ମୟୂରଭଞ୍ଜ

ଜିଲାପାଳଙ୍କୁ ଭେଟିବାକୁ ଅନ୍ଧାର ରାତିରେ ୨୫ କିମି ଚାଲିଲେ ଅନ୍ତେବାସୀ

ବାରିପଦା,୨୫ା୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଖୁଣ୍ଟା ବ୍ଲକ ଅଧିନ ବାସିପିଠା ସ୍ଥିତ ସରକାରୀ ଏସ.ଏସ.ଡି ଉଚ୍ଚ ବିଦ୍ୟାଳୟର ଶତାଧିକ ଅନ୍ତେବାସୀ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିବାକୁ ଅନ୍ଧାର ରାତିରେ ବାରିପଦାରେ ପହଞ୍ଚିଛନ୍ତି। ଦୀର୍ଘ ୨୫ କିମି ରାଜ୍ୟ ରାଜପଥରେ ଚାଲି…

ବାର୍ଡ଼ ଫ୍ଲୁ ଆତଙ୍କ: ଜଙ୍ଗଲରେ ପଡ଼ିଛି କୁଢ଼କୁଢ଼ ମଲା କୁକୁଡ଼ା

ମୋରଡ଼ା,୨୩ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ୍‌ରେ କୁକୁଡ଼ା ମଡକ ଦେଖାଦେଇଛି। ବ୍ଲକ୍‌ ଅଧୀନ ଚିତ୍ରଡା ବାଉଁଶ ବଣ ନିକଟ ଏକ ନିଛାଟିଆ ପଡ଼ିଆରେ ପାଞ୍ଚ ଶହରୁ ଊର୍ଦ୍ଧ୍ୱ ମଲା କୁକୁଡ଼ା ରବିବାର ପଡିଥିବା ଦେଖିବାକୁ ମିଳିଛି। ଫଳରେ ଅଞ୍ଚଳରେ ବାର୍ଡ…

ବସ୍‌-ବୋଲେରୋ ମୁହାଁମୁହିଁ ଧକ୍କା: ୬ ଗୁରୁତର

ଉଦଳା,୨୧।୨(ସନ୍ତୋଷ କୁମାର ବାଛିନି): ମୟୂରଭଞ୍ଜ ଜିଲା ଶରତ ଥାନା ହଦଗୁଠ ଛକ ନିକଟରେ ଶୁକ୍ରବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବସ୍‌-ବୋଲେରୋ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇ ୬ଜଣ ଗୁରୁତର ହୋଇଛନ୍ତି। ଗୁରୁତରମାନଙ୍କୁ ଶରତ ଏବଂ ଉଦଳା ହସ୍ପିଟାଲରେ ଭର୍ତ୍ତି କରାଯାଇଛି।…

ବନ୍ଧୁକ ମୁନରେ ଲୁଟିନେଲେ ୨୭ ଲକ୍ଷ ଟଙ୍କା, କର୍ମଚାରୀ ଆହତ

ମୟୂରଭଞ୍ଜ ,୨୦ା୨: ଶୁକ୍ରବାର ଓଡ଼ିଶାର ମୟୂରଭଞ୍ଜ ଜିଲାରେ ଥିବା SBIର ବହଲଦା ଶାଖାରୁ ସଶସ୍ତ୍ର ଦୁର୍ବୃତ୍ତମାନେ ପ୍ରାୟ ୨୭ ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ରିପୋର୍ଟ ଅନୁଯାୟୀ, ସକାଳ ପ୍ରାୟ ୧୦.୧୫ ସମୟରେ ଦୁଇଟି ମୋଟରସାଇକେଲରେ ପାଞ୍ଚ ଜଣ…

୫ ମାସର ଶିଶୁକନ୍ୟାକୁ ଅନ୍ୟ ହାତରେ ଟେକିଦେଲେ ମା’, କହିଲେ ଆଶ୍ଚର୍ଯ୍ୟଜନକ କଥା…

ବାରିପଦା,୧୪ା୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ କୋହି ପଞ୍ଚାୟତ ଅଞ୍ଚଳରେ ୫ ମାସର ଶିଶୁକନ୍ୟାକୁ ବିକ୍ରି ନେଇ ଅଭିଯୋଗ ହୋଇଛି। ଖବରପାଇ ସମନ୍ବିତ ଶିଶୁ ବିକାଶ ବିଭାଗର ଅଧିକାରୀମାନେ ପହଞ୍ଚି ଘଟଣାର ତଦନ୍ତ କରୁଛନ୍ତି। ତେବେ ଅତ୍ୟନ୍ତ ଗରିବ…

ବଡ଼ଧରଣ ଦୁର୍ଘଟଣା: ଡାଲା ଅଟୋକୁ ପଛରୁ ପିଟିଲା ସ୍କର୍ପିଓ, ୨ ମୃତ

ବାରିପଦା,୧୧।୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦା ଉପକଣ୍ଠ ୧୮ନଂ ଜାତୀୟ ରାଜପଥ ମଞ୍ଚାବନ୍ଧା ନିକଟରେ ମଙ୍ଗଳବାର ପୂର୍ବାହ୍ନରେ ଏକ ସଡକ ଦୁର୍ଘଟଣା ଘଟିଛି । ଏଥିରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି । ଏକ ସ୍କର୍ପିଓ ମାଲ ବୋଝେଇ ଡାଲା…

ବଦଳୁଛି ଉଦଳା ରାଜନୀତି

ଉଦଳା(ସନ୍ତୋଷ କୁମାର ବାଛିନି)/ ଭୁବନେଶ୍ୱର,୯ା୨(ଅନୁରାଧା ମହାରଣା): ବଦଳିବାରେ ଲାଗିଲାଣି ଉଦଳା ରାଜନୀତିର ଗଣିତ। ଦିନକ ପୂର୍ବରୁ ଉଦଳା ବ୍ଲକ ଚେୟାରମ୍ୟାନ ବିଜେଡି ଛାଡ଼ି ଭାଜପାରେ ମିଶିଥିବା ବେଳେ ପୁଣି ଶନିବାର ବିଜେଡିର ହାତ ଛାଡିଛନ୍ତି ସରପଞ୍ଚ ଓ କର୍ମୀ। ଭୁବନେଶ୍ୱରସ୍ଥିତ ଭାଜପା…

ମେଳା ଦେଖି ଫେରିବାବେଳେ ବାଇକ୍‌କୁ ପିଟିଲା ଅଜଣାଗାଡ଼ି, ଚାଲିଗଲା ୩ ଜୀବନ

ମୋରଡ଼ା,୮ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ଶୁଳିଆପଦା ଥାନା ଅଞ୍ଚଳରେ ଏକ ସଡ଼କ ଦୁର୍ଘଟଣାରେ ୩ ଜଣ ଯୁବକଙ୍କ ମୃତ୍ୟୁ ଘଟିଛି। ସୂଚନାନୁଯାୟୀ, ଉକ୍ତ ଥାନା ଅଧୀନ ଧାତିକା ଗ୍ରାମର ବିପିନ ଦେଓ, ରବୀନ୍ଦ୍ର ଦେଓ ଓ ବାଦଲ ନାଏକ ଉକ୍ତ ଥାନା…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, ପ୍ରତିବାଦରେ ରାସ୍ତାରୋକୋ କଲେ ଗ୍ରାମବାସୀ

ମୋରଡ଼ା,୩ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ଥାନା ଅଧୀନ କୁଜିଡ଼ିହି-ବାରମାଇଲ ମୁଖ୍ୟ ରାସ୍ତାର ବଡ଼ବିଲା- ମୋହନପୁର ଛକ ମଧ୍ୟରେ ରବିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି l ମୃତକ…

RIଙ୍କୁ ବନ୍ଧୁକ ଦେଖାଇ ସୁନା ଚେନ୍‌, ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ବାରିପଦା(ନୀଳାନ୍ଦ୍ରି ଦଣ୍ଡପାଟ),୩୦।୧: ମୟୁରଭଞ୍ଜ କରଞ୍ଜିଆ ଥାନା ନିକଟସ୍ଥ ପାଟ୍‌ବିଲ୍‌ ଆର୍‌ଆଇଙ୍କ ଠାରୁ ଲୁଟିନେଲେ ସୁନା ଚେନ୍‌ ଓ ଟଙ୍କା। ୨ ଦୁର୍ବୃତ୍ତ ବନ୍ଧୁକ ଦେଖାଇ ରାଜସ୍ବ ନିରୀକ୍ଷକ ଅଫିସରୁ ଲୁଟି ଫେରାର ହୋଇଯାଇଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ…

ପୋଷାହାତୀ ଭବାନୀର ମୃତ୍ୟୁ, ପ୍ରାଣୀପ୍ରେମୀଙ୍କୁ ଝଟ୍‌କା

ବାରିପଦା,୨୮।୧(ନୀଳାଦ୍ରି ବିହାରୀ ଦଣ୍ଡପାଟ):ଶିମିଳିପାଳ ଅଭୟାରଣ୍ୟ ସୁରକ୍ଷାରେ ନିୟୋଜିତ ଥିବା ପୋଷାହାତୀ ଭବାନୀର ମୃତ୍ୟୁ ଘଟିଛି । ମଙ୍ଗଳବାର ସକାଳ ୬ଟା ୧୦ରେ ମୃତ୍ୟୁ ହୋଇଥିବା ନେଇ ଜଣାପଡିବା ପରେ ବନକର୍ମଚାରୀ ଓ ପ୍ରାଣୀପ୍ରେମୀଙ୍କ ମଧ୍ୟରେ ଗଭୀର ଆଘାତ ଲାଗିଛି। ସାଢେ ୭ଫୁଟରୁ…

ଆରପାରିରେ କାଇଚଟଣୀ ଗବେଷକ ଇଂ ନୟାଧର ପଢିଆଲ

ବାରିପଦା,୨୫।୧(ନୀଳାଦ୍ରି ବିହାରୀ ଦଣ୍ଡପାଟ):ମୟୂପଭଞ୍ଜ ଜିଲାର କାଇଚଟଣୀ ଗବେଷକ ତଥା ପୂର୍ତ୍ତ ବିଭାଗର ସହକାରୀଯନ୍ତ୍ରୀ ଇଂ ନୟାଧର ପଢିଆଲଙ୍କ ମୃତ୍ୟୁ ଘଟିଛି । ଭୂବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ହୃଦରୋଗ ଜନିତ ଚିକିତ୍ସା ଚାଲିଥିବା ଅବସ୍ଥାରେ ସେ ଶେଷନିଶ୍ବାସ ତ୍ୟାଗ କରିଛନ୍ତି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?