ମଣ୍ଡିରେ ପଡ଼ି ରହିଛି ଧାନ, ଜିଲା ଯୋଗାଣ ଅଧିକାରୀଙ୍କୁ ଚାଷୀଙ୍କ ଠେଲାପେଲା
ନୂଆପଡା ଅଫିସ,୧୬।୧: ନୂଆପଡା ମଣ୍ଡିରେ ତିନିଦିନ ଧରି ୫ହଜାର ବସ୍ତା ଧାନ ପଡ଼ି ରହିଛି। ଏହି ଧାନକୁ ଉଠାଇବା ଦାବିରେ ଚାଷୀମାନେ ଜିଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଗୁରୁବାର ଘେରାଉ କରିଛନ୍ତି। ଏପରିକି ଅସନ୍ତୋଷ ଚାଷୀମାନେ ଅଧିକାରୀଙ୍କୁ ଠେଲାପେଲା କରିଥିବା ସୂଚନା…
ହୁଗୁଳା ଉନ୍ନୟନ
ଜନମଙ୍ଗଳ ରାଷ୍ଟ୍ରରେ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ଭଳି ଦିଗ ପ୍ରତି ବିଶେଷ ଧ୍ୟାନ ଦିଆଯାଇଥାଏ । ଏହାକୁ ହିଁ ଉନ୍ନୟନ ବୋଲି କୁହାଯାଏ । ଏଥିରେ ଖିଲାପ ହେଲେ ପ୍ରଶାସନ ବାଟ ହୁଡୁଛି ବୋଲି ସମାଲୋଚନା କରାଯାଏ । ବିଶେଷ କରି…
ନ୍ୟାସ୍ନାଲ କଲେଜ କ୍ୟାମ୍ପସରେ ୩ ଭାଲୁ
ନୂଆପଡା ଅଫିସ,୪।୧-ଦିନ ଦ୍ୱିପ୍ରହରେ ନୂଆପଡା ଜିଲା ସଦର ମହକୁମାରେ ଥିବା ନ୍ୟାସନାଲ କଲେଜ କ୍ୟାମ୍ପସକୁ ଶୁକ୍ରବାର ୩ଟି ବଣୁଆ ଭାଲୁ ଆସି ଆତଙ୍କ ଚଳାଇଥିବା ଦେଖାଯାଇଛି। ଅପରାହ୍ନ ୪ଟାବେଳେ ଆସି ଆଡ୍ଡା ଜମାଇ ରହିଛନ୍ତି। ଏହା କଲେଜ କର୍ମଚାରୀମାନଙ୍କ ପାଇଁ ମୁଣ୍ଡ…
ବିଦ୍ୟୁତ୍ ତାର ଛିଡ଼ି ମା’ଝି’ର ମୁ୍ର୍ତୁ ଘଟନା: ପରିବାରକେ ମିଲ୍ଲା ୫ ଲାଖ୍ କ୍ଷତିପୂରନ
ନୂଆପଡା ଅଫିସ/ସିନାପାଲି/ବରଗାଁ,୪ା୧(ଡି.ଏନ୍.ଏ.)- ନୂଆପଡ଼ା ଜିଲା ସିନାପାଲି ଥାନା ଅଧୀନ ମଖାପଦର ଗଁାରେ ୧୧ କେଭି ବିଦ୍ୟୁତ୍ ତାର ଛିଡ଼ି ଗୁଟେ ପରିବାରର ମା’ଝି’ର ମୁର୍ତୁ ହେଇଥିଲା। ଘଟନାର ୪୮ ଘଁଟା ଉତାରୁ ବିଦ୍ୟୁତ୍ ବିଭାଗ୍ ପୀଡ଼ିତ ପରିବାରକେ ସାହାଯ୍ ଟଁକା…
କୋମନା ବ୍ଲକରେ ହାଡଭଂଗା ଶୀତ: ରାଏତ୍ବେଲା ୬ ଡିଗ୍ରୀକେ ଖସୁଛେ ତାପ୍ମାନ
କୋମନା, ୩।୧ (ଡି.ଏନ୍.ଏ.)- ଦିନାକେତେ ହେଲା ପଶ୍ଚିମ ଓଡ଼ିଶାରେ ହାଡ଼ଭଂଗା ଶୀତ ହେଉଛେ। ରାଏତ୍ବେଲା ବଡ଼ଭାଗି ସହରର ତାପ୍ମାନ ୧୦ ଡିଗ୍ରୀ ତଲେ ରହୁଛେ। ଏନ୍ତାଥି ବୁଢ଼ାବୁଢ଼ି, ଛୁଆପିଲା, ରୁଗୀମାନେ ବଡ଼ା ଗୁଲ୍ଗୁଲା ହେଉଛନ୍। ଇ ହିସାବେ ନୂଆପଡ଼ା ଜିଲା କୋମନା…
ହାତୀବନ୍ଧାରେ ‘ମୋ ଗାଁରେ ତହସିଲ’ କାଯ୍କରମ
ସିନାପାଲି, ୩।୧ (ଡି.ଏନ୍.ଏ.)- ନୂଆପଡ଼ା ଜିଲା ସିନାପାଲି ତହସିଲ ଅଧୀନ ହାତୀବନ୍ଧାନେ ସିନାପାଲି ତହସିଲ ତରଫୁ ‘ମୋ ଗଁାରେ ତହସିଲ’ କାଯ୍କାରମ ଅନୁଷ୍ଠିତ ହେଇଯାଇଛେ। ସିନାପାଲି ତହସିଲଦାର କପିଳଦେବ ସାହୁକଁର ସଭାପତିତ୍ୱନେ ଅନୁଷ୍ଠିତ ଇ କାଯ୍କରମରେ ନୂଆପଡ଼ା ଉପଜିଲାପାଳ ତରଣୀସେନ ନାଏକ…
ବାପ୍ ଆରପାରେ: ଦୁଇ ପୁଓର ଭବିଷତ୍ ଚିନ୍ତାରେ ମା’
କୋମନା, ୪।୧୧(ଡି.ଏନ୍.ଏ.)- ନୂଆପଡ଼ା ଜିଲା କୋମନା ବ୍ଲକ ଟିକ୍ରାପଡ଼ା ହାଟପଦା ପଡ଼ାର ବିଧବା ଶାନ୍ତି ରଣା(୨୦)। ଆପ୍ନେ ଆରପାରକେ ଚାଲିଗଲା ଉତାରୁ ଦୁଇ ଛୁଆକର ଦେଖ୍ଭାଲ, ଭବିଷତ୍ ଚିନ୍ତାରେ ସେ ଭାଂଗି ପଡ଼ିଛନ୍। ଏନ୍ତାଥି ସେ ସରକାରୀ ସାହାଯ୍ ଲାଗି ପରଶାସନକେ…
ଚିକିଛା ଅଭାବୁ ମୁର୍ତୁ ସଂଗେ ଯୁଝୁଛନ୍ ରବି
କୋମନା, ୨।୧୧(ଡି.ଏନ୍.ଏ.)- ନୂଆପଡ଼ା ଜିଲା କୋମନା ବ୍ଲକ ସମରସିଙ୍ଗ ପଁଚେତ୍ ଅଧୀନ ଖଜୁରବାହାଲ ଗଁାର ରବି ରାଉତ(୩୬)। ସେ ମାସକେତେ ତଲେ ଗୁଟେ ଦୁରଘଟନାର ଶିକାର ହେଇ ସେ ଖଟେ ପଡ଼ି ରହିଛନ୍। ଏନ୍ତାଥି ଟଁକା ପଏସା ଅଭାବ୍କେ ଚିକିଛା…
ଶିଁକ୍ଲା ବଁଧା ଜୀବନ୍ ବିତଉଛନ୍ ଟୁନୁରାମ
ସିନାପାଲି, ୧।୧୧(ଡି.ଏନ୍.ଏ.)- ସରକାର ମାନସିକ୍ ରୁଗୀକର ଚିକିଛା ଲାଗି ଅନେକ ଯୋଜନା କାଯ୍କାରୀ କରୁଛନ୍। ହେଲେ ଅନେକ୍ ଜାଗାରେ ସଚେତନତା ଅଭାବୁ ଗରିବ୍ଦୁଖି ସରକାରକଁର ଇ ସୁବିଧା ସୁଯୋଗ ପାଏବାରୁ ବଁଚିତ୍ ହେଉଛନ୍। ଏନ୍ତା ଗୁଟେ ଉଦାହରନ୍ ଦେଖ୍ବାକେ ମିଲିଛେ ସିନାପାଲି…
ଅଜନା ରୋଗ୍ରେ ପୀଡ଼ିତ ହୀରାଦେଈ
ଖଡିଆଳ,୨୩।୧୦(ଡି.ଏନ୍.ଏ.)- ନୂଆପଡ଼ା ଜିଲା ଖଡ଼ିଆଳ ବ୍ଲକ କେନ୍ଦୁପାଟି ଗଁାର କେତୁ ଷଣ୍ଢକଁର ମାଏକିନା ହୀରାଦେଈ ଷଣ୍ଢ। ଆଏଜ୍କେ ୨ ବଛର ହେଲା କେହେନ୍ସି ଗୁଟେ ଅଜନା ରୋଗ୍ ପରଭାବରେ ତାକର ହାତ୍ଗୋଡ଼ ବଁକା ହେଇଯାଇଛେ। ପରିବାରଟା ନିହାତି ଗରିବ୍ ହେଇଥିଲାବେଲେ ହୀରାଦେଈ…
ମଝି ରାସ୍ତାରେ ବଁଧର ଭରମ୍
ସିନାପାଲି, ୧୬।୧୦ (ଡି.ଏନ୍.ଏ.)-ନୂଆପଡ଼ା ଜିଲା ସିନାପାଲି ବ୍ଲକ ସିଙ୍ଗଝର-ଦେଭୋଗ ରାସ୍ତା ପୂର୍ତ୍ତ ବିଭାଗ ଅଧୀନରେ ରହିଛେ। ହେଲେ ରାସ୍ତାଟା ଠିକ୍ ହିସାବେ ତିଆର ନାଇଁ ହେଇ। ଯେନ୍ଥିରଲାଗି ରାସ୍ତା ମଝିରେ ପୁଚ୍କୁନା ପାଏନ୍ ଜମି ଗୁଟେ ବଁଧ୍ର ଭରମ୍ ସୁରୁଷ୍ଟି କରୁଛେ।…
୧୩ ବର୍ଷର ବାଳକଙ୍କ ଉପରେ ପଡିଗଲା ରାବଣ ପ୍ରତିକୃତି
ନୂଆପଡା ଅଫିସ୍,୯।୧୦: ନୂଆପଡା ଜିଲା କୋମନା ଥାନା କାଣ୍ତେତରା ଗାଁରେ ରାବଣ ପ୍ରତିକୃତି ପଡି ଜଣେ ୧୩ ବର୍ଷର ବାଳକ ଗୁରୁତର ଆହତ ହୋଇଛି। ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସୂଚନାଯୋଗ୍ୟ, କାଣ୍ତେତରା ଗାଁରେ ରାବଣ ପୋଡି ଉତ୍ସବ…
Archives


