ଆମ ଜିଲା ଖବର

ଆଦିବାସୀ ଝିଅ ମାଧବୀ ପାଇଲେ ଓଡ଼ିଶୀ ନୃତ୍ୟ ଛାତ୍ରବୃତ୍ତି, ଚାରିଆଡ଼ୁ ଛୁଟିଛି ଅଭିନନ୍ଦନର ସୁଅ

ମୋହନା, ୧୭।୫( ମନ୍ମଥ ମିଶ୍ର ): ଗଜପତି ଜିଲା ମୋହନା ବ୍ଲକ ଦୁର୍ଗମ ଅଞ୍ଚଳ ଦମାଦୁଆ ଗ୍ରାମର ଆଦିବାସୀ ଝିଅ ମାଧବୀ ମାଝୀ ଓଡିଶୀ ନୃତ୍ୟ ଛାତ୍ରବୃତ୍ତି ପାଇଛନ୍ତି। ତାଙ୍କୁ ସିସିଆର୍‌ଟି ସଂସ୍କୃତି ମନ୍ତ୍ରଣାଳୟ ଭାରତ ସରକାରଙ୍କ ତରଫରୁ ଓଡ଼ିଶୀ ନୃତ୍ୟ…

ବିଜେଡି ଓପରେ ଫିଡିକିଲେ ଶଶି: କେବଳ ଏହି ଗୋଟିଏ କାରଣ ପାଇଁ, ଯିଏ ନିର୍ବାଚନ ପରିଚାଳନା କରୁଥିଲେ…

ଭୁବନେଶ୍ୱର,୧୭।୫: ବିଜେଡିକୁ ନେଇ ପୁଣି ବଡ଼ ବୟାନ ଦେଲେ ପୂର୍ବତନ ବିଜେଡି ବିଧାୟକ ଶଶିଭୂଷଣ ବେହେରା। ଦଳରେ ବରିଷ୍ଠଙ୍କୁ ଅଣଦେଖା କରାଯାଉଥିବା କହିଲେ ଶଶିଭୂଷଣ। ଦଳରେ ବରିଷ୍ଠଙ୍କ ପରାମର୍ଶ ଲୋଡ଼ା, କିନ୍ତୁ ଅଣଦେଖା କରାଯାଉଥିବା ସେ କହିଛନ୍ତି। ଏନେଇ ନିର୍ବାଚନରେ ଫଳ…

ଭତ୍ତାରୁ ବଞ୍ଚିତ ଯୋଗ୍ୟ ହିତାଧିକାରୀ: ବିଡିଓଙ୍କୁ ଘେରିଲେ…

ପୁରୁଷତ୍ତମପୁର,୧୭ା୫(ସିମାଞ୍ଚଳ ମିଶ୍ର): ପୁରୁଷୋତ୍ତମପୁର ବ୍ଲକର ବିଭିନ୍ନ ପଞ୍ଚାୟତରେ ବହୁ ଯୋଗ୍ୟ ହିତାଧିକାରୀ ଭତ୍ତା ପାଇବାରୁ ବଞ୍ଚିତ ଅଛନ୍ତି। ଗରିବ, ବୟସାଧିକ ହିତାଧିକାରୀମାନେ ଭତ୍ତା ପାଉ ନ ଥିବାରୁ ଅସନ୍ତୋଷ ଦେଖାଦେଇଛି। ଏହାର ପ୍ରତିବାଦରେ ଶନିବାର ହୁଣ୍ଡତ, କେ.ଏନ.ପୁର ଓ ବଡ଼ଖରିଡାର ୭୦…

କୋରାପୁଟ ମେଡିକାଲରେ ଖୋଲିଲା ସୁପର ସ୍ପେସିଆଲିଷ୍ଟ କ୍ଲିନିକ

କୋରାପୁଟ,୧୭।୫(ଅମିତାଭ ବେହେରା): କୋରାପୁଟ ଶହୀଦ ଲକ୍ଷ୍ମଣ ନାୟକ ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ସୁପର ସ୍ପେସିଆଲିଷ୍ଟ କ୍ଲିନିକ ଶନିବାର ଉଦ୍‌ଘାଟିତ ହୋଇଯାଇଛି। କୋରାପୁଟ ଜିଲାପାଳ ଭି କୀର୍ତ୍ତି ୱାସନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଉଦ୍‌ଘାଟନ କରିଥିଲେ। କଲେଜ ଡିନ…

ମହାପ୍ରସାଦକୁ ଅସମ୍ମାନ: ଚପଲ ପିନ୍ଧି ଡାଇନିଂରେ ବସି ଖାଇଲେ ଏକାଠି, ପଚାରିବାରୁ କହିଲେ…

ପୁରୀ,୧୭ା୫(ଅଜିତ କୁମାର ମହାନ୍ତି): ମହାପ୍ରସାଦକୁ ଅସମ୍ମାନ କରାଇଥିବା ଭଳି ଘଟଣା ଦେଖିବାକୁ ମିଳିଛି। ଯାହା ଏବେ ବିଭିନ୍ନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ମହାପ୍ରସାଦକୁ ଏପରି ଅପମାନକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ଦେଖିବାକୁ ମିକିଛି। ଭିଡିଓରେ ଦେଖିବାକୁ ମିଳୁଛି…

ସାଙ୍ଗମେଳରେ ଗାଧୋଇଯାଇଥିଲେ ୫ ବର୍ଷର ଶିଶୁ କନ୍ୟା , ଆଉ ଫେରିଲେନି  ଘରକୁ …

ଖଜୁରୀପଡ଼ା,୧୭।୫(ବିଦୁର ବେହେରା): କନ୍ଧମାଳ ଜିଲା ଖଜୁରୀପଡ଼ା ଥାନା ଅନ୍ତର୍ଗତ କାବର ଗାଁ ବନ୍ଧରେ ଗାଧୋଇବାକୁ ଯାଇ ଜଣେ ୫ ବର୍ଷର ଶିଶୁକନ୍ୟାଙ୍କ ମୃତ୍ୟୁ ଘଟିଛି। ସୂଚନା ମୁତାବକ ଲୋଚନ ସାହୁଙ୍କ ଝିଅ ଅମ୍ରିତା ସାହୁ (୫ ବର୍ଷ) ସାଙ୍ଗ ମେଳରେ ଘର…

୧୭ ବର୍ଷ ହେଲା ନଦୀ ପାଲଟିଛି ଅଳିଆ ଗଦା, ରୂପ ବଦଳାଇବ ୪୦୦ କୋଟି ଟଙ୍କାର ରିଙ୍ଗ୍‌ରୋଡ୍‌ ପ୍ରକଳ୍ପ

ଭଞ୍ଜନଗର,୧୭ା୫(ବାବୁଲା ପ୍ରଧାନ): ବ୍ରିଟିଶ ଶାସନ ସମୟରେ ୧୮୮୩ରେ ହୋଇଥିବା ଗଞ୍ଜାମ ଜିଲା ଭଞ୍ଜନଗର ଲୋହରାଖଣ୍ଡି ସେତୁକୁ ୨୦୦୮ ପୂର୍ବରୁ ଭାଙ୍ଗି ସେଠାରେ ଏକ ନୂଆ ସେତୁ ଯୋଜନା ହୋଇଥିଲା। କିନ୍ତୁ ସେତୁର ଛାତକୁ ଭାଙ୍ଗିବା ପରେ ପିଲାରଗୁଡ଼ିକୁ ଭାଙ୍ଗିବା ଯୋଜନା ହୋଇଥିଲା।…

ପ୍ରତି ମାସରେ ସରପଞ୍ଚଙ୍କୁ ଭେଟୁଛନ୍ତି ବିଡିଓ

ଗଞ୍ଜାମ,୧୭ା୫(ବିଦ୍ୟାଧର ସାହୁ): ଜିଲାପାଳଙ୍କ ପରାମର୍ଶ କ୍ରମେ ବିଡ଼ିଓ ଅଚ୍ୟୁତାନନ୍ଦ ଯାନୀ ପ୍ରତ୍ୟେକ ଶନିବାର ବ୍ଲକ୍‌ ସହକାରୀ ନିର୍ବାହୀ ଯନ୍ତ୍ରୀ ସୁଶୀଲ ପଣ୍ଡା, ନିର୍ବାହୀ ଯନ୍ତ୍ରୀ ଦିଗାମ୍ବର ନାୟକଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀଙ୍କୁ ନେଇ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରୁଛନ୍ତି। ଏଥିସହ ପ୍ରତ୍ୟେକ…

ଧରିତ୍ରୀ ପ୍ରଭାବ: ମାନସଙ୍କ ପାଖରେ ପହଞ୍ଚି ସହାୟତାର ହାତ ବଢ଼ାଇଲା ଅଂଶୁମାନ ଟ୍ରଷ୍ଟ

ଧର୍ମଶାଳା,୧୭।୫(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ବ୍ଲକ କୋତପୁର ପଞ୍ଚାୟତ ମୁରତପୁର ଗାଁର ମାନସ ଦଳାଇ ଦୀର୍ଘଦିନ ହେବ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ଅସୁସ୍ତ ଥିବା ଖବର ଧରିତ୍ରୀରେ ପ୍ରକାଶ ପାଇଥିଲା। ପରେ ଏହି ଖବର ପ୍ରକାଶ ପାଇବା…

ଦିଗପହଣ୍ଡି କୋର୍ଟ, ଜେଲରେ ପହଞ୍ଚିଗଲେ ଜିଲା ଦୌରାଜଜ, ସବଜଜ୍‌ କୋର୍ଟ ଅବିଳମ୍ବେ ଖୋଲିବା ନେଇ…

ଦିଗପହଣ୍ଡି,୧୭ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦୌରାଜଜ ଡ.ଭାଗ୍ୟଲକ୍ଷ୍ମୀ ରଥ ଶୁକ୍ରବାର ଦିଗପହଣ୍ଡି ଜେଏମଏଫସି କୋର୍ଟ ଓ ସବଜେଲ ପରିଦର୍ଶନ କରିଛନ୍ତି। ପୂର୍ବାହ୍ନରେ ସେ କୋର୍ଟ ହଲରେ ଉପସ୍ଥିତ ରହି ଜେଏମଏଫସି ନିଳିମା ଷଡ଼ଙ୍ଗୀଙ୍କ ସାକ୍ଷ୍ୟ ଗ୍ରହଣ ପ୍ରକ୍ରିୟା ଓ କୋର୍ଟ…

ଶିକ୍ଷକଙ୍କୁ ଦରମା ପ୍ରଦାନ ପାଇଁ ଜିଲା ଶିକ୍ଷାଧିକାରୀଙ୍କୁ ଦାବିପତ୍ର

ଦେବଗଡ଼,୧୭ା୫(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ବାରକୋଟ ବ୍ଲକରେ କାର୍ଯ୍ୟରତ ଏନ୍‌ପିଏସ୍‌ ଶିକ୍ଷକଙ୍କୁ ଗତ ମାସର ଦରମା ପ୍ରଦାନ କରାଯାଇ ନ ଥିବା ବେଳେ ପରିବାର ଗୁଜୁରାଣ ମେଣ୍ଟାଇବାରେ ସେମାନେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏଣୁ ଦରମା…

ଜୁଆ ଆଡ୍ଡାରେ ରେଡ୍‌: ୧୫ ଜଣଙ୍କୁ ବାନ୍ଧିଲା ପୋଲିସ

ନୂଆପଡ଼ା,୧୭।୫(ମକାରୁ ବେମାଲ): ନୂଆପଡା ଜିଲା ଲଖନା ଥାନା କୁରୁମପୁରି ଓ ଠାକୁରପାଲି ଗାଁ ମଝି ଜଙ୍ଗଲରେ ଚାଲିଥିବା ଜୁଆ ଆଡ୍ଡା ଉପରେ ପୋଲିସ ଚଢାଉ କରିଛି। ଏହା ସହ ୧୫ ଜଣଙ୍କୁ ଗିରଫ କରାଯାଇ ୨୮ ହଜାର ଟଙ୍କା, ୯ଟି ବାଇକ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?