ଆମ ଜିଲା ଖବର

ବିଶ୍ୱ ଆଦିବାସୀ ଦିବସ ସମ୍ପର୍କରେ ଲୋକଙ୍କୁ ସଚେତନ, ହଜି ଯାଉଥିବା ପାରମ୍ପରିକ ଚଳଣିକୁ…

ଦାରିଙ୍ଗବାଡ଼ି,୯ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି କୁଇକୁଳ ସମିତି ପକ୍ଷରୁ ବିଶ୍ୱ ଆଦିବାସୀ ଦିବସକୁ ଧୂମ୍‌ଧାମରେ ପାଳନ କରାଯାଇଛି। ସମିତିର ସଭାପତି କରୁଣାକର ପ୍ରଧାନଙ୍କ ନେତୃତ୍ୱରେ ଏହି ଦିବସ ପାଳନ ଅବସରରେ ଆଦିବାସୀଙ୍କ ସମସ୍ୟାର ସମାଧାନ ସମ୍ପର୍କରେ ଆଲୋଚନା କରାଯାଇଥିବା ବେଳେ…

ଶ୍ରୀକୃଷ୍ଣ ଶରଣପୁର ଶାସନରେ ନିଆରା ଢଙ୍ଗରେ ଗହ୍ମାପୂର୍ଣ୍ଣିମା

ଖଲ୍ଲିକୋଟ,୯ା୮(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ଶ୍ରୀକୃଷ୍ଣ ଶରଣପୁର ଶାସନରେ କୃଷିଭିତ୍ତିକ ପର୍ବ ଗହ୍ମାପୂର୍ଣ୍ଣିମା ଓ ଗୋପୂଜନ ନିଆରା ଢଙ୍ଗରେ ପାଳନ କରାଯାଇଛି। ଏହି ଅବସରରେ ୮୦ ବର୍ଷରୁ ଊଦ୍ଧର୍‌ବ ବୟସ୍କଙ୍କୁ ସମ୍ମାନିତ କରାଯାଇଛି। ଚଳିତ ବର୍ଷ…

ଗର୍ଜିଲେ ଚାଷୀ ମୁଲିଆ ସୁରକ୍ଷା ସମିତିର ଶତାଧିକ ଆଦିବାସୀ

ଦାରିଙ୍ଗବାଡି/ବ୍ରାହ୍ମଣୀଗାଁ,୯/୮(ଅରୁଣ ସାହୁ/ମନୋରଞ୍ଜନ ରଣା):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଠାରେ ଶନିବାର ବିଶ୍ୱ ଆଦିବାସୀ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଶତାଧିକ ଚାଷୀ ମୁଲିଆ ସୁରକ୍ଷା ସମିତିର ଶତାଧିକ ଆଦିବାସୀ ବଡଶଙ୍ଖଠାରେ ଏକାଠି ହୋଇଥିଲେ। ସେଠାରୁ ବିରାଟ ଶୋଭାଯାତ୍ରାରେ ବାହାରି…

ପନିପରିବା ଦରରେ ଲାଗୁନି ଅଙ୍କୁଶ: ଖାଉଟି ହନ୍ତସନ୍ତ

ଗଞ୍ଜାମ,୯।୮(ବିଦ୍ୟାଧର ସାହୁ ): ଶ୍ରାବଣ ମାସ ଶେଷ ହେବାକୁ ବସିଲାଣି। ତଥାପି କମୁନି ପନିପରିବା ଦର l ଚିନ୍ତାରେ ଖାଉଟି l ନିତ୍ୟ ଅପରିହାର୍ଯ୍ୟ ଆଳୁ ବାଇଗଣ ପିଆଜ ଓ ଲଙ୍କା ମରିଚ ଆଦି ଭଳି ପରିବା ଦର ଆକାଶ ଛୁଆଁ…

ସେବାଶ୍ରମରେ ରକ୍ଷାବନ୍ଧନ: ସହପାଠୀଙ୍କୁ ରାଖୀ ବାନ୍ଧିଲେ ଛାତ୍ରୀ

ଦାରିଙ୍ଗବାଡି,୯/୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବାଡାବାଙ୍ଗା ପଞ୍ଚାୟତରେ ଥିବା ସେବାଶ୍ରାମ ପରିସର ମଧ୍ୟରେ ନିଆରା ଢଙ୍ଗରେ ରକ୍ଷା ବନ୍ଧନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସରକାରୀ ସେବାଶ୍ରମରେ ଶତାଧିକ ଛାତ୍ରୀଛାତ୍ର ରହି ପାଠପଢୁଛନ୍ତି। ଶନିବାର ପବିତ୍ର ଗହ୍ମା ପୂର୍ଣ୍ଣିମା ତଥା…

ସାନ ଭାଇଙ୍କୁ ମାରି ପୋତିଦେଲେ ବଡ଼ ଭାଇ: ମାସେ ପରେ ଫିଟିଲା ରହସ୍ୟ

ଟିଟିଲାଗଡ, ୯।୮(ଶରତ ମିଶ୍ର): ବଲାଙ୍ଗୀର ଜିଲା ଟିଟିଲାଗଡ ହାଟପଦା ପଡାରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି। ୨୦ ଦିନ ହେବ ନିଖୋଜ ଥିବା ଜଣେ ନାବାଳକଙ୍କ ସନ୍ଧାନ ମିଳିଛି। ତାଙ୍କୁ ତାଙ୍କ ବଡ଼ ଭାଇ ମାରି ପୋତି ଦେଇଥିବା ଜଣାପଡ଼ିଛି। ଉଭୟଙ୍କ…

ଚିଲିକା ମଝିରେ ଅଟକିଲା ଯାତ୍ରୀବାହୀ ଲଞ୍ଚ୍‌

କୃଷ୍ଣପ୍ରସାଦ,୯।୮(କୈଳାଶ ଚନ୍ଦ୍ର ପଟନାୟକ): ଖୋର୍ଦ୍ଧା ଜିଲା ବାଲୁଗାଁଠାରୁ ପୁରୀ ଜିଲା କୃଷ୍ଣପ୍ରସାଦକୁ ଯାତ୍ରୀ ନେଇ ଆସୁଥିବା ଲଞ୍ଚ ଚିଲିକା ମଝିରେ ଦୀର୍ଘ ସମୟ ଅଟକିଥିବା ଜଣାପଡ଼ିଛି। ଖବର ନେବାରେ ଜଣାପଡ଼ିଛି ଯେ, ଲଞ୍ଚରେ ଆସୁଥିବା ବରିଷ୍ଠ ସମାଜ ସେବୀ ନାଲୁ ପାହାଣ…

ଭଣଜାଙ୍କୁ ନେଇ ଯାଉଥିଲେ ମାମୁ, ପିଟିଲା ଟ୍ରକ: ଆଉ ତା’ପରେ…

ନୂଆପଡା,୯।୮ (ମକାରୁ ବେମାଲ): ରାୟପୁର-ଗୋପାଳପୁର ଯାଇଥିବା ୩୫୩ ନମ୍ବର ଜାତୀୟ ରାଜପଥ କୋମନା ଥାନା କ୍ରିଷ୍ନା ଛକ ସ୍ଥିତ ତେତେଲବନ୍ଧ ପାଖରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଟ୍ରକ ଧକ୍କାରେ ମାମୁ ଭଣଜାଙ୍କ ମୃତ୍ୟୁ ଘଟିଛି। ମୃତକ କୋମନା ଥାନା…

ମହିମା ଧର୍ମାବଲମ୍ବୀଙ୍କ ନବାନ୍ନଭକ୍ଷଣ: ଯୋଗଦେଲେ ସାଧୁବାବା

କର୍ଲାମୁଣ୍ଡା,୮।୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ସ୍ଥାନରେ ଶନିବାର ମହିମା ଧର୍ମୀମାନଙ୍କ ନବାନ୍ନଭକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ରାଜପୁର ପଞ୍ଚାୟତର ବାଞ୍ଜିପଦରଠାରେ କୁମୁଦ କାନ୍ତ ବାବା, ମହେନ୍ଦ୍ର ରଣା, ଭରତ ରଣା, ଟୁପିଲାଲ ରଣା,କିଶୋର…

ରାଖୀ ପୂର୍ଣ୍ଣିମାରେ ଅଘଟଣ: କାଉଡ଼ିଆ ଜଳ ଲାଗି ସମୟରେ ଭାସିଗଲେ ୨ ଭଉଣୀ

ଜଳେଶ୍ୱର,୯।୮:(ନବୀନ ସାହୁ):ରାଖୀ ପୂର୍ଣ୍ଣିମାରେ ଅଘଟଣ। ସୁବର୍ଣ୍ଣରେଖାରେ କାଉଡ଼ିଆ ଭାବେ ପାଣି ଲାଗି କରୁଥିବାବେଳେ ହଠାତ୍‌ ପାଣି ସୁଅରେ ଭାସିଗଲେ ଦୁଇ ଭଉଣୀ। ଉଦ୍ଧାର କାର୍ଯ୍ୟ ଜାରି ରହିଛି। ସୂଚନା ଅନୁସାରେ, ଜଳେଶ୍ୱର ବ୍ଲକ ଶିଖରପୁର ପଂଚାୟତର ସୁବର୍ଣ୍ଣରେଖା ଘାଟରେ ଚକହରି ଗ୍ରାମର…

ନାବାଳିକାଙ୍କୁ ପ୍ରେମ ବିବାହ ପରେ ନିର୍ଯାତନା ଦେଉଥିଲେ ସବ୍‌ଇନ୍ସପେକ୍ଟର: ଅଭିଯୋଗ ପରେ ବି…

ଜଗତ୍‌ସିଂହପୁର,୯ା୮(ପ୍ରମୋଦ କୁମାର ନାୟକ):ଜଗତ୍‌ସିଂହପୁର ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ପ୍ରେମ ବିବାହ ପରେ ପ୍ରତାରଣା କରିଛନ୍ତି ଜଣେ ପୋଲିସ ସବ୍‌ ଇନ୍ସପେକ୍ଟର (ଏସ୍‌ଆଇ)। ସେ ହେଉଛନ୍ତି ବାଲେଶ୍ୱର ଜିଲା ବାଲିଆପାଳ ଥାନା ରତେଇ ଗାଁର ଅମିତ୍‌ ପାଢ଼ୀ। ନାବାଳିକାଙ୍କ ଅଭିଯୋଗ ଅନୁଯାୟୀ,…

ମାଉଣ୍ଟ କିଲିମାଞ୍ଜାରୋ ଅଭିଯାନରେ କଳାହାଣ୍ଡିର ରାହୁଲ

ଭବାନୀପାଟଣା,୯।୮(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଭବାନୀପାଟଣା ବ୍ଲକ ଦେପୁର ଗ୍ରାମର ଓଡ଼ିଶାର ପ୍ରଥମ ପାରାଗ୍ଲାଇଡିଂ ପାଇଲଟ ରାହୁଲ ପଧାନ ଶୁକ୍ରବାର ଆଫ୍ରିକାର ସର୍ବୋଚ୍ଚ ପର୍ବତ ମାଉଣ୍ଟ କିଲିମାଞ୍ଜାରୋ (୫,୮୯୫ ମିଟର) ଅଭିଯାନ ଆରମ୍ଭ କରିଛନ୍ତି। ଏହି ଅଭିଯାନ ଦ୍ୱାରା ରାହୁଲ ‘ସେଭେନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri