ଆମ ଜିଲା ଖବର

ତମାଖୁ ପୁଡ଼ିଆ କିଣିବାକୁ ଯାଇଥିଲେ, ବଚସା ପରେ ଦୋକାନୀ କଲେ ଆକ୍ରମଣ; ମା’-ପୁଅ ଗୁରୁତର

ଦିଗପହଣ୍ଡି,୧୧।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ଗ୍ରାମର ଦୋକାନୀ ସୁରେନ୍ଦ୍ର ସାହୁଙ୍କ ଆକ୍ରମଣରେ ସନ୍ତୋଷ କୁମାର ପଣ୍ଡା ଏବଂ ତାଙ୍କ ମା କୁନି ପଣ୍ଡା ଗୁରୁତର ଆହାତ ହୋଇଥିବା ଅଭିଯୋଗ ହୋଇଛି। କୁନିଙ୍କ ଏତଲା କ୍ରମେ ଦିଗପହଣ୍ଡି…

ବଟି ମାଗୁଥିଲେ, ନ ଦେବାରୁ ମା’-ପୁଅଙ୍କୁ ପନିକିରେ ହାଣିଲେ

ଦିଗପହଣ୍ଡି,୧୧।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମ ସାନରେଡିକା ସାହିର ରଞ୍ଜନ ପାଢ଼ୀ ଏବଂ ତାଙ୍କ ମା ନର୍ମଦା ପାଢ଼ୀଙ୍କୁ ଏସ.ରାଜୀବ ରେଡ୍ଡୀ ପନିକିରେ ହାଣି ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଏନେଇ ଏତଲା ହେବାପରେ…

ବ୍ରାହ୍ମଣୀଗାଁକୁ ବ୍ଲକ ଗଠନ ଦାବି ଜୋର ଧରିଲା

ଦାରିଙ୍ଗବାଡି, ୧୧।୬ (ଅରୁଣ ସାହୁ)- କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ବ୍ରାହ୍ମଣୀଗାଁ ଥାନା ଅଞ୍ଚଳକୁ ନୂତନ ବ୍ଲକ ଭାବେ ଘୋଷଣା କରାଯିବାକୁ ଦାବି ଜୋର ଧରିଛି। ଏନେଇ ବୁଧବାର ବ୍ରାହ୍ମଣୀଗାଁ ପଞ୍ଚାୟତ ରାଜୀବଗାନ୍ଧୀ ସେବାକେନ୍ଦ୍ରଠାରେ ଆଞ୍ଚଳିକ ବ୍ଲକ ଗଠନ ଅଭିଯାନ ଏବଂ…

୭୪ ଦିନ ପରେ ସ୍ବାସ୍ଥ୍ୟ ବିଭାଗର ନିଦ ଭାଙ୍ଗିଲା: ଚିକିତ୍ସା ଅବହେଳାରୁ ଗର୍ଭବତୀଙ୍କ ମୃତ୍ୟୁ ଘଟଣାର ତଦନ୍ତ ଆରମ୍ଭ

ଭଞ୍ଜନଗର,୧୧।୬(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ହସ୍ପିଟାଲରେ ନିଶ୍ଚେତକ ବିଶେଷଜ୍ଞ ଏବଂ ସର୍ଜରୀ ବିଶେଷଜ୍ଞ ପଦବୀ ବହୁ ବର୍ଷ ହେବ ଖାଲି ପଡ଼ିଛି। ଫଳରେ ଏଠାକୁ ଚିକିତ୍ସିତ ହେବାକୁ ଆସୁଥିବା ରୋଗୀମାନେ ଉକ୍ତ ସେବା ପାଇ ନ ପାରି ଘୋର…

ରୋଗୀ ପରିବହନ ସେବା ବାଧାପ୍ରାପ୍ତ: ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

ଭଞ୍ଜନଗର,୧୧।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ମେଡ଼ିକାଲରେ କାର୍ଯ୍ୟରତ ଥିବା ୧୦୮ ଆମ୍ବୁଲାନ୍ସ କର୍ମଚାରୀ ଏକାଧିକ ଦାବିନେଇ ବୁଧବାର ଅପରାହ୍ନରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ କରିଛନ୍ତି। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଚାଲିବ ବୋଲି ସଙ୍ଘ…

କୋରାପୁଟ ଶାବର ଶ୍ରୀକ୍ଷେତ୍ରରେ ସ୍ନାନଯାତ୍ରା: ଗଜାନନ ବେଶ ଦର୍ଶନ

କୋରାପୁଟ,୧୧।୬(ଅମିତାଭ ବେହେରା): କୋରାପୁଟସ୍ଥିତ ଶାବର ଶ୍ରୀକ୍ଷେତ୍ର ଠାରେ ଚତୁର୍ଦ୍ଧାମୂର୍ତ୍ତିଙ୍କର ସ୍ନାନଯାତ୍ରା ମହାସମାରୋହରେ ପାଳିତ ହୋଇଯାଇଛି। ସକାଳେ ମନ୍ଦିର ପରିସରରେ ଥିବା ସୁନା କୂଅରୁ ଗଙ୍ଗା ମାତାଙ୍କୁ ପୂଜାର୍ଚ୍ଚନା କରାଯିବା ପରେ ଶହେ ଆଠ କଳସୀରେ ଜଳ ସଂଗ୍ରହ କରାଯାଇ ସ୍ନାନ ବେଦିକୁ…

ସ୍ନାନମଣ୍ଡପରେ ଶ୍ରୀଜିଉ: ପୁରୀରେ ପୋଲିସ ଛାଉଣି ସତ୍ୱେ ସେବାୟତଙ୍କୁ ମାରି…

ପୁରୀ,୧୧।୬: ସ୍ନାନ ପୂଣ୍ଣିମାରେ ପୁରୀରେ ଚାଞ୍ଚଲ୍ୟ।, ସ୍ନାନମଣ୍ଡପରେ ଶ୍ରୀଜିଉ, ଏପଟେ ରକ୍ତ ଜୁଡ଼ୁବୁଡ଼ୁ ସେବାୟତ। ବରିଷ୍ଠ ସେବାୟତ ଜଗନ୍ନାଥ ଦୀକ୍ଷିତଙ୍କୁ ହତ୍ୟା ସନ୍ଦେହ କରାଯାଉଛି। ଟାଉନ ଥାନା ଗୁଡ଼ିଆସାହି ରାବେଣି ଚଉରା ପାଖରେ ପଡ଼ିଛି ମୃତଦେହ। ମୃତ ସେବାୟତ ମହାସୁହାରସାହିର, ସେ…

ଠାକୁର ଅଜାସିଦ୍ଧବଳରାମଙ୍କ ସ୍ନାନ ଯାତ୍ରା

ସାକ୍ଷୀଗୋପାଳ,୧୧ା୬(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ପୁରୀ ଜିଲା ସତ୍ୟବାଦୀ ବକୁଳବନର ଅଧିଶ୍ବର ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଅଜାଭାବେ ପରିଚିତ ଠାକୁର ଅଜାଶ୍ରସିଦ୍ଧବଳରାମଙ୍କ ସ୍ନାନ ଯାତ୍ରା ବୁଧବାର ଅନୁଷ୍ଠିତ ହୋଇଯାଇଛି। ସକାଳୁ ସକାଳୁ ମଙ୍ଗଳ ଆଳତି, ଅବକାଶ, ବାଳଭୋଗ କରାଯାଇଥିଲା। ସ୍ନାନ ମଣ୍ଡପରେ ସଂସ୍କାର…

ପୁରୁଷୋତ୍ତମପୁରରେ ସ୍ନାନପୂର୍ଣ୍ଣିମା ପାଳିତ

ପୁରୁଷୋତ୍ତମପୁର,୧୧ା୬(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ପବିତ୍ର ସ୍ନାନପୂର୍ଣ୍ଣିମା ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ରଥସାହି ଜଗନ୍ନାଥ ମନ୍ଦିରରେ ସେବାୟତମାନେ ଶ୍ରୀଜଗନ୍ନାଥଙ୍କୁ ରତ୍ନ ସିଂହାସନରୁ ପହଣ୍ଡି କରି ସ୍ନାନବେଦୀକୁ ଆଣି ମହାସ୍ନାନ କରାଇଥିଲେ। ଏହି ଅବସରରେ ଶ୍ରୀଜିଉଙ୍କ ଦର୍ଶନ…

ଗାଡ଼ି ମାଲିକଙ୍କୁ ଧକ୍କା ଦେଲା ମାଲବାହୀ ଟ୍ରେନ୍‌, ଚାଲିଗଲା ଜୀବନ

କେନ୍ଦୁଝର,୧୧ା୬(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା ଅନ୍ତର୍ଗତ ନୂଆଗାଁ ପଞ୍ଚାୟତ କାଦଗଡ଼ ରେଳ ଫାଟକ ଠାରୁ ୮ମିଟର ଦୂରତା ରେଳ ଧାରଣା ନିକଟରେ ମାଲ ବାହୀ ଟ୍ରେନ ଧକ୍କାରେ ଜଣେ ଗାଡ଼ି ମାଲିକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ…

ଥାନା ଘେରିଲେ ୫ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ, ମଦ ବ୍ୟବସାୟୀଙ୍କ ଗିରଫ ଦାବି

ଦାରିଙ୍ଗବାଡ଼ି,୧୧ା୬(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା କୁମ୍ଭାରୀଗାଁ ପଞ୍ଚାୟତ ତୁଡ଼ି ବିଜୁ ଗ୍ରାମରେ ମଦ ବିରୋଧ କରୁଥିବା ମହିଳାଙ୍କୁ ଚୋରାମଦ କାରବାର କରୁଥିବା ବ୍ୟବସାୟୀଙ୍କ ଆକ୍ରମଣରେ ୨ ମହିଳା ଗୁରୁତର ହୋଇଛନ୍ତି। ଏନେଇ ଆନ୍ଦୋଳନ କରୁଥିବା ଶତାଧିକ…

ଯୁବପିଢ଼ି ଫାଷ୍ଟ୍‌ଫୁଡ୍‌ ମୁହାଁ, ହଜି ଯାଉଛି ପାରମ୍ପରିକ ଖାଦ୍ୟ

ଭଞ୍ଜନଗର,୧୧ା୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମିଶନ ଶକ୍ତି ଭବନରେ ସ୍ବୟଂ ସହାୟିକା ଗୋଷ୍ଠୀଙ୍କ ମଧ୍ୟରେ ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ବ୍ଲକସ୍ତରୀୟ ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତାକୁ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ମୁଖ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?