ଆମ ଜିଲା ଖବର

ବଢୁଛି ଜଳକା ନଦୀର ଜଳସ୍ତରଟପିଲା ସତର୍କ ସଂକେତ,ବନ୍ୟା ଆଶଙ୍କା

ବାଲେଶ୍ୱର,୨୯।୬(ବାଞ୍ଛାନିଧି ଦେ ): ବାଲେଶ୍ୱର ଜିଲା ବସ୍ତା ବ୍ଲକ ଦେଇ ପ୍ରବାହିତ ଜଳକା ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ମଥାନୀ ଠାରେ ନଦୀର ସତର୍କ ସଙ୍କେତ ୬ ମିଟର ରହିଥିବା ବେଳେ ରବିବାର ସକାଳ ୬ ଟାରେ ସତର୍କ ସଂକେତ…

ବେଙ୍ଗାଲୁରୁକୁ ରୋଜଗାର ପାଇଁ ଯାଇଥିବା ଶ୍ରମିକଙ୍କ ଦୁର୍ଘଟଣାରେ ଚାଲିଗଲା ଜୀବନ, ଗାଁରେ ମୃତଦେହ ପହଞ୍ଚିବା ପରେ…

ପାଟଣା,୨୯ା୬(ବୀର କିଶୋର ଦାଶ): ନିଯୁକ୍ତି ଅନ୍ବେଷଣରେ ବେଙ୍ଗାଲୁରୁ ଯାଇଥିବା ଜଣେ ୨୬ବର୍ଷୀୟ ଶ୍ରମିକଙ୍କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ମୃତକ ହେଉଛନ୍ତି କେନ୍ଦୁଝର ଜିଲା ସାହାରପଡ଼ା ବ୍ଲକ ଉଦୟପୁର ପଞ୍ଚାୟତ ମହୁଦୀପା ଗ୍ରାମର ନରେନ୍ଦ୍ର ନାଏକଙ୍କ ସାନ ପୁଅ ଦୀପକ ନାଏକ (୨୬)।…

ସ୍ବାମୀଙ୍କ ମୃତ୍ୟୁପରେ ଅସହାୟ ବୃଦ୍ଧା: ବୟସ ହୋଇଥିଲେ ସୁଧା ମିଳୁନି ଭତ୍ତା

ରିଷିଡା/ କର୍ଲାମୁଣ୍ଡା,୨୯।୬(ସୁଶାନ୍ତ ମଲ୍ଲିକ/ପ୍ରଦୀପ କୁମାର ସାହୁ ): ସରକାର ବୃଦ୍ଧବୃଦ୍ଧା ବିଧବା ଭିନ୍ନକ୍ଷମମାନଙ୍କୁ ସାମାଜିକ ସୁରକ୍ଷା ଯୋଜନାରେ ଭତ୍ତା ଯୋଗାଇ ଦେଉଛନ୍ତ। ହେଲେ ପ୍ରଶାସନିକ ଅଧିକାରୀଙ୍କ ଦୂରଦୃଷ୍ଟିର ଅଭାବ ତଥା ଅବହେଳା ଯୋଗୁ ପ୍ରକୃତ ହିତାଧୂକାରୀ ଭତ୍ତା ପାଇବାରୁ ବଞ୍ଚିତ ହେଉଥିବା…

ବୃଦ୍ଧାଙ୍କ ଉପରେ ଭୁଶୁଡ଼ି ପଡ଼ିଲା କାନ୍ଥ, ଚାଲିଗଲା ଜୀବନ

ମୋରଡ଼ା,୨୯ା୬(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ଥାନା ଅଞ୍ଚଳରେ କାନ୍ଥ ଭୁଶୁଡ଼ି ପଡ଼ି ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ଉକ୍ତ ଥାନା ସାନମୁଣ୍ଢାବଣି ଗ୍ରାମର ଇନ୍ଦ ମାର୍ଣ୍ଡି(୬୫)। ସୂଚନା ମୁତାବକ, ଲଘୁଚାପ ଫଳରେ ଶନିବାର ରାତିଠାରୁ ଲଗାଣ…

ଯାତ୍ରୀଙ୍କୁ ନେଇ ଯିବାବେଳେ ବସ୍‌କୁ ପଛରୁ ପିଟିଲା ଟ୍ରକ୍‌, ୪ ଗୁରୁତର

ପାଟଣା,୨୯ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ଦେଇ ଯାଇଥିବା ୪୯ ନମ୍ବର ମୁମ୍ବାଇ-କୋଲକାତା ଜାତୀୟ ରାଜପଥର ଚେମେଣା ନର୍ସରି ଛକରେ ଏକ ଯାତ୍ରୀବାହୀ ବସ୍‌କୁ ରବିବାର ସକାଳୁ ପଛ ପଟରୁ ଏକ ଟ୍ରକ୍‌ ଧକ୍କା ଦେବା ଫଳରେ ୪…

ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଠେଲାପେଲାରେ ଚାଲିଗଲା ୩ ଜଣଙ୍କ ଜୀବନ, କ୍ଷୋଭ ପ୍ରକାଶ କରି ନବୀନ କହିଲେ ପ୍ରଶାସନର…

ପୁରୀ,୨୯ା୬: ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରାର ଆଜି ତୃତୀୟ ଦିନରେ ଏକ ବଡ଼ଧରଣର ଅଘଟଣ ଘଟିଛି। ପ୍ରଶାସନର ଦାୟିତ୍ୱହୀନତା କାରଣରୁ ଅନେକ ଭକ୍ତ ଆହତ ହୋଇଥିବା ବେଳେ ଠେଲାପେଲାରେ ଗୁଣ୍ଡିଚା ମନ୍ଦରି ସମ୍ମୁଖରେ ୩ ଭକ୍ତଙ୍କ ମୃତ୍ୟୁ ଘଟିଛି। ଯାହାକୁ ନେଇ କ୍ଷୋଭ…

କୋରଡକୋଟ ଜଙ୍ଗଲରୁ ମିଳିଲା କଙ୍କାଳ: ତେବେ କାହାର ଏହି କଙ୍କାଳ ଏବେ…

ଦେବଗଡ,୨୯।୬(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଥାନା ଅନ୍ତର୍ଗତ କୋରଡକୋଟ ଜଙ୍ଗଲ ମଧ୍ୟରେ ଏକ ମଣିଷ କଙ୍କାଳ ଠାବ ହୋଇଥିବା ଜଣାପଡିଛି। କେତେକ ଲୋକ ଛତୁ ସଂଗ୍ରହ ପାଇଁ ଯାଇଥିବା ବେଳେ କୋରଡକୋଟ (କାଇଝରଣ)ଘଞ୍ଚ ଜଙ୍ଗଲ ମଧ୍ୟରେ କୋଣସି ଏକ ଅଜଣା ବ୍ୟକ୍ତିଙ୍କର…

ପାଣି ଘେରରେ ମୋରଡା: ପୋଲ ଉପରେ ୩ ଫୁଟ ର ବନ୍ୟା ଜଳ , ଯୋଗାଯୋଗ ବିଚ୍ଛିନ୍ନ

ମୋରଡା,୨୯।୬(ସ୍ମାରକ ମାଜୀ): ଲଘୁଚାପ ଜନିତ ବର୍ଷାରେ ମୟୂରଭଞ୍ଜ ଜିଲା ମୋରଡା ଏବଂ ରାସଗୋବିନ୍ଦପୁର ବ୍ଲକର ବିଭିନ୍ନ ଅଞ୍ଚଳ ଜଳବନ୍ଦୀ ହୋଇିଛି । ଷନିବାର ରାତି ତମାମ ଅଞ୍ଚଳରେ ବର୍ଷା ହେବା ଫଳରେ ରବିବାର ବ୍ଲକର ବାରିପଦା-ଜଳେଶ୍ୱର ମୁଖ୍ୟ ରାସ୍ତାର ଚିତ୍ରଡା ଜମ୍ଭୀରା…

ପୁରୀରେ ଦଳାଚକଟା: ସ୍ଥିତି ଅନୁଧ୍ୟାନ କଲେ ୱାଇ ବି ଖୁରାନିଆ

ପୁରୀ,୨୯।୬: ପୁରୀ ଅଘଟଣ ନେଇ ଅନୁଧ୍ୟାନ କରିଛନ୍ତି ଡିଜିପି ୱାଇ ବି ଖୁରାନିଆ। ସେ ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିଛନ୍ତି। ପ୍ରମୁଖ ଅଧିକାରୀଙ୍କ ସହ ସ୍ଥିତିର ଅନୁଧ୍ୟାନ ମଧ୍ୟ କରିଛନ୍ତି। ସକାଳୁ ସକାଳୁ ଶରଧାବାଲିରେ ଚାଲିଗଲା ୩ ଭକ୍ତଙ୍କ ଜୀବନ। କାଳିଆ…

ପୁରୀ ଅଘଟଣ: ଜିଲାପାଳ କହିଦେଲେ ସତକଥା…

ପୁରୀ,୨୯।୬: ପୁଣି ପୁରୀରେ ଘଟିଛି ବଡ଼ ଅଘଟଣ। ପୁରୀ ଶରଧାବାଲିରେ ଠେଲାପେଲା । ଏଥିରେ ୩ ଜଣ ଭକ୍ତଙ୍କ ମୃତ୍ୟୁ ଘଟିଥିବାବେଳେ ୫୦ରୁ ଅଧିକ ଭକ୍ତ ଆହତ ହୋଇଛନ୍ତି। ଆହତ ଭକ୍ତଙ୍କୁ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଛି । ଶ୍ରୀଗୁଣ୍ଡିଚା ମନ୍ଦିର…

ମାଛ ଚାଷରେ ପୁଣି ରେକର୍ଡ କରିବ କଳାହାଣ୍ଡି ଚଳିତବର୍ଷ ୩୧ ହଜାର ଟନ୍‌ ଉତ୍ପାଦନ ଲକ୍ଷ୍ୟ

ଭବାନୀପାଟଣା,୨୯।୬ (ଉତ୍ତମ କୁମାର ଦାଶ): ରାଜ୍ୟରେ କଳାହାଣ୍ଡି ଜିଲା ଧାନ ଓ କପା ଉତ୍ପାଦନ କ୍ଷେତ୍ରରେ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଥିବା ବେଳେ ଏବେ ଆଉ ଏକ ପାଦ ଆଗକୁ ବଢିଛି। ଜିଲାରେ ଉତ୍ପାଦନ ହେଉଥିବା ଉନ୍ନତ ମାନର ମାଛ ସ୍ବତନ୍ତ୍ର…

ପୁରୀରେ ବଡ଼ ଅଘଟଣ: ଜଣାପଡିଲା ବଡ଼ କାରଣ

ପୁରୀ, ୨୯।୬: ସକାଳୁ ସକାଳୁ ପୁରୀରେ ଘଟିଛି ବଡ଼ ଅଘଟଣ। ଶରଧାବାଲିରେ ଚାଲିଗଲା ୩ ଭକ୍ତଙ୍କ ଜୀବନ। କାଳିକା ଦର୍ଶନ କରିବାକୁ ଆସି ଠେଲାପେଲାରେ ୩ ଭକ୍ତଙ୍କ ମୃତ୍ୟୁ ହୋଇଛି। ୩ଜଣଙ୍କ ମୃତ୍ୟୁ ହେବା ସହ ୫୦ ଆହତ ହୋଇଛନ୍ତି। ତେବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?