ଛାତ୍ରୀଙ୍କୁ ଗର୍ଭବତୀ କରି ଗିରଫ ହେଲେ ଶିକ୍ଷକ

ଠାକୁରମୁଣ୍ଡା,୧୭ା୩(ଡି.ଏନ.ଏ.): ଜଣେ ନାବାଳିକା ଛାତ୍ରୀଙ୍କୁ ଗର୍ଭବତୀ କରି ଫେରାର ହୋଇଯାଇଥିବା ଶିକ୍ଷକଙ୍କୁ ପୋଲିସ ଗିରଫ ପରେ ଶୁକ୍ରବାର କୋର୍ଟ ଚାଲାଣ କରିଛି।
ସୂଚନା ଅନୁଯାୟୀ, ପୁରୁଣାପାଣି ଅଞ୍ଚଳର ରବୀନ୍ଦ୍ର ମହାନ୍ତ ନିକଟସ୍ଥ ଏକ ହାଇସ୍କୁଲରେ ଶିକ୍ଷକତା କରନ୍ତି । ଅବସର ସମୟରେ ନିଜ ଘରେ ଟିୟୁସନ ପଢ଼ାନ୍ତି । କିଛି ବାଳକ, ବାଳିକା ତାଙ୍କ ପାଖରେ ଟିୟୁସନ ପଢ଼ୁଥିବା ବେଳେ ପୀଡିତା ଛାତ୍ରୀଙ୍କୁ ପ୍ରଲୋଭନ ଦେଖାଇ ସେ ଶାରୀରିକ ସମ୍ପର୍କ ରଖିଥିଲେ। ପରେ ଛାତ୍ରୀ ଜଣକ ଗର୍ଭବତୀ ହୋଇଥିଲେ। ଏ ନେଇ ଛାତ୍ରୀଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିବାରୁ ପୋଲିସ ଏକ ମାମଲା(ନଂ.୩୬/୨୩) ରୁଜୁ କରି ତଦନ୍ତ ଜାରି ରଖିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀରରେ ବନ୍ଦ ପାଳନ: ଯାନବାହନ ଚଳାଚଳ ବନ୍ଦ

ବଲାଙ୍ଗୀର ଅଫିସ, ୮।୧: ବଲାଙ୍ଗୀର ସହର ସମେତ ଜିଲାର ବିଭିନ୍ନ ଅଞ୍ଚଳରେ ବନ୍ଦ ପାଳନ ସଫଳ ହୋଇଛି। ବୁଧବାର ସକାଳ ୬ଟାରୁ ବିଭିନ୍ନ ଶ୍ରମିକ ସଂଗଠନ...

ଆଜି କାତିଖର୍ପର ବେଶରେ ଦର୍ଶନ ଦେବେ ମା’ ମଙ୍ଗଳା

କାକଟପୁର,୩।୧୦(ଡି.ଏନ୍‌.ଏ.): ପୁରୀ ଜିଲା କାକଟପୁରସ୍ଥିତ ମା’ ମଙ୍ଗଳାଙ୍କ ମନ୍ଦିରରେ ଆଶ୍ୱିନ ମୂଳାଷ୍ଟମୀ ତିଥିଠାରୁ ଆରମ୍ଭ ହୋଇଛି ଶାରଦୀୟ ପାର୍ବଣ ପୂଜା। ଗୁରୁବାର ଶୁକ୍ଳ ଷଷ୍ଠୀ ତିଥି...

ସୁମିତଙ୍କ ବେଡ୍‌ରୁମ୍‌ରେ ରହିବାକୁ ଅଡ଼ି ବସିଲେ ତପସ୍ବିନୀ

ବ୍ରହ୍ମପୁର ଅଫିସ,୫।୧: ଗଞ୍ଜାମ ଜିଲା ଜଜ କୋର୍ଟ ତପସ୍ବିନୀଙ୍କୁ ଶାଶୁଘର ବ୍ରହ୍ମପୁର ବ୍ରହ୍ମାନଗରର ଗଣେଶ ନିବାସରେ ରହିବାକୁ ମଙ୍ଗଳବାର ରାୟ ଶୁଣାଇଥିଲେ। କୋର୍ଟଙ୍କ ରାୟ ପରେ...

ଛତୁଆ ବିଲ୍‌ ପାସ୍‌ କରିବା ନେଇ ମହିଳାଙ୍କୁ ଅସଦାଚରଣ : ଯୋଡା ବିଡିଓଙ୍କ ନାମରେ ଏତଲ।

ଯୋଡା, ୨୯ା୫(ଡି.ଏନ୍‌.ଏ.)-କେନ୍ଦୁଝର ଜିଲା ଯୋଡ଼ା ବ୍ଲକ ବିଡିଓ ଛତୁଆ ବିଲ୍‌ ପାସ୍‌ କରିବା ଆଳରେ ମହିଳାଙ୍କୁ ଅସଦାଚରଣ କରିଥିବା ନେଇ ଶୁକ୍ରବାର ଯୋଡ଼ା ଥାନାରେ ଲିଖିତ...

ଭୁଶୁଡ଼ିଲା ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀ ପାଚେରି

ପୁରୀ ଅଫିସ,୧୬ା୯ : ବିପଦସଙ୍କୁଳ ଅବସ୍ଥାରେ ଥିବା ଇନ୍ଦ୍ରଦ୍ୟୁମ୍ନ ପୁଷ୍ପରିଣୀ ପାଚେରି ରବିବାର ଭୁଶୁଡ଼ି ପଡ଼ିଛି। ଏହା ସହ ପୋଖରୀର ଏକ ପାର୍ଶ୍ୱ ପାଚେରି ଦବିଯାଇଛି।...

ପୁରୁଷୋତ୍ତମପୁରର ୩ଜୋନରେ ଦାଖଲ ହୋଇନି ପ୍ରାର୍ଥିପତ୍ର

ପୁରୁଷୋତ୍ତମପୁର,୬।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ୧୫ଜୋନ ବିଶିଷ୍ଟ ପୁରୁଷୋତ୍ତମପୁର ସମବାୟ ସମିତିରେ ହେବାକୁ ଥିବା ନିର୍ବାଚନ ଲାଗି ସୋମବାର ପ୍ରାର୍ଥିପତ୍ର ଦାଖଲ ହୋଇଛି। ସମିତିର ୩ଟି ଜୋନ...

ନାମକୁ ମାତ୍ର ନିଷିଦ୍ଧାଞ୍ଚଳ ଘୋଷଣା

କେନ୍ଦ୍ରାପଡ଼ା ଅଫିସ, ୨୭ା୧୦: ସମୁଦ୍ର ମଧ୍ୟରେ ମାଛ ହାଟ ହେଉଛି। ଟ୍ରଲର ମାଲିକମାନେ ସେଠାରୁ ମାଛ ନେଇ ଯାଉଛନ୍ତି । ଗହୀରମଥାରେ ମାଛ ମାରିବା କଟକଣା...

ଭଟଲି ବ୍ଲକ୍‌ର ୫ କେନ୍ଦ୍ରରେ ମାଟ୍ରିକ୍‌ ପରୀକ୍ଷାଦେଲେ ୮୩୮ ଛାତ୍ରୀଛାତ୍ର

ଭଟଲି,୧୯ା୨(ଡି.ଏନ୍‌.ଏ.): ରାଜ୍ୟରେ ଦଶମଶ୍ରେଣୀ ବୋର୍ଡ ପରୀକ୍ଷା ବୁଧବାରଠାରୁ ଆରମ୍ଭ ହୋଇଛି। ବରଗଡ଼ ଜିଲା ଭଟଲି ବ୍ଲକ୍‌ର ୫ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ସେଥିମଧ୍ୟରୁ...

Advertisement
Archives

Model This Week