ସୁଧୁରୁନି ସହରର ପରିମଳ ବ୍ୟବସ୍ଥା
ଖୋର୍ଦ୍ଧା,୨୫ା୫(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ସହରର ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି। ବର୍ଷାଦିନକୁ ଦୃଷ୍ଟିରେ ରଖି ପୌର ପ୍ରଶାସନ ପକ୍ଷରୁ କୌଣସି ବ୍ୟବସ୍ଥା କରାଯାଇନାହିଁ। ଶନିବାର ବର୍ଷା ହେବାରୁ ଡ୍ରେନ୍ରେ ପାଣି ନିଷ୍କାସନ ହୋଇ ନ ପାରି ରାସ୍ତା ଉପରେ ଜମି ରହିବା…
ଲମତାପୁଟରେ ବାଦଲ ଫଟା ବର୍ଷା
ଲମତାପୁଟ/କୋରାପୁଟ,୨୪ା୫(ଭକ୍ତରାମ ବାଙ୍କିଆ/ଅମିତାଭ ବେହେରା)- କୋରାପୁଟ ଜିଲା ଲମତାପୁଟ ବ୍ଲକ ଅଞ୍ଚଳରେ ଶନିବାର ଅପରାହ୍ନରେ ୧ଘଣ୍ଟା ଧରି ବାଦଲ ଫଟା ବର୍ଷା ହୋଇଛି। ଜୟପୁରରୁ ଲମତାପୁଟ ଦେଇ ବିଶାଖାପାଟଣା ଯାଇଥିବା ମୁଖ୍ୟ ରାସ୍ତାରେ ୨ଫୁଟ ଉଚ୍ଚରେ ପାଣି ପ୍ରବାହିତ ହୋଇଥିଲା। ଲମତାପୁଟ ସଦର…
ଚିକିତ୍ସା ପାଇଁ ଯାଇଥିଲେ, ମେଡିକାଲରେ ୩ ପୁଅଙ୍କୁ ଛାଡ଼ି ବାପା ଫେରାର
ରାୟଗଡା, ୨୧।୫(ଆଶିଷ ରଞ୍ଜନ ପଣ୍ଡା)- ଜଣେ କି ଦୁଇଜଣ ନୁହେଁ, ତିନି କୁନି ପୁଅଙ୍କୁ ଚିକିତ୍ସା ପାଇଁ ଆଣି ମେଡ଼ିକାଲରେ ଛାଡ଼ି କେଉଁଆଡ଼େ ଚାଲିଯାଇଛନ୍ତି ବାପା । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଗୋଷ୍ଠୀ…
ପାକିସ୍ତାନ ସପକ୍ଷରେ ସ୍ଲୋଗାନ ଦେଇ ୨ ଯୁବକ ଗିରଫ
କଟକ,୨୪।୫: ପାକିସ୍ତାନ ସପକ୍ଷରେ ସ୍ଲୋଗାନ ଦେବା ଅଭିଯୋଗରେ ଚାଉଳିଆଗଞ୍ଜ ଥାନା ପୋଲିସ ଶନିବାର ୨ଜଣ ଯୁବକଙ୍କୁ ଗିରଫ କରିଛି। ଭାରତ-ପାକିସ୍ତାନ ଉତ୍ତେଜନା ବେଳେ ପାକିସ୍ତାନ ସପକ୍ଷରେ ୨ଜଣ ଯୁବକ ନାରା ଦେଇଥିଲେ। ଏପରିକି ଏହାର ଭିଡିଓ ଭାଇରାଲ କରିଥିଲେ। ପୋଲିସ ଘଟଣାର…
ଅପହଞ୍ଚ ସାକାଡି ଗ୍ରାମବାସୀଙ୍କୁ ଭେଟିଲେ ଫୁଲବାଣୀ ବିଧାୟକ
ଖଜୁରିପଡା,୨୪ା୫ (ବିଦୁର ବେହେରା) – କନ୍ଧମାଳ ଜିଲା ଖଜୁରିପଡା ବ୍ଲକ ଦଳପଡ଼ା ପଞ୍ଚାୟତର ଅପହଞ୍ଚ ଇଲାକା ଭାବେ ପରିଚିତ ସାକାଡି ଗ୍ରାମକୁ ଫୁଲବାଣୀ ବିଧାୟକ ଉମା ଚରଣ ମଲିକ ଗସ୍ତ କରି ସେଠାରେ ବସବାସ କରୁଥିବା ୧୬ ପରିବାରଙ୍କ ସହ ଆଲୋଚନା…
ଦୁର୍ନୀତି ଅଭିଯୋଗ ଆଣିବାରୁ ହତ୍ୟା: ଗାଁ ସାଥୀଙ୍କ ସମେତ ୫ ଅଭିଯୁକ୍ତ ଗିରଫ
ଗାଇସିଲେଟ୍,୨୪।୫(ଦୁର୍ଗାପ୍ରସାଦ ତ୍ରିବେଦୀ): ବରଗଡ଼ ଜିଲା ଗାଇସିଲେଟ୍ ଥାନା ଅଧୀନ ସେମେଲଗୁଡ଼ିଆ ଗ୍ରାମରେ ଏକ ଉନ୍ନୟନ କାର୍ଯ୍ୟରେ ହୋଇଥିବା ଦୁର୍ନୀତିରୁ ହତ୍ୟାକାଣ୍ଡ ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ହତ୍ୟାକାଣ୍ଡରେ ଗ୍ରାମର କଳାକୁମର ମହାନନ୍ଦ(୫୫)ଙ୍କ ମୃତ୍ୟୁ ହୋଇଛି। ପୋଲିସ ଏହି ଘଟଣାରେ ୫ ଅଭିଯୁକ୍ତଙ୍କୁ…
ଗାଁରେ ମାତିଛି କିଡ୍ନୀ ରୋଗ: ୧୪ ମଲେଣି, ୧୯ ମୃତ୍ୟୁ ସହ କରୁଛନ୍ତି ସଂଗ୍ରାମ
କର୍ଲାମୁଣ୍ଡା:୨୪।୫(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜଲା କର୍ଲାମୁଣ୍ଡା ବ୍ଲକ ଗଜବାହାଲ ପଞ୍ଚାୟତ ବଲାଙ୍ଗୀର ଜିଲାର ସୀମାନ୍ତରେ ରହିଛି ଧରାଖମନ ଗାଁ। ବ୍ଲକ ସଦରମହକୁମାରଠାରୁ ପ୍ରାୟ ୧୫ କିଲୋମିଟର ଦୂରରେ ଏହି ଗାଁ ରହିଛି । ଗାଁର ପରିବାର ସଂଖ୍ୟା ପ୍ରାୟ ୯୦।…
ବିବାହର ୧୪ ବର୍ଷ ପରେ ବି ଯୌତୁକ ଦାବି, ସ୍ତ୍ରୀଙ୍କୁ କାତିରେ ହାଣି ହତ୍ୟା ଉଦ୍ୟମ, ସ୍ବାମୀଙ୍କ ନାଁରେ…
ଦିଗପହଣ୍ଡି,୨୪।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ବୁଡୁ ସେଠୀ ତାଙ୍କ ସ୍ତ୍ରୀ ରଶ୍ମୀ ସେଠୀଙ୍କୁ କାତିରେ ମରଣାନ୍ତକ ଆକ୍ରମଣ କରି ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ରଶ୍ମୀଙ୍କ ଭାଇ ଲକ୍ଷ୍ମୀ ଚରଣ ସେଠୀ ଏନେଇ…
ପୋତିହୋଇଛି ଡ୍ରେନ୍, ରାସ୍ତାରେ ଜମୁଛି ମଇଳାପାଣି
ରିଷିଡ଼ା,୨୪ା୫(ସୁଶାନ୍ତ ମଲ୍ଲିକ)-କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ୍ ରିଷିଡ଼ା ପଞ୍ଚାୟତର ରାମମନ୍ଦିର ଛକଠାରୁ ମିଲନ ଛକ କନ୍ଧପଡ଼ା କନାରପଡ଼ା ପର୍ଯ୍ୟନ୍ତ ପରିମଳ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି। କେତେକ ସ୍ଥାନରେ ଡ୍ରେନ୍ ସଫା ହେଉ ନ ଥିବାବେଳେ ଆଉ କେଉଁଠି ଅନାବନା ଗଛ…
ଜେସିବିରେ କାମ କରିବା ବେଳେ ମାଟି ପଡ଼ିଗଲା, ଚାଷଜମିରେ ଗୋଡ଼ାଇ ଗୋଡ଼ାଇ ହାଣିଦେଲେ
ରେଢାଖୋଲ ୨୪।୫(ଅଚ୍ୟୁତାନନ୍ଦ ପୁରୋହିତ): ସମ୍ବଲପୁର ଜିଲା ରେଢାଖୋଲ ଥାନା ବୁର୍ଡା ପଞ୍ଚାୟତର ବଡ଼ମାଳ ଗ୍ରାମରେ ଜମିବାଡି ବିବାଦରୁ ଏକ ହତ୍ୟାକାଣ୍ଡ ଘଟିଛି। ବଡମାଳ ଗ୍ରାମର ପ୍ରଫୁଲ୍ଲ ନାଏକଙ୍କୁ ଶନିବାର ସକାଳ ୧୦ଟାରେ ସେହି ଗ୍ରାମର ବିଭୂତି ପ୍ରଧାନ ଟାଙ୍ଗିଆରେ ହାଣି ହତ୍ୟା…
କୋରାପୁଟରେ ଲଜ୍ଜା: ପୁଣି ନାବାଳିକା ହେଲେ ଗର୍ଭବତୀ
ଜୟପୁର,୨୪ା୫(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ବୋରିଗୁମ୍ମା ବ୍ଲକ୍ ଅଞ୍ଚଳର ଜଣେ ନାବାଳିକା ଗର୍ଭବତୀ ହୋଇଛନ୍ତି। ଏ ନେଇ ପୀଡିତାଙ୍କ ମା ଜୟପୁର ମହିଳା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ପୋଲିସ ଏକ ମାମଲା(ନଂ.୭୦/୨୫) ରୁଜୁ କରି ତଦନ୍ତ…
ଅସରାଏ ବର୍ଷା ହେଲେ ଘରେ ପଶୁଛି ପାଣି, ପଥର ରଖି ରାସ୍ତା ଅବରୋଧ କଲେ ଗ୍ରାମବାସୀ
ଆନନ୍ଦପୁର/ଘସିପୁରା, ୨୪।୫(ସୁଶାନ୍ତ କୁମାର ସାହୁ/ନିରଞ୍ଜନ ସାହୁ): କାଳବୈଶାଖୀ ଯୋଗୁ ହେଉଥିବା ଅଦିନିଆ ବର୍ଷାରେ ଦେଓଗାଁ ମୁଖ୍ୟ ରାସ୍ତାରେ ଜମୁଛି ଆଣ୍ଠୁଏ ପାଣି। ଏହା ନିଷ୍କାସନ ହୋଇପାରୁ ନ ଥିବାରୁ ଲୋକଙ୍କ ଘରେ ପାଣି ପଶି ଧାନ, ଚାଉଳ ଓ ଅନେକ ଜିନିଷପତ୍ର…

