ପୂର୍ବତନ ସରପଞ୍ଚଙ୍କ ପରିବାରକୁ ସାମାଜିକ ବାସନ୍ଦ
ଡାବୁଗାଁ, ୨୮।୩ (ଡି.ଏନ.ଏ.): ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଧୀନ ହାତୀବେଡ଼ା ପଞ୍ଚାୟତର ଜଣେ ପୂର୍ବତନ ସରପଞ୍ଚଙ୍କ ପରିବାରକୁ ସାମାଜିକ ବାସନ୍ଦ କରାଯାଇଛି। ଏ ନେଇ ସମ୍ପୃକ୍ତ ପୂର୍ବତନ ସରପଞ୍ଚ ରାମଚନ୍ଦ୍ର ମାଝିଙ୍କ ବଡ଼ପୁଅ ନିତ୍ୟାନନ୍ଦ ଶନିବାର ଡ଼ାବୁଗାଁ ଥାନାରେ ଏତଲା ଦେଇଛନ୍ତି।…
ପ୍ରାର୍ଥୀ ଓ ଦଳ ପାଇଁ ଏବେ ସମୀକ୍ଷାର ବେଳ
ନବରଙ୍ଗପୁର,୨୮।୩(ବି.ପ୍ର.): ନବରଙ୍ଗପୁର ଜିଲାର ନବରଙ୍ଗପୁର ଓ ଉମରକୋଟ ପୌର ନିବାଚନ ଫଳାଫଳ ପ୍ରକାଶ ପ୍ରକାଶ ପାଇବା ପରେ ଏବେ ନବରଙ୍ଗପୁରରେ କଂଗ୍ରେସ ଓ ବିଜେଡି ଏବଂ ଉମରକୋଟରେ ଭାଜପା ଓ କଂଗ୍ରେସର ପାଇଁ ସମୀକ୍ଷାର ବେଳ ଆସିଛି। କଂଗ୍ରେସର ଗଡ଼ ଭାଙ୍ଗି ବିଜେଡି…
ଡାକ୍ତର, କିରାଣିଙ୍କୁ ଧମକ
ରାଇଘର, ୨୪।୩(ଡି.ଏନ୍.ଏ.): ନବରଙ୍ଗପୁର ଜିଲା ରାଇଘର ବ୍ଲକ କୁନ୍ଦେଇ ଥାନା ଅଧୀନ ହାଟଭରଣ୍ଡି ଓ କୁନ୍ଦେଇ ରାସ୍ତାରେ ମାଓବାଦୀ ପୋଷ୍ଟର ଓ ବ୍ୟାନର ଲାଗିଥିବା ଦେଖିବାକୁ ମିଳିଛି। ଉକ୍ତ ବ୍ୟାନରରେ ହାଟଭରଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଜଣେ ଡାକ୍ତର ଓ ଜଣେ କିରାଣି…
ପିଲାଙ୍କୁ ଶିକ୍ଷା, ସଚେତନ କରାଇ ଶିଶୁମିତ୍ର ପଞ୍ଚାୟତ ଗଠନ ହେଉ
ନବରଙ୍ଗପୁର,୨୩।୩ (ବି.ପ୍ର.) – ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ନିର୍ଦ୍ଦେଶାନୁଯାୟୀ ମଙ୍ଗଳବାର ନବରଙ୍ଗପୁର ଜିଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ ଅଶୋକ ମେହେଟ୍ଟା ସମ୍ମିଳନୀ କକ୍ଷରେ ଶିଶୁଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲାସ୍ତରୀୟ ଶିଶୁ ସୁରକ୍ଷା…
ବିଧାୟକ ଧରିଛନ୍ତି ପ୍ରଚାରମଙ୍ଗ
ଉମରକୋଟ,୨୧ା୩(ସ୍ବ.ପ୍ର.): ପୌର ନିର୍ବାଚନ ଯେତିକି ପାଖେଇ ଆସୁଛି ଏହାକୁ ନେଇ ଉମରକୋଟ ସହରରେ ପ୍ରଚାର ସରଗରମ ହେଉଛି। ଭୋଟ ହାତେଇବାକୁ ସବୁଦଳ ଉଦ୍ୟମ ଚଳାଇଛନ୍ତି। ଭାଜପା ମଧ୍ୟ ସ୍ବତନ୍ତ୍ର ରଣନୀତି ନେଇ ପ୍ରଚାରକୁ ଓହ୍ଲାଇଛି। ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ ପ୍ରଚାର…
ପୁଅର ଶକ୍ତ ଚାପୁଡ଼ାରେ ଚାଲିଗଲା ମା’ଙ୍କ ଜୀବନ
ନବରଙ୍ଗପୁର,୧୯ା୩(ବି.ପ୍ର.): ନବରଙ୍ଗପୁର ସ୍ଥାନୀୟ ଦାରୁବନ୍ଧ ସାହି ପ୍ରତାପ ସାଗର (ପୋଖରୀ) ହୁଡ଼ାରେ ନବୀନ ଅମନାତ୍ୟ ଓ ତାଙ୍କ ମା’ ଜେମା ଅମନାତ୍ୟ (୮୦) ଏକ ଝୁପୁଡ଼ି ଘରେ ଦୀର୍ଘଦିନ ହେବ ରହି ଆସୁଥିଲେ। ସବୁବେଳେ ମଦ୍ୟପାନ କରି ମା’ଙ୍କ ସହିତ ଝଗଡ଼ା…
ଚାଲାଣ କରୁଥିଲେ ଗଞ୍ଜେଇ, ଧରାପକାଇ ଦେଲା ଦୁର୍ଘଟଣା
ପାପଡାହାଣ୍ଡି,୧୮।୪(ଡି.ଏନ୍.ଏ.): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ ମଇଦଲପୁର ଫାଣ୍ଡି ଅଧୀନ ଆମପାଣି ଘାଟି ଭାଲୁଝର ନିକଟରୁ ଜଣେ ଗଞ୍ଜେଇ ଚାଲାଣକାରୀଙ୍କୁ ଶୁକ୍ରବାର ପୋଲିସ ଧରିବାରେ ସଫଳ ହୋଇଛି। ସେ ହେଲେ କଳାହାଣ୍ଡି ଜିଲା ବଡ଼ପୋଡାଗୁଡା ଅଞ୍ଚଳର ନବ ନାୟକ। ମିଳିଥିବା ସୂଚନା…
ଭାଇ ବିପକ୍ଷରେ ଭାଇ
ନବରଙ୍ଗପୁର,୧୮।୩(ବି.ପ୍ର.): ନବରଙ୍ଗପୁର ପୌର ପରିଷଦର ଓ୍ବାର୍ଡ ନଂ.୫ରେ ଦୁଇ ଭାଇ ପରସ୍ପର ବିପକ୍ଷରେ କାଉନ୍ସିଲର ପ୍ରାର୍ଥୀ ହୋଇଛନ୍ତି। ଭାଜପା ପ୍ରାର୍ଥୀ ସପନ କୁମାର ତ୍ରିପାଠୀ (ବୁଲୁ), ବିଜେଡି ପ୍ରାର୍ଥୀ ଉତ୍ତମ ତ୍ରିପାଠୀ ସମ୍ପର୍କୀୟ ଭାଇ। ସୂଚନାନୁଯାୟୀ ଉତ୍ତମ ପୂର୍ବତନ ଏମ୍ପି ପ୍ରଦୀପ…
ଗଛରେ ପିଟିହେଲା କାର୍: ଚାଲିଗଲା ୨ ସାଙ୍ଗଙ୍କ ଜୀବନ
ନବରଙ୍ଗପୁର,୧୮।୩(ବି.ପ୍ର.): ନବରଙ୍ଗପୁର ଜିଲା କୁର୍ଲୁ ଘାଟିରେ ଶୁକ୍ରବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ କାର୍ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱ ଏକ ଗଛରେ ପିଟି ହୋଇଯାଇଥିଲା। ଫଳରେ କାରରେ ଥିବା ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ…
ଦଳମତ ନିର୍ବିଶେଷରେ ଉତ୍ତମ ବ୍ୟକ୍ତିତ୍ୱ ବାଛିବୁ
ଉମରକୋଟ,୧୪ା୩(ସ୍ବ.ପ୍ର.): ପୌର ନିର୍ବାଚନକୁ ନେଇ ଏବେ ଉମରକୋଟ ପୌରାଞ୍ଚଳ ଚଳଚଞ୍ଚଳ ରହିଛି। କାଉନ୍ସିଲର ପ୍ରାର୍ଥୀମାନେ ଘରକୁ ଘର ଯାଇ ଭୋଟରଙ୍କୁ କୋଳେଇ ନେଉଛନ୍ତି। କିନ୍ତୁ ଭୋଟର ଠିକ୍ ସମୟରେ ଆମେ ଉପଯୁକ୍ତ ପ୍ରାର୍ଥୀଙ୍କୁ ଭୋଟ ଦେବୁ ବୋଲି କହୁଛନ୍ତି। ଯିଏ ଓ୍ବାର୍ଡର…
‘ଠିକଣା ବେଳେ ଜବାବ ଦେବୁ’
ନବରଙ୍ଗପୁର,୧୩।୩(ବି.ପ୍ର.): ନିର୍ବାଚନ ଆସିଲେ ନେତା ଦେଇଥାନ୍ତି ପ୍ରତିଶ୍ରୁତି। ଜିତିଲା ପରେ ପୁଣି ତାହାକୁ ଭୁଲିଯାଆନ୍ତି। ସାହି ସମସ୍ୟା ଯୋଉଁଠି ଥିଲା ସେଇଠି। ତେଣୁ ଏଥର ଠିକଣାବେଳେ ଉଚିତ ଜବାବ ଦେବେ ବୋଲି ଚେତାବନୀ ଦେଇଛନ୍ତି ନବରଙ୍ଗପୁର ପୌର ପରିଷଦର ଓ୍ବାର୍ଡ ନଂ. ୧…
୨ଘଣ୍ଟା ମୃତ ସାଥୀକୁ ଜଗି ରହିଲା ପାରା
ଉମରକୋଟ, ୧୩।୩(ସ୍ବ.ପ୍ର.): କଥା କହି ପାରୁ ନ ଥିଲେ ବି ପଶୁପକ୍ଷୀଙ୍କ ଭିତରେ ରହିଛି ସ୍ନେହ ଶ୍ରଦ୍ଧାର ଆବେଗ। ମଣିଷ ଯେପରି ନିଜ ପରିଚିତ, ସାଙ୍ଗ ସାଥୀ ତଥା ଖାସ୍ ଲୋକଙ୍କୁ ହରାଇ ଭାଙ୍ଗିପଡେ ଠିକ୍ ସେହିପରି ଏକ ପାରା ନିଜ ମୃତ…
Archives


