ନୟାଗଡ଼

ନୟାଗଡ଼ ଜିଲାକୁ ଟ୍ରେନ୍‌ ଗଡ଼ିବାରେ ଦୁଇବର୍ଷ ପୂରିଲା: ୨ରେ ସୀମିତ, ସ୍ପେଶାଲ ଟ୍ରେନ୍‌ ପାଲଟିଛି ସ୍ବପ୍ନ

ନୟାଗଡ଼ ଅଫିସ,୧୯।୬-୧୯ ଜୁନ୍‌ ୨୦୧୭ । ଏହି ଦିନ ନୟାଗଡ଼ ଜିଲାବାସୀଙ୍କ ପାଇଁ ଖୁସିର ଦିନ ଥିଲା। ଉକ୍ତ ଦିନ ରେଳ ମାନଚିତ୍ରରେ ନୟାଗଡ଼ ଜିଲା ସାମିଲ ହୋଇଥିଲା। ବୁଧବାର ଜିଲାକୁ ଟ୍ରେନ୍‌ ଗଡ଼ିବାର ଦୁଇ ବର୍ଷ ବିତିବ। ହେଲେ ପୂର୍ବରୁ…

ବେଆଇନ ଇଟା ଭାଟି ଉପରେ ଚଢ଼ାଉ

ରଣପୁର,୧୯ା୬(ସ୍ବ.ପ୍ର.)-ପରିବେଶ ପ୍ରଦୂଷଣ ନିମନ୍ତେ ଇଟାଭାଟିଗୁଡ଼ିକୁ ଦାୟୀ କରାଯାଇ ରଣପୁରର ବିଭିନ୍ନ ସ୍ଥାନରେ ବେଆଇନ ଇଟାଭାଟି ଉପରେ ଚଢ଼ାଉ କରାଯାଇଛି। ନୟାଗଡ଼ ଜିଲା ରଣପୁର ତହସିଲରେ ପରିବେଶ ନିୟମଗୁଡ଼ିକୁ ଖୋଲାଖୋଲି ଉଲ୍ଲଙ୍ଘନ କରାଯାଉଥିବା ଅଭିଯୋଗ ହୋଇଛି। ଦୀର୍ଘବର୍ଷ ଧରି ଏହି ତହସିଲ ଅଧୀନ…

ଅଣସରରେ ତିନି ଠାକୁର

ଖଣ୍ଡପଡ଼ା,୧୯ା୬(ସ୍ବ.ପ୍ର.)-ଜ୍ୟେଷ୍ଠ ପୂର୍ଣ୍ଣମୀ ଅବସରରେ କଣ୍ଟିଲୋ ଶ୍ରୀନୀଳମାଧବ ଜୀଉଙ୍କ ପାର୍ଶ୍ୱ ଠାକୁର ଭାବେ ବିରାଜିତ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ଦେବସ୍ନାନ ଯାତ୍ରା ସୋମବାର ପାରମ୍ପାରିକ ରୀତିରେ ସମ୍ପନ୍ନ ହୋଇଯାଇଛି ା ଗଜାନନ ବେଶ ହୋଇଥିବା ଶ୍ରୀ ଜୀଉମାନେ ଅଧିକ ସ୍ନାନ କରିବା…

ସରକାରୀ ଯୋଜନାରୁ ବାଦ୍‌ ପଡ଼ିଛନ୍ତି ପୂଜକ ସମାଜ, ଆନ୍ଦୋଳନ ଡାକରା

ଭାପୁର,୧୮ା୬(ଡି.ଏନ୍‌.ଏ.)-ବର୍ଷସାରା ଠାକୁର ଠାକୁରାଣୀଙ୍କ ପୂଜାନୀତି କରି ଜୀବିକା ନିର୍ବାହ କରୁଥିବା ହଜାର ହଜାର ପୂଜକ ସମାଜ ସମସ୍ତ ସରକାରୀ ଯୋଜନାରୁ ବାଦ୍‌ ପଡ଼ିଚାଲିଛନ୍ତି। ଏପରିକି ସେମାନଙ୍କ ପିଲାମାନେ ପାଠ ପଢିବା ପାଇଁ ବାସଗୃହ ପ୍ରମାଣପତ୍ର ନ ପାଇ ଅଧାରୁ ପାଠ ଛାଡୁଛନ୍ତି।…

ପରିବେଶର ଅବକ୍ଷୟ ଯୋଗୁ ମରୁଡ଼ି ପରିସ୍ଥିତି ଆଶଙ୍କା

ଖଣ୍ଡପଡା,୧୮।୬(ସ୍ବ.ପ୍ର.)-ମାନବ ସମାଜ ସହିତ ସମଗ୍ର ଜୀବ ଜଗତର ସ୍ଥିତି ରକ୍ଷା ନିମନ୍ତେ ପରିବେଶ ସୁରକ୍ଷା ଜରୁରୀ ଅଟେ । ସାମ୍ପ୍ରତିକ ପରିସ୍ଥିତିରେ ବୃକ୍ଷ, ଜଙ୍ଗଲ ତଥା ପରିବେଶର ଦ୍ରୁତ ଅବକ୍ଷୟ ମାନବ ସମାଜ ସହିତ ପଶୁପକ୍ଷୀ, ନାନାଦି କୀଟପତଙ୍ଗ ଆଦିଙ୍କ ପାଇଁ…

ଚିନିକଳ ବିକ୍ରି ଗୁଜବ : ଏକାଠି ହେଲେ କୃଷକ, ନେତା, ହେବ ଆନ୍ଦୋଳନ

ନୟାଗଡ଼ ଅଫିସ,୧୭ା୬: ନୟାଗଡ଼ ଜିଲା ସଦର ବ୍ଲକ ପାଣିପୋଇଲାଠାରେ ଥିବା ଚିନିକଳ ବିକ୍ରି ନେଇ ଗୁଜବ ପ୍ରଚାର ହେବା ପରେ ଏବେ ଜିଲାସାରା ଗୋଟିଏ ଚର୍ଚ୍ଚା। କିପରି ଏହାର ସୁରକ୍ଷା ହେବ ବା ଚିନିକଳ ଖୋଲିବ। ଏଥିପାଇଁ କୃଷକଙ୍କଠାରୁ ଆରମ୍ଭ କରି…

ଆବାସ ଯୋଜନାରୁ ବଞ୍ଚିତ ଗରିବ ପରିବାର : ଜୀବନ ବିତୁଛି ଝାଟିମାଟି ଘରେ

ଖଣ୍ଡପଡ଼ା ୧୭ା୬(ସ୍ବ.ପ୍ର.): ଦାରିଦ୍ର୍ୟ ସୀମାରେଖା ତଳେ ବସବାସ କରୁଥିବା ଜନସାଧାରଣଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଅନେକ ଯୋଜନା ପ୍ରଣୟନ କରିଛନ୍ତି। ତେବେ ଏହି ଯୋଜନା ଅନେକ କ୍ଷେତ୍ରରେ କିପରି ବିଫଳ ହୋଇଛି ତାହାର…

ଭାପୁର ଅଞ୍ଚଳରେ ଝାଡ଼ାବାନ୍ତି :୨୫ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ

ଭାପୁର/ଖଣ୍ଡପଡା,୧୬ା୬(ଡି.ଏନ.ଏ./ସ୍ବ.ପ୍ର.)-ନୟାଗଡ ଜିଲା ଭାପୁର ବ୍ଲକରେ ଝାଡାବାନ୍ତି ବ୍ୟାପିବାରେ ଲାଗିଛି । ଏହି ରୋଗରେ ୧୦ ଗାଁର ପ୍ରାୟ ୨୫ରୁ ଊର୍ଦ୍ଧ୍ୱଲୋକ ଆକ୍ରାନ୍ତ ହୋଇ ଏବେ ଭାପୁର ଡାକ୍ତରଖାନାରେ ଚିକିତ୍ସତ ହେଉଛନ୍ତି । ପ୍ରବଳ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଅସହ୍ୟ ଗୁଳୁଗୁଳି ଯୋଗୁ…

କାଳବୈଶାଖୀ ପ୍ରଭାବ: ଗଛ ପଡ଼ି ଜଣେ ମୃତ, ୧୦ ଆହତ

ନୟାଗଡ଼ ଅଫିସ,୧୪।୬: ନୟାଗଡ଼ ଜିଲା ସଦର ବ୍ଲକ ନବଘନପୁର ପଞ୍ଚାୟତ ଲଡ଼ୁକିଶୋରପୁର ଗ୍ରାମରେ ଗୁରୁବାର ରାତିରେ କାଳବୈଶାଖୀରେ ଗଛ ପଡ଼ିବାରୁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦ଜଣ ଆହତ ହୋଇଛନ୍ତି। ମୃତକ ହେଲେ ଲଡୁକିଶୋରପୁର ୪ ନମ୍ବର ଓ୍ବାର୍ଡର ଓ୍ବାର୍ଡମେମ୍ବର…

ସୋସିଆଲ ମିଡିଆରେ ବିଜେଡି-ଭାଜପା କଳି : ୩ ଭାଜପା କର୍ମୀଙ୍କୁ ଗିରଫ କଲା ପୋଲିସ

ନୟାଗଡ଼ ଅଫିସ,୧୪ା୬- ଦୁଇଜଣ ବ୍ୟକ୍ତିଙ୍କ ମଧ୍ୟରେ ସୋସିଆଲ ମିଡିଆରେ ବିଜେଡି-ଭାଜପା କଳି ଘଟଣାରେ ପୋଲିସ ୩ ଭାଜପା କର୍ମୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ହେଲେ ପ୍ରିୟାପ୍ରୀତି ତୋଷଣ କରି ପୋଲିସ ବିଜେଡି କର୍ମୀଙ୍କୁ ଛାଡିଦେଇଥିବା ଅଭିଯୋଗ କରି ଗୁରୁବାର…

ଖଣ୍ଡପଡ଼ା ସବ୍‌ଜେଲରୁ ଫେରାର କଏଦୀ ଗିରଫ

ଖଣ୍ଡପଡା,୧୪।୬(ସ୍ବ.ପ୍ର.): ନୟାଗଡ ଜିଲା ଖଣ୍ଡପଡା ସବ୍‌ଜେଲରୁ ପାଚେରି ଡେଇଁ ଫେରାର ଥିବା ଜଣେ କଏଦୀଙ୍କୁ ଫତେଗଡ଼ ଓ ଖଣ୍ଡପଡ଼ା ଥାନା ପୋଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ ଫତେଗଡ଼ ଥାନା ଅନ୍ତର୍ଗତ କରବର ଗ୍ରାମ ହାତୁଆସାହିର ତପନ କୁମାର…

ଶ୍ରୀକୃଷ୍ଣଙ୍କ ରୁକ୍ମିଣୀ ହରଣ, ବିବାହ : ମଦନ ମୋହନ ବିଜେ କରନ୍ତି ଶ୍ରୀକୃଷ୍ଣ ବେଶରେ

ଖଣ୍ଡପଡ଼ା,୧୪ା୬(ସ୍ବ.ପ୍ର.): କଣ୍ଟିଲୋ ଶ୍ରୀନୀଳମାଧବ ମନ୍ଦିରରେ ପାରମ୍ପରିକ ରୀତିରେ ଦ୍ୱାରିକାଧିପତି ଶ୍ରୀକୃଷ୍ଣଙ୍କ ରୁକ୍ମିଣୀ ହରଣ ଓ ବିବାହ ଉତ୍ସବ ଗୁରୁବାର ମହାସମାରୋହରେ ପାଳିତ ହୋଇଯାଇଛି। ପୌରାଣିକ କଥା ଅନୁସାରେ ଜ୍ୟେଷ୍ଠ ଶୁକ୍ଳପକ୍ଷ ଏକାଦଶୀ ତିଥିରେ ଶ୍ରୀକୃଷ୍ଣ ରୁକ୍ମିଣୀଙ୍କୁ ହରଣ କରିଥିବାରୁ ଏହି ଦିବସଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?