ମୟୂରଭଞ୍ଜ

ହାତୀ ଆକ୍ରମଣରେ ମହିଳା ଗୁରୁତର

ଠାକୁରମୁଣ୍ଡା,୧୮ା୯(ଡି.ଏନ୍‌.ଏ.): କରଞ୍ଜିଆ ରେଞ୍ଜ ଅଞ୍ଚଳରେ ରବିବାର ପ୍ରାତଃ ଭ୍ରମଣରେ ରାସ୍ତା ଉପରେ ଚାଲି ଚାଲି ଯାଉଥିବା ଜଣେ ମହିଳାଙ୍କୁ ଏକ ଦନ୍ତାହାତୀ ଆକ୍ରମଣ କରିବାରୁ ମହିଳାଙ୍କ ଅବସ୍ଥା ଗୁରୁତର ହୋଇଛି। ଘଟଣାସ୍ଥଳରୁ ତାଙ୍କୁ ଉଦ୍ଧାର କରାଯାଇ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସା…

ମୋବାଇଲ ଲାଇଟ୍‌ରେ ରୋଗୀସେବା

ବାରିପଦା ଅଫିସ,୧୮।୯: ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ(ପିଆରଏମ୍‌) ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଶନିବାର ଅପରାହ୍ନ ଗୋଟାଏ ବେଳେ ବିଦ୍ୟୁତ୍‌ ସରବରାହ ବ୍ୟାହତ ଯୋଗୁ ଟର୍ଚ୍ଚ ଲାଇଟ୍‌ରେ ରୋଗୀସେବା କରାଯାଉଥିବା ଦେଖିବାକୁ ମିଳିଛି। ହସ୍ପିଟାଲ ନର୍ସମାନେ ମୋବାଇଲ ଲାଇଟ୍‌ରେ ରୋଗୀଙ୍କୁ ଇଞ୍ଜେକ୍ସନ…

ଶିମିଳିପାଳରୁ ୨ ଦେଶୀ ବନ୍ଧୁକ ଜବତ

ଖୁଣ୍ଟା,୧୭ା୯(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ଡୁକୁରା ବନ୍ୟପ୍ରାଣୀ ବିଭାଗ ପାଟ୍ରୋଲିଂ ସମୟରେ ଶିମିଳିପାଳ ଅଭ୍ୟୟାରଣ୍ୟ ମଧ୍ୟରୁ ୨ ଦେଶୀ ବନ୍ଧୁକ ଜବତ କରିଛି। ଅଭୟାରଣ୍ୟର କମ୍ପାର୍ଟମେଣ୍ଟ ଇଡି-୪ର ଚୁନଭାଟି- ଖଲାଡି ଅଞ୍ଚଳରେ ଥିବା ପାଦଚଲା ରାସ୍ତାରେ ଶିକାରୀମାନେ ବନ୍ୟଜନ୍ତୁ ଶିକାର ଉଦ୍ଦେଶ୍ୟରେ ପୂର୍ବରୁ…

ଲୋଧା ଛାତ୍ରୀଙ୍କ ଉଚ୍ଚଶିକ୍ଷା ଆଶା ମଉଳିଲା

ମୋରଡ଼ା,୧୬ା୯(ଡି.ଏନ.ଏ.):୧୦ ବର୍ଷ ହଷ୍ଟେଲରେ ରହି ପାଠ ପଢ଼ିଲେ। ସଫଳତାର ସହ ମାଟ୍ରିକ୍‌ ବି ପାସ୍‌ କଲେ। ହେଲେ ପାରିପାର୍ଶ୍ୱିକ ପରିସ୍ଥିତି ଏବେ ତାଙ୍କ ଉଚ୍ଚଶିକ୍ଷା ଆଶାକୁ ମଉଳାଇ ଦେଇଛି। ଇଚ୍ଛା ଥାଇ ପାଠରେ ଡୋରି ବାନ୍ଧି ସନ୍ତୁଳି ହେଉଛନ୍ତି ଲୋଧା ସମ୍ପ୍ରଦାୟର…

ଜିଲାପାଳଙ୍କୁ ଭେଟିବା ପାଇଁ ସ୍କୁଲ ଛାଡ଼ିଲେ ପିଲା

ବାରିପଦା ଅଫିସ,୧୪।୯: ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ ପଥରନେସା ଆଦିବାସୀ ଆଶ୍ରମ ସ୍କୁଲର ଛାତ୍ରୀଛାତ୍ରମାନେ ଜିଲାପାଳଙ୍କୁ ଭେଟିବା ପାଇଁ ସ୍କୁଲ ଛାଡ଼ିବା ଓ ୫ କି.ମି ଚାଲିବା ପରେ ପ୍ରଶାସନିକ ଅଧିକାରୀମାନେ ସେମାନଙ୍କୁ ବୁଝାଶୁଝା କରି ଫେରାଇ ନେବା ଚର୍ଚ୍ଚାର ବିଷୟ…

ଘର ଜଳିଯିବା ଦେଖି ବୃଦ୍ଧାଙ୍କ ମୃତ୍ୟୁ

ସାରସକଣା,୧୩।୯(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ସାରସକଣା ପଞ୍ଚାୟତ ଅନ୍ତର୍ଗତ ଧେଣ୍ଡଗାଁ ଗ୍ରାମର ବାସନ୍ତୀ ପାତ୍ରଙ୍କ ଘରେ ସୋମବାର ବିଳମ୍ବିତ ରାତି ପ୍ରାୟ ୧ଟା ସମୟରେ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ଦୁଇ ବଖରା ଘର ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି।…

ଛାତ୍ରୀ ମୃତ୍ୟୁକୁ ନେଇ ସ୍କୁଲରେ ତାଲା: ପ୍ରଧାନ ଶିକ୍ଷକ ଓ ମାଟ୍ରନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

ବାରିପଦା ଅଫିସ/ବଡ଼ସାହି,୧୨ା୯(ଡି.ଏନ.ଏ.)- ମୟୂଭରଞ୍ଜ ଜିଲା ବଡ଼ସାହି ବ୍ଲକ ଅଧୀନ ବୀରେଶ୍ୱରପୁର ଉଚ୍ଚ ବିଦ୍ୟାଳୟରେ ଥିବା ଅନୁସୂଚୀତ ଜାତି ଓ ଜନଜାତି ବିଭାଗ ଦ୍ୱାରା ପରିଚାଳିତ ଛାତ୍ରୀ ନିବାସର ଜଣେ ଅନ୍ତେବାସୀଙ୍କ ମୃତ୍ୟୁକୁ ନେଇ ସୋମବାର ଉତ୍ତେଜନା ପ୍ରକାଶ ପାଇଛି। ପରିବାର ଲୋକଙ୍କ…

ହଷ୍ଟେଲରେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ

ବଡ଼ସାହି,୧୨ା୯(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ବଡ଼ସାହି ଥାନା ଅଧୀନ ବିରେଶ୍ୱରପୁର ଉଚ୍ଚ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ହଷ୍ଟେଲରେ ରହି ପାଠ ପଢ଼ୁଥିବା ସମୟରେ ହଠାତ ପେଟ ଯନ୍ତ୍ରଣା ହେବାରୁ ସେ ଅସୁସ୍ଥ ହୋଇ ପଡ଼ିଥିଲେ।…

ଜେଲ୍‌ରୁ ମୁକୁଳିବାକୁ ବାହା ହେଲେ, ପରେ ତଡ଼ିଦେଲେ

ବେତନଟୀ, ୧୧ା୯ (ସ୍ବ.ପ୍ର.): ବଳାତ୍କାର ମାମଲାରେ ଛନ୍ଦିହୋଇ ଜେଲ୍‌ ଯିବା ପରେ ମାମଲାରୁ ମୁକୁଳିବାକୁ ବିବାହ କଲେ। ପରେ ପୁଣି ଅଧିକ ଯୌତୁକ ନିର୍ଯାତନା ଦାବି କରି ମହିଳାଙ୍କୁ ଘରୁ ତଡ଼ିଦେଲେ। ପୋଲିସ ଅଭିଯୁକ୍ତ ଶାଶୁଙ୍କୁ ଗିରଫ କରିଥିବା ବେଳେ ସ୍ବାମୀ…

୭୭ ବର୍ଷ ବୟସରେ ଆତ୍ମନିର୍ଭର

ବେତନଟୀ, ୯ା୯: ବୟସର ଅପରାହ୍ନରେ ପହଞ୍ଚି ଥିଲେ ବି ଜୀବନ ସହ ଜାରି ରଖିଛନ୍ତି ସଂଘର୍ଷ। ୭୭ ବର୍ଷ ବୟସରେ ସେ ଚଳଚଞ୍ଚଳ। ଘରକୁ ଘର ଯାଇ କ୍ଷୀର ବିକି ପେଟ ପାଇଁ ଯୋଗାଡ଼ କରୁଛନ୍ତି ଦାନା। ୩୦ବର୍ଷ ହେଲା ଏହି…

ଗୀତ ଗାଇ ପାଠ ପଢ଼ାଇଲେ ବିଧାୟକ

ବେତନଟୀ,୯ା୯(ସ୍ବ. ପ୍ର.): ମୟୂରଭଞ୍ଜ ଜିଲା ବଡ଼ସାହି ବିଧାୟକ ସନାତନ ବିଜୁଳି ଶ୍ରେଣୀ ଗୃହରେ ପାଠ ପଢ଼ାଇବା ସହ ଦେଶାତ୍ମବୋଧକ ଗୀତ ଗାଇ ପିଲାଙ୍କ ଉତ୍ସାହ ବୃଦ୍ଧି କରିଥିବା ଚର୍ଚ୍ଚାର ବିଷୟ ହୋଇଛି। ବେତନଟୀ ବ୍ଲକ ସୋରିଷକୋଠା ଗ୍ରାମସ୍ଥିତ ବୁଢ଼ାବଳଙ୍ଗ ଉଚ୍ଚ ବିଦ୍ୟାଳୟର…

ବାରିପଦାର ଆକର୍ଷଣ: ମୟୂରଭଞ୍ଜ ରାଜପ୍ରାସାଦ

ବାରିପଦା ଅଫିସ, ୮।୯: ସ୍ବାଧୀନତା ପୂର୍ବରୁ ଗଡ଼ଜାତ ମୟୂରଭଞ୍ଜ ରାଜ୍ୟର ପ୍ରଜାବତ୍ସଳ ରାଜାମାନେ ପ୍ରଜାଙ୍କ ସ୍ବାର୍ଥ ସକାଶେ ଅନେକ କାର୍ଯ୍ୟ କରି ଯଶକୀର୍ତ୍ତି ଅର୍ଜନ କରିଛନ୍ତି। ବାରିପଦାରେ ଅବସ୍ଥିତ ରାଜପ୍ରାସାଦ ମୟୂରଭଞ୍ଜର ଗୌରବମୟ ଇତିହାସର ମୂକସାକ୍ଷୀ। ଏହି ରାଜପ୍ରାସାଦକୁ ଉଚ୍ଚ ଶିକ୍ଷା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri