କେନାଲ ଆଡ଼ିରେ ପଡ଼ିଛି ଅଜଣା ମହିଳାଙ୍କ ମୃତଦେହ
ମୋରଡ଼ା,୧୭ା୩(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ଥାନା ଅଧୀନ ହଳଦୀପାଳ ପଞ୍ଚାୟତର ଚିତ୍ରଡ଼ା ଫାଣ୍ଡି ପଛ ପଟ ଜଙ୍ଗଲ ନିକଟ ଦେଇ ଯାଇଥିବା ସୁବର୍ଣ୍ଣରେଖା କେନାଲ ଆଡ଼ିରେ ଜଣେ ଅଜଣା ମହିଳାଙ୍କ ଗଳିତ ମୃତଦେହ ପଡ଼ି ରହିଥିବାର ଦେଖିବାକୁ ମିଳିଛ। ସୂଚନା…
ସାପକୁ କଚାଡି ମାରିଲେ, ପରେ ସାଙ୍ଗରେ ନେଇ ପହଁଚିଲେ ମେଡିକାଲ
ଉଦଳା,୧୬।୩(ସନ୍ତୋଷ କୁମାର ବାଛିନି): ସାପକୁ କଚାଡି ମାରିଲେ ଆଉ ସାପକୁ ନେଇ ସାଙ୍ଗରେ ପହଁଚିଲେ ମେଡିକାଲ। ଯୁବକଙ୍କୁ କାମୁଡ଼ିଲା ନାଗ ସାପ। ୩ ରୁ ୪ ଜାଗା କାମୁଡା ଖାଇ ସାରିବା ପରେ ଉତ୍ତ୍ୟକ୍ତ ହୋଇ ସାପକୁ କଚାଡି ମାରିଲେ ଆଉ…
ସ୍ବାମୀଙ୍କ ପରକୀୟା ପ୍ରୀତିକୁ ବିରୋଧ କରିବାରୁ ସ୍ତ୍ରୀଙ୍କ ଜୀବନ ନେଇଗଲେ
କୁଳିଅଣା,୧୫ା୩(ଗୋପୀନାଥ ବେହେରା):ମୟୂରଭଞ୍ଜ ଜିଲା ଚାନ୍ଦୁଆଥାନା ଅଧିନସ୍ଥ ଟଙ୍ଗାଶୋଳ ଗ୍ରାମରେ ସ୍ବାମୀଙ୍କ ପରକୀୟା ପ୍ରୀତି ସନ୍ଦେହରେ ଚାଲିଗଲା ସ୍ତ୍ରୀଙ୍କ ଜୀବନ। ନିଜ ସ୍ତ୍ରୀକୁ ଜୀବନରୁ ମାରିଦେଲେ ରାକ୍ଷସ ସ୍ବାମୀ। ଚାନ୍ଦୁଆ ଥାନା ଅନ୍ତର୍ଗତ ଟଙ୍ଗାଶୋଳ ଗ୍ରାମରେ ଅଘଟଣ। ମୃତକ ମହିଳା ହେଲେ ସବିତା…
ସ୍ତ୍ରୀଙ୍କୁ ମାରି ରାତିସାରା ମୃତଦେହ ପାଖରେ ଜଗି ରହିଲେ ସ୍ବାମୀ
ବାରିପଦା,୧୫।୩(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ନିତିଦିନ ନରହତ୍ୟା ଘଟଣା ଜିଲାବାସୀଙ୍କୁ ବ୍ୟଥିତ କରିଛି । ଶୁକ୍ରବାର ଦିନବେଳା ବାରିପଦା ସହରରେ ଘରେ ପଶି ନିର୍ମମ ହତ୍ୟା ଘଟଣାର ୨୪ ଘଣ୍ଟା ନ ପୁରୁଣୁ ଅନ୍ୟ ଏକ ହତ୍ୟା ଘଟଣା ଜିଲାରେ…
ଦୁର୍ବୃତ୍ତଙ୍କ ଟଣାଓଟରାରେ ଚଳନ୍ତା ସ୍କୁଟିରୁ ପଡିଲେ ଦମ୍ପତି, ପରେ ଲୁଟି ନେଇ…
ବୈଶିଙ୍ଗା,୧୫।୩:(ରତନ ଦାଶ) ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ୧୮ ନଂ ଜାତୀୟ ରାଜପଥର ହାତୀଝୁରି ଛକରେ ସ୍ପଷ୍ଟ ଦିବାଲୋକରେ ଛିନତାଇ ହୋଇଛି। ଏହି ଘଟଣାରେ ଦୁର୍ବୃତ୍ତଙ୍କ ଆକ୍ରମଣରେ ଉଭୟ ସ୍ତ୍ରୀ-ସାମୀ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି। ସୂଚନାମୁତାବକ…
ଜଙ୍ଗଲ ଭିତରେ ପଡି ରହିଛି ମହିଳାଙ୍କ ମୃତଦେହ : ବଳାତ୍କାର ପରେ ହତ୍ୟା ସନ୍ଦେହ
ମୋରଡା,୧୪।୩(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ତଥା ଚିତ୍ରଡା ଫାଣ୍ଡି ଅଧୀନ ଜଗନ୍ନାଥ ମନ୍ଦିର ପାଖ ଜଙ୍ଗଲରେ ଜଣେ ଲୋଧା ଜନଜାତି ମହିଳାଙ୍କ ମୃତଦେହ ପଡିରହିଛି । ସୂଚନା ମୁତାବକ, ସକାଳେ ସ୍ଥାନୀୟ ଲୋକେ ପତ୍ର ତୋଳିବା ପାଇଁ ଜଙ୍ଗଲକୁ…
ବାରିପଦାରେ ଚାଞ୍ଚଲ୍ୟ: ଘରେ ପଶି ବ୍ୟବସାୟୀଙ୍କ ବେକ କାଟିଦେଲେ…
ବାରିପଦା,୧୪।୩(ନୀଳାଦ୍ରି ବିହାରୀ ଦଣ୍ଡପାଟ): ବାରିପଦା ସହରରେ ପୁଣି ଆତଙ୍କ। ଶୁକ୍ରବାର ପୂର୍ବାହ୍ନ ୧୦ଟା ସମୟରେ ଘରେ ପଶି ବ୍ୟବସାୟୀଙ୍କ ବେକକୁ କାଟି ଅତି ନିର୍ମମ ଭାବେ ହତ୍ୟା କରାଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ମୃତକ…
ସରକାରୀ ଡାକ୍ତରଖାନାରୁ ଦୁଇ ଶିଶୁଙ୍କୁ ଅପହରଣ ବେଳେ ଧରାପଡ଼ିଲେ ମହିଳା
ବାରିପଦା,୯।୩: ମୟୂରଭଞ୍ଜ ଜିଲାର ବାରିପଦାରେ ଥିବା ମୁଖ୍ୟାଳୟ ଡାକ୍ତରଖାନା (ଡିଏଚ୍ଏଚ୍) ରୁ ଜଣେ ମହିଳା ଦୁଇ ଶିଶୁ ଶିଶୁଙ୍କୁ ଅପହରଣ କରୁଥିବା ବେଳେ ଧରାପଡ଼ିଛନ୍ତି। ଅଭିଯୁକ୍ତ ମହିଳା ଜଣକ ମୟୂରଭଞ୍ଜ ଜିଲାର ରସଗୋବିନ୍ଦପୁର ପୋଲିସ ଥାନା ଅନ୍ତର୍ଗତ ତୋଟାପଡ଼ା ଗ୍ରାମର ସନ୍ଧ୍ୟାରାଣୀ…
ଝିଅ ବାହାଘର ପାଇଁ ସଞ୍ଚିଥିଲେ ଟଙ୍କା , ଲକ୍ଷାଧିକ ଟଙ୍କା ଜାଳିପୋଡି ପାଉଁଶ
ଉଦଳା,୬।୩(ସନ୍ତୋଷ ବାଛିନି) ରାତିରେ ହଠାତ ହେଲା ଅଗ୍ନିକାଣ୍ଡ, ଆଉ ଆଖି ସାମ୍ନାରେ ହୁ ହୁ ହୋଇ ଜଳିଗଲା ଘର। ଆଉ ଝିଅ ବାହାଘର ପାଇଁ ଘରେ ସଞ୍ଚି ରଖିଥିବା ଟଙ୍କା ଜଳି ପୋଡି ଛାରଖାର ହୋଇଗଲା। ନିଆଁ ସାରିଦେଲା ସବୁକିଛି। ଉଦଳା…
ଟାଙ୍ଗିଆରେ ବାପର ମୁଣ୍ଡ ହାଣିଲା ପୁଅ, ଅଳ୍ପକେ ବର୍ତ୍ତିଲା ମାଆ
ବାରିପଦା,୪।୩(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଚାନ୍ଦୁଆଁ ଥାନା ଅଧିନ ଠାରୁଆସାହି ଗ୍ରାମରେ ଏକ ବିଭତ୍ସ ହତ୍ୟାକାଣ୍ଡ ଘଟଣା ସାଧାରଣରେ ଆଲୋଡନ ସୃଷ୍ଟି କରିଛି । ପାରିବାରିକ ଗଣ୍ଡଗୋଳକୁ ନେଇ ପୁଅ ଉତ୍ୟକ୍ତ ହୋଇ ବାପାକୁ ଏକ ଟାଙ୍ଗିଆରେ ନିର୍ମମ ଭାବେ…
ପୃଥକ ଦୁର୍ଘଟଣାରେ ୬ ମୃତ: ମେଳା ଦେଖି ଫେରିବା ବେଳେ ତିନି ବନ୍ଧୁଙ୍କ ମୃତ୍ୟୁ
କୁଆଁରମୁଣ୍ଡା(ମହେନ୍ଦ୍ର କୁମାର ସାହୁ)/କରଞ୍ଜିଆ,୨।୩: ସୁନ୍ଦରଗଡ ଜିଲା ବୀରମିତ୍ରପୁର ଥାନା ଅନ୍ତର୍ଗତ ଚୁଙ୍ଗିଗେଟ ନିକଟସ୍ଥ ୧୪୩ ନମ୍ବର ଜାତୀୟ ରାଜପଥରେ ଶନିବାର ଅଜଣା ଗାଡ଼ି ଧକ୍କାରେ ୩ ଜଣ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି। ମୃତକମାନେ ହେଲେ ଜଲଙ୍ଗବିରା ଗ୍ରାମ ଘାସିଟୋଲାର ଦିଲ୍ଲୀପ…
ମିନି ମାରାଥନରେ ଦୌଡିଲେ ମୁଖ୍ୟମନ୍ତ୍ରୀ Mohan Majhi
କରଞ୍ଜିଆ,୨।୩: ଶିମିଳିପାଳ ସୁରକ୍ଷା ବାର୍ତ୍ତା ନେଇ ଅନୁଷ୍ଠିତ ହୋଇଛି ମିନି ମାରାଥନ। ଏହାକୁ ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଉଦ୍ଘାଟନବେଳେ ନିଜେ ଦୌଡରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ। ଶିମିଳିପାଳର ସୁରକ୍ଷା ପାଇଁ ଚଳିତ ବଜେଟରେ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି। ୫୦…

