ମୟୂରଭଞ୍ଜ

ଚୁଲି ନିଆଁରେ ଜଳିଗଲେ

ବାରିପଦା ଅଫିସ,୪ା୯: କାଠ ଚୁଲିରେ ରୋଷେଇ କରୁଥିବା ବେଳେ ନିଆଁ ଲାଗି ସୁମୀ ବିନ୍ଧାଣୀ ନାମ୍ନୀ ଜଣେ ମହିଳା ଗୁରୁତର ହୋଇଛନ୍ତି । ତାଙ୍କ ଘର ବାରିପଦା ସହର ୨୨ ନମ୍ବର ୱାର୍ଡ ହଦ୍‌ହଦି ସାହିରେ। ନିଆଁ ଲାଗିବା ଜାଣି ସୁମି…

ଘାଟିରେ ବସ୍‌କୁ ପିଟିଲା ଟ୍ରକ୍‌: ୨୨ ଆହତ

ବାଙ୍ଗିରିପୋଷି,୩।୯: ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅଧୀନ ଦ୍ୱାରଶୁଣୀ ଘାଟିରେ ଶୁକ୍ରବାର ଏକ ଦୁର୍ଘଟଣା ଘଟିଛି। ବାରିପଦାରୁ କେନ୍ଦୁଝର ଅଭିମୁଖେ ଯାଉଥିବା ଏକ ଯାତ୍ରୀବାହୀ ବସ୍‌ ସହ ଟ୍ରକ ମଧ୍ୟରେ ଧକ୍କା ହୋଇଥିଲା। ଏଥିରେ ୨୨ ଜଣ ଯାତ୍ରୀ ଆହତ ହୋଇଛନ୍ତି।…

ବିଦ୍ୟାଭାରତୀଙ୍କୁ ଜେରା ନ କରି ଫେରିଗଲା କ୍ରାଇମବ୍ରାଞ୍ଚ ଟିମ୍‌

ବାରିପଦା ଅଫିସ,୩ା୯: ବହୁଚର୍ଚ୍ଚିତ ଏଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ଗୁରୁବାର କ୍ରାଇମବ୍ରାଞ୍ଚ ବିଦ୍ୟାଭାରତୀଙ୍କୁ ତନାଘନା ଜେରା କରିଥିଲା। ପ୍ରାୟ ସାଢ଼େ ୬ ଘଣ୍ଟାରେ ୭୦ ପ୍ରଶ୍ନ ପଚାରିଥିଲା ଟିମ୍‌। ଆଜି ପୁଣି ଥରେ ବିଦ୍ୟାଭାରତୀ କ୍ରାଇମବ୍ରାଞ୍ଚ ଜେରାର ସମ୍ମୁଖୀନ…

ଏସିଏଫ୍‌ ସୌମ୍ୟରଞ୍ଜନଙ୍କ ସ୍ତ୍ରୀ ବିଦ୍ୟାଭାରତୀଙ୍କୁ କ୍ରାଇମବ୍ରାଞ୍ଚର ଜେରା

ବାରିପଦା ଅଫିସ,୨ା୯: ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ରଙ୍କ ସ୍ତ୍ରୀ ବିଦ୍ୟାଭାରତୀଙ୍କୁ ଗୁରୁବାର ତାଙ୍କ ବାପଘର ମୟୂରଭଞ୍ଜ ଜିଲା କପ୍ତିପଦାର ଗୌଡ଼ଗଁା ଘରେ ଜେରା କରୁଛି କ୍ରାଇମବ୍ରାଞ୍ଚର ୫ ଜଣିଆ ଟିମ୍‌। ସୂଚନାଯୋଗ୍ୟ, ଗତ ଜୁଲାଇ ୧୨ ତାରିଖ ରାତିରେ ସୌମ୍ୟ ଏବଂ ତାଙ୍କ…

ଭାଜପା ଛାଡିଥିଲେ ୧୫, ଫେରିଲେ ୫ ଜିଲାପରିଷଦ

ବାରିପଦା ଅଫିସ,୩୦ା୮: ନିକଟରେ ଭାଜପାର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ ମୟୂରଭଞ୍ଜ ଜିଲାର ୧୫ ଜିଲାପରିଷଦ ସଦସ୍ୟ। ସେମାନଙ୍କ ମଧ୍ୟରୁ ରବିବାର ୫ଜଣ ଦଳକୁ ଫେରିଛନ୍ତି। ଜିଲାପରିଷଦଙ୍କ ଘରବାହୁଡ଼ାକୁ ନେଇ ଜିଲାରେ ରାଜନୀତି ସରଗରମ ହୋଇଛି। ଝାଡ଼ଖଣ୍ଡର ପୂର୍ବତନ ରାଜ୍ୟପାଳ…

ଋଣ ଦେବା ଆଳରେ ଠକି ନେଇଥିଲେ ୨୦ ଲକ୍ଷ

ରାଇରଙ୍ଗପୁର,୩୦ା୮(ଡି.ଏନ.ଏ.): ଗ୍ରାହକମାନଙ୍କୁ ଋଣ ଦେବା ଆଳରେ ୨୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଠକି ନେଇ ଫେରାର ଥିବା ଏକ ଅର୍ଥ ଲଗାଣକାରୀ ସଂସ୍ଥାର ସିଏସ୍‌ଓଙ୍କୁ ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ଟାଉନଥାନା ପୋଲିସ ରବିବାର ଗିରଫ କରିଛି। ସେ ହେଲେ ବାଲେଶ୍ୱର ଜିଲା…

ପୂର୍ବତନ ବିଧାୟକଙ୍କଠାରୁ ଟଙ୍କା ଲୁଟି ନେଲେ

ରାଇରଙ୍ଗପୁର,୨୮ା୮(ଡି.ଏନ.ଏ): ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ପୂର୍ବତନ ବିଧାୟକ ସାଇବା ସୁଶୀଲ ହାଁସଦାଙ୍କଠାରୁ ଶନିବାର ଦୁର୍ବୃତ୍ତମାନେ ୮୧ ହଜାର ଟଙ୍କା ଲୁଟି ନେଇଛନ୍ତି । ଏନେଇ ବହଳଦା ଥାନାରେ ଅଭିଯୋଗ ପରେ ପୋଲିସ ଏକ ମାମଲା (ନଂ. ୮୧/୨୦୨୧) ରୁଜୁ କରିଛି। ମିଳିଥିବା…

‘ଓଡ଼ିଶା ଲୋକେ ପିଉଛନ୍ତି ଝାଡ଼ଖଣ୍ଡ ପାଣି’

ବାରିପଦା ଅଫିସ,୨୮।୮-ମୟୂରଭଞ୍ଜ ଜିଲା ତିରିଂ ବ୍ଲକ ଅନ୍ତର୍ଗତ କେତେକ ଗ୍ରାମର ଲୋକେ ପାନୀୟ ଜଳରୁ ବଞ୍ଚିତ ହୋଇ ସୀମାନ୍ତ ଝାଡ଼ଖଣ୍ଡ ରାଜ୍ୟର ପାଣିକୁ ବ୍ୟବହାର କରୁଛନ୍ତି। ଏନେଇ ଶୁକ୍ରବାର ଅନୁଷ୍ଠିତ ୧୧ତମ ଜିଲା ପରିଷଦ ବୈଠକରେ କଥା ଉଠିବା ପରେ ଉଦ୍‌ବେଗ…

ଡରାଇଲାଣି ତୃତୀୟ ଲହର

ବାରିପଦା ଅଫିସ,୨୭।୮-କରୋନା ମହାମାରୀର ତୃତୀୟ ଲହର ଆଶଙ୍କାକୁ ନେଇ ସମସ୍ତେ ଭୀତସ୍ତତ। ସେପ୍ଟେମ୍ବର ଶେଷ ଓ ଅକ୍ଟୋବର ପ୍ରାରମ୍ଭରେ ସଂକ୍ରମଣ ବଢ଼ିବା ସମ୍ଭାବନା ଥିବା ନେଇ ବିଶେଷଜ୍ଞମାନେ ମତପ୍ରକାଶ କରିଛନ୍ତି। ଏଥିରେ ଶିଶୁମାନେ ବିଶେଷ ଭାବେ ପ୍ରଭାବିତ ହେବେ ବୋଲି କୁହାଯାଉଥିବା…

ବଜ୍ରପାତରେ ଘର ଜଳିଗଲା

କୁଆମରା,୨୩ା୮(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ଗୋପବନ୍ଧୁ ନଗର ବ୍ଲକ ଜୟପୁର ପଞ୍ଚାୟତର ଦିଘି ନୂଆସାହି ଗ୍ରାମରେ ସୋମବାର ବଜ୍ରପାତ ଘଟି ହାଡିବନ୍ଧୁ ସିଂଙ୍କ ଏକ ବଖରା ଚାଳ ଘର ଜଳି ଯାଇଛି। ହେଲେ ଘର ଭିତରେ ଥିବା ପରିବାରର ୬ ସଦସ୍ୟ ଅଳ୍ପକେ…

୨ ହଜାର ଟଙ୍କାରେ ଦୁଇ ମାସର ଶିଶୁପୁତ୍ରକୁ ବିକିଥିଲେ, ଏବେ ୩ ବନ୍ଧାହେଲେ

ବାରିପଦା ଅଫିସ,୨୩ା୮: ଦୁଇ ମାସର ଶିଶୁପୁତ୍ରକୁ ୨ ହଜାର ଟଙ୍କାରେ ବିକ୍ରି କରାଯାଇଥିବା ନେଇ ମୟୂରଭଞ୍ଜ ଜିଲା ଝାରପୋଖରିଆ ଥାନା ଶଙ୍ଖାଭଙ୍ଗା ଗାଁର ଜନୈକା ମହିଳା ଅଭିଯୋଗ କରିଛନ୍ତି । ଏହି ଘଟଣାରେ ସମ୍ପୃକ୍ତ ଥିବା ୩ ଜଣଙ୍କୁ ପୋଲିସ ଗିରଫ…

ରାଖୀ ବାନ୍ଧିବା ପୂର୍ବରୁ ଚାଲିଗଲା ଭଉଣୀର ଜୀବନ

ରାଇରଙ୍ଗପୁର,୨୨ା୮(ଡି.ଏନ.ଏ.): ଗାଧୋଇ ସାରି ଘରକୁ ଫେରିଥିଲେ ବଡ଼ ଭାଇ ହାତରେ ରାଖୀ ବାନ୍ଧି ଥାଆନ୍ତେ। ହେଲେ ନିୟତିର ନିଷ୍ଠୁର ନିୟମ ତାଙ୍କୁ ପରିବାରଠାରୁ ସବୁଦିନ ପାଇଁ ଦୁରେଇ ଦେଲା । ରାଖୀ ବାନ୍ଧିବା ଆଗରୁ ନଈରେ ବୁଡ଼ି ଚାଲିଗଲା ସାନ ଭଉଣୀର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?