ଆମ ଜିଲା ଖବର

ପୀତବାସ ହତ୍ୟା: ରାଜନେତାଙ୍କୁ ଉଠାଇ ନେଲା ପୋଲିସ

ବ୍ରହ୍ମପୁର,୨୦।୧୦: ଆଇନ୍‌ଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ବ୍ରହ୍ମପୁର ସହରର ଜଣେ ରାଜନେତାଙ୍କୁ ପୋଲିସ୍ ଉଠାଇ ନେଇଛି। ସେହି ରାଜନେତାଙ୍କ ନାଁରେ ଅନେକ ମାମଲା ରହିଛି। ପୂର୍ବରୁ ପୋଲିସ ଜଣେ କର୍ପୋରେଟର୍, ଜଣେ ଛାତ୍ରନେତା ସହ ୮ ଜଣଙ୍କୁ ଅଟକ ରଖି…

ନିହାରଙ୍କ ଡିଜିଟାଲ ଆର୍ଟରେ ମା’କାଳୀଙ୍କ ଅପରୂପ ଚିତ୍ର:ପ୍ରଂଶସା ସାଉଣ୍ଟୁଛନ୍ତି…

ଦାରିଙ୍ଗବାଡି, ୨୦।୧୦ (ଅରୁଣ ସାହୁ ): ଆଜି ପବିତ୍ର ଦୀପାବଳୀ ତଥା ମା’କାଳୀଙ୍କ ପୂଜା ଆଜିର ଦିନରେ ଘରେ ଘରେ ଏହି ପର୍ବ ପାଇଁ ଉତ୍ସବ ମୁଖର ବ୍ୟବସାୟୀ ମାନେ ତାଙ୍କ ଅନୁଷ୍ଠାନରେ ପୂଜାର୍ଚନା କରୁଥିବା ବେକେ ଗାଡି ମୋଟର ପୂଜାର୍ଚନା…

ଦୀପାବଳୀରେ ଆସିଲା ଦୁଃଖଦ ଖବର: ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର

ଭବାନୀପାଟଣା,୨୦।୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ସୋମବାର ଦୀପାବଳୀ ପାଇଁ ଚାରିଆଡେ ଉତ୍ସବ ମୁଖର ଥିବାବେଳେ ଜିଲାର ମୁଖ୍ୟାଳୟ ଭବାନୀପାଟଣା ସହରରୁ ଆସିଛି ଏକ ଦୁଃଖଦ ଖବର। ସହରର ଶମ୍ଭୁନଗର ପଡାସ୍ଥିତ ଏକ ଜମିରୁ ସୋମବାର ଅପରାହ୍ନରେ ଜଣେ ଯୁବକଙ୍କ ଗଳିତ…

ଭଞ୍ଜନଗରର ଗର୍ବ: ତାଇକୋଣ୍ଡରେ ସ୍ବର୍ଣ୍ଣ, ରୌପ୍ୟ ବିଜେତା ହେଲେ ଡିଏଭି ଛାତ୍ରୀଛାତ୍ର

ଭଞ୍ଜନଗର,୨୦।୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଡିଏଭି ସ୍କୁଲ ଛାତ୍ରୀଛାତ୍ରମାନେ ଡିଏଭି ପବ୍ଲିକ ସ୍କୁଲ, ଝାରସୁଗୁଡାରେ ଅନୁଷ୍ଠିତ କ୍ଲଷ୍ଟର/ଜେନେରାଲ ଖେଳ – ୨୦୨୫ରେ ଭାଗ ନଇ ତାଇକୋଣ୍ଡରେ ବେଶ ସଫଳତା ପାଇଛନ୍ତି। ଏଥିସହ ବିଦ୍ୟାଳୟକୁ ସାମଗ୍ରିକ ଚ୍ୟାମ୍ପିୟନ ସ୍କୁଲ ଭାବେ ସମ୍ମାନିତ…

କମ ଖର୍ଚ୍ଚରେ ହୋଇପାରିବ କଳିଙ୍ଗା ଘାଟି ବିକଳ୍ପ ରାସ୍ତା : କେବଳ ଲୋଡ଼ା…

ଭଞ୍ଜନଗର,୨୦।୧୦(ବାବୁଲା ପ୍ରଧାନ): ଗଞ୍ଜାମ କନ୍ଧମାଳ ଜିଲା ସୀମାରେ ଥିବା କଳିଙ୍ଗା ଘାଟି ଜାତୀୟ ରାଜପଥର କିଛି ମିଟର ରାସ୍ତା ଗତମାସ ୧୬ ତାରିଖରେ ପ୍ରବଳ ବର୍ଷା ଯୋଗୁ ଭୁଶୁଡି ପଡ଼ିଥିଲା। ଏହାପରଠୁ ଉକ୍ତ ରାସ୍ତା ଗମନାଗମନ ପାଇଁ ବନ୍ଦ ଅଛି। ବର୍ତ୍ତମାନ…

କାଲି ନିଆଁ ଲାଗିବା ପରେ ଆଜି ବଜାରରେ ପ୍ରବଳ ଭିଡ଼

ଗଞ୍ଜାମ,(ବିଦ୍ୟାଧର ସାହୁ/ଅଖିଳ ତରାଇ): ଗଞ୍ଜାଜ ଜିଲା ରମ୍ଭା ବାଣ ବଜାରରେ ଥିବା ତିନରୁ ଊର୍ଦ୍ଧ୍ୱ ବାଣ ଦୋକାନରେ ରବିବାର କୌଣସି କାରଣରୁ ନିଆଁ ଲାଗି ସମ୍ପୂର୍ଣ୍ଣ ବାଣ ସହ ଅନ୍ୟାନ୍ୟ ସାମଗ୍ରୀ ପୋଡି ପାଉଁଶ ହୋଇ ଯାଇଥିଲା। ଫଳରେ ଗଞ୍ଜାମ ସହର…

ପରଲୋକରେ ଛତ୍ରପୁର ଧରିତ୍ରୀ ଖବରଦାତା ସନ୍ତୋଷ ପାଢୀ

ପୁରୁଷୋତ୍ତମପୁର/ଛତ୍ରପୁର,୨୦।୧୦(ସବିତା ମିଶ୍ର/ଦୀଲିପ ସାମଲ/ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ପ୍ରତିନିଧି ତଥା ଧରିତ୍ରୀ ଖବରଦାତା ସନ୍ତୋଷ କୁମାର ପାଢୀଙ୍କ ପରଲୋକ ଘଟିଛି। ୪୫ ବର୍ଷ ବୟଷରେ ସୋମବାର ଅପରାହ୍ନରେ କାଳିଆବାଲି ସ୍ଥିତ ବାସଭବନରେ ତାଙ୍କର ଦେହାନ୍ତ ଘଟିଛି । ସେ…

ଜୀବନମରଣ ସହ ସଂଘର୍ଷ କରୁଥିବା ଲୋକଙ୍କୁ ଅଙ୍ଗଦାନ ମହତକାର୍ଯ୍ୟ

ଭଞ୍ଜନଗର,୨୦ା୧୦(ବାବୁଲା ପ୍ରଧାନ): ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସଭାଗୃହରେ ରବିବାର ଲୋହାରାଖଣ୍ଡି ସାହିତ୍ୟ ସଂସଦର ୨୩ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଲୋକ ସେବା ମଣ୍ଡଳର ଆଜୀବନ ସଭ୍ୟ ତଥା ଅଙ୍ଗଦାନ ସଂଘର ମୁଖ୍ୟ ପ୍ରଭାସ ଆଚାର୍ଯ୍ୟ ମୁଖ୍ୟ ଅତିଥି…

ମନା କରୁଥିଲେ ଗ୍ରାମବାସୀ ମାନିଲେନି ଟ୍ରକ୍‌ ଡ୍ରାଇଭର, ଶେଷକୁ ଫସିଗଲେ 

ଦାରିଙ୍ଗବାଡି, ୨୦।୧୦ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ତିଲୋରୀ ପଞ୍ଚାୟତ ଗୁମାଡି ନଦୀରେ କରାଯାଇଥିବା ଅସ୍ଥାୟୀ ପୋଲ ଉପରେ ଏକ ଟ୍ରକ ଅଟକି ଯାଇଛି। ଫଳରେ ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ ହୋଇଛି। ଉକ୍ତ ବ୍ଲକ ସିମନବାଡି ଠାରୁ…

ଗୋଟିଏ ରାତିରେ ବୁଲାଇଲେ କଳାକନା: ଦୋକାନରେ ପଶି…

ପାଟଣା,୨୦।୧୦(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ସ୍ବାମ ମୁଣ୍ଡା ସାହି ଛକରେ ଥିବା ଦୋକୋନୁ ଚୋରି ହୋଇଛି। ଜଗନ ମୁଣ୍ଡାଙ୍କ ଗ୍ରୋସରୀ ଦୋକାନ ଓ ସ୍ବାମ ଶାସନ ଗାଁ ମୁଣ୍ଡରେ ଥିବା ସନ୍ତୋଷ କୁମାର କରଙ୍କ ଭେରାଇଟି ଷ୍ଟୋରର…

ଆଜି ନିଶାର୍ଦ୍ଧରେ ପୂଜା, ମଙ୍ଗଳବାର ଦର୍ଶନ

ସାକ୍ଷୀଗୋପାଳ,୨୦।୧୦(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ପୁରୀ ଜିଲା ସାକ୍ଷୀଗୋପାଳ ନିକଟବର୍ତ୍ତୀ ବୀରଗୋନ୍ଦପୁର ଗ୍ରାମରେ ସୋମବାର ମା’ ଦକ୍ଷିଣକାଳୀଙ୍କ ପୂଜା ପାଇଁ ଉତ୍ସବମୁଖର ହୋଇଉଠିଛି। ବର୍ଷ ତମାମ ମା’ଙ୍କ ଦେବୀପୀଠରେ ପଟିଦିଅଁ ପୂଜା ପାଇଥିବା ବେଳେ କାଳୀପୂଜା ସମୟରେ ଦେବୀଙ୍କ ମୃଣ୍ମୟୀ ମୂର୍ତ୍ତି…

ବଙ୍ଗୋପସାଗରରେ ଲଘୁଚାପ: ୨୪ରୁ ୨୬ ପ୍ରବଳ ବର୍ଷା

ଭୁବନେଶ୍ୱର,୨୦।୧୦: ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ଅନୁଯାୟୀ, ଅକ୍ଟୋବର ୨୧ ତାରିଖରେ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଓଡ଼ିଶାର ବିଭିନ୍ନ ଜିଲା ପାଇଁ ଆଗାମୀ ତିନି ଦିନ ବର୍ଷା ଓ ବଜ୍ରପାତ ସତର୍କତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?