ଆମ ଜିଲା ଖବର

୪ ମାସ ହେବ ଥିଲେ ନିଖୋଜ, ଜଙ୍ଗଲରୁ ମିଳିଲା ଝୁଲନ୍ତା ମୃତଦେହ

ନୂଆପଡ଼ା,୧୧ା୬(ମକାରୁ ବେମାଲ):ନୂଆପଡ଼ା ସଦର ଥାନା କେରମେଲି ଗାଁ ପାଟିଡଙ୍ଗର କଛା ଜଙ୍ଗଲ ଭିତରୁ ମଙ୍ଗଳବାର ପୋଲିସ ଜଣେ ଯୁବକଙ୍କ ଗଳିତ ଝୁଲନ୍ତା ମୃତଦେହ ଜବତ କରିଛି। ସେ ହେଲେ ବଲାଙ୍ଗୀର ଜିଲା ମୁରିବାହାଲ ଥାନା କୁମ୍ଭାରୀ ଗାଁର ବଳରାମ ହାତୀ (୩୮)।…

ତ୍ରୁଟିପୂର୍ଣ୍ଣ ଡ୍ରେନ୍‌ ନିର୍ମାଣ: ଅସରାଏ ବର୍ଷାରେ ବେହାଲ ମୁଖ୍ୟାଳୟ ରାସ୍ତା

ଥୁଆମୂଳ ରାମପୁର,୧୧ା୬ (ଦୁର୍ଗା କୀର୍ତ୍ତି)- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟ ଦେଇ ଯାଇଥିବା ରାସ୍ତା ଅସରାଏ ବର୍ଷାରେ ବେହାଲ ହୋଇପଡିଥିଲା। ତ୍ରୁଟିପୂର୍ଣ୍ଣ ଡ୍ରେନ୍‌ ନିର୍ମାଣ ଯୋଗୁ ଡ୍ରେନ୍‌ରେ ପାଣି ଯିବା ବଦଳରେ ରାସ୍ତା ଉପରେ ବର୍ଷା ଜଳ ପ୍ରବାହିତ…

ଚିକିତ୍ସା ଅଭାବରୁ ଆଖି ବୁଜିଲେ ପ୍ରସୂତି-ଶିଶୁକନ୍ୟା, ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି

ଦିଗପହଣ୍ଡି,୧୦।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଆଡପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଆବଶ୍ୟକ ଚିକିତ୍ସା ଅଭାବରୁ ଜଣେ ପ୍ରସୂତି ଏବଂ ଜନ୍ମିତ ଶିଶୁକନ୍ୟାଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ମୃତକ ଜଣକ ହେଲେ ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜୟପୁର…

‘ଆମ ସଂକଳ୍ପ ନିଶା ନୁହେଁ ଜୀବନ’

ଦିଗପହଣ୍ଡି,୧୦ା୬(ଅଶେଷ ନାଥ ମିଶ୍ର)- ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକ ଏବଂ ସିଦ୍ଧେଶ୍ୱର ଗ୍ରାମ ଗଣିଆ ନାଳ ଛକ ଠାରେ ମଙ୍ଗଳବାର ଅବକାରୀ ବିଭାଗ ପକ୍ଷରୁ ଆମ ସଂକଳ୍ପ ନିଶା ନୁହେଁ ଜୀବନ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ପାଲା…

ଭୋଜି ଖାଇବାକୁ ଯାଇଥିଲେ, ଫେରିବା ବାଟରେ ବାଇକ୍‌ ସହ ମୁହାଁମୁହିଁ; ଚାଲିଗଲା ସ୍ବାମୀଙ୍କ ଜୀବନ, ସ୍ତ୍ରୀ ଗୁରୁତର

ମୋହନା୧୦ା୬(ମନ୍ମଥ ମିଶ୍ର)-ବନ୍ଧାଗୁଡା ଗ୍ରାମକୁ ଏକ ଭୋଜି ଖାଇବାକୁ ଯାଇ ଫେରୁଥିବା ବେଳେ ଏକ ବାଇକ୍‌ ଧକ୍କାରେ ସ୍ବାମୀଙ୍କ ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ ଗୁରୁତର ହୋଇଛନ୍ତି। ଦୁର୍ଘଟଣା ଘଟାଇଥିବା ଯୁବକ ଫେରାର ହୋଇଯାଇଛନ୍ତି। ଖବରରୁ ଜଣାପଡିଛି , ଏଣ୍ଡ୍ରିମା ଗ୍ରାମର ଭୀମ…

ସାଙ୍ଗର ଜନ୍ମଦିନ କହି ଘରକୁ ଫେରି ନ ଥିଲେ, ୬ଷ୍ଠ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ କରି ଜେଲ ଗଲେ ଦୀପକ

ଦିଗପହଣ୍ଡି,୧୦ା୬(ଅଶେଷ ନାଥ ମିଶ୍ର)-ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ଜଣେ ନାବାଳିକା ଛାତ୍ରୀଙ୍କୁ ଅପହରଣ ଘଟଣାରେ ମଙ୍ଗଳବାର ଦୀପକ ନାୟକଙ୍କୁ ତଦନ୍ତକାରୀ ଅଧିକାରୀ ଏସ୍‌ଆଇ ଜ୍ୟୋତି ରଞ୍ଜନ ବେହେରା ଗିରଫ କରି ବ୍ରହ୍ମପୁର ସ୍ବତନ୍ତ୍ର ପୋକ୍ସ କୋର୍ଟକୁ ଚାଲାଣ କରିଛନ୍ତି। ମାମଲା ନଂ.୨୦୧/୨୫…

ଧର୍ମଗଡ଼ ଉପଜିଲାପାଳ IAS ଧୀମାନ ଚକ୍‌ମା ସସ୍‌ପେଣ୍ଡ୍‌, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାନୁଷ୍ଠାନ

ଭବାନୀପାଟଣା,୧୦।୬(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ଧର୍ମଗଡ଼ ଉପଜିଲାପାଳ ଓ ୨୦୨୧ ବ୍ୟାଚର IAS ଅଫିସର ଧୀମାନ ଚକ୍‌ମାଙ୍କୁ ସସ୍ପେଣ୍ଡ୍ କରାଯାଇଛି। ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ଦ୍ବାରା ଗିରଫ ହୋଇଥିବା ପରେ ମୁଖ୍ୟମନ୍ତ୍ରୀ ନିଲମ୍ବନ ନିର୍ଦ୍ଦେଶ ଦେଇଛନ୍ତି। ସୂଚନା ଅନୁଯାୟୀ…

ବ୍ରହ୍ମପୁର-ଫୁଲବାଣୀ ମଧ୍ୟରେ ରେଳ ଲାଇନ୍‌ ଦାବି: ଆଜି ପ୍ରସ୍ତୁତି ବୈଠକ, ୧୩ରେ ଭଞ୍ଜନଗରରେ ଶୋଭାଯାତ୍ରା

ଭଞ୍ଜନଗର,୧୦।୬(ବାବୁଲା ପ୍ରଧାନ)- ଦକ୍ଷିଣ ଓଡ଼ିଶା ରେଳ ଏବଂ ଉନ୍ନୟନ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବ୍ରହ୍ମପୁର ଫୁଲବାଣୀ ରେଳ ଲାଇନ ଦାବି ନେଇ ଗଞ୍ଜାମ ଓ କନ୍ଧମାଳ ଜିଲାର ବିଭିନ୍ନ ସ୍ଥାନରେ ପଥପ୍ରାନ୍ତ ସଭା ଏବଂ ଶୋଭାଯାତ୍ରା କରାଯାଉଛି। ଏନେଇ ଏକ…

ଶେଷରେ ବଦଳିଲେ ଦାରିଙ୍ଗବାଡ଼ି ଅତିରିକ୍ତ ତହସିଲଦାର, ସରକାରଙ୍କୁ ଧନ୍ୟବାଦ ଜଣାଇଲେ…

ଦାରିଙ୍ଗବାଡି, ୧୦।୬ (ଅରୁଣ ସାହୁ )- କନ୍ଧମାଳ ଜିଲା ଦାରିଙ୍ଗବାଡି ତହସିଲ କାର୍ଯ୍ୟାଳୟରୁ ଅତିରିକ୍ତ ତହସିଲଦାର ନମିତା ପ୍ରଧାନଙ୍କ ବଦଳି ହୋଇଛି। ରାଜ୍ୟସରକାର ତାଙ୍କୁ ନବରଙ୍ଗପୁର ସଦରକୁ ଅତିରିକ୍ତ ତହସିଲଦାର ଭାବେ ବଦଳି କରିଛନ୍ତି। ତାଙ୍କ ସ୍ଥାନରେ ସରକାର ଦୁଃଶାସନ ସ୍ବାଇଁଙ୍କୁ…

ଛିଡ଼ିଲା ଦଉଡ଼ି, ଛେଳି ପାଇଁ ୩ ଘଣ୍ଟା ଧରି କୂଅରେ ଫସି ରହିଲେ, ଉଦ୍ଧାର ପରେ ସଂଘର୍ଷ କାହାଣୀ କହିଲେ ଲୁଦି…

ଦାରିଙ୍ଗବାଡି, ୧୦।୬ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ସିମନବାଡି ଶିବ ମନ୍ଦିରର କୂଅରେ ଏକ ଛେଳି ପଡିଯାଇଥିଲା। ପରେ ତାକୁ ଉଦ୍ଧାର କରିବାକୁ ଯାଇ ୩ ଘଣ୍ଟା ଧରି ଉକ୍ତ କୂଅରେ ଜଣେ ଯୁବକ ଫସିଯାଇଥିଲେ। ତାଙ୍କୁ…

ଭିଜିଲାନ୍ସ ଜାଲରେ ଲମତାପୁଟ ସହକାରୀ ଯନ୍ତ୍ରୀ ସୁଚିସ୍ମିତା ପରିଜା

କୋରାପୁଟ,୧୦।୬(ଅମିତାଭ ବେହେରା): କୋରାପୁଟ ଜିଲା ଲମତାପୁଟ ବ୍ଲକ ସହକାରୀ ଯନ୍ତ୍ରୀ ସୁଚିସ୍ମିତା ପରିଜା ମନରେଗା ଟଙ୍କା ରିଲିଜ କରିବାକୁ ୮ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଜୟପୁର ଭିଜିଲାନ୍ସ ଦ୍ୱାରା ଧରା ପଡିଛନ୍ତି। ଲମତାପୁଟସ୍ଥିତ ସରକାରୀ କ୍ୱାଟର୍ସଠାରେ ଏହି ୮ ହଜାର…

ଜୁନିୟର ଖଣି ଅଧିକାରୀଙ୍କୁ ଭ୍ୟାନରୁ ଟାଣି ଗୋଡ଼େଇ ମାରିଲେ

ବାଲେଶର,୧୦।୬(ବାଞ୍ଛାନିଧି ଦେ): ପୁଣି ବାଲି ମାଫିଆଙ୍କ ଆତଙ୍କରାଜ। ବାଲି ମାଫିଆଙ୍କ ଆକ୍ରମଣରେ ଲହୁ ଲୁହାଣ ହେଲେ ଜୁନିୟର ଖଣି ଅଧିକାରୀ । ବେଆଇନ ବାଲି ଚୋରା ଚାଲାଣ ରୋକିବାକୁ ଯାଇଥିଲେ ଖଣି ବିଭାଗର ଏକଟିମ୍‌। ଅଧିକାରୀଙ୍କୁ ଭ୍ୟାନରୁ ଟାଣି ଗଡ଼େଇ ମାରିଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?