ଆମ ଜିଲା ଖବର

କୁକୁର ଏକାଦଶାହ ପାଳିଲେ ମାଲିକ

ଖୋର୍ଦ୍ଧା ଅଫିସ,୨୭ା୧୦: ସମାଜର ମଣିଷ ଜାତିରେ କେହି ମୃତ ହେଲେ ଦଶାହ, ଏକାଦଶାହ ହୋଇଥାଏ। ଏଥିରେ ପରିବାରର ସମସ୍ତ ସଦସ୍ୟ ଏକାଠି ହୋଇ ମୃତବ୍ୟକ୍ତିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ସ୍ମୃତି ଉଦ୍ଦେଶ୍ୟରେ ରନ୍ଧା ହୋଇ ଖାଦ୍ୟ ଅର୍ପଣ କରାଯାଇଥାଏ। ହେଲେ...

ପଥରରେ ରାଧାକୃଷ୍ଣଙ୍କ ଯୁଗଳ ମୂର୍ତ୍ତି

ଖୋର୍ଦ୍ଧା ଅଫିସ,୨୭ା୧୦:  ଭକ୍ତର ଆରାଧନାରେ ଖୁସି ହୋଇ ଭଗବାନ ବିଭିନ୍ନ ରୂପରେ ପ୍ରକଟ ହୋଇଥାନ୍ତି। ଏଭଳି ଏକ ଅଲୌକିକ ଘଟଣା ବୋଲଗଡ଼ ବ୍ଲକର ବାଙ୍କେଇ ନିକଟ ହାଟବସ୍ତ ଗ୍ରାମରେ ଦେଖିବାକୁ ମିଳିଛି। ଏହି ଗ୍ରାମର ଶ୍ରୀସ୍ବପ୍ନେଶ୍ୱର ମନ୍ଦିର ପରିସର ଚଉଁରା...

ସହକାରୀ ନିବନ୍ଧକଙ୍କୁ ଆକ୍ରମଣ: ସମିତି ସଭାପତି, ସମ୍ପାଦକ ଗିରଫ

ଆଠଗଡ, ୨୭ା୧୦(ସ୍ବ.ପ୍ର): ଆଠଗଡସ୍ଥିତ ସହକାରୀ ନିବନ୍ଧକ, ସମବାୟ ସମିତି କାର୍ଯ୍ୟାଳୟରେ ବ୍ୟାପକ ଭଙ୍ଗାରୁଜା ହେବା ସହିତ ସହକାରୀ ନିବନ୍ଧକ ଅଶୋକ କୁମାର ପାଣିଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ବଡ଼ମ୍ବା ବ୍ଲକ ଗୋପପୁର ସେବା ସମବାୟ ସମିତି ସମ୍ପାଦକ ସୂର୍ଯ୍ୟମଣି ସାମନ୍ତରାୟ...

ବ୍ରାହ୍ମଣୀ ନଦୀରେ ବାରମ୍ବାର ଭୁଶୁଡୁଛି ସ୍ପର

ପଟ୍ଟାମୁଣ୍ଡାଇ, ୨୭ା୧୦(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଜଳ ସମ୍ପଦ ବିଭାଗ ପକ୍ଷରୁ ବ୍ରାହ୍ମଣୀ ନଦୀର ପାଳପାଟଣା, କଦମ୍ବଦାଣ୍ଡି ଓ ଉତିକୋଣ ଘେରି ବନ୍ଧ ହୋଇଥିବା ପଥର ପ୍ୟାକିଂ କାମ ନିମ୍ନମାନର ହୋଇଥିବା ଅଭିଯୋଗ ହେଉଛି। କେଉଁଠି କାମ ଅଧାପନ୍ତିରିଆ ହୋଇ...

ଏଟିଏମ୍‌ ଭାଙ୍ଗି ଲୁଟ୍‌ ମାମଲାର ପର୍ଦ୍ଦାଫାଶ: ୩ ଗିରଫ, ୪ ଫେରାର

ଢେଙ୍କାନାଳ ଅଫିସ,୨୭ା୧୦: ଢେଙ୍କାନାଳ ଜିଲା ଗଁଦିଆ ଥାନା ବରପଦା ଶ୍ରୀରାମଚନ୍ଦ୍ର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ଥିବା ଷ୍ଟେଟ୍‌ବ୍ୟାଙ୍କ ଅଫ୍‌ ଇଣ୍ଡିଆର ଏକ ଏଟିଏମ୍‌କୁ ଗତ ୩ ତାରିଖ ରାତିରେ ତାଡ଼ି ୭ ଜଣ ଦୁର୍ବୃତ୍ତ ୨୨ ଲକ୍ଷ ୧୭ ହଜାର...

ନାମକୁ ମାତ୍ର ନିଷିଦ୍ଧାଞ୍ଚଳ ଘୋଷଣା

କେନ୍ଦ୍ରାପଡ଼ା ଅଫିସ, ୨୭ା୧୦: ସମୁଦ୍ର ମଧ୍ୟରେ ମାଛ ହାଟ ହେଉଛି। ଟ୍ରଲର ମାଲିକମାନେ ସେଠାରୁ ମାଛ ନେଇ ଯାଉଛନ୍ତି । ଗହୀରମଥାରେ ମାଛ ମାରିବା କଟକଣା ସମୟରେ ସେଠାକୁ ଅବାଧ ପ୍ରବେଶ ଚାଲିଛି । ବନ କର୍ମଚାରୀ ଏଥିପାଇଁ ୮୦...

ସେତୁ ପାଲଟିଛି ମାଛ ମାର୍କେଟ

ଯାଜପୁର ଟାଉନ,୨୭ା୧୦(ଡି.ଏନ.ଏ.): ଏବେ ଯାଜପୁରଟାଉନର ସବୁଠାରୁ ବଡ଼ମାଛ ମାର୍କେଟ ହେଉଛି ଗାନ୍ଧୀଛକ ନିକଟସ୍ଥ କିଲ୍ଲାଘାଟ ସେତୁ। ଏ ସେତୁଟି ଉପରେ ଭଦ୍ରକ ଜିଲା ସମେତ ପଣସା ପଞ୍ଚାୟତବାସୀ ନିର୍ଭର କରିଥାନ୍ତି। ଏବେ ସହର ଏହି ଅଞ୍ଚଳକୁ ବ୍ୟାପ୍ତ ହେଉଛି। ବହୁ...

ପ୍ରଥମେ ଲୁଟିଲେ, ପରେ ପୋତିଲେ

ଯାଜପୁର ଅଫିସ,୨୭ା୧୦: ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ବରଡ଼ା ପାହାଡ଼ର ୧ ନମ୍ବର କଳାପଥର ଖାଦାନରୁ ବେଆଇନ ଉତ୍ତୋଳନରୁ ବର୍ତ୍ତିବାକୁ ସମ୍ପୃକ୍ତ ଲିଜ୍‌ଧାରୀ ବର୍ତ୍ତମାନ ମାଟି ପୋତିବା ଆରମ୍ଭ କରିଛନ୍ତି। ଏଥିପାଇଁ ବ୍ୟବହୃତ ଶତାଧିକ ଟ୍ରିପ ମୋରମ ଓ...

ଉତ୍ପାଦନରେ ଏମ୍‌ସିଏଲ୍‌ର ନୂଆ ରେକର୍ଡ

ତାଳଚେର, ୨୭ା୧୦ (ନି.ପ୍ର.): କୋଇଲା ଉତ୍ପାଦନରେ ନୂଆ ରେକର୍ଡ ହାସଲ କରିଛି ଟିମ୍‌ ମହାନଦୀ କୋଲଫିଲ୍ଡସ ଲିମିଟେଡ(ଏମ୍‌ସିଏଲ୍‌)। ୨୦୨୨-୨୩ ଆର୍ଥିକ ବର୍ଷରେ ୧୦୦ ମିଲିୟନ ଟନ୍‌ କୋଇଲା ଉତ୍ପାଦନ ଲକ୍ଷ୍ୟକୁ ଏମ୍‌ସିଏଲ୍‌ ଅକ୍ଟୋବର ୨୫ ତାରିଖ ସୁଦ୍ଧା ହାସଲ କରିପାରିଛି।...

ଋଷିକୂଲ୍ୟାରେ ଭାସି ଯାଇଥିଲେ, ଦୁଇଦିନ ପରେ ମିଳିଲା ନାବାଳକଙ୍କ ମୃତଦେହ

ଛତ୍ରପୁର/ପୁରୁଷୋତ୍ତମପୁର,୨୭ା୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ନିକଟ ଋଷିକୂଲ୍ୟା ନଦୀରେ ଗାଧୋଇବା ବେଳେ ଦୁଇ ଦିନ ତଳେ ଭାସି ଯାଇ ନିଖୋଜ ଥିବା ନାବାଳକ କୃଷ୍ଣ ମହାନ୍ତିଙ୍କ ମୃତଦେହ ଛତ୍ରପୁର ବ୍ଲକ ବଡ଼ମାଧପୁର ବାଲି ଘାଟ ନିକଟରେ ମିଳିଛି। ଛତ୍ରପୁର ଅଗ୍ନିଶମ...

ରାଜାଙ୍କ ପ୍ରତିମୂର୍ତ୍ତିକୁ ଫେରିଲା ଖଣ୍ଡା

ଅନୁଗୋଳ ଅଫିସ, ୨୭ା୧୦: ଅନୁଗୋଳର ଗର୍ବ ଓ ଗୌରବ ମହାରାଜା ସୋମନାଥ ସିଂହ ଜଗଦ୍ଦେବଙ୍କ ପ୍ରତିମୂର୍ତ୍ତିରୁ ଗତ ୧୯ ତାରିଖରୁ ଗାଏବ ହୋଇଯାଇଥିବା ଖଣ୍ଡା ଶେଷରେ ଫେରାଇ ଆଣାଯାଇଛି। ଜଣେ ମାନସିକ ବିକାରଗ୍ରସ୍ତ ବ୍ୟକ୍ତି ପ୍ରତିମୂର୍ତ୍ତିରୁ ଖଣ୍ଡା ନେଇ ସହରରେ...

ଯୁବବର୍ଗଙ୍କୁ ମିଳିବ ରୋଜଗାର ସୁଯୋଗ

ଢେଙ୍କାନାଳ ଅଫିସ,୨୭।୧୦: ଢେଙ୍କାନାଳ ଜିଲା କାମାକ୍ଷାନଗର ସାରଙ୍ଗଧର ଷ୍ଟାଡିୟମ୍‌ଠାରେ ଆସନ୍ତା ନଭେମ୍ବର ୬ ପୂର୍ବାହ୍ନ ୯ଟାରେ କୌଶଳ ମହୋତ୍ସବ ତଥା ରୋଜଗାର ମେଳା ଅନୁଷ୍ଠିତ ହେବ। କେନ୍ଦ୍ର ସରକାରଙ୍କ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟର ଜାତୀୟ ଦକ୍ଷତା ବିକାଶ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri