ଆମ ଜିଲା ଖବର

ଆଇଆର୍‌ବି ବାଟାଲିୟନରେ ପୋଲିସ ପ୍ରତିଷ୍ଠା ଦିବସ

ଭଞ୍ଜନଗର,୧ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ନିକଟସ୍ଥ ତନରଡ଼ା ୮ମ ସଂରକ୍ଷିତ ବାହିନୀ ତରଫରୁ ମଙ୍ଗଳବାର ଉତ୍କଳ ଦିବସ ସହ ୯୦ ତମ ଓଡ଼ିଶା ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ସ୍ବତନ୍ତ୍ର ଭାରତ ସଂରକ୍ଷିତ ବାହିନୀର ଦୁର୍ଗପତି ସୁଧାକର ମିଶ୍ର…

ବାରୁଣି ମେଳା: ଯାତ୍ରା ଆୟୋଜନକୁ ନେଇ ଗଣ୍ଡଗୋଳ

ସୋର,୧।୪: ସୋର ସାଜନପୁର ପଞ୍ଚାୟତରେ ଚାଲିଛି ବାରୁଣି ମେଳା। ବାରୁଣି ମେଳାରେ ଯାତ୍ରା ଆୟୋଜନକୁ ନେଇ ବିବାଦ ଦେଖା ଦେଇଛି ଦୁଇ ଗୋଷ୍ଠୀ ମଧ୍ୟରେ ଯାତ୍ରା ଆୟୋଜନକୁ ନେଇ ଗଣ୍ଡଗୋଳ ହୋଇଛି। ଉତ୍ତେଜନା ପରେ ଘଟଣାସ୍ଥଳରେ ପୋଲିସ ମୁତୟନ ହୋଇଛନ୍ତି। ପୋଲିସ…

ସୋସିଆଲ ମିଡିଆରୁ ଶିଖି ଲକ୍ଷପତି ଦିଦିଙ୍କ ଲଡୁ ପ୍ରସ୍ତୁତି

ଦାରିଙ୍ଗବାଡ଼ି,୧ା୪(ଅରୁଣ ସାହୁ): ରାଜ୍ୟରେ ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନାରେ ବିଦ୍ୟାଳୟଗୁଡ଼ିକରେ ଛାତ୍ରୀଛାତ୍ରଙ୍କୁ ସପ୍ତାହରେ ତିନିଦିନ ପୁଷ୍ଟିକର ଲଡ଼ୁ ଖାଇବାକୁ ଦିଆଯିବ ଏହି ବ୍ୟବସ୍ଥା କରାଯିବା ପାଇଁ ରାଜ୍ୟ ସରକାର ଘୋଷଣା କରିବା ପରେ ଶିକ୍ଷକ ମହଲରେ ଲଡ଼ୁ କେଉଁଠୁ ଆଣିବେ ତାହା ପଡ଼ିଛି।…

ଜିଲାସ୍ତରୀୟ ଓଡିଶା ଦିବସ ଓ ଜିଲା ପ୍ରତିଷ୍ଠା ଦିବସ: ମାତୃଭାଷାର ସୁରକ୍ଷା ଓ ରାଜ୍ୟର ବିକାଶରେ ସାମିଲ ହେବାକୁ ଆହ୍ବାନ

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ପ୍ରଶାସନ ତଥା ସୂଚନା ଓ ଲୋକ ସଂପର୍କ ବିଭାଗ ଆନୁକୂଲ୍ୟରେ ମଙ୍ଗଳବାର ଜିଲାସ୍ତରୀୟ ଓଡ଼ିଶା ଦିବସ ଏବଂ ବରଗଡ଼ ଜିଲାପ୍ରତିଷ୍ଠା ଦିବସ ମହାଆଡମ୍ବର ସହକାରେ ପାଳିତ ହୋଇଛି । ଏହି ଅବସରରେ ଜିଲାପାଳ ଆଦିତ୍ୟ ଗୋୟଲ…

୪ ଓ୍ବାର୍ଡ ସଭ୍ୟାସଭ୍ୟଙ୍କୁ ବହିଷ୍କାର କଲେ ଜିଲାପାଳ

କେସିଙ୍ଗା,୧ା୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଫଟକାମାଲ ପଞ୍ଚାୟତ ଅଧୀନସ୍ଥ ବିଭିନ୍ନ ଗ୍ରାମର ୪ ଓ୍ବାର୍ଡ ସଭ୍ୟାସଭ୍ୟଙ୍କ ଦୁଇରୁ ଅଧିକ ସନ୍ତାନ ଥିବାରୁ ଜିଲାପାଳ ବହିଷ୍କାର କରିଥିବାର ଜଣାପଡ଼ିଛି। ଫଟକାମାଲ ପଞ୍ଚାୟତ ଅଧୀନସ୍ଥ ଲଟକାବାହାଳି ଗ୍ରାମର ବଲିଷ୍ଠ ମାଝୀ, ଫଟକାମାଲ…

ବିବାଦୀୟ ପରିସ୍ଥିତିରେ ଲୋକାର୍ପଣ ହେଲା ଅନ୍ତ୍ୟୋଦ୍ୱୟଯୋଜନା

ଆନନ୍ଦପୁର,୧।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ପରିସରରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଆବାସୀ ମାଧ୍ୟମରେ ଅନ୍ତ୍ୟୋଦ୍ୱୟ ଯୋଜନାର ଆବାସ ଲୋକାର୍ପଣ ରବିବାର ଅନୁଷ୍ଠିତ ହୋଇଥିଲା। ଏହି ପର୍ବରେ ଅସୁସ୍ଥତା କାରଣରୁ ବିଡିଓ ଅନୁପସ୍ଥିତ ଥିବାବେଳେ ଏବିଡିଓ ବିଚିତ୍ର କୁମାର କର…

ଜଙ୍ଗଲ-ଜୀବଜନ୍ତୁଙ୍କ ସୁରକ୍ଷା ପାଇଁ ବନ ବିଭାଗ ପକ୍ଷରୁ ଭିଡିଓ ପ୍ରଦର୍ଶନ କରି…

କେସିଙ୍ଗା,୧ା୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବନାଞ୍ଚଳର ରେଞ୍ଜର ଏସ୍‌.ଏସ୍‌.ବଳୀୟାରସିଂଙ୍କ ନେତୃତ୍ୱରେ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ପ୍ରତ୍ୟେକ ଗ୍ରାମରେ ଭିଡିଓ ଦ୍ୱାରା ଲୋକଙ୍କୁ ସଚେତନତା କରାଯାଇଛି। କେସିଙ୍ଗା ରେଞ୍ଜ ଅଧୀନସ୍ଥ ବିଭିନ୍ନ ଗ୍ରାମରେ ବସବାସ କରୁଥିବା ଜନସାଧାରଣ ତଥା ମହିଳା ଗୋଷ୍ଠୀ,…

ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନାର ଶୁଭାରମ୍ଭ କରି ଗଣଶିକ୍ଷା ମନ୍ତ୍ରୀ କହିଲେ ରାଜ୍ୟର…

ଉମରକୋଟ,୧ା୪: ନବରଙ୍ଗପୁର ଜିଲା ଉମରକୋଟଠାରେ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନାର ଶୁଭାରମ୍ଭ ହୋଇଛି। ଏହି ଯୋଜନାର ଆଜି ଶୁଭାରମ୍ଭ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ଏହି ପରିପ୍ରେକ୍ଷୀରେ ମନ୍ତ୍ରୀ ପିଲାମାନଙ୍କୁ ପୋଷଣ ଯୁକ୍ତ ମାଣ୍ଡିଆ ଲଡ଼ୁ ବାଣ୍ଟି କାର୍ଯ୍ୟକ୍ରମର ଶୁଭାରମ୍ଭ…

ସୀମାନ୍ତ କୋଟିଆ ପଞ୍ଚାୟତ ସମୁଖରେ ପାଳନହେଲା ଓଡ଼ିଶା ଦିବସ 

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): ଗତ କିଛିଦିନ ହେଲା କୋରାପୁଟ ଜିଲାର ପଟ୍ଟାଙ୍ଗି ବ୍ଲକ ଅଧୀନରେ ରହିଥିବା କୋଟିଆ ପଞ୍ଚାୟତରେ ଆନ୍ଧ୍ର ଅନୁପ୍ରବେଶକୁ ନେଇ ଚର୍ଚ୍ଚା ଲାଗି ରହିଛି। ଏହାକୁ ନେଇ ଜିଲା ଓ ବ୍ଲକ ପ୍ରଶାସନ ପକ୍ଷରୁପଞ୍ଚାୟତ ସଦର ମହକୁମାରେ ଓଡ଼ିଶା…

ଏକାଉଣ୍ଟରୁ କଟିଗଲା ଟଙ୍କା: ଯୁବକ ଭାଙ୍ଗିଦେଲା ଏଟିଏମ୍

ଆନନ୍ଦପୁର, ୧।୪ (ସୁଶାନ୍ତ କୁମାର ସାହୁ): ଆନନ୍ଦପୁର ଉପଖଣ୍ଡ ଘସିପୁରା ଷ୍ଟେଟ ବ୍ୟଙ୍କ ଏଟିଏମ୍ ଭାଙ୍ଗି ଚୁର୍ ମାର କରିଦେଲେ ଯୂବକ l ଘଷିପୁରା ଥାନା ସାମ୍ନାରେ ଥିବା ଷ୍ଟେଟ୍ ବ୍ୟାଙ୍କ ଘଷିପୁରା ଶାଖାର ଏଟିଏମ୍ କୁ ଗୋଇଠା ମାରି ଭାଙ୍ଗି…

୪ରେ ପ୍ରତିବାଦ ସହ ବିଧାନସଭା ଘେରିବ ପିଏଚ୍‌ଆଇଇଭି

ଭୁବନେଶ୍ୱର,୧ା୪: ଭିନ୍ନକ୍ଷମ ଅନ୍ତର୍ନିବେସୀ ଶିକ୍ଷା ସ୍ବେଚ୍ଛାସେବୀ(ପିଏଚ୍‌ଆଇଇଭି)ଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସ୍ଥାୟୀ ନିଯୁକ୍ତି ଦିଆଯାଉ। ସମସ୍ତ ଭିନ୍ନକ୍ଷମ ଆଇଇଭିଙ୍କୁ ସିଏଲ୍‌, ଇଏଲ୍‌, ଏସିଏଲ୍‌ ଓ ମାତୃତ୍ୱ ଛୁଟି ଦିଆଯାଉ। ଏଥିସହ ମାସିକ ୩୦ ହଜାର ଟଙ୍କା ପ୍ରଦାନ କରାଯାଉ…

ଶିକ୍ଷକତା ଜୀବନରୁ ଅବସରନେଲେ ପ୍ରଧାନଶିକ୍ଷୟିତ୍ରୀ: ଛଳଛଳ ଆଖି, କାଲି ଘଣ୍ଟାରେ ୭ଟା ବାଜିବ ସତ ହେଲେ ସେ ଆଉ….

କର୍ଲାମୁଣ୍ଡା,୩୧।୩(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜଲା କର୍ଲାମୁଣ୍ଡା ବ୍ଲକ ତେରେସିଂହା ପଞ୍ଚାୟତର ବିନ୍ଧାଣୀ ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ନଳିନୀ ସାହୁ ସୋମବାର ଶିକ୍ଷକତା ଜୀବନରୁ ଅବସର ଗ୍ରହଣ କରିଛନ୍ତି। ଏହି ଅବସରରେ ବିଦ୍ୟାଳୟ ପରିସରରେ ପରିଚାଳନା ସମିତି ସଭାପତି ଗିରିଧାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?