ମୟୂରଭଞ୍ଜ

ରାସ୍ତା ନିର୍ମାଣ କାର୍ଯ୍ୟରେ ଗଛ କାଟିବା ଘଟଣା : ୫ ଗ୍ରାମବାସୀଙ୍କୁ ଗିରଫ କଲା ବନ ବିଭାଗ

ବାରିପଦା ଅଫିସ,୨୪ା୩: ମୟୂରଭଞ୍ଜ ଜିଲା ବାରିପଦା ବନଖଣ୍ଡ ଅଧୀନ ହଳଦୀବଣି ସେକ୍ସନ ଜଡ଼ିପାଳ ଅଞ୍ଚଳରେ ରାସ୍ତା ନିର୍ମାଣ କାର୍ଯ୍ୟରେ ବେଆଇନ ଗଛ କଟାଯିବା ଘଟଣାରେ ବନବିଭାଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଉକ୍ତ ଘଟଣାରେ ୫ଜଣ ଗ୍ରାମବାସୀଙ୍କୁ ବାରିପଦା ବନ ବିଭାଗ ଶୁକ୍ରବାର…

ଶିମିଳିପାଳରୁ ଶିକାରୀ ଗିରଫ

ବାରିପଦା ଅଫିସ,୨୪ା୩: ମୟୂରଭଞ୍ଜ ଶିମିଳିପାଳ ଅଭୟାରଣ୍ୟ ପିଠାବଟା ରେଞ୍ଜ ଅନ୍ତର୍ଗତ ପିଠାବଟା-୧ ବିଟ ଅଞ୍ଚଳରୁ ଜଣେ ଶିକାରୀଙ୍କୁ ବନ ବିଭାଗ ଗିରଫ କରିଛି। ଗିରଫ ଅଭିଯୁକ୍ତ ଗୋବିନ୍ଦଚନ୍ଦ୍ରପୁର ଗ୍ରାମର ଲକ୍ଷ୍ମଣ ସିଂ। ସୂଚନା ଅନୁଯାୟୀ, ବନ ବିଭାଗ ପକ୍ଷରୁ ଗୁରୁବାର ବିଳମ୍ବିତ…

ମୟୂରଭଞ୍ଜର ଯକ୍ଷ୍ମା ଚାମ୍ପିୟନ ବିନୟ

ଦିନେ ସେ ଯକ୍ଷ୍ମା ରୋଗରେ ପୀଡ଼ିତ ଥିଲେ, ଏବେ ଯକ୍ଷ୍ମା ରୋଗୀଙ୍କ ପାଇଁ ପାଲଟିଯାଇଛନ୍ତି ଦେବଦୂତ। ଚିତ୍ର ମାଧ୍ୟମରେ ସେ ସଚେତନତାର ବାର୍ତ୍ତା ଦେବା ସହ ରୋଗୀ ସେବାରେ ନିଜକୁ ସମର୍ପଣ କରିଛନ୍ତି। ଯକ୍ଷ୍ମାକୁ ଜିଣିପାରିଥିବାରୁ ଲୋକେ ତାଙ୍କୁ ଯକ୍ଷ୍ମା ଚାମ୍ପିୟନ…

ସଙ୍ଗୀତଜ୍ଞ ମିହିର ଦାସଙ୍କ ପରଲୋକ

ବାରିପଦା ଅଫିସ,୨୪ା୩: ବିଶିଷ୍ଟ ସଂଗୀତଜ୍ଞ ମିହିର ଦାସ(୭୦)ଙ୍କର ଗୁରୁବାର ମୟୂରଭଞ୍ଜ ଜିଲା ବାରିପଦାର ପୁରୁଣା ହାଟସାହିସ୍ଥିତ ବାସଭବନରେ ପରଲୋକ ଘଟିଛି। ସେ ଏକଧାରାରେ ସୁନାମଧନ୍ୟ ସଂଗୀତଜ୍ଞ, ସଂଯୋଜକ ଭାବେ ପରିଚିତ ଥିଲେ। ଆକାଶବାଣୀ ସହିତ ମଧ୍ୟ ଜଡିତ ଥିଲେ। ପ୍ରାୟ ୩୦ବର୍ଷ…

ଭଉଣୀଙ୍କୁ ପିଟିପିଟି ମାରିଦେଲେ ଭାଇ-ଭାଉଜ

ବାରିପଦା ଅଫିସ,୨୨।୩: ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ବ୍ରାହ୍ମଣଗାଁ ପଞ୍ଚାୟତ ବେଗୁନିଆବନ୍ଧ ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ପାରିବାରିକ କଳହକୁ ନେଇ ଭଉଣୀଙ୍କୁ ପିଟିପିଟି ମାରି ଦେଇଛନ୍ତି ଭାଇ ଓ ଭାଉଜ । ଖବରପାଇ ବାଙ୍ଗିରିପୋଷି…

୩ ଶିକ୍ଷକ ନିଲମ୍ବିତ

ବାରିପଦା ଅଫିସ,୨୨।୩: ମାଟ୍ରିକ୍‌ ପରୀକ୍ଷା ପରିଚାଳନାରେ ତ୍ରୁଟି କାରଣରୁ ମୟୂରଭଞ୍ଜ ଜିଲାର ୩ ଶିକ୍ଷକଙ୍କୁ ନିଲମ୍ବିତ କରାଯାଇଛି। ପରୀକ୍ଷା ଚାଲୁଥିବା ସମୟରେ ଜିଲା ସହକାରୀ ଶିକ୍ଷା ଅଧିକାରୀ ଅଚାନକ ବାରମାଇଲ ହାଇସ୍କୁଲ ପରୀକ୍ଷା କେନ୍ଦ୍ର ପରିଦର୍ଶନ କରିଥିଲେ। ଏହି ସମୟରେ ୨…

ଗର୍ଭବତୀ ସ୍ତ୍ରୀଙ୍କୁ ଗୋଇଠା ମାରି ହତ୍ୟା

ଉଦଳା,୨୨।୩ (ଡି.ଏନ.ଏ.): ମୟୂରଭଞ୍ଜ ଜିଲା ଉଦଳା ଥାନା ଅଧୀନ ଖଣ୍ଡାଚିରା ଗ୍ରାମରେ ପାରିବାରିକ କଳହରୁ ଗର୍ଭବତୀ ସ୍ତ୍ରୀଙ୍କ ପେଟକୁ ଗୋଇଠା ମାରି ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ମହିଳା ଜଣକ ହେଲେ ଗୋଲାପୀ ମୁର୍ମୁ। ପୋଲିସ ଅଭିଯୁକ୍ତ ସ୍ବାମୀ ଦାମ…

ଜିଲାବ୍ୟାପୀ ହରତାଳ ଆଜି

ବାରିପଦା ଅଫିସ, ୨୦।୩: କୁଡୁମୀ ଜାତିକୁ ପୁନଃ ଆଦିବାସୀ ମାନ୍ୟତା ଦାବିରେ କୁଡୁମୀ ସେନା ପକ୍ଷରୁ ମଙ୍ଗଳବାର ମୟୂରଭଞ୍ଜ ଜିଲାରେ ୬ଘଣ୍ଟିଆ ହରତାଳ ଓ ବନ୍ଦ ଡାକରା ଦିଆଯାଇଛି। ଏନେଇ କୁଡୁମୀ ସେନାର ରାଜ୍ୟ ସଭାପତି ଜୟୀମୁନି ମହାନ୍ତଙ୍କ ନେତୃତ୍ୱରେ ସୋମବାର…

ପ୍ରଶ୍ନପତ୍ର ତ୍ରୁଟିକୁ ନେଇ ଭାଜପାର ବିକ୍ଷୋଭ

ବାରିପଦା ଅଫିସ,୨୦ା୩: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର ତ୍ରୁଟି ପ୍ରତିବାଦରେ ବାରିପଦା ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଭାଜପା ଯୁବମୋର୍ଚ୍ଚା ତରଫରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ଓଡ଼ିଶା ମାଧ୍ୟମିକ…

‘ଏବେ ଛୁଟି ମିଳିବ, ଧନ୍ୟବାଦ ଭଗବାନ’

ବାରିପଦା ଅଫିସ,୨୦।୩:ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟ ଜଳୁଥିଲା। ନିଅଁାରେ ଜୀବଜନ୍ତୁ ଅତିଷ୍ଠ ହୋଇପଡ଼ିଥିବା ବେଳେ ଲିଭେଇବାକୁ ବନ ବିଭାଗ ନାକେଦମ୍‌ ହୋଇଥିଲା। ପଶ୍ଚିମା ଝଡ଼ ପ୍ରଭାବରେ ଗତ ଦୁଇଦିନ ଧରି ବର୍ଷା ଫଳରେ ଏହି ଅଭୟାରଣ୍ୟ ନିଅଁାରୁ ମୁକ୍ତି ପାଇଛି। ବନ୍ୟଜନ୍ତୁଙ୍କ…

୩ ପର୍ଯ୍ୟଟନସ୍ଥଳୀର ହେବ ବିକାଶ

ବାରିପଦା ଅଫିସ,୧୮ା୩: ରାଜ୍ୟ ପର୍ଯ୍ୟଟନ ବିଭାଗର ଏକ ଅନୁଧ୍ୟାନକାରୀ ଦଳ ୩ ଦିନିଆ ମୟୂରଭଞ୍ଜ ଜିଲା ଗସ୍ତରେ ଆସିଛନ୍ତି। ଜିଲାର ତିନୋଟି ପର୍ଯ୍ୟଟନସ୍ଥଳୀକୁ ଯାଇ ଏହାର ସ୍ଥିତାବସ୍ଥା ପରଖିବା ସହିତ ପୁନରୁଦ୍ଧାର ଓ ବିକାଶ ମୂଳକ କାର୍ଯ୍ୟ ସମ୍ପର୍କରେ ତଥ୍ୟ ସଂଗ୍ରହ…

ଛାତ୍ରୀଙ୍କୁ ଗର୍ଭବତୀ କରି ଗିରଫ ହେଲେ ଶିକ୍ଷକ

ଠାକୁରମୁଣ୍ଡା,୧୭ା୩(ଡି.ଏନ.ଏ.): ଜଣେ ନାବାଳିକା ଛାତ୍ରୀଙ୍କୁ ଗର୍ଭବତୀ କରି ଫେରାର ହୋଇଯାଇଥିବା ଶିକ୍ଷକଙ୍କୁ ପୋଲିସ ଗିରଫ ପରେ ଶୁକ୍ରବାର କୋର୍ଟ ଚାଲାଣ କରିଛି। ସୂଚନା ଅନୁଯାୟୀ, ପୁରୁଣାପାଣି ଅଞ୍ଚଳର ରବୀନ୍ଦ୍ର ମହାନ୍ତ ନିକଟସ୍ଥ ଏକ ହାଇସ୍କୁଲରେ ଶିକ୍ଷକତା କରନ୍ତି । ଅବସର ସମୟରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri