ସାମ୍ନାକୁ ଆସିଲା ବଡ଼ କାରଣ, ଯୁବକ କାହିଁକି କାଟିଲେ ନାବାଳିକାଙ୍କ ତଣ୍ଟି
ବଲାଙ୍ଗୀର,୨୨ା୮(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ମାୟାବର୍ହା ଗାଁରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି। ମାୟାବର୍ହା ଗାଁର ଜଣେ ନାବାଳିକା ଝିଅର ତଣ୍ଟି କାଟି ଜଣେ ଯୁବକ ଫେରାର ହୋଇଯାଇଛନ୍ତି। ନାବାଳିକାଙ୍କୁ ରକ୍ତାକ୍ତ ଅବସ୍ଥାରେ ତାଙ୍କୁ ପରିବାର…
କୁମ୍ଭୀର ସଂରକ୍ଷଣ , ମତ୍ସ୍ୟଜୀବୀଙ୍କ ସୁରକ୍ଷାକୁ ନେଇ ବୈଠକ: ଯୋଗ ଦେଲେ ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର
ଦିଗପହଣ୍ଡି,୨୨।୮: (ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସ୍ଥିତ ଶ୍ରୀ ଗୁପ୍ତେଶ୍ୱର ଶୈବପୀଠ ପ୍ରାଙ୍ଗଣରେ ଘୋଡାହାଡ ଡ଼୍ୟାମ ଉପରେ ନିର୍ଭରଶୀଳ ମତ୍ସ୍ୟଜୀବୀଙ୍କ ଜୀବନ ଜୀବିକା ଏବଂ ଡ୍ୟାମରେ ରହୁଥିବା କୁମ୍ଭୀରଙ୍କ ସୁରକ୍ଷାକୁ ନେଇ ଏକ ବୈଠକ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି…
ପାଟଣାରେ ହେବ ବୃହତ ଇସ୍ପାତ କାରଖାନା, ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇ…
ପାଟଣା,୨୨ା୮(ବୀରକିଶୋର ଦାଶ): ଦକ୍ଷିଣକୋରିଆର ଜଣାଶୁଣା କମ୍ପାନୀ ପୋସ୍କୋ ଏବଂ ଭାରତର ଜେଏସ୍ଡବ୍ଲ୍ୟୁର ମିଳିତ ସହଯୋଗରେ କେନ୍ଦୁଝର ଜିଲା ପାଟଣା ତହସିଲ ଅଞ୍ଚଳରେ ରାଜ୍ୟର ଦ୍ବିତୀୟ ବୃହତ ଇସ୍ପାତ କାରଖାନା ପ୍ରତିଷ୍ଠା ହେବାକୁ ଯାଉଛି। କେନ୍ଦୁଝର ଜିଲାବାସୀ୍ଙ୍କ ଦୀର୍ଘଦିନର ଦାବି ମୁଖ୍ୟମନ୍ତ୍ରୀ ମୋହନ…
ନାବାଳିକାଙ୍କ ତଣ୍ଟି କାଟି ଫେରାର ହୋଇଗଲେ ଯୁବକ, ଆଉ ତା’ ପରେ…
ବଲାଙ୍ଗୀର,୨୨ା୮(ସୁନୀଲ ମହାନ୍ତି): ପାଟଣାଗଡ଼ର ମାୟାବର୍ହା ଗାଁରେ ଜଣେ ନାବାଳିକାଙ୍କ ତଣ୍ଟି କାଟି ଦେଇଛନ୍ତି ଜଣେ ଯୁବକ। ଗୁରୁତର ଅବସ୍ଥାରେ ନାବାଳିକାଙ୍କୁ ପ୍ରଥମେ ଭୀମ ଭୋଇ ମେଡିକାଲ ଏବଂ ପରେ ବୁର୍ଲା ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି। ଅଭିଯୁକ୍ତ ଯୁବକ ଫେରାର ହୋଇଯାଇଥିବାବେଳେ ସେ…
NEET PGରେ ଶାଶ୍ୱତ, UGରେ ଶିବାନୀଙ୍କ ବାଜିମାତ୍: ଅଞ୍ଚଳରେ ଖେଳିଗଲା ଖୁସି
ଭଞ୍ଜନଗର,୨୨।୮(ବାବୁଲା ପ୍ରଧାନ):NEET PG ଏବଂ UG ପରୀକ୍ଷା ଫଳ ଇତିମଧ୍ୟରେ ପ୍ରକାଶିତ ହୋଇଛି। ଏନଇଇଟିପିଜିରେ ଭଞ୍ଜନଗର ବାଇପାସ ରୋଡ ବାସିନ୍ଦା ଡ. ଶାଶ୍ବତ ରଥ ସର୍ବଭାରତୀୟ ସ୍ତରରେ ୧୯୪ ରାଙ୍କ ରଖିଛନ୍ତି। ସେ ହେଉଛନ୍ତି ଭଞ୍ଜନଗର କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର…
ଜିଲାପାଳଙ୍କ ନାଁରେ ଫେକ୍ ଆକାଉଣ୍ଟ ଖୋଲି ସରକାରୀ ଅଫିସରଙ୍କଠାରୁ….
ବୌଦ୍ଧ,୨୨ା୮: ବୌଦ୍ଧ ଜିଲାପାଳଙ୍କ ନାଁରେ କେହି ଜଣେ ଫେକ୍ ହ୍ବାଟ୍ସଆପ୍ ଆକାଉଣ୍ଟ ଖୋଲିଛନ୍ତି। ଫଟୋ ଲଗାଇ ସରକାରୀ ଅଫିସରଙ୍କଠାରୁ ଟଙ୍କା ମାଗୁଥିବା ଅଭିଯୋଗ ହୋଇଛି। ଜିଲାପାଳ ବିଭୂତି ଭୂଷଣ ନାୟକ ଏନେଇ ଜନସାଧାରଣଙ୍କୁ ସତର୍କ ରହିବାକୁ ନିବେଦନ କରିଛନ୍ତି। ଏଥିସହିତ ଜିଲାପାଳ…
ଆଜିଠୁ ରଥଭଙ୍ଗା କାମ ଆରମ୍ଭ, ରଥ ଭଙ୍ଗାଯିବା ପରେ ଏହି କାଠ କ’ଣ ହୁଏ ଜାଣନ୍ତୁ…
ପୁରୀ,୨୨ା୮: ଶୁକ୍ରବାରଠାରୁ ଆରମ୍ଭ ହୋଇଛି ରଥଭଙ୍ଗା କାମ। ଭୋଇ ସର୍ଦ୍ଦାରଙ୍କ ନେତୃତ୍ୱରେ ଭୋଇ ସେବକମାନେ ଏହି ରଥଭଙ୍ଗା କାର୍ଯ୍ୟ କରିଥାନ୍ତି। ପ୍ରଥମେ ଦେବୀ ସୁଭଦ୍ରାଙ୍କ ରଥ ଦେବଦଳନ ଭଙ୍ଗାଯିବା ପରେ ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ରଥ ଭଙ୍ଗାଯିବ। ଶେଷରେ ନନ୍ଦିଘୋଷ ରଥ…
ହଠାତ୍ ଶ୍ରୀମନ୍ଦିର ଉପରକୁ ଚଢୁଥିଲେ ଜଣେ ବ୍ୟକ୍ତି: ଆଉ ତା’ପରେ ଯାହା ଘଟିଲା…
ପୁରୀ,୨୨।୮: ଶ୍ରୀମନ୍ଦିର ଉପରକୁ ଚଢ଼ିବାକୁ ଶୁକ୍ରବାର ଜଣେ ବ୍ୟକ୍ତି ଉଦ୍ୟମ କରିଛନ୍ତି। ପଶ୍ଚିମ ଦ୍ୱାର ନୃସିଂହ ମନ୍ଦିର ଦେଇ ଚଢ଼ିବାକୁ ଉଦ୍ୟମ ବେଳେ ତାଙ୍କୁ କାବୁ କରାଯାଇଛି। ସମ୍ପୃକ୍ତ ବ୍ୟକ୍ତି ଜଣଙ୍କ ଉତ୍ତରପ୍ରଦେଶ ଆଜମଗଡ଼ର ବୋଲି ସୂଚନା ମିଳିଛି। ତେବେ କାହିଁକି…
ରାସ୍ତା କାର୍ଯ୍ୟ ନ ସରୁଣୁ ଉଠିଲାଣି ପିଚୁ: ପଞ୍ଚାୟତବାସୀଙ୍କ ଆଶା ମଉଳିଲା
ନୂଆପଡ଼ା,୨୨ା୮(ମକାରୁ ବେମାଲ) -ରାସ୍ତା କାମ ସରିବା ପୂର୍ବରୁ ପିଚୁଉଠି ନଷ୍ଟହେବାକୁ ବସିଲାଣି। ଏପରି ଦୃଶ୍ୟ କୋମନା ବ୍ଲକ୍ ଅନ୍ତର୍ଗତ ବରକୋଟ ବିଜୁ ଏକ୍ସପ୍ରେସ୍ ଫୋର ୱେଠାରୁ ସୁନାବେଡ଼ାକୁ ସଂଯୋଗ କରୁଥିବା ରାସ୍ତାରେ ଦେଖିବାକୁ ମିଳିଛି। କୋମନା ବ୍ଲକ୍ ମିଛାପାଲି ପଞ୍ଚାୟତ ଚେରେଚୁଆଁଠାରୁ…
କଟକ CDMO ସିନିୟର ଆସିଷ୍ଟାଣ୍ଟଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ୧.୨୪ କୋଟି ଟଙ୍କା ହେରଫେର ଅଭିଯୋଗ
କଟକ,୨୨।୮: କଟକ ସିଟି ହସ୍ପିଟାଲ (CDMO ଅଫିସ)ରେ କାର୍ଯ୍ୟରତ ସିନିୟର ଆସିଷ୍ଟାଣ୍ଟ କିଶୋର କୁମାର ସାହାଣୀଙ୍କ ବିରୁଦ୍ଧରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଓ ୧.୨୪ କୋଟି ଟଙ୍କାର ସରକାରୀ ଅର୍ଥ ହେରଫେର ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ଶୁକ୍ରବାର ଚଢ଼ାଉ କରିଛି।…
ଛାତ୍ରଙ୍କୁ ଚାପୁଡ଼ା ମାରିଲେ ଶିକ୍ଷକ: ରାଗରେ ୯ମ ଶ୍ରେଣୀ ଛାତ୍ର ନେଲେ ଏମିତି ପଦକ୍ଷେପ
ଡେରାଡୁନ୍, ୨୨ା୮:ଉତ୍ତରାଖଣ୍ଡର ଉଧାମ ସିଂ ନଗର ଜିଲା କାଶୀପୁରସ୍ଥିତ ଗୁରୁ ନାନକ ପ୍ରାଇଭେଟ ସ୍କୁଲରୁ ଏକ ଚାଞ୍ଚଲ୍ୟକର ଗୁଳିକାଣ୍ଡ ମାମଲା ସାମ୍ନାକୁ ଆସିଛି। ବିଦ୍ୟାଳୟରେ ପଦାର୍ଥ ବିଜ୍ଞାନ ପଢ଼ାଉଥିବା ଗଗନଦୀପ ସିଂ କୋହଲୀ କିଛିଦିନ ତଳେ ନବମ ଶ୍ରେଣୀ ଛାତ୍ର ସମର୍ଥ…
ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଅଣ୍ଟା ଭିଡ଼ିଲେ ବିଡିଓ: ବଢୁଛି ସେଲ୍ଫି ପଏଣ୍ଟର ଚାହିଦା
ଦାରିଙ୍ଗବାଡି,୨୨।୮(ଅରୁଣ ସାହୁ):ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିକୁ ସେପ୍ଟେମ୍ବର ଠାରୁ ପର୍ଯ୍ୟଟକଙ୍କ ଆଗମନ ହେଉଥିବା ନଜିର ରହିଛି। ଏହାକୁ ଦୃଷ୍ଟିରେ ରଖି ସ୍ଥାନୀୟ ବ୍ଲକ ପ୍ରଶାସନ ପକ୍ଷରୁ ବ୍ୟାପକ ଯୋଜନା କରାଯାଉଛି। ବିଶେଷ କରି ପର୍ଯ୍ୟଟକଙ୍କୁ ମୌଳିକ ସୁବିଧା ତଥା ପିଇବା ପାଣି,…

