିଲୋଚନ ମହଲା ଓ ବାଦଲ ସାହୁ। ତ୍ରିଲୋଚନଙ୍କ...

ବନବିଭାଗ ପାଟ୍ରୋଲିଂ ଗାଡ଼ିକୁ ନାଳକୁ ଠେଲିଦେଲା ଦନ୍ତା, ୬ କର୍ମଚାରୀ ଆହତ

ନୀଳଗିରି,୧୩ା୧୦(ସ୍ବ.ପ୍ର.): ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡ ଅଧୀନ କୁଲଡିହା ଅଭୟାରଣ୍ୟର ଏକ ଦନ୍ତାହାତୀ ଖୁମକୁଟ ଅଞ୍ଚଳରେ ଉପଦ୍ରବ କରୁଥିବାର ଖବରପାଇ କୁଲଡିହା ବନବିଭାଗ ଦନ୍ତାଟିକୁ ଘଉଡ଼ାଇବା ପାଇଁ ଯାଇଥିଲେ। ମାତ୍ର ଦନ୍ତାଟି ହିଂସ୍ରମୁଖା ହୋଇ ପାଲଟା ବନବିଭାଗର ପାଟ୍ରୋଲିଂ ବୋଲେରୋକୁ...

ଓଲଟିଲା ଯାତ୍ରୀବାହୀ ବସ୍‌

ରୂପ୍‌ସା,୧୩ା୧୦(ଡି.ଏନ୍‌.ଏ.): ବାଲେଶ୍ୱର ୬୦ ନଂ. ଜାତୀୟ ରାଜପଥର ସଦର ବ୍ଲକ ଅନ୍ତର୍ଗତ ହଳଦୀପଦା ନିକଟରେ ଭାରସାମ୍ୟ ହରାଇ ଏକ ଯାତ୍ରୀବାହୀ ବସ୍‌ ଓଲଟି ପଡ଼ିଛି। ଫଳରେ ୧୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଥିବା ଜଣାପଡ଼ିଛି। ବସ୍ତା ଥାନା ପୋଲିସ ଘଟଣାସ୍ଥଳରେ...

ପଦା ହେଉଛି ମହୀପୁର ରେଞ୍ଜ : ୧ମାସରେ କଟାଗଲାଣି ୩୫ ଶାଳଗଛ

ନୟାଗଡ଼ ଅଫିସ/ନୂଆଗଁା, ୧୩।୧୦(ଡି.ଏନ୍‌.ଏ.): ନୟାଗଡ଼ ବନଖଣ୍ଡ ମହିପୁର ରେଞ୍ଜର ମହିପୁର, ମହିତମା ଓ ଗୁମି ଫରେଷ୍ଟ ସେକ୍ସନରେ ଥିବା ଶାଳ ଜଙ୍ଗଲ ପଦା ହୋଇ ଚାଲିଛି । ଉପରୋକ୍ତ ଜଙ୍ଗଲରୁ କାଠ ଚୋର ଶାଳ ଗଣ୍ଡି କାଟି ନେଉଥିବାବେଳେ ସେମାନେ...

ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍‌ ପଞ୍ଜୀକରଣ ଅବଧି ବର୍ଷେ ବଢ଼ାଯାଉ

କଟକ ଅଫିସ,୧୩ା୧୦:ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଇବା ନିମନ୍ତେ ପଞ୍ଜୀକରଣ ଅବଧି ୧ ମାସ ବୃଦ୍ଧି କରାଯାଇଛି । ହେଲେ ଜନସାଧାରଣଙ୍କ ସ୍ବାର୍ଥ ଦୃଷ୍ଟିରୁ ଏହି ଅବଧିକୁ ୧ ବର୍ଷ...

ଇଣ୍ଡିଆ ବୁକ୍‌ ଅଫ୍‌ ରେକଡର୍‌ସରେ ୩ ବର୍ଷର ପ୍ରତ୍ୟୁଷ

ଗୋପ,୧୩।୧୦(ଡି.ଏନ୍‌.ଏ.): ପୁରୀ ଜିଲା ଗୋପ ବ୍ଲକ ଅନ୍ତର୍ଗତ ବେଦପୁର ଗ୍ରାମର ମନମୋହନ ସାହୁଙ୍କ ଏକମାତ୍ର ପୁଅ ଏମ୍‌.ଏ. ପ୍ରତ୍ୟୁଷ ଅଞ୍ଚଳ ତଥା ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ୩ ବର୍ଷ ୭ ମାସ ବୟସର ଏହି ବାଳକ ମାତ୍ର ଅଢ଼େଇରୁ...

ଦୁଇ କିଡ୍‌ନୀ ନଷ୍ଟ, ଜୀବନ ସହ ଯୁଝୁଛନ୍ତି ପ୍ରସନ୍ନ

କଣାସ, ୧୩।୧୦(ସ୍ବ.ପ୍ର.): ଯୁବ ବୟସରେ ଦୁଇ କିଡ୍‌ନୀ ନଷ୍ଟ ହୋଇଯାଇଛି। ଫଳରେ ଏବେ ବଞ୍ଚିବା ପାଇଁ ଜୀବନ ସହିତ ସଂଗ୍ରାମ କରୁଛନ୍ତି କଣାସ ବ୍ଲକ ଅନ୍ତର୍ଗତ ବଡଓରା ଗ୍ରାମର ୨୯ ବର୍ଷୀୟ ପ୍ରସନ୍ନ କୁମାର ସାହୁ। ନିରଞ୍ଜନ ସାହୁଙ୍କ ବଡ଼ପୁଅ...

କେବଳ ମା’ବାପା ନୁହଁ, ଓଡ଼ିଶାବାସୀଙ୍କ ସେବା କରିବି: ତାପସ

ଗୋପ,୧୩।୧୦(ଡି.ଏନ୍‌.ଏ.): ୨୪ ଘଣ୍ଟାରୁ ପରିବାରର କାର୍ଯ୍ୟ କରିବା ସହ ବାକି ଯାହା କିଛି ସମୟ ମିଳେ, ସେହି ସମୟରେ ପାଠ ପଢ଼ି ଓଡ଼ିଶା ସିଭିଲ ସର୍ଭିସ୍‌(ଓସିଏସ୍‌)ରେ ସଫଳତା ହାସଲ କରିଥିବା ତାପସ ଏବେ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ପ୍ରାତଃରୁ...

ହିନ୍ଦୁ, ମୁସଲମାନ ମିଶି କରନ୍ତି ଆରାଧନା

ଖୋର୍ଦ୍ଧା ଅଫିସ,୧୩ା୧୦: ଖୋର୍ଦ୍ଧାରେ ଚାଲିଛି ମା’ ଗଜଲକ୍ଷ୍ମୀଙ୍କ ଆରଧନା। ପୂଜାମଣ୍ଡପରେ ଜମୁଛି ଶ୍ରଦ୍ଧାଳୁଙ୍କ ଭିଡ଼। ଆକର୍ଷଣୀୟ ସାଜସଜ୍ଜା, ତୋରଣ, ରଙ୍ଗିନ ଆଲୋକମାଳାରେ ଝଲସୁଛି ସହର। ପୁରୁଣା ବସଷ୍ଟାଣ୍ଡରେ ନବଜ୍ୟୋତି ଗଜଲକ୍ଷ୍ମୀ ପୂଜା କମିଟି ପକ୍ଷରୁ ମା’ ଧନଦାତ୍ରୀଙ୍କ ପୂଜା କରାଯାଉଛି।...

ପରିତ୍ୟକ୍ତ ଅବସ୍ଥାରେ ସରଳାପଦର ପୁଷ୍କରିଣୀ

ବାଲୁଗାଁ,୧୩।୧୦(ଡି.ଏନ୍‌.ଏ.): ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ୧୧ନଂ. ୱାର୍ଡ଼ ସରଳାପଦର ଗ୍ରାମ ସଂଲଗ୍ନ ତଥା ୫ନଂ ଜାତୀୟ ରାଜପଥ ପାର୍ଶ୍ୱ ରହିଥିବା ବହୁ ପୁରାତନ ପୁଷ୍କରିଣୀଟି ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଛି। ପୁଷ୍କରିଣୀର ଚତୁଃପାର୍ଶ୍ୱରେ ବିଭିନ୍ନ ଅନାବନା ଗଛ ଉଠିଯାଇଥିବା...

କଠିନ ପରିଶ୍ରମର ମୂଲ୍ୟ ପାଇଛି : ସବିତା

ଖୋର୍ଦ୍ଧା ଅଫିସ,୧୩ା୧୦: ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ଦ୍ୱାରା ପରିଚାଳିତ ଓଡ଼ିଶା ସିିଭିଲ ସର୍ଭିସ (ଓସିଏସ୍‌) ପରୀକ୍ଷା-୨୦୨୦ର ଫଳାଫଳ ପ୍ରକାଶ ପାଇଛି। ଏଥିରେ ଖୋର୍ଦ୍ଧା ବ୍ଲକ ଅନ୍ତର୍ଗତ ନନ୍ଦପୁର ଗ୍ରାମର ସବିତା ଦଳେଇ ୨୭୩ ର଼୍ୟାଙ୍କରେ ରହିଛନ୍ତି। ସବିତାଙ୍କ ପିତା...

କାଠଯୋଡ଼ି ବନ୍ଧରେ ଜମୁଛି କୁଲା, ବାଉଁଶିଆ ବେପାର

କଟକ ଅଫିସ, ୧୩ା୧୦: କଟକର ଐତିହାସିକ ଦେବୀଗଡ଼ା ଘାଟ। ଦୀର୍ଘବର୍ଷ ହେବ କାଠଯୋଡି ନଦୀର ଉକ୍ତ ଘାଟରେ ପାର୍ବଣ ସମୟରେ ଦେବଦେବୀଙ୍କ ମୂର୍ତ୍ତି ବିସର୍ଜନ କରାଯାଇଆସୁଛି। ବିଶେଷକରି ମା’ ଦୁର୍ଗାଙ୍କ ଭସାଣି ଶୋଭାଯାତ୍ରା ଦେଖିବାକୁ ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri