ଏନ୍ଏଚ୍ ଡାଇଭର୍ସନ ରୋଡ୍ରେ ଘାଇ
ନୟାଗଡ଼ ଅଫିସ,୫।୧୦: ବଲାଙ୍ଗୀର-ଖୋର୍ଦ୍ଧା ୫୭ନଂ. ଜାତୀୟ ରାଜପଥ (ଏନ୍ଏଚ୍)ର ନୟାଗଡ ସତ୍ସଙ୍ଗବିହାର ନିକଟବର୍ତ୍ତି ମଜୁରିଆପଲ୍ଲୀ କ୍ଷୁଦ୍ର ପୋଲ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲେ ମଧ୍ୟ ସଂଯୋଗ ରାସ୍ତା କରାଯାଇ ନ ଥିଲା। ଫଳରେ ଡାଇଭର୍ସନ ରୋଡ୍ରେ ଯାନାବାହନ ଯାତାୟାତ କରୁଥିଲା।...
ଧାର ଟଙ୍କା ମାଗିବାରୁ ମହିଳାଙ୍କୁ ହତ୍ୟା ଅଭିଯୋଗ
ନୟାଗଡ ଅଫିସ,୨୫ା୯: ଧାର ଟଙ୍କା ମାଗିବାରୁ ନୟାଗଡ଼ ଜିଲା ଶରଣକୁଳ ଥାନା ଅଧୀନ ଧୁଷୁମାରେ ବୁଧବାର ରାତିରେ ଜଣେ ମହିଳାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକହେଲେ ମାୟା ଭୂୟାଁ(୬୦)। ଗୁରୁବାର ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ କରାଇ...
ଶ୍ୱଶୁର ଘରେ ଜ୍ୱାଇଁଙ୍କୁ ହତ୍ୟା ଅଭିଯୋଗ
ନୟାଗଡ଼ ଅଫିସ,୧୯ା୯: ନୟାଗଡ଼ ସଦର ଥାନା ବାଲୁଗାଁ ସଅର ସାହିରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ଶ୍ୱଶୁର ଘରେ ଜ୍ୱାଇଁଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକ କାଳିଆ ନାୟକ(୪୫)ଙ୍କ ଭାଇ ଏପରି ଅଭିଯୋଗ ପରେ ପୋଲିସ ଘଟଣାର...
ପାର୍କର ଭ୍ରମ ସୃଷ୍ଟି କରୁଛି ଶ୍ମଶାନ
ନୟାଗଡ଼ ଅଫିସ/ରଣପୁର, ୧୮ା୯(ସ୍ବ.ପ୍ର.): ରଙ୍ଗବେରଙ୍ଗର ଫୁଲ ଗଛ ସହ ବିଭିନ୍ନ ଔଷଧିୟ ଗଛରେ ଝଲଶୁଛି ଶ୍ମଶାନ। ଯାହାକି ପାର୍କର ଭ୍ରମ ସୃଷ୍ଟି କରୁଛି। ନୟାଗଡ଼ ଜିଲା ରଣପୁର ଏନଏସି ଅଞ୍ଚଳରେ ରହିଛି ଏହି ଶ୍ମଶାନ। ଏହା ମୋ ଜନ୍ମଭୂମି ମୋ...
ଡିଏଫଓଙ୍କ କ୍ୱାର୍ଟର ମରାମତିରେ ଅର୍ଥ ଅପବ୍ୟୟ ଅଭିଯୋଗ: ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି
ନୟାଗଡ ଅଫିସ,୧୪।୯: ନୟାଗଡ଼ ଡିଏଫଓଙ୍କ କ୍ୱାର୍ଟର ମରାମତି ଓ ନୟାଗଡ଼ ରେଞ୍ଜରଙ୍କ ପୁରୁଣା କାର୍ଯ୍ୟାଳୟ ସଫେଇରେ ଅର୍ଥ ଅପବ୍ୟୟ ହୋଇଥିବା ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅଭିଯୋଗ ହୋଇଛି। ସରକାରୀ ଅନୁଦାନ ଖର୍ଚ୍ଚର ଠିକ୍ ସମୀକ୍ଷା ହେଉ ନ ଥିବାରୁ ଅପବ୍ୟୟକୁ ରୋକା...
ଦାଦନ ଖଟିବାକୁ ତାମିଲନାଡୁ ଗଲେ ୩୦ ଶ୍ରମିକ
ନୟାଗଡ ଅଫିସ,୧୧ା୯: କରୋନା ଯୋଗୁ ଗାଁକୁ ଫେରିଥିବା ଶ୍ରମିକ ଏବେ ପୁଣି ଦାଦନ ମୁହାଁ ହେଲେଣି। ବୁଧବାର ରାତିରେ ନୟାଗଡ଼ ବ୍ଲକ କାଳିକାପ୍ରସାଦ ପଞ୍ଚାୟତର ୩୦ ଶ୍ରମିକ ବସ ଯୋଗେ ତାମିଲନାଡୁ ଯାଇଛନ୍ତି। ଗାଁରେ କାମ ନ ମିଳିବାରୁ ଏହି...
ଗାଁ ଦାଣ୍ଡରେ ଗୋଡ଼ାଇ ଗୋଡ଼ାଇ ହାଣିଲେ
ନୟାଗଡ଼ ଅଫିସ, ୯।୯: ନୟାଗଡ଼ ଜିଲା ଇଟାମାଟି ଥାନା ବାଉଁଶିଆପଡ଼ା ମାଳିସାହି ଗାଁରେ ମଙ୍ଗଳବାର ରାତିରେ ଏକ ହତ୍ୟାକାଣ୍ଡ ଘଟିଛି। କିଛି ଲୋକ ଗାଁ ଦାଣ୍ଡରେ ଗୋଡାଇ ଗୋଡାଇ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ବ୍ୟକ୍ତି...
ପ୍ରଶାସନକୁ ନ ଜଣାଇ କରୋନା ରୋଗୀଙ୍କୁ ପୋଡ଼ିିଦେଲେ
ନୟାଗଡ ଅଫିସ,୭ା୯: ନୟାଗଡ ସହର ନୀଳାଦ୍ରିବିହାରରେ ଜଣେ କରୋନା ପଜିଟିଭ୍ ରୋଗୀଙ୍କ ମୃତ୍ୟୁ ପରେ ପରିବାର ଲୋକ ପ୍ରଶାସନକୁ ନଜଣାଇ ପୋଡ଼ି ଦେଇଛନ୍ତି। ଖବର ଜଣାପଡ଼ିବା ପରେ ନୟାଗଡ ମ୍ୟୁନିସିପାଲିଟି ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ଜିଲା ପ୍ରଶାସନ ଘଟଣାର...
ନୟାଗଡ଼ରେ ୭୧ ଗାଁ ଜଳବନ୍ଦୀ
ନୟାଗଡ ଅଫିସ/ଗଣିଆ/ଭାପୁର,୩୧। ୮(ଡି.ଏନ.ଏ.): ପ୍ରଳୟଙ୍କରୀ ବନ୍ୟା ଯୋଗୁ ନୟାଗଡ଼ ଜିଲାର ୭୧ଟି ଗ୍ରାମ ଜଳବନ୍ଦୀରେ ରହିଛି। ଏଥିରେ ଗଣିଆ ବ୍ଲକର ୬୮ ଓ ଭାପୁର ବ୍ଲକ ଫତେଗଡ ପଞ୍ଚାୟତର ୩ ଗାଁ ରହିଛି। ଫଳରେ ଏସବୁ ପଞ୍ଚାୟତରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ...
ଖୁଦୁରୁକୁଣୀ ଓଷା କରିବାକୁ ଯାଇ ନଦୀରେ ଭାସିଗଲେ ଯୁବତୀ
ନୟାଗଡ଼ ଅଫିସ,୩୦ା୮: ବୃତ୍ତଙ୍ଗ ନଦୀରେ ଭାସି ଯାଇ ଜଣେ ଯୁବତୀଙ୍କ ମୃତ୍ୟୁ ଘଟିଛି। ୩ ଜଣଙ୍କ ଅବସ୍ଥା ଗୁରୁତର ହୋଇଥିଲେ ହେଁ ସେମାନେ ମୃତ୍ୟୁମୁଖରୁ ବଞ୍ଚି ଯାଇଛନ୍ତି। ସୂଚନାଯୋଗ୍ୟ, ଟାକେରା ବରୁସାହିର କିଛି ଯୁବତୀ ଖୁଦୁରୁକୁଣୀ ଓଷା କରିଥିଲେ। ଆଜି...
କୁତୁରୀ, ମଣିପୁର ବାହ୍ୟଜଗତରୁ ବିଚ୍ଛିନ୍ନ
ନୟାଗଡ଼ ଅଫିସ/ଭାପୁର (ଡି.ଏନ.ଏ.),୨୮।୮: ମହାନଦୀରେ ଜଳସ୍ତର ବଢ଼ିବାରୁ ନୟାଗଡ଼ ଜିଲାର ଗଣିଆ ଓ ଭାପୁର ବ୍ଲକ ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖାଦେଇଛି। ଗୁରୁବାର ରାସ୍ତାରେ ମହାନଦୀର ବନ୍ୟାଜଳ ଲହଡି ମାରିଥିଲା। ବଡମୂଳ-କୁତୁରୀ ରାସ୍ତାରେ ୩ରୁ ୬ ଫୁଟ ଓ ଭାପୁର...
ନୟାଗଡ଼ ଜିଲା: ସଙ୍କଟରେ ଚାଷୀ ଓ ଚାଷ
ନୟାଗଡ଼ ଅଫିସ,୧୫ା୮: କୃଷିପ୍ରଧାନ ନୟାଗଡ଼ ଜିଲାରେ ଚାଷୀ ଓ ଚାଷ ସଙ୍କଟରେ। ପ୍ରତିକାର ନ ଥିବାରୁ ଚାଷୀ ଚାଷ ପ୍ରତି ବୀତସ୍ପୃହ ହୋଇପଡୁଛି। ଏହାର ସମାଧାନ ପାଇଁ ଜିଲାର କେତେଜଣ ଚାଷୀ ମୁଖ୍ୟମନ୍ତ୍ରୀ ଓ ଜିଲାପାଳଙ୍କୁ ଫେରାଦ ହୋଇଛନ୍ତି। ଭାଜପା...
Archives


