ପ୍ରତିଶ୍ରୁତି ପୁରଣ ନ ହେବାରୁ ଭୋଟ ଦେବୁନାହିଁ
ବାରିପଦା ଅଫିସ,୨।୨: ମୌଳିକ ସୁବିଧାରୁ ବଞ୍ଚିତ ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ ଅଧୀନ ପୂର୍ଣ୍ଣଚନ୍ଦ୍ରପୁର ପଞ୍ଚାୟତ କମଳାଶୋଳ ଗ୍ରାମବାସୀ ପଞ୍ଚାୟତ ନିର୍ବାଚନରେ ଭୋଟ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି। ଏନେଇ ଶତାଧିକ ମହିଳା ପୁରୁଷ ବାରିପଦା ସଦର ଉପଜିଲାପାଳଙ୍କୁ ଏକ…
ସମ୍ମାନ ପାଇଁ ଲଢ଼େଇ
ବାରିପଦା ଅଫିସ,୧।୨ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ମୟୂରଭଞ୍ଜ ଜିଲା ବାରିପଦା ସଦର ବ୍ଲକରେ ୩୨୨ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଛନ୍ତି। ଏହି ବ୍ଲକ ଅଧୀନ ଦୁଇଟି ଜିଲାପରିଷଦ ଜୋନରେ ଭାଜପା ଓ ବିଜେଡି ମଧ୍ୟରେ କଡ଼ା ଟକ୍କର ହେବାର ସମ୍ଭାବନା ରହିଛି। ଉଭୟ…
ବାଲି ସଇରାତକୁ ନେଇ ବିବାଦ
ବାରିପଦା ଅଫିସ,୩୦ା୧: ମୟୂରଭଞ୍ଜ ଜିଲା ବଡ଼ସାହି ତହସିଲ ଅଧୀନ ଆରପଟା ବାଲି ସଇରାତକୁ ନେଇ ଦୁଇଗୋଷ୍ଠୀଙ୍କ ମଧ୍ୟରେ ବିବାଦ ପିଛା ଛାଡୁନାହିଁ। ଗୋଟିଏ ଗୋଷ୍ଠୀ ପକ୍ଷରୁ ଲିଜ୍ଧାରୀ ପ୍ରଦୀପ କୁମାର ବିନ୍ଧାଣୀଙ୍କୁ ତହସିଲ କାର୍ଯ୍ୟାଳୟରୁ ଉଠାଇ ନେଇ ମରଣାନ୍ତକ ଆକ୍ରମଣ କରାଯାଇଛି। ଏନେଇ…
ଦେଶ,ରାଜ୍ୟର ଉନ୍ନତି ଲାଗି ସଙ୍କଳ୍ପ ନେବାକୁ ଆହ୍ବାନ
ବାରିପଦା ଅଫିସ,୨୮।୧ ମୟୂରଭଞ୍ଜ ଜିଲା ବାରିପଦା ରିଜର୍ଭ ପୋଲିସ ପଡ଼ିଆଠାରେ ୭୩ତମ ଜିଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ମୁଖ୍ୟଅତିଥି ଭାବେ ରାଜ୍ୟ ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ ଓ ସମବାୟ ବିଭାଗର ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଯୋଗଦେଇ ଜାତୀୟ…
ରାସ୍ତା କାମ ନ ହେଲେ ଭୋଟ ଦେବୁନି
ବୈଶିଙ୍ଗା,୨୭ା୧(ଡି.ଏନ.ଏ.)- ରାସ୍ତା କାମ କର ନ ହେଲେ ଭୋଟ ଦେବୁନି। ଏଭଳି ସଫା ସଫା କହୁଛନ୍ତି ମୟୂରଭଞ୍ଜ ଜିଲା ବେତନଟୀ ବ୍ଲକ ଅଧୀନ ଗଡ଼ଦେଉଳିଆ ପଞ୍ଚାୟତର ଭାନୁପୁର ଗ୍ରାମ ୮ନଂ. ୱାର୍ଡର ଜନସାଧାରଣ। ଦୀର୍ଘ ଦିନ ହେଲା ରାସ୍ତା ସମସ୍ୟା ନେଇ…
‘ଆଚରଣ ବିଧି ଉଲ୍ଲଂଘନ କଲେ କାର୍ଯ୍ୟାନୁଷ୍ଠାନ’
ବାରିପଦା ଅଫିସ,୨୬।୧- ମୟୂରଭଞ୍ଜ ଜିଲାରେ ମୁକ୍ତ, ଅବାଧ ଓ ନିରପେକ୍ଷ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରିଚାଳନା ପାଇଁ ରାଜନୈତିକ ଦଳର ପ୍ରତିନିଧିଙ୍କ ସହ ପର୍ଯ୍ୟବେକ୍ଷକଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ବିନୀତ ଭରଦ୍ୱାଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲାର କରଞ୍ଜିଆ…
ବାରିପଦାରେ କେନ୍ଦ୍ରୀୟ ଗୋଇନ୍ଦା ସଂସ୍ଥା ଅଧିକାରୀ
ବାରିପଦା ଅଫିସ, ୨୬।୧: କେନ୍ଦ୍ର ଜଳଶକ୍ତି ଓ ଆଦିବାସୀ ବ୍ୟାପାର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ନିଜ କାର୍ଯ୍ୟାଳୟକୁ ଡକାଇ ୨ ଅଧିକାରୀଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏବେ ଏହି ଘଟଣାର ଖୋଳତାଡ଼ ଆରମ୍ଭ ହୋଇଛି। ମଙ୍ଗଳବାର ଭୁବନେଶ୍ୱରରୁ କେନ୍ଦ୍ରୀୟ ଗୋଇନ୍ଦା…
ଦିବ୍ୟାଙ୍ଗ ଯୁବତୀଙ୍କୁୁ ବଳାତ୍କାର: ଆତ୍ମଘୋଷିତ ବାବା ଗିରଫ
ବାରିପଦା ଅଫିସ,୨୬।୧: ମୟୂରଭଞ୍ଜ ଜିଲା ବଡ଼ସାହି ଥାନା ଅଞ୍ଚଳର ଜନୈକା ଦିବ୍ୟାଙ୍ଗ ଯୁବତୀଙ୍କୁ ବଳାତ୍କାର ଅଭିଯୋଗରେ ପୋଲିସ ଆତ୍ମଘୋଷିତ ଜଣେ ବାବା ଜଠାରାମ ମୁର୍ମୁଙ୍କୁ ଗିରଫ କରିଛି। ଘଟଣାକୁ ଚପାଇ ଦେବା ପାଇଁ ଗ୍ରାମରେ ବୈଠକ ବସି ଅଭିଯୁକ୍ତଙ୍କଠାରୁ ଜରିମାନା ବାବଦରେ…
କଳାବ୍ୟାଜ୍ ପିନ୍ଧିଲେ ଅଧିକାରୀ,କର୍ମଚାରୀ
ବାରିପଦା ଅଫିସ,୨୫ ।୧ମୟୂରଭଞ୍ଜ ଭାଜପା ଏମ୍ପି ତଥା କେନ୍ଦ୍ର ଜଳଶକ୍ତି ଓ ଆଦିବାସୀ ବ୍ୟାପାର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ଗତ ଶୁକ୍ରବାର ନିଜ କାର୍ଯ୍ୟାଳୟକୁ ଡାକି ଦୁଇ ଅଧିକାରୀଙ୍କୁ ମରଣାନ୍ତକ ଆକ୍ରମଣ କରି ହାତ ଭାଙ୍ଗିବା ଘଟଣାକୁ ଜିଲା କଂଗ୍ରେସ ପକ୍ଷରୁ…
କେନ୍ଦ୍ରମନ୍ତ୍ରୀଙ୍କ ମାଡ଼ ପ୍ରତିବାଦରେ କଳାବ୍ୟାଜ୍ ପିନ୍ଧିଲେ
ବାରିପଦା ଅଫିସ,୨୨ା୧: ମୟୂରଭଞ୍ଜ ଭାଜପା ଏମ୍ପି ତଥା କେନ୍ଦ୍ର ଜଳଶକ୍ତି ଓ ଆଦିବାସୀ ବ୍ୟାପାର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ଗତ ଶୁକ୍ରବାର ନିଜ କାର୍ଯ୍ୟାଳୟକୁ ଡାକି ଦୁଇ ଅଧିକାରୀଙ୍କୁ ମରଣାନ୍ତକ ଆକ୍ରମଣ କରି ହାତ ଭାଙ୍ଗିବା ଘଟଣାକୁ ଜିଲା କଂଗ୍ରେସ ପକ୍ଷରୁ…
ଯାଞ୍ଚ ପରେ ଜିଲାରେ ୧୩,୪୬୭ ପ୍ରାର୍ଥୀ
ବାରିପଦା ଅଫିସ,୨୪।୧: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ପରେ ଶନିବାର ଯାଞ୍ଚ ପ୍ରକ୍ରିୟା ଶେଷ ହୋଇଛି। ମୟୂରଭଞ୍ଜ ଜିଲାରେ ୧୩ ହଜାର ୪୬୭ ପ୍ରାର୍ଥୀଙ୍କ ପ୍ରାର୍ଥତ୍ପତ୍ର କାଏମ ରହିଥିବା ବେଳେ ୯୯୯ ଜଣଙ୍କର ନାକଚ ହୋଇଯାଇଛି। ୨୬୧ ଜିଲା…
ଆଧାର କାର୍ଡ ପାଇଁ ହୀନସ୍ତା
ବୈଶିଙ୍ଗା, ୨୩ା୧ (ଡି.ଏନ.ଏ.) ମୟୂରଭଞ୍ଜ ଜିଲା ବେତନଟୀ ବ୍ଲକ ଅଞ୍ଚଳର ଲୋକଙ୍କୁ ଆଧାରକାର୍ଡ ପାଇଁ ହୀନସ୍ତା ହେବାକୁ ପଡୁଛି। ନୂଆ ଆଧାର କାର୍ଡ ବନାଇବା କିମ୍ବା ପୁରୁଣା କାର୍ଡରେ ଆବଶ୍ୟକ ସଂଶୋଧନ କରିବା, ବ୍ଲକର ୨୪ ପଞ୍ଚାୟତର ବାସିନ୍ଦାଙ୍କ ପାଇଁ ଚିନ୍ତାର ବିଷୟ…
Archives


