ଛତ୍ରପୁରରେ ପୋଲିସ ଶହୀଦ ସ୍ମୃତି ଦିବସ
ଛତ୍ରପୁର,୨୧ା୧୦(ଦିଲୀପ ସାମଲ): ଛତ୍ରପୁର ରିଜର୍ଭ ପୋଲିସ ପଡିଆଠାରେ ଗଞ୍ଜାମ ପୋଲିସ ଜିଲା ତରଫରୁ ୬୬ତମ ପୋଲିସ ଶହୀଦ ସ୍ମୃତି ଦିବସ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଗଞ୍ଜାମ ଏସ୍ପି ଶୁଭେନ୍ଦୁ କୁମାର ପାତ୍ର ଶହୀଦ ସ୍ମୃତି ସ୍ମାରକୀରେ ପୁଷ୍ପଗୁଚ୍ଛ…
ନୂଆପଡ଼ା ଉପନିର୍ବାଚନ: ଭାଜପା ବିରୋଧରେ ବଡ ଅଭିଯୋଗ ଆଣିଲା ବିଜେଡି
ଭୁବନେଶ୍ୱର,୨୧।୧୦: ନୂଆପଡ଼ା ଉପନିର୍ବାଚନରେ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗରେ ମୁଖ୍ୟ ବିରୋଧୀ ଦଳ ବିଜୁ ଜନତା ଦଳ (ବିଜେଡି) ମଙ୍ଗଳବାର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ଭାଜପା ପ୍ରାର୍ଥୀ ଜୟ ଢୋଲକିଆ ଏବଂ ଏକ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷଙ୍କ…
ଉପ ନିର୍ବାଚନ ତାତି: ଭାଜପା ନେତା ଓ କର୍ମୀଙ୍କ ବୈଠକକୁ ନେଇ ଫେରାଦ ହେଲା ବିଜେଡି
ଭୁବନେଶ୍ୱର,୨୧।୧୦: ନୂଆପଡ଼ା ଉପ ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୀତି ସେତିକି ସରଗରମ ହେଉଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲା ବିଜେଡି। ଶିକ୍ଷାନୁଷ୍ଠାନରେ ଭାଜପା ନେତା ଓ କର୍ମୀଙ୍କ ବୈଠକକୁ ନେଇ ଫେରାଦ ହୋଇଥିବା ସୂଚନା ମିଳିଛି।…
ଯୁବକଙ୍କ ଟାଙ୍ଗିଆ ଚୋଟରେ ମହିଳା ମୃତ, ଶିଶୁ କନ୍ୟା ଗୁରୁତର
ଯାଜପୁର,୨୧।୧୦: ଯାଜପୁର ଜିଲା ଯଖପୁରା ଥାନା ରାବଣା ଛକ ନିକଟ ଇଟା ଫ୍ୟାକ୍ଟ୍ରିରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ଯୁବକଙ୍କ ଟାଙ୍ଗିଆ ଚୋଟରେ ଜାଣେ ମହିଳା ମୃତ୍ୟୁ ଘଟିଥିବା ବେଳେ ତାଙ୍କ ଶିଶୁ କନ୍ୟା ଗୁରୁତର ହୋଇଛନ୍ତି। ଶିଶୁଙ୍କ ମୁଣ୍ଡରେ…
ଦକ୍ଷିଣ ଓଡ଼ିଶାରେ ରେଡ, ଉପକୂଳରେ ଅରେଞ୍ଜ ଆଲର୍ଟ
ଭୁବନେଶ୍ୱର,୨୧।୧୦: ସମ୍ଭାବ୍ୟ ବାତ୍ୟା ଏବଂ ଲଘୁଚାପଜନିତ ଲଗାଣ ବର୍ଷା ନେଇ ରାଜ୍ୟ ସରକାର ପ୍ରସ୍ତୁତ ଥିବା ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ମଙ୍ଗଳବାର ସୂଚନା ଦେଇଛନ୍ତି। ସମ୍ଭାବ୍ୟ ବାତ୍ୟାକୁ ନେଇ ସମସ୍ତ ଜିଲା ପ୍ରଶାସନକୁ ପ୍ରସ୍ତୁତ ରହିବାକୁ…
କଳିଙ୍ଗ ବାଲିଯାତ୍ରା ଉଦ୍ଘାଟନ କରିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨୧।୧୦: ଶିଳ୍ପମନ୍ତ୍ରୀ ସମ୍ପଦ ସ୍ବାଇଁ ମଙ୍ଗଳବାର ଏକ ବଡ଼ ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପାରାଦୀପ କଳିଙ୍ଗ ବାଲିଯାତ୍ରାର ଉଦ୍ଘାଟନ କରିବେ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ନଭେମ୍ବର ୪ରୁ ୧୦ ତାରିଖ ଯାଏ କଳିଙ୍ଗ ବାଲିଯାତ୍ରା ଆୟୋଜିତ…
ମନେରହିବେ ପ୍ରଫୁଲ୍ଲ: ଅବସରପ୍ରାପ୍ତ ଶିକ୍ଷକଙ୍କ ପରଲୋକରେ ଖେଳିଗଲା ଶୋକର ଛାୟା
ପାଟଣା,୨୧।୧୦(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ରାଜନଗର ଗ୍ରାମର ଅବସରପ୍ରାପ୍ତ ହାଇସ୍କୁଲ ଶିକ୍ଷକ ପ୍ରଫୁଲ୍ଲ କୁମାର ମିଶ୍ରଙ୍କ ମଙ୍ଗଳବାର ସକାଳେ କେନ୍ଦୁଝରର ହସ୍ପିଟାଲରେ ପରଲୋକ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ୭୬ବର୍ଷ ହୋଇଥିଲା। ସେ ମଧୁମେହ ରୋଗରେ ପୀଡ଼ିତ ଥିଲେ।…
ଦକ୍ଷିଣକାଳୀଙ୍କ ପୀଠରେ ଅଘଟଣ: ବିଦ୍ୟୁତ୍ ଆଘାତରେ ଚାଲିଗଲା ମହିଳା, ଯୁବକଙ୍କ ଜୀବନ
ସାକ୍ଷୀଗୋପାଳ,୨୧।୧୦(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ପୁରୀ ଜିଲା ସାକ୍ଷୀଗୋପାଳ ବୀରଗୋନ୍ଦପୁର ଗ୍ରାମରେ ମା’ ଦକ୍ଷିଣକାଳୀଙ୍କ ପୂଜା ସମୟରେ ଏକ ଅଘଟଣ ସାମ୍ନାକୁ ଆସିଛି। ବିଦ୍ୟୁତ୍ ଆଘାତରେ ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ସେମାନଙ୍କ ପରିଚୟ ମିଳିପାରି ନାହିଁ। ମହିଳାଙ୍କ ବୟସ ୪୫…
ଗାଈକୁ ମାରି ଖାଇଲା ବାଘ
ରେଢ଼ାଖୋଲ,୨୧।୧୦: ସମ୍ବଲପୁର ଜିଲା ରେଢ଼ାଖୋଲ ରେଞ୍ଜ ବନ୍ତଲୋଇ ଗାଁରେ କଲରାପତରିଆ ବାଘ ଆତଙ୍କ ଦେଖା ଦେଇଛି। ଗାଁ ନିକଟ ଜଙ୍ଗଲରେ ଏକ କଲରାପତରିଆ ବାଘ ଗାଈକୁ ମାରି ଖାଇଥିବା ସୂଚନା ମିଳିଛି। ଏନେଇ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଖବର…
ମାଦଳ ବଜାଇଲେ, ଲୋକଙ୍କ ଦୁଃଖ ଶୁଣିଲେ ମୁଖ୍ୟମନ୍ତ୍ରୀ: ଆଉ ତା’ପରେ…
କେନ୍ଦୁଝର,୨୧।୧୦ (ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦୁଝର ଜିଲାକୁ ତିନି ଦିନିଆ ଗସ୍ତରେ ଆସି ଗତକାଲି ଅପରାହ୍ନରେ ନିଜ ଜନ୍ମ ଗ୍ରାମ ରାଇକଳାରେ ପହଞ୍ଚି ଦୀପାବଳୀ ପାଳନ କରିଛନ୍ତି। ସେଠାରେ ତାଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା।…
ପୁଣି ଶ୍ରୀମନ୍ଦିର ଭିତରେ ମୋବାଇଲ ଫୋନ: ଜଣେ ଅଟକ
ପୁରୀ,୨୧।୧୦: ପୁଣି ଶ୍ରୀମନ୍ଦିର ଭିତରକୁ ଯାଇଛି ମୋବାଇଲ ଫୋନ। ଫଟୋ ଉଠାଇବା ସମୟରେ ଜଣେ ଗୁମାସ୍ତାଙ୍କୁ ଅଟକ ରଖାଯାଇଛି। ପ୍ରତିହାରୀ ନିଯୋଗ ସମ୍ମୁଖରେ ଫଟୋ ଉଠାଇ ସେ ଧରାପଡ଼ିଛନ୍ତି। ଗୁମାସ୍ତା ଫୋନ୍ରେ ଯାତ୍ରୀଙ୍କ ଫଟୋ ଉଠାଇଥିବା ସୂଚନା ମିଳିଛି। Dharitri…
ଧୂମଧାମରେ ଶ୍ୟାମାକାଳୀ ପୂଜା: ଭକ୍ତଙ୍କ ଜମୁଛି ଭିଡ଼
କୋରାପୁଟ,୨୧/୧୦(ଅମିତାଭ ବେହେରା ) କୋରାପୁଟ ବେଙ୍ଗଲୀ କମିଟି ପକ୍ଷରୁ ଶ୍ୟାମାକାଳୀ ପୂଜା ସ୍ଥାନୀୟ ରବୀନ୍ଦ୍ର ସାଂସ୍କୃତିକ ପରିଷଦ ମଣ୍ଡପଠାରେ ଆୟୋଜିତ ହୋଇଛି। ଚଳିତ ବର୍ଷ ୨୫ତମ ଭାବେ ଏହି ଶ୍ୟାମାକାଳୀ ପୂଜା କରାଯାଉଥିବାବେଳେ ସୋମବାର ମଧ୍ୟରାତ୍ରିରୁ ମା’ଙ୍କ ପୂଜା ଆରମ୍ଭ ହୋଇଥିଲା।…

