ମୟୂରଭଞ୍ଜ

ନିମ୍ନମାନର ଖାଦ୍ୟକୁ ବିରୋଧ କରି ଅଙ୍ଗନଓ୍ବାଡି କେନ୍ଦ୍ରରେ ତାଲା

ବାରିପଦା ଅଫିସ,୮ା୯- ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଗ୍ରାମାଞ୍ଚଳର ପ୍ରସୂତି, ଗର୍ଭବତୀ ଓ ଶିଶୁମାନଙ୍କୁ ବିଭିନ୍ନ ପ୍ରକାର ରନ୍ଧାଖାଦ୍ୟ ଓ ଶୁଖିଲା ଖାଦ୍ୟ ପ୍ରଦାନ କରାଯାଉଛି। ହେଲେ ମୋରଡା ବ୍ଲକ ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ ଅଧୀନ ମୋରଡା…

ବିଜେଡିର ପରିବର୍ଦ୍ଧିତ ଜିଲା କାର୍ଯ୍ୟକାରିଣୀ ବୈଠକ: ‘ପରାଜୟର କାରଣ ଗୋଷ୍ଠୀ କନ୍ଦଳ’

ବାରିପଦା ଅଫିସ,୮ା୯- ସମଗ୍ର ରାଜ୍ୟରେ ବିଜୁ ଜନତା ଦଳ ନିର୍ବାଚନୀ ଫଳାଫଳ ଭଲ କରୁଥିବା ବେଳେ ମୟୂରଭଞ୍ଜ ଜିଲାରେ କିନ୍ତୁ ଓଲଟା। ଜିଲାରେ ତୃଣମୂଳସ୍ତରରେ ଭାଜପାର ସଙ୍ଗଠନ ମଜଭୁତ ନ ଥିଲେ ମଧ୍ୟ ୨୦୧୭ ପଞ୍ଚାୟତ ନିର୍ବାଚନଠାରୁ ଦଳ ଶାସକ ବିଜେଡିକୁ…

କଳା ଦିବସ ପାଳନ କଲା କୁଡୁମୀ ସେନା

ବାରିପଦା ଅଫିସ,୬ା୯: ୧୯୫୦ମସିହା ସେପ୍ଟେମ୍ବର ୬ତାରିଖ ଦିନ କେନ୍ଦ୍ର ସରକାର କୁଡୁମୀ ଜାତିକୁ ଅନୁସୂଚିତ ଜାତିରୁ ବାଦ ଦିଆଯାଇଥିବା ପ୍ରତିବାଦରେ ଶୁକ୍ରବାର ମୟୂରଭଞ୍ଜ କୁଡୁମୀ ସେନା ପକ୍ଷରୁ କଳା ଦିବସ ପାଳନ କରାଯାଇଛି ା କୁଡୁମୀ ସେନାର ରାଜ୍ୟ ସଭାପତି ଜୈମୁନି…

ମାରିସା ପକ୍ଷରୁ ଜିଲାପାଳଙ୍କୁ ଦାବିପତ୍ର

ବାରିପଦା ଅଫିସ,୬ା୯: ବାରିପଦା ସହରରେ ଦିନକୁ ଦିନ ଅଳିଆ ଆବର୍ଜନା ଜମିବାରେ ଲାଗିଛି । ସହରର ଗଳିକନ୍ଦିରେ କୁଢ କୁଢ ଆବର୍ଜନା ପଚିସଢି ପରିବେଶକୁ ଦୂଷିତ କରୁଛି। ମ୍ୟୁନିସିପାଲଟି ପକ୍ଷରୁ ଏସବୁକୁ ସଫା ସୁତୁରା କରାଯାଉ ନ ଥିବାରୁ ମଶା ମାଛିଙ୍କ…

ବୁଲା ଗୋରୁଙ୍କ ପାଇଁ ବଢୁଛି ଦୁର୍ଘଟଣା

ଉଦଳା,୬ା୯(ଡି.ଏନ୍‌.ଏ.)- ଦେଶ ତମାମ ଟ୍ରାଫିକ୍‌ ବ୍ୟବସ୍ଥା ଏବେ କଡାକଡି କରାଯାଇଛି। ଟ୍ରାଫିକ୍‌ ନିୟମ ଉଲ୍ଲଂଘନ କଲେ ମୋଟା ଅଙ୍କର ତଣ୍ଡ ଗଣୁଛନ୍ତି ଗାଡି ଚାଳକ। ମାତ୍ର ଉଦଳାରେ ଟ୍ରାଫିକ୍‌ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇ ପଡିଥିବାରୁ ସାଧାରଣରେ ଅସନ୍ତୋଷ ଦେଖାଦେଇଛି। ରାସ୍ତାରେ ବୁଲା…

କିଡ୍‌ନୀ ରୋଗରେ ପୁଣି ଜଣଙ୍କ ଜୀବନଗଲା

କୁଆମରା,୬।୯(ଡି.ଏନ.ଏ)- ଗୋପବନ୍ଧୁ ନଗର ବ୍ଲକ ଅନ୍ତର୍ଗତ ପୁରୁଣା ବାରିପଦା ପଞ୍ଚାୟତର ମାଙ୍କଡକେଦା ଗ୍ରାମରେ କିଡ୍‌ନୀ ରୋଗରେ ପୁଣି ଜଣେ ଯୁବକଙ୍କ ବୁଧବାର ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ଭଜମନ ସିଂ (୨୯) । ଆଦିବାସୀ ଅଧ୍ୟୁଷିତ ଏହି ଗ୍ରାମରେ ଜଣଙ୍କ…

ନୂଆ ସଡ଼କ ସୁରକ୍ଷା ନିୟମ ନେଇ ସଚେତନତା

ବାରିପଦା ଅଫିସ,୬ା୯-କେନ୍ଦ୍ର ସରକାରଙ୍କ ପକ୍ଷରୁ ନୂଆ ମୋଟରଯାନ ନିୟମ ଲାଗୁ କରାଯିବା ପରେ ରାଜ୍ୟ ସରକାର ଏହାକୁ କଡ଼ାକଡ଼ି କରିଛନ୍ତି ା ଫଳରେ ବିନା ଲାଇସେନ୍ସ ଓ ହେଲମେଟରେ ଗାଡି ଚଳାଇବା ସହିତ ଅନ୍ୟାନ୍ୟ ନିୟମ ଉଲ୍ଲଂଘନ କରୁଥିବା ଚାଳକମାନଙ୍କୁ ମୋଟା…

ଏଟିଏମ୍‌ ମେଶିନରେ ପରିସ୍ରା କଲେ କନଷ୍ଟେବଳ, ଭିଡିଓ ଭାଇରାଲ

ବାରିପଦା ଅଫିସ,୫।୯- ବାରିପଦା ମ୍ୟୁନିସିପାଲିଟି ସଂଲଗ୍ନ ଏକ ଏଟିଏମ୍‌ରେ ଜନୈକ ପୋଲିସ କର୍ମଚାରୀ ପରିସ୍ରା କରୁଥିବାର ଏକ ଭିଡିଓ ଭାଇରାଲ ହୋଇଛି। ସେ ମୟୂରଭଞ୍ଜ ପୋଲିସରେ କନଷ୍ଟେବଳ ଭାବେ କାର୍ଯ୍ୟ କରୁଥିବା ବେଳେ ବିଶୃଙ୍ଖଳା ଆଚରଣ ପାଇଁ ୨ ବର୍ଷ ପୂର୍ବେ…

କରଞ୍ଜିଆରେ ହାତୀ ଉପଦ୍ରବ, ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତାରୋକୋ

ଠାକୁରମୁଣ୍ଡା,୫ା୯(ଡ଼ି.ଏନ୍‌.ଏ.)- କରଞ୍ଜିଆ ଅଞ୍ଚଳରେ ହାତୀ ଆତଙ୍କ ଥମୁନାହିଁ। ଦୀର୍ଘ ଏକ ମାସ ହେଲା ଝାଡ଼ଖଣ୍ଡ ହାତୀ ଏହି ଅଞ୍ଚଳରେ ରହି ବିଭିନ୍ନ ଗ୍ରାମରେ ପଶି ବ୍ୟାପକ କ୍ଷୟକ୍ଷତି କରୁଛନ୍ତି। ମଙ୍ଗଳବାର ବିଳମ୍ବିତ ରାତିରେ କରଞ୍ଜିଆଠାରୁ ୫ କି.ମି ଦୂର ଅନ୍ଧାରଝରି ଗ୍ରାମରେ…

ପ୍ରଧାନମନ୍ତ୍ରୀ ଆବାସ ଫେରିଯିବା ଆଶଙ୍କା, ଭୂମିହୀନଙ୍କୁ ମିଳୁନି ଘରଡିହ ପଟ୍ଟା

ବଡ଼ସାହି,୫ା୯(ସ୍ବ.ପ୍ର)-ବଡ଼ସାହି ବ୍ଲକ ଅଧୀନ ଭୀମିଦା ପଞ୍ଚାୟତର ଚେଙ୍ଗୁଆ ଗ୍ରାମର କେତେକ ଭୂମିହୀନ ପରିବାର ଘରଡିହ ପଟ୍ଟା ଦାବିରେ ବୁଧବାର ବଦଳି ଗାଁରେ ଥିବା କୁରାଡ଼ିହା ରାଜସ୍ବ ନିରୀକ୍ଷକ(ଆରଆଇ)ଙ୍କ କାର୍ଯ୍ୟାଳୟରେ ଫେରାଦ ହୋଇଛନ୍ତି। ଗ୍ରାମର ରାଜୁ ସିଂ, ସାନୁ ସିଂ, ବିଶ୍ୱନାଥ ବିନ୍ଧାଣୀ,…

ଅବ୍ୟବସ୍ଥାରେ ବାନ୍ଧଗଡ଼ା ଅଙ୍ଗନଓ୍ବାଡି କେନ୍ଦ୍ର

ଖୁଣ୍ଟା,୫ା୯(ଡି.ଏନ୍‌.ଏ.)-ଭିତ୍ତିଭୂମିର ଅଭାବ ଓ ନିମ୍ନମାନର ନିର୍ମାଣ କାର୍ଯ୍ୟ ଯୋଗୁ ଖୁଣ୍ଟା ବ୍ଲକ ଅଧୀନ ବାହାନଡା ପଞ୍ଚାୟତର ବାନ୍ଧଗଡା ଅଙ୍ଗନଓ୍ବାଡ଼ି କେନ୍ଦ୍ର ଅବ୍ୟବସ୍ଥାରେ ଚାଲିଛି । ୨୦୦୦ ମସିହାରେ ଏହି ଗ୍ରାମରେ ଅଙ୍ଗନଓ୍ବାଡ଼ି କେନ୍ଦ୍ର ଖୋଲା ଯାଇଥିଲା। ଦୀର୍ଘବର୍ଷ ଅସ୍ଥାୟୀ ଆୟୋଜନରେ ପ୍ରାକ୍‌…

ନ୍ୟାୟ ପାଇଁ ଏସ୍‌ପି, ଜିଲାପାଳଙ୍କ ଦ୍ୱାରସ୍ଥ

ଭଦ୍ରକ ଅଫିସ, ୪ା୯- ଆକ୍ରମଣର ଶିକାର ହୋଇଥିବା ବାସୁଦେବପୁର ଦିନ୍ଦାଚାନ୍ଦି ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟର କନିଷ୍ଠ ଶିକ୍ଷୟିତ୍ରୀ କାମିନୀ ଦାସ ନ୍ୟାୟ ପାଇଁ ବୁଧବାର ଜିଲାପାଳ ଓ ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଆକ୍ରମଣକାରୀଙ୍କୁ ତୁରନ୍ତ ଗିରଫ କରାଯିବା ସହ ତାଙ୍କ ସୁରକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?